Números 26
Oriya Bible (GL_ORIYA) vs NTLH
1 ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ,
1 Depois da epidemia, o Senhor disse a Moisés e a Eleazar, filho do sacerdote Arão, o seguinte:
2 ଇଶ୍ରାୟେଲର ପୁରୁଷ ଲୋକମାନଙ୍କ ମଧ୍ଯରୁ ନିଜ ନିଜ ପିତୃଗୃହାନୁସା ରେ କୋଡିଏ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ସୈନ୍ଯ ଶ୍ ରଣେୀଭୁକ୍ତ କରିବାକୁ ଗଣନା କର।
2 — Façam a contagem de todos os homens israelitas de vinte anos para cima, família por família, isto é, todos os que já têm idade para o serviço militar. São estes os israelitas que saíram do Egito:
3 ମାଶାେ ଓ ଇଲିଯାସର ଯାଜକ ଯିରିହାରେ ନିକଟସ୍ଥିତ ୟର୍ଦ୍ଦନ ସମୀପର ଇଶ୍ରାୟେଲର ଲୋକମାନଙ୍କୁ ମାଯାେବ ପଦା ରେ ଏହା କହିଲେ।
3 — ausente —
4 ସମାନେେ କହିଲେ, ଯେଉଁ ପୁରୁଷମାନେ କୋଡିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସହେି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମାଶାଙ୍କେୁ ଆଦେଶ କରିଥିଲେ, ଯେତବେେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।
4 — ausente —
5 ରୁବନେ ଇଶ୍ରାୟେଲ ପ୍ରଥମ ପୁତ୍ର। ରୁବନରେ ପୁତ୍ରଗଣ ଓ ଗୋଷ୍ଠୀଗୁଡିକ ହେଲ, ହାନୋକରୁ ହାନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।
5 A tribo de Rúben (Rúben era o filho mais velho de Jacó): os grupos de famílias de Enoque, Palu,
6 ହିଷ୍ରୋଣଠାରୁ ହିଷ୍ରୋଣୀଯ ପରିବାର; କର୍ମ୍ମୀଠାରୁ କର୍ମ୍ମୀଯ ପରିବାର।
6 Hezrom e Carmi.
7 ଏମାନେ ହେଲେ ରୁବନରେ ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ଯା ହେଲା 43 ,730
7 Desses grupos de famílias foram contados quarenta e três mil setecentos e trinta homens.
8 ପଲ୍ଲର ସନ୍ତାନ ଇଲୀଯାବ।
8 Os descendentes de Palu eram Eliabe
9 ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ।
9 e os seus filhos Nemuel, Datã e Abirão (Datã e Abirão foram escolhidos pelo povo. Eles se revoltaram contra Moisés e Arão e se juntaram com os seguidores de Corá, na revolta contra Deus, o Senhor .
10 ସେତବେେଳେ ପୃଥିବୀ ସମାନଙ୍କେୁ ଓ କୋରହକୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହାପରେ ସମାନେେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କତେ ଚିହ୍ନ ସ୍ବରୂପ ଥିଲା।
10 A terra se abriu e os engoliu, e eles morreram com Corá e os seus seguidores. O fogo matou duzentos e cinquenta homens, e isso serviu como um aviso para o povo.
11 କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ।
11 Mas os filhos de Corá não foram mortos.).
12 ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।
12 A tribo de Simeão: os grupos de famílias de Nemuel, Jamim, Jaquim,
13 ସରହଠାରୁେ ସରହେୀଯ ଗୋଷ୍ଠୀ; ଶୌଲଠାରୁ ଶୌଲୀଯ ଗୋଷ୍ଠୀ,
13 Zera e Saul.
14 ଶିମିଯୋନୀଯ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 22,200 ଥିଲା।
14 Desses grupos de famílias foram contados vinte e dois mil e duzentos homens.
15 ଗାଦ ପରିବାରବର୍ଗର ଏହି ସନ୍ତାନଗଣ ହେଲେ: ସିଫୋନଠାରୁ ସିଫୋନୀଯ ଗୋଷ୍ଠୀ; ହଗିଠାରୁ ହଗୀଯ ଗୋଷ୍ଠୀ; ଶୂନିଠାରୁ ଶୂନୀଯ ଗୋଷ୍ଠୀ;
15 A tribo de Gade: os grupos de famílias de Zefom, Hagui, Suni,
16 ଓଷ୍ତିଠାରୁ ଉଷ୍ଟୀଯ ଗୋଷ୍ଠୀ; ଏରିଠାରୁ ଏରୀଯ ଗୋଷ୍ଠୀ।
16 Ozni, Eri,
17 ଅରୋଦିଠାରୁ ଅରୋଦୀଯ ଗୋଷ୍ଠୀ; ଅ ରଲିଠାରୁେ ଅ ରେଲୀଯ ଗୋଷ୍ଠୀ;
17 Arode e Areli.
18 ଗାଦ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 40,500ଥିଲେ।
18 Desses grupos de famílias foram contados quarenta mil e quinhentos homens.
19 ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;
19 — ausente —
20 ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।
20 — ausente —
21 ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ।
21 — ausente —
22 ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 76,500 ଥିଲେ।
22 Desses grupos de famílias foram contados setenta e seis mil e quinhentos homens.
23 ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।
23 A tribo de Issacar: os grupos de famílias de Tolá, Puva,
24 ୟାଶୂବଠାରୁ ୟାଶୁବୀଯ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀଯ ଗୋଷ୍ଠୀ।
24 Jasube e Sinrom.
25 ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 64,300 ଥିଲେ।
25 Desses grupos de famílias foram contados sessenta e quatro mil e trezentos homens.
26 ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ।
26 A tribo de Zebulom: os grupos de famílias de Serede, Elom e Jaleel.
27 ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 60,500 ହେଲେ।
27 Desses grupos de famílias foram contados sessenta mil e quinhentos homens.
28 ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ।
28 As tribos de Manassés e Efraim, que eram filhos de José.
29 ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ।
29 A tribo de Manassés: Maquir, filho de Manassés, era pai de Gileade, e os seguintes grupos de famílias são descendentes de Gileade:
30 ଗିଲିଯଦ ପରିବାରବର୍ଗ ହେଲେ: ଈଯଷେରଠାରୁ ଈଯେଷ୍ରୀଯ ଗୋଷ୍ଠୀ; ହେଲକଠାରୁ ହେଲକୀଯ ଗୋଷ୍ଠୀ:
30 os grupos de famílias de Iezer, Heleque,
31 ଅସ୍ରୀଯଲଠାରୁେ ଅସ୍ରୀଯଲେୀଯ ଗୋଷ୍ଠୀ; ଶେଖମଠାରୁ ଶେଖମୀଯ ଗୋଷ୍ଠୀ;
31 Asriel, Siquém,
32 ଶମୀଦଠାରୁ ଶମୀଦାଯୀଯ ଗୋଷ୍ଠୀ; ହଫରଠାରୁେ ହଫରେୀଯ ଗୋଷ୍ଠୀ।
32 Semida e Héfer.
33 ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା
33 Zelofeade, filho de Héfer, não tinha filhos; somente filhas. Os nomes das filhas de Zelofeade eram: Macla, Noa, Hogla, Milca e Tirza.
34 ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 52,700 ଥିଲେ।
34 Desses grupos de famílias foram contados cinquenta e dois mil e setecentos homens.
35 ଇଫ୍ରଯିମ ପରିବାରବର୍ଗର ଗୋଷ୍ଠୀଗୁଡିକ ହେଲେ: ଶୂଥଲହଠାରୁ ଶୂଥଲହୀଯ ଗୋଷ୍ଠୀ, ବେଖରଠାରୁ ବେଖ୍ରୀଯ ଗୋଷ୍ଠୀ, ତହନଠାରୁ ତହନୀଯ ଗୋଷ୍ଠୀ।
35 A tribo de Efraim: os grupos de famílias de Sutela, Bequer e Taã.
36 ଏମାନେ ଶୂଥଲହର ବଂଶଧର ଥିଲେ। ଏରଣଠାରୁ ଏରଣୀଯ ଗୋଷ୍ଠୀ।
36 O grupo de famílias de Erã descendia de Sutela.
37 ଇଫ୍ରଯିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 32,500 ଥିଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶ ଅନୁସାରେ ଯୋଷଫେର ସନ୍ତାନ।
37 Desses grupos de famílias foram contados trinta e dois mil e quinhentos homens. São esses os grupos de famílias descendentes de José.
38 ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।
38 A tribo de Benjamim: os grupos de famílias de Belá, Asbel, Airão,
39 ଶୂଫମ୍ଠାରୁ ଶୂଫମୀଯ ଗୋଷ୍ଠୀବର୍ଗ; ହୂଫମଠାରୁ ହୂଫମୀଯ ଗୋଷ୍ଠୀ।
39 Sufã e Hufã.
40 ବଲୋର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀଯ ଗୋଷ୍ଠୀ; ନାମାନଠାରୁ ନାମାନୀଯ ଗୋଷ୍ଠୀ।
40 Os grupos de famílias de Arde e Naamã eram descendentes de Belá.
41 ବିନ୍ଯାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,600 ଥିଲେ।
41 Desses grupos de famílias foram contados quarenta e cinco mil e seiscentos homens.
42 ଦାନ ପରିବାରବର୍ଗର ପରିବାରଗୁଡିକ ହେଲେ: ଶୂହମଠାରୁ ଶୂହମୀଯ ଗୋଷ୍ଠୀ,
42 A tribo de Dã: o grupo de famílias de Suão,
43 ଶୂହମୀଯ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ହେଲେ 64,400
43 que tinha sessenta e quatro mil e quatrocentos homens.
44 ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ।
44 A tribo de Aser: os grupos de famílias de Imna, Isvi e Berias.
45 ବରିଯର ପରିବାରଗୁଡିକ ହେଲେ ଏହିମାନେ: ହବରଠାରୁେ ହବରେୀଯ ଗୋଷ୍ଠୀ; ମଲକୀଯଲଠାରୁେ ମଲକୀଯଲେୀଯ ଗୋଷ୍ଠୀ।
45 Os grupos de famílias de Héber e Malquiel são descendentes de Berias.
46 ଆଶରରେ ମଧ୍ଯ ଏକ କନ୍ଯା ଥିଲା, ତା'ର ନାମ ସାରହ।
46 A filha de Aser se chamava Sera.
47 ଆଶରରେ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ଥିଲା 53400
47 Desses grupos de famílias foram contados cinquenta e três mil e quatrocentos homens.
48 ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡିକ ହେଲେ: ୟହସୀଯଲଠାରୁେ ୟହସୀଯଲେୀଯ ଗୋଷ୍ଠୀ; ଗୂନିଠାରୁ ଗୂନୀଯ ଗୋଷ୍ଠୀ।
48 A tribo de Naftali: os grupos de famílias de Jazeel, Guni,
49 ଯେତ୍ସରଠାରୁ ଯେତ୍ସରୀଯ ଗୋଷ୍ଠୀ, ଶିଲ୍ଲମଠାରୁେ ଶିଲ୍ଲମେୀଯ ଗୋଷ୍ଠୀ।
49 Jezer e Silém.
50 ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,400 ଥିଲା।
50 Desses grupos de famílias foram contados quarenta e cinco mil e quatrocentos homens.
51 ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା।
51 O número total dos homens israelitas era de seiscentos e um mil setecentos e trinta homens.
52 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
52 O Senhor Deus disse a Moisés:
53 ନାମ ସଂଖ୍ଯା ଅନୁସାରେ ସମାନଙ୍କେ ମଧିଅରେ ଅଧିକାର ପାଇଁ ଦେଶ ବିଭକ୍ତ ହବେ।
53 — Divida a terra entre as tribos, conforme o tamanho delas. Divida por sorteio e dê as partes maiores para as tribos maiores; e as partes menores, para as tribos menores.
54 ଯାହାର ବଡ ଗୋଷ୍ଠୀ ତାକୁ ଅଧିକ ଭୂମି ଦବେ ଓ ଯାହାର େଛାଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦବେ। ପ୍ରେତ୍ୟକକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆୟିବା ଉଚିତ୍।
54 — ausente —
55 ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।
55 — ausente —
56 ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।
56 — ausente —
57 ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।
57 A tribo de Levi era formada pelos grupos de famílias de Gérson, Coate e Merari.
58 ଏହିସବୁ ଗୋଷ୍ଠୀଗୁଡିକ ମଧ୍ଯ ଲବେୀୟ ପରିବାରବର୍ଗର ଅର୍ନ୍ତଭୁକ୍ତ ଅଟେ। ଲିବନୀଯ ଗୋଷ୍ଠୀ, ହିବ୍ରୋଣୀଯ ଗୋଷ୍ଠୀ, ମହଲୀଯ ଗୋଷ୍ଠୀ, ମୂଶୀଯ ଗୋଷ୍ଠୀ ଏବଂ କୋରହୀଯ ଗୋଷ୍ଠୀ।
58 Os grupos de famílias de Libni, Hebrom, Mali, Musi e Corá eram descendentes de Levi. Coate era o pai de Anrão.
59 ସହେି ଅମ୍ରମର ସ୍ତ୍ରୀ ୟୋକବଦେ । ସେ ମିଶର ଦେଶ ରେ ଲବେୀର ପରିବାରବର୍ଗରୁ ଜନ୍ମ ହାଇେ ଥିଲା। ଅମ୍ରମ ଔରସ ରେ ୟୋକବଦଠାରୁେ ମାଶାେ, ହାରୋଣ ଓ ସମାନଙ୍କେର ଭଉଣୀ ମରିଯମ ଜନ୍ମ ହାଇେଥିଲେ।
59 A mulher de Anrão era Joquebede, filha de Levi; ela havia nascido no Egito. Joquebede deu a Anrão dois filhos: Arão e Moisés, e uma filha, chamada Míriam.
60 ହାରୋଣଠାରୁ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର ଜନ୍ମ ହେଲେ।
60 Arão tinha quatro filhos: Nadabe, Abiú, Eleazar e Itamar.
61 କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖ ରେ ମୃତ୍ଯୁବରଣ କଲେ, ଯେତବେେଳେ ସମାନେେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହାଇେ ନାହିଁ।
61 Porém Nadabe e Abiú morreram quando ofereceram a Deus, o Senhor , fogo que não era sagrado.
62 ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ।
62 Foram contados vinte e três mil levitas do sexo masculino, de um mês de idade para cima. Eles foram contados separadamente dos outros israelitas porque não receberam nenhuma propriedade em Israel.
63 ଯିରୀହାେ ନିକଟସ୍ଥ ୟର୍ଦ୍ଦନ ସୀମାର ମାୟୋବ ପଦା ରେ ଇଶ୍ରାୟେଲର ଲୋକମାନଙ୍କୁ ମାଶାେ ଓ ଯାଜକ ଇଲିଯାସର ଗଣନା କଲେ।
63 São esses os que foram contados por Moisés e pelo sacerdote Eleazar, que fizeram a contagem dos israelitas nas planícies de Moabe, na beira do rio Jordão, na altura de Jericó, que ficava no outro lado do rio.
64 ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ।
64 Entre esses da segunda contagem não havia nenhum dos que tinham sido contados por Moisés e pelo sacerdote Arão, quando fizeram a primeira contagem dos israelitas no deserto do Sinai.
65 କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।
65 O Senhor Deus tinha dito que todos eles certamente morreriam no deserto; e todos morreram, menos Calebe, filho de Jefoné, e Josué, filho de Num.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 26, comparar traduções ou montar um estudo — tudo direto pelo WhatsApp.