Números 23
Oriya Bible (GL_ORIYA) vs VC
1 ତା'ପରେ ବିଲିଯମ ବାଲାକକୁ କହିଲେ, ଏଠା ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର। ମାେ ପାଇଁ ସାତଟି ଷଣ୍ତ ଓ ସାତଟି ମଷେ ପ୍ରସ୍ତୁତ କର।
1 Balaão disse ao rei: "Levanta-me aqui sete altares, e prepara-me sete touros e sete carneiros."
2 ବାଲାକ୍ ବିଲିଯମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିଯମ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଏକ ଗୋବତ୍ସ ଓ ଏକ ଏକ ମଷେ ଉତ୍ସର୍ଗ କଲେ।
2 Balac fez o que o adivinho pedira, e ofereceram juntos um touro e um carneiro em cada altar.
3 ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
3 "Fica, disse Balaão a Balac, junto de teu holocausto, enquanto eu me afasto. Talvez o Senhor venha ao meu encontro, e te direi tudo o que ele me mandar." Afastou-se Balaão e foi para um monte escalvado,
4 ପରମେଶ୍ବର ବିଲିଯମକୁ ସାକ୍ଷାତ କଲେ। ତହିଁରେ ବିଲିଯମ ସଦାପ୍ରଭୁଙ୍କୁ କହିଲେ, ମୁଁ ସାତଟି ୟଜ୍ଞବଦେୀ ନିର୍ମାଣ କରିଅଛି ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଷଣ୍ତ ଓ ଏକ ଅଣ୍ତିରା ମଷେ ବଳିଦାନ କରିଅଛି।
4 onde Deus se lhe apresentou; e Balaão disse a Deus: "Levantei sete altares, e sobre cada altar ofereci um touro e um carneiro."
5 ସେତବେେଳେ ସଦାପ୍ରଭୁ ବିଲିଯମର ମୁଖ ରେ ଏକ ବାକ୍ଯ ଦଇେ ତାକୁ କହିଲେ, ତୁମ୍ଭେ ବାଲାକ୍ ନିକଟକୁ ଫରେିୟାଅ, ତାକୁ ଏହିରୂପେ କୁହ।
5 O Senhor pôs então uma palavra na boca de Balaão e disse: "Volta para junto de Balac e dize-lhe isto e isto."
6 ତେଣୁ ବିଲିଯମ ବାଲାକ୍ ନିକଟକୁ ଫରେି ୟାଇ ଦେଖିଲେ, ବାଲାକ୍ ତଥାପି ୟଜ୍ଞବଦେୀ ନିକଟରେ ଛିଡା ହାଇେଛନ୍ତି ଓ ମାଯାେବର ଅଧିପତିଗଣ ତାଙ୍କ ସହିତ ଛିଡା ହାଇେ ଅଛନ୍ତି।
6 Voltando para perto do rei, encontrou-o de pé junto do seu holocausto, com todos os chefes de Moab.
7 ତହୁଁ ବିଲିଯମ କହିଲେ,
7 Balaão pronunciou o seguinte oráculo: "De Arão mandou-me vir Balac, das montanhas do Oriente, o rei de Moab: Vem! Por mim amaldiçoa Jacó! Vem votar Israel à perdição!
8 ପରମେଶ୍ବର ଯାହାକୁ ଶାପ ଦଇନୋହାନ୍ତି ମୁଁ କିପରି ତାକୁ ଶାପ ଦବେି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାଁନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
8 Como poderei amaldiçoar a quem Deus não amaldiçoa? Como encolerizar-me, se o Senhor não se encolerizou?
9 ମୁଁ ସମାନଙ୍କେୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସମାନଙ୍କେୁ ଗରି ଶ୍ ରଣେିରୁ ଦେଖୁଅଛି। ସମାନେେ ନିଜ ପାଇଁ ବଞ୍ଚନ୍ତି। ସମାନେେ ନିଜକୁ ଦେଶର ଏକ ଅଂଶ ବୋଲି ବିବଚେନା କରନ୍ତି ନାହିଁ।
9 Do alto dos rochedos eu contemplo, estou vendo do cimo das colinas: um povo isolado, não contado entre as nações.
10 ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।
10 Quem poderia calcular o pó de Jacó? Quem poderia medir as nuvens de Israel? Que eu morra da morte dos justos, que o meu fim se assemelhe ao fim deles!"
11 ଏଥି ରେ ବାଲାକ୍ ବିଲିଯମକୁ କହିଲେ, ତୁମ୍ଭେ ଆମ୍ଭ ପ୍ରତି ଏ କ'ଣ କଲ? ଆମ୍ଭେ ଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସମାନଙ୍କେୁ ଆଶୀର୍ବାଦ କଲ।
11 Balac disse a Balaão: "Que me fizeste? Mandei-te chamar para amaldiçoares os meus inimigos; e eis que os abençoas!"
12 ମାତ୍ର ବିଲିଯମ ଉତ୍ତର କଲା, ସଦାପ୍ରଭୁ ମାେ ମୁହଁ ରେ ଯାହା କହନ୍ତି, ତାହା ହିଁ କରିବା କ'ଣ ମାରେଉଚିତ ନୁହେଁ?
12 "Porventura, respondeu o adivinho, não devo eu cuidar de só dizer o que o Senhor põe na minha boca?"
13 ଏହାପରେ ବାଲାକ୍ କହିଲେ, ଦୟାକରି, ତୁମ୍ଭେ ମାେ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସମାନଙ୍କେୁ ଦେଖିପାରିବ। ତୁମ୍ଭେ କବଳେ ସମାନଙ୍କେୁ ଦେଖିବ ଯେଉଁ ମାନେ ଶଷେ ଭାଗ ରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖିପାରିବ ନାହିଁ। ସହେିଠାରୁ ମାେ ନିମନ୍ତେ ସମାନଙ୍କେୁ ଅଭିଶାପ ଦିଅ।
13 Balac disse-lhe então: "Vem comigo a outro lugar de onde poderás vê-los. Não verás somente a sua extremidade, mas todo o seu acampamento, e dali os amaldiçoarás."
14 ବାଲାକ୍ ବିଲିଯମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନଇଗେଲେ ଏବଂ ସହେି ସ୍ଥାନ ରେ ସାତଟି ୟଜ୍ଞବଦେୀ ନିର୍ମାଣ କଲେ ଏବଂ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଷଣ୍ତ ଓ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।
14 Conduziu-o ao campo de Sofim, no cimo do Fasga, onde levantou sete altares para serem oferecidos sobre cada qual um touro e um carneiro.
15 ବିଲିଯମ ବାଲାକକୁ କହିଲେ, ତୁମ୍ଭେ ତୁମ୍ଭର ହାମବେଳି ନିକଟରେ ଛିଡାହୁଅ। ମୁଁ ସହେି ସ୍ଥାନ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବି।
15 Balaão disse-lhe: "Fica aqui junto de teu holocausto, enquanto vou ao encontro do Senhor."
16 ସଦାପ୍ରଭୁ ବିଲିଯମ ସହିତ ସାକ୍ଷାତ କଲେ ଓ ତାହାର ମୁଖ ରେ ବାକ୍ଯ ଦେଲେ, ତୁମ୍ଭେ ବାଲାକ୍ ନିକଟକୁ ୟାଅ ଏବଂ ତାକୁ ଏହା କୁହ।
16 O Senhor apresentou-se a Balaão, pôs-lhe na boca uma palavra e disse: "Volta a Balac e dize-lhe isto e isto."
17 ତହୁଁ ସେ ବାଲାକ୍ ନିକଟକୁ ଫରେିଆସିଲେ ଏବଂ ତାକୁ ନିଜର ୟଜ୍ଞବଦେୀ ନିକଟରେ ଛିଡା ହାଇେଥିବାର ଦେଖିଲେ। ମାୟୋବର କୁଳୀନମାନେ ମଧ୍ଯ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କ'ଣ କହିଲେ?
17 Voltou o adivinho para junto do rei, o qual estava de pé ao lado do seu holocausto com os chefes de Moab. "Que disse o Senhor?" perguntou-lhe Balac.
18 ତା'ପରେ ବିଲିଯମ କହିଲେ,
18 E Balaão pronunciou o seguinte oráculo: "Levanta-te, Balac, e escuta; presta-me atenção, filho de Sefor:
19 ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
19 Deus não é homem para mentir, nem alguém para se arrepender. Alguma vez prometeu sem cumprir? Por acaso falou e não executou?
20 ଦେଖ, ସଦାପ୍ରଭୁ ମାେତେ ଆଶୀର୍ବାଦ କରିବାକୁ ଆଜ୍ଞା ଦଇେଛନ୍ତି। ସେ ନିଜେ ମଧ୍ଯ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନପା ରେ।
20 Recebi ordem de abençoar; ele abençoou: nada posso mudar.
21 ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇଶ୍ରାୟେଲ ମଧିଅରେ ପାପ ଦେଖି ନାହାଁନ୍ତି। ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେ ସହିତ ଅଛନ୍ତି। ସମାନଙ୍କେ ରାଜାଙ୍କର ଜଯଧ୍ବନୀ ସମାନଙ୍କେ ମଧିଅରେ ଥିଲା।
21 Não achou iniqüidade em Jacó, nem perversidade em Israel. O Senhor, seu Deus, está com ele, nele é proclamado rei.
22 ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
22 Deus os retirou do Egito e lhes deu o vigor do búfalo.
23 କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'
23 Não é preciso magia em Jacó, nem adivinhação em Israel: a seu tempo, se dirá a Jacó e a Israel o que Deus quer fazer.
24 ଦେଖ ସହେି ଲୋକମାନେ ସିଂହ ବିକ୍ରମ ରେ ଲଢୁଛନ୍ତି। ସମାନେେ ସିଂହ ପରି ଉଠୁଛନ୍ତି। ଯେ ପର୍ୟ୍ଯନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ, ସେ ପର୍ୟ୍ଯନ୍ତ ଶଯନ କରିବ ନାହିଁ।
24 Este povo levanta-se como leoa, firma-se como leão; não se deita sem ter devorado a presa e bebido o sangue de suas vítimas."
25 ଅନନ୍ତର ବାଲାକ୍ ବିଲିଯମୁ କହିଲେ, ତୁମ୍ଭେ ସମାନଙ୍କେୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।
25 Balac disse a Balaão: "Se não os amaldiçoas, ao menos não os abençoes."
26 ବିଲିଯମ ବାଲାକ୍ କୁ କହିଲେ, ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମାେତେ ଯାହା କହିବେ ମୁଁ ତାହା କରିବି।
26 "Não te disse eu, respondeu Balaão, que faria tudo o que o Senhor me dissesse?"
27 ତା'ପରେ ବାଲାକ୍ ବିଲିଯମକୁ କହିଲେ, ମୁଁ ବିନଯ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନଇେ ୟିବି। ଏହା ଏପରି ହାଇପୋ ରେ, ପରମେଶ୍ବର ଦୟାପୂର୍ବକ ହାଇେ ସେ ସ୍ଥାନ ରେ ତୁମ୍ଭକୁ ଶାପ ଦବୋକୁ ଅନୁମତି ଦଇେ ପାରନ୍ତି।
27 Balac replicou: "Vem: conduzir-te-ei a outro lugar; talvez Deus se agrade que tu os amaldiçoes de lá."
28 ଏଣୁ ବାଲାକ୍ ବିଲିଯମ ମରୁଭୂମି ଅଭିମୁଖ ରେ ପିୟୋର ଶିଖରକୁ ନଇଗେଲେ।
28 Balac levou o adivinho ao cimo do monte Fogor, que domina o deserto.
29 ତହୁଁ ବିଲିଯମ ବାଲାକ୍ କୁ କହିଲେ, ଏହି ସ୍ଥାନ ରେ ମାେ ପାଇଁ ସାତ ଗୋଟି ୟଜ୍ଞବଦେୀ ନିର୍ମାଣ କର ଓ ଏହି ସ୍ଥାନ ରେ ମାେ ପାଇଁ ସାତଟି ଷଣ୍ତ ଓ ସାତଟି ଅଣ୍ତିରା ମଷେ ଆଯୋଜନ କର।
29 Balaão disse-lhe: "Constrói-me sete altares, e prepara-me sete touros e sete carneiros."
30 ତେଣୁ ବାଲାକ୍ ସହେି ଅନୁସାରେ କଲେ ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।
30 Balac fez como ordenara Balaão, e ofereceu sobre cada altar um touro e um carneiro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 23, comparar traduções ou montar um estudo — tudo direto pelo WhatsApp.