Números 21
Oriya Bible (GL_ORIYA) vs ARA
1 କିଣାନ ବଂଶୀଯ ରାଜା ଆରାଦ ଦକ୍ଷିଣ ପ୍ରଦେଶ ରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇଶ୍ରାୟେଲର ଲୋକମାନେ ଅଥାରୀମର ପଥ ଦଇେ ଆସୁଛନ୍ତି। ତେଣୁ ସେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲେ ଓ ସମାନଙ୍କେ ମଧ୍ଯରୁ କେତକଙ୍କେୁ ବନ୍ଧୀ କଲେ।
1 Ouvindo o cananeu, rei de Arade, que habitava no Neguebe, que Israel vinha pelo caminho de Atarim, pelejou contra Israel e levou alguns deles cativos.
2 ଇଶ୍ରାୟେଲର ଲୋକମାନେ ପ୍ରତିଜ୍ଞା କଲେ: ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତ ରେ ସମର୍ପଣ କର, ତବେେ ଆମ୍ଭେ ସମାନଙ୍କେ ନଗରସବୁ ବିନାଶ କରିବୁ।
2 Então, Israel fez voto ao Senhor , dizendo: Se, de fato, entregares este povo nas minhas mãos, destruirei totalmente as suas cidades.
3 ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।
3 Ouviu, pois, o Senhor a voz de Israel e lhe entregou os cananeus. Os israelitas os destruíram totalmente, a eles e a suas cidades; e aquele lugar se chamou Horma.
4 ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।
4 Então, partiram do monte Hor, pelo caminho do mar Vermelho, a rodear a terra de Edom, porém o povo se tornou impaciente no caminho.
5 ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।
5 E o povo falou contra Deus e contra Moisés: Por que nos fizestes subir do Egito, para que morramos neste deserto, onde não há pão nem água? E a nossa alma tem fastio deste pão vil.
6 ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।
6 Então, o Senhor mandou entre o povo serpentes abrasadoras, que mordiam o povo; e morreram muitos do povo de Israel.
7 ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।
7 Veio o povo a Moisés e disse: Havemos pecado, porque temos falado contra o Senhor e contra ti; ora ao Senhor que tire de nós as serpentes. Então, Moisés orou pelo povo.
8 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ବାରା ଦଂଶିତ ହାଇେଥିବା ଲୋକମାନେ ମୃତ୍ଯୁବରଣ କରିବେ ନାହିଁ। ଯଦି ସମାନେେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।
8 Disse o Senhor a Moisés: Faze uma serpente abrasadora, põe-na sobre uma haste, e será que todo mordido que a mirar viverá.
9 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ଯକ୍ତି ସହେି ଖମ୍ବସ୍ଥିତ ପିତ୍ତଳ ସର୍ପପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।
9 Fez Moisés uma serpente de bronze e a pôs sobre uma haste; sendo alguém mordido por alguma serpente, se olhava para a de bronze, sarava.
10 ଅନନ୍ତର ଇଶ୍ରାୟେଲର ଲୋକମାନେ ୟାତ୍ରାକରି ଓବୋତ ରେ ଛାଉଣୀ ସ୍ଥାପନ କଲେ।
10 Então, partiram os filhos de Israel e se acamparam em Obote.
11 ତାହାପରେ ଓବୋତରୁ ୟାତ୍ରା କରି ପୂର୍ବ ଦିଗ ରେ ମାୟୋବର ପୂର୍ବଦିଗସ୍ଥିତ ମରୁଭୂମିରେ ଇଯୀ ଅବାରୀମ ରେ ଛାଉଣୀ ସ୍ଥାପନ କଲେ।
11 Depois, partiram de Obote e se acamparam em Ijé-Abarim, no deserto que está defronte de Moabe, para o nascente.
12 ପୁଣି ସମାନେେ ସଠାରୁେ ୟାତ୍ରା କରି ସରେଦ୍ ଉପତ୍ୟକା ରେ ଛାଉଣୀ ସ୍ଥାପନ କଲେ।
12 Dali, partiram e se acamparam no vale de Zerede.
13 ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।
13 E, dali, partiram e se acamparam na outra margem do Arnom, que está no deserto que se estende do território dos amorreus; porque o Arnom é o limite de Moabe, entre Moabe e os amorreus.
14 ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:
14 Pelo que se diz no Livro das Guerras do Senhor : Vaebe em Sufa, e os vales do Arnom,
15 ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।
15 e o declive dos vales que se inclina para a sede de Ar e se encosta aos limites de Moabe.
16 ସଠାରୁେ ସମାନେେ ବରେ ନାମକ ସ୍ଥାନକୁ ଆସିଲେ। ସହେି କୂପ ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ସ୍ଥାନ ରେ ଲୋକମାନଙ୍କୁ ଏକତ୍ର କର। ମୁଁ ସମାନଙ୍କେୁ ଜଳ ଦବେି।
16 Dali partiram para Beer; este é o poço do qual disse o Senhor a Moisés: Ajunta o povo, e lhe darei água.
17 ସହେି ସମୟରେ ଇଶ୍ରାୟେଲ ଏହି ଗୀତ ଗାଇଲେ:
17 Então, cantou Israel este cântico: Brota, ó poço! Entoai-lhe cânticos!
18 ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।
18 Poço que os príncipes cavaram, que os nobres do povo abriram, com o cetro, com os seus bordões. Do deserto, partiram para Matana.
19 ଲୋକମାନେ ମତ୍ତାନରୁ ନହଲୀଯଲକେୁ ଓ ନହଲୀଯଲଠାରୁେ ବାମାେତକୁ ୟାତ୍ରା କଲେ।
19 E, de Matana, para Naaliel e, de Naaliel, para Bamote.
20 ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।
20 De Bamote, ao vale que está no campo de Moabe, no cimo de Pisga, que olha para o deserto.
21 ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,
21 Então, Israel mandou mensageiros a Seom, rei dos amorreus, dizendo:
22 ଦୟାକରି ତୁମ୍ଭ ରାଜ୍ଯ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ ଦେଶସୀମା ପାର ହବୋ ପର୍ୟ୍ଯନ୍ତ କବଳେ ରୀଜପଥ ଦଇେ ଗମନ କରିବୁ।
22 Deixa-me passar pela tua terra; não nos desviaremos pelos campos nem pelas vinhas; as águas dos poços não beberemos; iremos pela estrada real até que passemos o teu país.
23 ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।
23 Porém Seom não deixou passar a Israel pelo seu país; antes, reuniu todo o seu povo, e saiu ao encontro de Israel ao deserto, e veio a Jasa, e pelejou contra Israel.
24 ମାତ୍ର ଇଶ୍ରାୟେଲର ଲୋକମାନେ ରାଜାଙ୍କୁ ହତ୍ଯା କଲେ। ତା'ପରେ ସମାନେେ ଅର୍ଣୋନଠାରୁ ୟଦ୍ଦୋକ ପର୍ୟ୍ଯନ୍ତ ଅର୍ଥାତ୍ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଅଗ୍ରସର ହେଲେ। ସମାନେେ ସମାନଙ୍କେର ଦେଶ ଅଧିକାର କଲେ କିନ୍ତୁ ଆଗକୁ ୟାଇ ପାରିଲେ ନାହିଁ। କାରଣ ଅେମ୍ମାନୀୟମାନେ ଶକ୍ତିଶାଳି ଥିଲେ।
24 Mas Israel o feriu a fio de espada e tomou posse de sua terra, desde o Arnom até ao Jaboque, até aos filhos de Amom, cuja fronteira era fortificada.
25 ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।
25 Assim, Israel tomou todas estas cidades dos amorreus e habitou em todas elas, em Hesbom e em todas as suas aldeias.
26 କାରଣ ହିଷ୍ ବୋନ ଇ ମାରେୀଯମାନଙ୍କ ରାଜା ସୀହାନଙ୍କେ ରାଜକୀଯ ନଗର ଥିଲା। ସେ ମାଯାେବର ପୂର୍ବ ରାଜା ବିପକ୍ଷ ରେ ୟୁଦ୍ଧ କଲେ ଏବଂ ଅର୍ଣୋନ୍ ପର୍ୟ୍ଯନ୍ତ ଦେଶ ଅଧିକାର କଲେ।
26 Porque Hesbom era cidade de Seom, rei dos amorreus, que tinha pelejado contra o precedente rei dos moabitas, de cuja mão tomara toda a sua terra até ao Arnom.
27 ଏଥି ନିମନ୍ତେ କବିମାନେ କହନ୍ତି,
27 Pelo que dizem os poetas: Vinde a Hesbom! Edifique-se, estabeleça-se a cidade de Seom!
28 ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।
28 Porque fogo saiu de Hesbom, e chama, da cidade de Seom, e consumiu a Ar, de Moabe, e os senhores dos altos do Arnom.
29 ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।
29 Ai de ti, Moabe! Perdido estás, povo de Quemos; entregou seus filhos como fugitivos e suas filhas, como cativas a Seom, rei dos amorreus.
30 ସମାନଙ୍କେର ଭବିଷ୍ଯତ୍ ବଂଶଧରଗଣ ହିଷ୍ ବୋନଠାରୁ ଦୀବୋନ ପର୍ୟ୍ଯନ୍ତ ଧ୍ବଂସ ହାଇେଛନ୍ତି। ଆମ୍ଭମାନେେ ସମାନଙ୍କେୁ ଶର ନିକ୍ଷପେ କରିଅଛୁ। ହିଷବୋନ୍ ଦୀବୋନ୍ ପର୍ୟ୍ଯନ୍ତ ହେଲା। ଆମ୍ଭମାନେେ ନୋଫହ ପର୍ୟ୍ଯନ୍ତ ଧ୍ବଂସ କଲୁ, ଯାହା ମଦବୋ ନିକଟରେ ଅଛି।
30 Nós os asseteamos; estão destruídos desde Hesbom até Dibom; e os assolamos até Nofa e com fogo, até Medeba.
31 ଏହିରୂପେ ଇଶ୍ରାୟେଲ ଇ ମାରେୀଯମାନଙ୍କ ଦେଶ ରେ ବାସ କଲେ।
31 Assim, Israel habitou na terra dos amorreus.
32 ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।
32 Depois, mandou Moisés espiar a Jazer, tomaram as suas aldeias e desapossaram os amorreus que se achavam ali.
33 ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।
33 Então, voltaram e subiram o caminho de Basã; e Ogue, rei de Basã, saiu contra eles, ele e todo o seu povo, à peleja em Edrei.
34 ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ରାଜାକୁ ଭୟ କରନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତ ରେ ସର୍ମପଣ କରିବି। ତୁମ୍ଭେ ହିଷବୋନବାସୀ ଇ ମାରେୀଯ ରାଜା ସୀହାନେ ପ୍ରତି ଯେପରି କରିଥିଲ, ତାହା ପ୍ରତି ସହେିପରି କରିବ।
34 Disse o Senhor a Moisés: Não o temas, porque eu o dei na tua mão, a ele, e a todo o seu povo, e a sua terra; e far-lhe-ás como fizeste a Seom, rei dos amorreus, que habitava em Hesbom.
35 ଏଣୁ କହେି ଅବଶିଷ୍ଟ ନ ରହିବା ପର୍ୟ୍ଯନ୍ତ ସମାନେେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସମାନେେ ତାହାର ରାଜ୍ଯ ଅଧିକାର କଲେ।
35 De tal maneira o feriram, a ele, e a seus filhos, e a todo o seu povo, que nenhum deles escapou; e lhe tomaram posse da terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 21, comparar traduções ou montar um estudo — tudo direto pelo WhatsApp.