Números 20
Oriya Bible (GL_ORIYA) vs VC
1 ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।
1 Toda a assembléia dos filhos de Israel chegou ao deserto de Sin no primeiro mês. O povo ficou em Cades; ali morreu Maria, que foi sepultada no mesmo lugar.
2 ସହେି ସ୍ଥାନ ରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଏକତ୍ରୀତ ହେଲେ।
2 Como não houvesse água para a assembléia, o povo se ajuntou contra Moisés e Aarão,
3 ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।
3 procurou disputar com Moisés e gritou: "Oxalá tivéssemos perecido com nossos irmãos diante do Senhor!
4 ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଚାହୁଁଛ ଯେପରିକି ଆମ୍ଭମାନେେ ଓ ଆମ୍ଭମାନଙ୍କର ପଶୁମାନେ ଏଠା ରେ ମରିବୁ?
4 Por que conduziste a assembléia do Senhor a este deserto, para nos deixares morrer aqui com os nossos rebanhos?
5 ତୁମ୍ଭମାନେେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ୟ୍ଯ ସ୍ଥାନକୁ ଆଣିଲ? ଏଠା ରେ ଶସ୍ଯ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ଯ ପାଣି ନାହିଁ।
5 Por que nos fizeste sair do Egito e nos trouxeste a este péssimo lugar, em que não se pode semear, e onde não há figueira, nem vinha, nem romãzeira, e tampouco há água para beber?"
6 ଏଥି ରେ ମାଶାେ ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ବାରକୁ ୟାଇ ମୁହଁ ମାଡି ପଡିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସମାନଙ୍କେ ପ୍ରତି ପ୍ରକାଶିତ ହେଲା।
6 Moisés e Aarão deixaram a assembléia e dirigiram-se à entrada da tenda de reunião, onde se prostraram com a face por terra. Apareceu-lhes a glória do Senhor,
7 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
7 e o Senhor disse a Moisés:
8 ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।
8 "Toma a tua vara e convoca a assembléia, tu e teu irmão Aarão. Ordenareis ao rochedo, diante de todos, que dê as suas águas; farás brotar a água do rochedo e darás de beber à assembléia e aos seus rebanhos."
9 ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ତାଙ୍କ ସମ୍ମୁଖ ରେ ପଡିଥିବା ଆଶାବାଡି ନେଲେ।
9 Tomou Moisés a vara que estava diante do Senhor, como ele lhe tinha ordenado.
10 ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।
10 Em seguida, tendo Moisés e Aarão convocado a assembléia diante do rochedo, disse-lhes Moisés: "Ouvi, rebeldes: acaso faremos nós brotar água deste rochedo?"
11 ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।
11 Moisés levantou a mão e feriu o rochedo com a sua vara duas vezes; as águas jorraram em abundância, de sorte que beberam, o povo e os animais.
12 ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।
12 Em seguida, disse o Senhor a Moisés e Aarão: "Porque faltastes à confiança em mim para fazer brilhar a minha santidade aos olhos dos israelitas, não introduzireis esta assembléia na terra que lhe destino."
13 ଏହି ସ୍ଥାନକୁ ମରୀବାଃ-ଜଳ ବୋଲି କୁହାଗଲା, କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସମାନଙ୍କେ ମଧିଅରେ ପବିତ୍ରରୂପେ ମାନ୍ଯ ହେଲେ।
13 Estas são as águas de Meribá, onde os israelitas se queixaram do Senhor, e onde este fez resplandecer a sua santidade.
14 ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।
14 De Cades, Moisés enviou mensageiros ao rei de Edom: "Eis, disseram-lhe eles, as palavras que te dirige o teu irmão Israel: sabes todos os males que temos passado.
15 ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶର ରେ ଦୀର୍ଘକାଳ ବାସ କଲେ ଓ ମିଶରୀଯମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ଯବହାର କଲେ, ତାହା ତୁମ୍ଭେ ଜାଣ।
15 Nossos pais tinham descido ao Egito, onde habitamos durante muito tempo. Os egípcios, porém, nos maltrataram, a nós e a nossos pais.
16 ସେତବେେଳେ ଆମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସାହାୟ୍ଯ ପାଇଁ ବିଳାଶ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗର ରେ ଅଛୁ।
16 Clamamos ao Senhor, ele nos ouviu, e mandou-nos um anjo que nos tirou do Egito. Eis-nos agora aqui em Cades, cidade situada nos confins de teu território.
17 ଆମ୍ଭେ ବିନଯ କରୁ ଅଛୁ, ଦୟାକରି ତୁମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦଇେ ୟିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ କବଳେ ରାଜପଥ ଦଇେ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ୟ୍ଯନ୍ତ ଦକ୍ଷିଣ କିମ୍ବା ବାମକୁ ୟିବୁ ନାହିଁ।
17 Deixa-nos passar pela tua terra. Não atravessaremos os campos, nem as vinhas e não beberemos a água dos poços; mas seguiremos a estrada real sem nos desviarmos nem para a direita nem para a esquerda, até que tenhamos passado o teu território."
18 ପୁଣି ଇଦୋମ କହିଲେ, ତୁମ୍ଭମାନେେ ଆମ୍ଭ ଦେଶ ମଧ୍ଯ ଦଇୟିବେ ନାହିଁ, ଗଲେ ଆମ୍ଭେ ଖଡ୍ଗ ନଇେ ତୁମ୍ଭ ବିରୁଦ୍ଧ ରେ ଲଢିବା।
18 Edom respondeu: "Tu não passarás pela minha terra; do contrário, sairei ao teu encontro com a espada na mão."
19 ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନେେ କବଳେ ତୁମ୍ଭ ସଡକ ଦଇେ ୟିବୁ। ଯଦି ଆମ୍ଭମାନେେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତବେେ ଆମ୍ଭେ ତହିଁର ମୂଲ୍ଯ ଦବେୁ, ଆମ୍ଭମାନେେ କବଳେ ତୁମ୍ଭ ଦେଶ ଦଇେ ପାଦ ରେ ୟିବୁ। ଆମ୍ଭମାନେେ ଆଉକିଛି କରିବୁ ନାହିଁ।
19 Disseram-lhe os israelitas: "Tomaremos a estrada comum, e se bebermos de tua água, eu e os meus rebanhos, pagar-te-ei o preço. Não há perigo algum; só queremos passar."
20 ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, ନା! ତା'ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ଯବାହିନୀ ନଇେ ଇଶ୍ରାୟେଲ ବିରୁଦ୍ଧ ରେ ଲଢିବାକୁ ବାହାରିଲେ।
20 Edom replicou: "Tu não passarás." E veio em massa ao encontro deles com as armas na mão.
21 ଏହିପରି ଇଦୋମ ଇଶ୍ରାୟେଲକୁ ଆପଣା ସୀମା ନଇେ ୟିବାର ଅନୁମତି ଦେଲେ ନାହିଁ। ତେଣୁ ଇଶ୍ରାୟେଲ ତାଙ୍କ ନିକଟରୁ ଫରେିୟାଇ ଅନ୍ୟ ବାଟରେ ଗଲେ।
21 Recusando Edom a passagem através do seu território, Israel tomou outra direção.
22 ସମସ୍ତ ଇଶ୍ରାୟେଲର ଲୋକମାନେ କାଦେଶରୁ ହାରେ ପର୍ବତକୁ ୟାତ୍ରା କଲେ।
22 Partiram de Cades. Toda a assembléia dos israelitas chegou ao monte Hor.
23 ହାରେ ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
23 Nesse lugar, que está nas fronteiras da terra de Edom, o Senhor disse a Moisés e a Aarão:
24 ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।
24 Aarão vai ser reunido aos seus, porque ele não entrará na terra que destino aos filhos de Israel, visto terdes sido rebeldes à minha ordem nas águas de Meribá.
25 ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିଯାସରକୁ ହାରେ ପର୍ବତ ଉପରକୁ ନଇୟୋଅ।
25 Toma Aarão e seu filho Eleazar, e leva-os ao monte Hor.
26 ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢିନବୋ ଉଚିତ୍ ଓ ତା'ର ପୁତ୍ର ଇଲିଯାସରକୁ ସଗେୁଡିକ ପିନ୍ଧାଇ ଦବୋ ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ୟିବ।
26 Despojarás Aarão de suas vestes e revestirás com elas o seu filho Eleazar. Aarão será reunido aos seus, e aí morrerá."
27 ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାେ ହାରୋଣ ଓ ଇଲିଯାଶର ଇଶ୍ରାୟେଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖ ରେ ହାରେ ପର୍ବତକୁ ଉଠିଲେ।
27 Moisés fez como ordenou o Senhor: subiram o monte Hor à vista da assembléia.
28 ମାଶାେ ହାରୋଣଙ୍କ ପବିତ୍ର ବସ୍ତ୍ର କାଢିଲେ ଓ ସଗେୁଡିକ ଇଲିଯାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ ଓ ତବେେ ମାଶାେ ଓ ଇଲିଯାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।
28 Despojando Aarão de suas vestes, Moisés revestiu com elas Eleazar, filho do sacerdote. Aarão morreu ali, no cimo do monte. Moisés e Eleazar desceram de novo,
29 ଇଶ୍ରାୟେଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ଯୁ ଜାଣିଲେ। ତେଣୁ ପ୍ରେତ୍ୟକକ ଇଶ୍ରାୟେଲୀୟ ତିରିଶ ଦିନ ପର୍ୟ୍ଯନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।
29 e toda a assembléia, ao saber da morte de Aarão, chorou-o durante trinta dias.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 20, comparar traduções ou montar um estudo — tudo direto pelo WhatsApp.