Números 1
Oriya Bible (GL_ORIYA) vs BKJ
1 ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
1 E o SENHOR falou a Moisés, no deserto do Sinai, no tabernáculo da congregação, no primeiro dia do segundo mês, no segundo ano após eles terem saído da terra do Egito, dizendo:
2 ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।
2 Tomai a soma de toda a congregação dos filhos de Israel, segundo suas famílias, de acordo com a casa de seus pais, conforme o número de seus nomes, todos os homens, cabeça por cabeça;
3 ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ଓ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର।
3 com vinte anos de idade ou mais, todos os que estiverem capacitados para sair à guerra em Israel; tu e Arão os contareis, segundo seus exércitos.
4 ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।
4 E convosco estará um homem de cada tribo, o cabeça da casa de seus pais.
5 ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି;
5 E esses são os nomes dos homens que estarão convosco; da tribo de Rúben: Elizur, filho de Sedeur.
6 ଶିମିଯୋନ ପରିବାରବର୍ଗର, ସୂରୀଶବ୍ଦଯର ପୁତ୍ର ଶଲୁମୀଯଲେ।
6 De Simeão: Selumiel, filho de Zurisadai.
7 ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।
7 De Judá: Naassom, filho de Aminadabe.
8 ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ।
8 De Issacar: Natanael, filho de Zuar.
9 ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ।
9 De Zebulom: Eliabe, filho de Helom.
10 ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।
10 Dos filhos de José: de Efraim, Elisama, filho de Amiúde; de Manassés, Gamaliel, filho de Pedazur.
11 ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।
11 De Benjamim: Abidã, filho de Gideoni.
12 ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।
12 De Dã: Aiezer, filho de Amisadai.
13 ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ।
13 De Aser: Pagiel, filho de Ocrã.
14 ଗାଦ ପରିବାରବର୍ଗର, ଦ୍ଯୁଯଲରେ ପୁତ୍ର ଇଲୀଯାସଫ।
14 De Gade: Eliasafe, filho de Deuel.
15 ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।
15 De Naftali: Aira, filho de Enã.
16 ଏମାନେ ହେଉଛନ୍ତି ସହେି ଲୋକ ସମାଜ ମଧ୍ଯରୁ ବଛା ୟାଇଛନ୍ତି। ସମାନେେ ସମାନଙ୍କେର ପିତାଙ୍କର ପରିବାରବର୍ଗର ନେତା ଆଉ ଇଶ୍ରାଯଲର ବିଭାଗର ନେତା ଥିଲେ।
16 Esses foram os eleitos da congregação, os príncipes das tribos de seus pais, os cabeças de milhares em Israel.
17 ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ।
17 E Moisés e Arão tomaram esses homens, designados por seus nomes.
18 ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।
18 E reuniram toda congregação no primeiro dia do segundo mês, e declararam a sua descendência, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, cabeça por cabeça.
19 ଏହିରୂପେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସୀନଯର ମରୂଭୂମିରେ ସମାନଙ୍କେୁ ଗଣନା କଲେ।
19 Como o SENHOR ordenou a Moisés, ele os contou, no deserto do Sinai.
20 ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।
20 E os filhos de Rúben, o filho mais velho de Israel, por suas gerações, segundo suas famílias, de acordo com a casa de seus pais, conforme o número de seus nomes, cabeça por cabeça, todos os homens com vinte anos de idade ou mais, todos os que eram capacitados para sair à guerra;
21 ରୁବନେ ଗୋ୍ଟିର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 46,500
21 os que foram contados, da tribo de Rúben, eram quarenta e seis mil e quinhentos.
22 ଶିମିୟୋନ ବଂଶର ସମାମେନଙ୍କର ପିତୃଗୃହ, ନାମ ଏବଂ ସଂଖ୍ଯା କୋଡିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ଯ ବିଭାଗ ରେ ଦାଖଲ ହବୋକୁ ଯୋଗ୍ଯ।
22 Dos filhos de Simeão, por suas gerações, segundo suas famílias, de acordo com a casa de seus pais, conforme o número de seus nomes, cabeça por cabeça, todos os homens com vinte anos de idade ou mais, todos os que eram capacitados para sair à guerra;
23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 59,300
23 os que foram contados, da tribo de Simeão, eram cinquenta e nove mil e trezentos.
24 ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
24 Dos filhos de Gade, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
25 ଗାଦ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 45,650
25 os que foram contados, da tribo de Gade, eram quarenta e cinco mil e seiscentos e cinquenta.
26 ଯିହୁଦା ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତକରାଗଲା।
26 Dos filhos de Judá, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 74,600
27 os que foram contados, da tribo de Judá, eram setenta e quatro mil e seiscentos.
28 ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ
28 Dos filhos de Issacar, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 54,400
29 os que foram contados, da tribo de Issacar, eram cinquenta e quatro mil e quatrocentos.
30 ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
30 Dos filhos de Zebulom, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 57,400
31 os que foram contados, da tribo de Zebulom, eram cinquenta e sete mil e quatrocentos.
32 ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
32 Dos filhos de José; especificamente, dos filhos de Efraim, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
33 ଇଫ୍ରିଯିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 40,500
33 os que foram contados, da tribo de Efraim, eram quarenta mil e quinhentos.
34 ମନଃଶି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
34 Dos filhos de Manassés, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
35 ମନଃଶି ଗୋଷ୍ଠୀର ପୁରୁଷ ଲୋକନଙ୍କର ମାଟେ ସଂଖ୍ଯା 32,200
35 os que foram contados, da tribo de Manassés, eram trinta e dois mil e duzentos.
36 ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
36 Dos filhos de Benjamim, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
37 ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା 35,400
37 os que foram contados, da tribo de Benjamim, eram trinta e cinco mil e quatrocentos.
38 ଦାନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
38 Dos filhos de Dã, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 62,700
39 os que foram contados, da tribo de Dã, eram sessenta e dois mil e setecentos.
40 ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
40 Dos filhos de Aser, por suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
41 ଆଶରେ ଗୋଷ୍ଠୀର ପୁରୁଷ ଲୋକ ମାନଙ୍କ ମାଟେ ସଂଖ୍ଯା 41,500
41 os que foram contados, da tribo de Aser, eram quarenta e um mil e quinhentos.
42 ନପ୍ତାଲି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
42 Dos filhos de Naftali, ao longo de suas gerações, segundo suas famílias, de acordo com a casa de seus pais, conforme o número de seus nomes, a partir de vinte anos de idade ou mais, todos os que eram capacitados para sair à guerra;
43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 53,400
43 os que foram contados, da tribo de Naftali, eram cinquenta e três mil e quatrocentos.
44 ମାଶାେ, ହାରୋଣ ଓ ଇଶ୍ରାୟେଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରେତ୍ୟକକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସମାନଙ୍କେୁ ଗଣନା କଲେ।
44 Esses são os que foram contados, por Moisés e Arão, e os príncipes de Israel, sendo doze homens; cada um deles pela casa de seus pais.
45 ଏହିରୂପେ ଇଶ୍ରାୟେଲର ସମସ୍ତ ଲୋକ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ପିତୃଗୃହ ଅନୁସାରେ ଇଶ୍ରାୟେଲ ମଧ୍ଯରୁ ୟୁଦ୍ଧକୁ ୟିବା ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
45 Assim foram contados todos os filhos de Israel, de acordo com a casa de seus pais, com vinte anos de idade ou mais, todos os que eram capacitados para sair à guerra em Israel;
46 ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା 6,03,550 ହୋଲା।
46 todos os que foram contados, eram seiscentos e três mil e quinhentos e cinquenta.
47 ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ନ ଥିଲେ।
47 Todavia, os levitas, de acordo com a casa de seus pais, não foram contados entre eles.
48 କାରଣ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।
48 Porque o SENHOR havia falado a Moisés, dizendo:
49 ଲବେୀୟମାନଙ୍କୁ ଇଶ୍ରାୟେଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।
49 Somente não contarás a tribo de Levi, nem incluirás a soma deles entre os filhos de Israel.
50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା' ଉପରେ ଲବେୀୟମାନଙ୍କୁ ନିୟୁକ୍ତି କରିବ; ସମାନେେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ବୋହିବେ ଓ ସମାନେେ ତହିଁର ସବୋ କରିବେ ଓ ତମ୍ବୁର ଚାରିଆଡେ ଛାଉଣୀ କରି ରହିବେ।
50 Mas porás os levitas sobre o tabernáculo do testemunho, e sobre todos os seus utensílios, e sobre todas as coisas que pertencem a ele; eles levarão o tabernáculo, e todos os seus utensílios, e o administrarão, e acamparão ao redor do tabernáculo.
51 ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।
51 E quando o tabernáculo partir, os levitas o desmontarão; e quando o tabernáculo for fixado, os levitas o montarão; e o estranho que se aproximar dele, morrerá.
52 ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେର ଶିବିର ଅଲଗା ଅଲଗା ଦଳ ରେ ବିଭକ୍ତ କଲେ। ପ୍ରେତ୍ୟକକର ନିଜ ଧ୍ବଜା ରହିବା ଉଚିତ୍।
52 E os filhos de Israel armarão as suas tendas, cada homem junto ao próprio acampamento, e cada homem junto à sua própria bandeira, segundo seus exércitos.
53 କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।
53 Porém, os levitas acamparão ao redor do tabernáculo do testemunho, para que não haja ira sobre a congregação dos filhos de Israel; e os levitas ficarão encarregados do tabernáculo do testemunho.
54 ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ।
54 E assim fizeram os filhos de Israel, segundo tudo o que o SENHOR ordenara a Moisés; assim o fizeram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 1, comparar traduções ou montar um estudo — tudo direto pelo WhatsApp.