Números 17
Oriya Bible (GL_ORIYA) vs VC
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ଇଶ୍ରାୟେଲର ଲୋକମାନଙ୍କୁ କୁହ, ପ୍ରେତ୍ୟକକ ପରିବାର ପାଇଁ ସମାନଙ୍କେ ପରିବାରବର୍ଗର ନତେୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡି ନିଅନ୍ତୁ। ସହେି ଆଶାବାଡି ଉପରେ ସହେି ବ୍ଯକ୍ତିର ନାମ ଲେଖ।
2 "Fala aos israelitas. Que eles te dêem uma vara por tribo, ou seja, doze varas de todos os príncipes das doze casas patriarcais. Escreverás o nome de cada um na sua vara;
3 ପୁଣି ତୁମ୍ଭେ ଲବେୀର ଆଶାବାଡି ରେ ହାରୋଣର ନାମ ଲେଖିବ। କାରଣ ସମାନଙ୍କେ ପ୍ରେତ୍ୟକକ ପିତୃଗୃହର ଅଧ୍ଯକ୍ଷ ନିମନ୍ତେ ଏକ ଆଶାବାଡି ହବେ।
3 na vara de Levi escreverás o nome de Aarão, porque haverá uma vara por tribo.
4 ସମାଗମ ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁ ରେ ଏହିସବୁ ଆଶାବାଡି ସହେିଠା ରେ ରଖ । ଯେଉଁ ସ୍ଥାନ ରେ ମୁଁ ତୁମ୍ଭ ସହିତ ଦଖାେ କରେ।
4 Depô-las-ás na tenda de reunião, diante do testemunho, no lugar onde me encontro convosco.
5 ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡି ପଲ୍ଲବିତ ହବେ। ଆଉ ଇଶ୍ରାୟେଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସମାନେେ ନିବୃତ୍ତ ରହିବେ।
5 E eis que a vara de meu eleito florescerá, e desse modo farei cessar diante de mim as murmurações dos filhos de Israel contra vós."
6 ଯେତବେେଳେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସମାନଙ୍କେର ପିତୃଗୃହ ଅନୁସାରେ ସମାନଙ୍କେର ନତେୃବର୍ଗମାନେ ପ୍ରେତ୍ୟକକ ଗୋଟିଏ ଗୋଟିଏ ଆଶାବାଡି ନେଲେ। ଏହିରୂପେ ସମାନେେ ବାରଟି ଆଶାବାଡି ତାକୁ ଦେଲେ। ସେଥି ମଧିଅରେ ହାରୋଣଙ୍କର ଏକ ଆଶାବାଡି ଥିଲା।
6 Moisés falou aos israelitas, e todos os príncipes lhe deram a vara, um de cada tribo, ou seja, doze varas pelas doze tribos, entre as quais também a de Aarão.
7 ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ।
7 Moisés as pôs diante do Senhor na tenda do testemunho.
8 ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା।
8 Voltando no dia seguinte, entrou no pavilhão, e eis que tinha florescido a vara de Aarão, pela tribo de Levi: tinham aparecido botões, saído flores e amadurecido amêndoas.
9 ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖରୁ ସହେିସବୁ ଆଶାବାଡି ଆଣି ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଦଖାଇେଲେ, ସମାନେେ ତାହା ଦେଖି ପ୍ରେତ୍ୟକକେ ନିଜ ନିଜ ଆଶାବାଡି ନେଲେ।
9 Moisés levou todas as varas de diante do Senhor aos israelitas. Eles viram o {prodígio} e receberam cada um a sua vara.
10 ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣଙ୍କ ଆଶାବାଡିକୁ ନିଯମତମ୍ବୁ ସମ୍ମୁଖ ରେ ରଖ। ଏହା ଆମ୍ଭ ବିରୁଦ୍ଧ ରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ବରୂପ ରଖାୟିବ। ସମାନେେ ମାେ ବିରୁଦ୍ଧ ରେ ଅଭିଯୋଗରୁ ନିବୃତ୍ତ ହବେେ ଓ ମୁଁ ସମାନଙ୍କେୁ ଆଉ ହତ୍ଯା କରିବି ନାହିଁ।
10 O Senhor disse então a Moisés: "Torna a levar a vara de Aarão para diante da tenda do testemunho, e seja ali conservada como um sinal para todos aqueles que quiserem revoltar-se, e assim possas pôr um termo às murmurações diante de mim, para que não morram."
11 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
11 Moisés executou a ordem que o Senhor lhe tinha dado.
12 ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ।
12 Os israelitas disseram a Moisés: "Nós pereceremos, estamos perdidos, sim, estamos todos perdidos!
13 ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?
13 Qualquer que se aproxime do tabernáculo do Senhor, morre. Acaso seremos todos exterminados?"
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 17, comparar traduções ou montar um estudo — tudo direto pelo WhatsApp.