Números 16

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଲବେୀୟ ଏକ ବଂଶଧର କୋରହ, କୋରହ ୟିଷହରର ପୁତ୍ର, ତା'ର ପିତା କହାତ ଏବଂ ରୂବନରେ ତିନିଜଣ ମଧ୍ଯରୁ ଦାଥନ ଓ ଅବୀରାମ, ଇଲିଯାବର ଦୁଇ ପୁତ୍ର ପଲତରେ ପୁତ୍ର ଓନ୍।
1 Corá, filho de Isar, filho de Coate, filho de Levi, tomou consigo a Datã e a Abirão, filhos de Eliabe, e a Om, filho de Pelete, filhos de Rúben.
2 ଇଶ୍ରାୟେଲର ଲୋକମାନଙ୍କର 250 ଜଣ ନତେୃର୍ବଗ ମାଶାଙ୍କେ ବିରୁଦ୍ଧ ରେ ଗଲେ।
2 Levantaram-se perante Moisés com duzentos e cinquenta homens dos filhos de Israel, príncipes da congregação, eleitos por ela, varões de renome,
3 ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?
3 e se ajuntaram contra Moisés e contra Arão e lhes disseram: Basta! Pois que toda a congregação é santa, cada um deles é santo, e o Senhor está no meio deles; por que, pois, vos exaltais sobre a congregação do Senhor ?
4 ତା'ପରେ ମାଶାେ ଏହା ଶୁଣି ନିଜକୁ ନମ୍ର କରି ମୁହଁ ମାଡି ପଡି ରହିଲେ।
4 Tendo ouvido isto, Moisés caiu sobre o seu rosto.
5 ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।
5 E falou a Corá e a todo o seu grupo, dizendo: Amanhã pela manhã, o Senhor fará saber quem é dele e quem é o santo que ele fará chegar a si; aquele a quem escolher fará chegar a si.
6 ହେ କୋରହ, ତୁମ୍ଭେ ଓ ତୁମ୍ଭର ଅନୁଗାମି ମାନେ ଏହା କରିବା ଉଚିତ। ବିଶଷେ ଅଙ୍ଗାରଧାନୀ ନିଅ।
6 Fazei isto: tomai vós incensários, Corá e todo o seu grupo;
7 କାଲି ତହିଁରେ ଅଗ୍ନି ଦିଅ। ସଦାପ୍ରଭୁଙ୍କ ସମ୍ମୁଖ ରେ ତହିଁ ଉପରେ ଧୂପ ଥୁଅ। ତହିଁରେ ସଦାପ୍ରଭୁ ଯେଉଁ ବ୍ଯକ୍ତିଟି ମନୋନୀତ କରିବେ ସହେି ପବିତ୍ର ହବେ। ହେ ଲବେୀର ପୁତ୍ରମାନେ ତୁମ୍ଭମାନେେ ବହୁ ଦୂରକୁ ଚାଲି ୟାଇଛ, ତୁମ୍ଭମାନେେ ଭ୍ରାନ୍ତିପୂର୍ଣ।
7 e, pondo fogo neles amanhã, sobre eles deitai incenso perante o Senhor ; e será que o homem a quem o Senhor escolher, este será o santo; basta-vos, filhos de Levi.
8 ଆଉ ମାଶାେ କୋରହକୁ କହିଲେ, ହେ ଲବେୀର ସନ୍ତାନଗଣ, ତୁମ୍ଭମାନେେ ଟିକିଏ ଶୁଣ।
8 Disse mais Moisés a Corá: Ouvi agora, filhos de Levi:
9 ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କୁ ଇଶ୍ରାୟେଲ ମଣ୍ତଳୀରୁ ପୃଥକ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିଯୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖ ରେ ଠିଆ ହାଇେ ସବୋ କରିବାପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ନୁହଁ କି?
9 acaso, é para vós outros coisa de somenos que o Deus de Israel vos separou da congregação de Israel, para vos fazer chegar a si, a fim de cumprirdes o serviço do tabernáculo do Senhor e estardes perante a congregação para ministrar-lhe;
10 ସଦାପ୍ରଭୁ ତୁମ୍ଭଙ୍କୁ ଓ ତୁମ୍ଭର ସମସ୍ତ ଲବେୀ ସନ୍ତାନଗଣଙ୍କୁ ସାହାୟ୍ଯ କରିବାକୁ ତାଙ୍କର ନିକଟବର୍ତ୍ତୀ କରିଅଛନ୍ତି। ଏହା କ'ଣ ତୁମ୍ଭମାନଙ୍କ ପକ୍ଷ ରେ କ୍ଷୁଦ୍ର କଥା? ଆଉ ତୁମ୍ଭମାନେେ ଯାଜକ ହବୋକୁ ଚେଷ୍ଟା କରୁଛ?
10 e te fez chegar, Corá, e todos os teus irmãos, os filhos de Levi, contigo? Ainda também procurais o sacerdócio?
11 ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଇଅଛ। ହାରୋଣ କିଛି ଅବିଧି କରିନାହାଁନ୍ତି। ମାତ୍ର ତୁମ୍ଭମାନେେ ତାଙ୍କର ବିପକ୍ଷ ରେ ଅଭିଯୋଗ କରିଅଛ।
11 Pelo que tu e todo o teu grupo juntos estais contra o Senhor ; e Arão, que é ele para que murmureis contra ele?
12 ତା'ପରେ ମାଶାେ ଇଲୀଯାବର ପୁତ୍ର ଦାଥନକୁ ଓ ଅବୀରାମକୁ ଡାକିବାକୁ ଲୋକ ପଠାଇଲେ; ମାତ୍ର ସମାନେେ କହିଲେ, ଆମ୍ଭମାନେେ ୟିବା ନାହିଁ।
12 Mandou Moisés chamar a Datã e a Abirão, filhos de Eliabe; porém eles disseram: Não subiremos;
13 ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତର ରେ ମାରିବାକୁ ଆଣିଅଛ। ଏହା କ'ଣ କ୍ଷୁଦ୍ର ବିଷଯ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହବୋକୁ ଚାହୁଁଛ।
13 porventura, é coisa de somenos que nos fizeste subir de uma terra que mana leite e mel, para fazer-nos morrer neste deserto, senão que também queres fazer-te príncipe sobre nós?
14 ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶକୁ ଆଣି ନାହଁ? ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠା ରେ ଆମ୍ଭମାନେେ ଶସ୍ଯ କ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ଯମାନଙ୍କୁ ଠକିବ କି? ନା ଆମ୍ଭମାନେେ ଯାଉ ନାହୁଁ।
14 Nem tampouco nos trouxeste a uma terra que mana leite e mel, nem nos deste campos e vinhas em herança; pensas que lançarás pó aos olhos destes homens? Pois não subiremos.
15 ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।
15 Então, Moisés irou-se muito e disse ao Senhor : Não atentes para a sua oferta; nem um só jumento levei deles e a nenhum deles fiz mal.
16 ତା'ପରେ ମାଶାେ କୋରହକୁ କହିଲେ, କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମୀ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା ହୁଅ। ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମି ଓ ସଠାେରେ କାଲି ରହିବା ଉଚିତ୍।
16 Disse mais Moisés a Corá: Tu e todo o teu grupo, ponde-vos perante o Senhor , tu, e eles, e Arão, amanhã.
17 ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକ ନିଜନିଜ ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଦିଅ। ପୁଣି ସମାନଙ୍କେୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ପ୍ରେତ୍ୟକକ 250 ପୁରୁଷ ଏହା କରିବା ଉଚିତ୍। ତୁମ୍ଭେ ଏବଂ ହାରୋଣ ପ୍ରେତ୍ୟକକ ଗୋଟିଏ ଗୋଟିଏ ଅଙ୍ଗାରଧାନୀ ଆଣିବା ଉଚିତ୍।
17 Tomai cada um o seu incensário e neles ponde incenso; trazei-o, cada um o seu, perante o Senhor , duzentos e cinquenta incensários; também tu e Arão, cada qual o seu.
18 ତେଣୁ ସମାନେେ ପ୍ରେତ୍ୟକକ ନିଜନିଜ ବିଶଷେ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦେଲେ। ପୁଣି ତାହା ଉପରେ ଧୂପ ଥୋଇ ମାଶାେ ଓ ହାରୋଣଙ୍କ ସହିତ ସମାଗମ ତମ୍ବୁ ନିକଟରେ ଠିଆ ହେଲେ।
18 Tomaram, pois, cada qual o seu incensário, neles puseram fogo, sobre eles deitaram incenso e se puseram perante a porta da tenda da congregação com Moisés e Arão.
19 ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ ତମ୍ବୁଦ୍ବାର ନିକଟରେ ସମାନଙ୍କେ ପ୍ରତିକୂଳ ରେ ଉପସ୍ଥିତ ହେଲେ, ସେତବେେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆର୍ବିଭାବ ହେଲା।
19 Corá fez ajuntar contra eles todo o povo à porta da tenda da congregação; então, a glória do Senhor apareceu a toda a congregação.
20 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
20 Disse o Senhor a Moisés e a Arão:
21 ତୁମ୍ଭମାନେେ ଏହି ମଣ୍ତଳୀଠାରୁ ପୃଥକ ହୁଅ, ଆମ୍ଭେ ଏକ ନିମିଷ ରେ ସମାନଙ୍କେ ସଂହାର କରିବା।
21 Apartai-vos do meio desta congregação, e os consumirei num momento.
22 ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?
22 Mas eles se prostraram sobre o seu rosto e disseram: Ó Deus, Autor e Conservador de toda a vida, acaso, por pecar um só homem, indignar-te-ás contra toda esta congregação?
23 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
23 Respondeu o Senhor a Moisés:
24 ତୁମ୍ଭେ ମଣ୍ତଳୀକୁ କୁହ, କୋରହ, ଦାଥନ ଓ ଅବୀରାମର ତମ୍ବୁଠାରୁ ଚାଲି ୟାଆନ୍ତୁ।
24 Fala a toda esta congregação, dizendo: Levantai-vos do redor da habitação de Corá, Datã e Abirão.
25 ମାଶାେ ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇଶ୍ରାୟେଲର ନତେୃବର୍ଗ ସମାନଙ୍କେୁ ଅନୁସରଣ କଲେ।
25 Então, se levantou Moisés e foi a Datã e a Abirão; e após ele foram os anciãos de Israel.
26 ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।
26 E disse à congregação: Desviai-vos, peço-vos, das tendas destes homens perversos e não toqueis nada do que é seu, para que não sejais arrebatados em todos os seus pecados.
27 ଏଥି ରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁ ଠାରୁ ଚାଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପାଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।
27 Levantaram-se, pois, do redor da habitação de Corá, Datã e Abirão; e Datã e Abirão saíram e se puseram à porta da sua tenda, juntamente com suas mulheres, seus filhos e suas crianças.
28 ତା'ପରେ ମାଶାେ କହିଲେ, ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦବେି ଯେ ସଦାପ୍ରଭୁ ମାେତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁନାହିଁ ବୋଲି ତୁମ୍ଭମାନେେ ଜାଣିବ।
28 Então, disse Moisés: Nisto conhecereis que o Senhor me enviou a realizar todas estas obras, que não procedem de mim mesmo:
29 ଯଦି ଏହି ଲୋକମାନେ ସ୍ବାଭାବିକ ଭାବରେ ମରନ୍ତି, ତବେେ ବୁଝିବେ ସଦାପ୍ରଭୁ ମାେତେ ପଠାଇନାହାନ୍ତି।
29 se morrerem estes como todos os homens morrem e se forem visitados por qualquer castigo como se dá com todos os homens, então, não sou enviado do Senhor .
30 ମାତ୍ର ସଦାପ୍ରଭୁ ଯବେେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ସର୍ବସ୍ବ ଗ୍ରାସ କରେ, ସମାନଙ୍କେୁ ଜିଅନ୍ତା କବର ଦିଅ, ତବେେ ତୁମ୍ଭେ ମା ହୃଦବୋଧ କରିବ ଯେ, ସମାନେେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।
30 Mas, se o Senhor criar alguma coisa inaudita, e a terra abrir a sua boca e os tragar com tudo o que é seu, e vivos descerem ao abismo, então, conhecereis que estes homens desprezaram o Senhor .
31 ମାଶାେ ତାଙ୍କର ଏହି ବକ୍ତବ୍ଯ ଶଷେ କରିବା ମାତ୍ ରେ ସମାନଙ୍କେ ଅଧଃସ୍ଥ ଭୂମି ଫାଟିଗଲା।
31 E aconteceu que, acabando ele de falar todas estas palavras, a terra debaixo deles se fendeu,
32 ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସମାନଙ୍କେର ସକଳ ସମ୍ପତ୍ତି ଗ୍ରାସ କଲା।
32 abriu a sua boca e os tragou com as suas casas, como também todos os homens que pertenciam a Corá e todos os seus bens.
33 ଏହିରୂପେ ସମାନେେ ଜିଅନ୍ତା କବର ନେଲେ ଓ ପୃଥିବୀ ସମାନଙ୍କେୁ ଚାପି ଦଲୋ। ଏଥି ରେ ସମାନେେ ମଣ୍ତଳିରୁ ପୋଛି ହାଇଗେଲେ।
33 Eles e todos os que lhes pertenciam desceram vivos ao abismo; a terra os cobriu, e pereceram do meio da congregação.
34 ଏଥି ରେ ଇଶ୍ରାୟେଲ ଲୋକମାନେ ସମାନଙ୍କେର କରୁଣ ଚିତ୍କାର ଶୁଣି ଏଣେ ତଣେେ ପଳାଯନ କଲେ। ଆଉ ସମାନେେ କହିଲେ, ପୃଥିବୀ ଆମ୍ଭମାନଙ୍କୁ ମଧ୍ଯ ଗ୍ରାସ କରିବ।
34 Todo o Israel que estava ao redor deles fugiu do seu grito, porque diziam: Não suceda que a terra nos trague a nós também.
35 ଏହାପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହାଇେ ସହେି 250ଧୁପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।
35 Procedente do Senhor saiu fogo e consumiu os duzentos e cinquenta homens que ofereciam o incenso.
36 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
36 Disse o Senhor a Moisés:
37 ଯାଜକ ହାରୋଣର ପୁତ୍ର ଇଲୀଯାସରକୁ କୁହ, ସେ ଅଗ୍ନି ମଧ୍ଯରୁ ସହେି ସମସ୍ତ ବିଶଷେ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସଠାେରେ ବିଞ୍ଚିଦେଉ। ସମାନେେ ମାେ ବିରୁଦ୍ଧ ରେ ପାପ କରିଥିଲେ, ତେଣୁ ସମାନଙ୍କେର ଜୀବନ ଗଲା। ମାତ୍ର ସହେି ବିଶଷେ ଅଙ୍ଗାରଧାନୀ ଗୁଡିକ ପବିତ୍ର କାରଣ ସଗେୁଡିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇଥିଲା।
37 Dize a Eleazar, filho de Arão, o sacerdote, que tome os incensários do meio do incêndio e espalhe o fogo longe, porque santos são;
38 ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ୟଜ୍ଞବଦେୀର ଆଚ୍ଛାଦକ ନିମନ୍ତେ ବ୍ଯବହୃତ ହେଉ। ଏହିସବୁ ଇଶ୍ରାୟେଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ବରୂପ ହବେ।
38 quanto aos incensários daqueles que pecaram contra a sua própria vida, deles se façam lâminas para cobertura do altar; porquanto os trouxeram perante o Senhor ; pelo que santos são e serão por sinal aos filhos de Israel.
39 ତେଣୁ ଇଲୀଯାସର ସହେି ଦଗ୍ଧ ଲୋକମାନଙ୍କର କଂସାର ଅଙ୍ଗାରଧାନୀ ଏକତ୍ରିତ କଲା। ସମାନେେ ୟଜ୍ଞବଦେୀର ଧାତୁ ଆଚ୍ଛାଦକ ରୂପେ ଏହାକୁ ପିଟି କଲେ।
39 Eleazar, o sacerdote, tomou os incensários de metal, que tinham trazido aqueles que foram queimados, e os converteram em lâminas para cobertura do altar,
40 ଏହି ଧାତୁ ଆଚ୍ଛାଦକ ଇଶ୍ରାୟେଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣ ପରିବାର ବ୍ଯତୀତ ଅନ୍ୟ କହେି ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କହେି ଏହି ସବେି କରିବ, ସେ କୋରହଙ୍କୁ ପରିବାରବର୍ଗ ପରି ହବେ ବୋଲି ଯାହା ମାଶାଙ୍କେ ଦ୍ବାରା ସଦାପ୍ରଭୁ ଜଣାଇ ଥିଲେ।
40 por memorial para os filhos de Israel, para que nenhum estranho, que não for da descendência de Arão, se chegue para acender incenso perante o Senhor ; para que não seja como Corá e o seu grupo, como o Senhor lhe tinha dito por Moisés.
41 ତା' ପରଦିନ ଇଶ୍ରାୟେଲ ସମସ୍ତ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ ଯେ , ସମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ଯା କଲେ।
41 Mas, no dia seguinte, toda a congregação dos filhos de Israel murmurou contra Moisés e contra Arão, dizendo: Vós matastes o povo do Senhor .
42 ଯେତବେେଳେ ଲୋକମାନେ ମାଶାେ ଓ ହାରୋଣ ବିରୁଦ୍ଧ ରେ ଏକତ୍ରୀତ ହେଲେ, ସମାନେେ ବୁଲିପଡିଲେ ଓ ସମାଗମ ତମ୍ବୁକୁ ଦେଖିଲେ ଯେ, ତାହା ମେଘ ରେ ଆଛାଦିତ ହାଇେଥିଲା ଏବଂ ସଦାପ୍ରଭୁଙ୍କର ମହୀମା ଦଖାଯାେଉଥିଲା।
42 Ajuntando-se o povo contra Moisés e Arão e virando-se para a tenda da congregação, eis que a nuvem a cobriu, e a glória do Senhor apareceu.
43 ତା'ପରେ ମାଶାେ ଓ ହାରୋଣ ସମାଗମ ତମ୍ବୁ ସମ୍ମୁଖକୁ ଆସିଲେ।
43 Vieram, pois, Moisés e Arão perante a tenda da congregação.
44 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
44 Então, falou o Senhor a Moisés, dizendo:
45 ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।
45 Levantai-vos do meio desta congregação, e a consumirei num momento; então, se prostraram sobre o seu rosto.
46 ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।
46 Disse Moisés a Arão: Toma o teu incensário, põe nele fogo do altar, deita incenso sobre ele, vai depressa à congregação e faze expiação por eles; porque grande indignação saiu de diante do Senhor ; já começou a praga.
47 ତେଣୁ ହାରୋଣ ମାଶାଙ୍କେ କହିବା ଅନୁସାରେ ତାହା ନଇେ ସମାଜ ମଧ୍ଯକୁ ଦୌଡିଗଲେ। ସେତବେେଳକେୁ ଲୋକମାନଙ୍କ ମଧିଅରେ ମହାମାରୀ ଆରମ୍ଭ ହାଇେଥିଲା। ତହିଁରେ ସେ ଧୂପ ଦଇେ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କଲେ।
47 Tomou-o Arão, como Moisés lhe falara, correu ao meio da congregação (eis que já a praga havia começado entre o povo), deitou incenso nele e fez expiação pelo povo.
48 ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।
48 Pôs-se em pé entre os mortos e os vivos; e cessou a praga.
49 କୋରହର କଥା ହତେୁ ମରିଥିବା ଲୋକଙ୍କୁ ଛାଡ 14,700 ଲୋକ ଏହି ମହାମାରୀ ରେ ମଲେ।
49 Ora, os que morreram daquela praga foram catorze mil e setecentos, fora os que morreram por causa de Corá.
50 ତହୁଁ ମହାମାରୀ ନିବୃତ୍ତ ହବୋରୁ ହାରୋଣ ସମାଗମ ତମ୍ବୁ ଦ୍ବାର ରେ ମାଶାଙ୍କେ ନିକଟକୁ ଫରେି ଆସିଲେ।
50 Voltou Arão a Moisés, à porta da tenda da congregação; e cessou a praga.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 16, comparar traduções ou montar um estudo — tudo direto pelo WhatsApp.