Números 15

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ଇଶ୍ରାୟେଲର ଲୋକମାନଙ୍କୁ କୁହ। ତୁମ୍ଭେ ଯେତବେେଳେ ପ୍ରବେଶ କରିବ ମୁଁ ସହେି ଦେଶ ଦେଉଛି ତୁମ୍ଭେ କବେେ ପ୍ରବେଶ କରିବ।
2 "Diga o seguinte aos israelitas: Quando entrarem na terra que lhes dou para sua habitação,
3 ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ବେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଗୋମଷୋଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଅଗ୍ନିକୃତ ଉପହାର ରୂପେ ହାମବେଳି ଉତ୍ସର୍ଗ କରିବ।
3 e apresentarem ao Senhor uma oferta, de bois ou de ovelhas, preparada no fogo como aroma agradável ao Senhor, seja holocausto, seja sacrifício, para cumprir um voto ou como oferta voluntária ou como oferta relativa a uma festa,
4 ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।
4 aquele que trouxer a sua oferta apresentará também ao Senhor uma oferta de cereal de um jarro da melhor farinha amassada com um litro de óleo.
5 ପ୍ରେତ୍ୟକକ ଥର ତୁମ୍ଭେ ଏକ ମଷେବତ୍ସ ହାମାେର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପଯେ ନବୈେଦ୍ଯ ପ୍ରସ୍ତୁତ କରିବା ଉଚିତ୍।
5 Para cada cordeiro do holocausto ou do sacrifício, prepare um litro de vinho como oferta derramada.
6 ଆଉ ଏକ ମଷେ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଏକ ହିନର ଏକ ତୃତୀଯାଂଶ ତୈଳ ରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନବୈେଦ୍ଯ ପ୍ରସ୍ତୁତ କରିବ।
6 "Para um carneiro, prepare uma oferta de cereal de dois jarros da melhor farinha com um litro de óleo
7 ପୁଣି ତୁମ୍ଭେ ପଯେ ନବୈେଦ୍ଯ ନିମନ୍ତେ ହିନର ଏକ ତୃତୀଯାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ।
7 e um litro de vinho como oferta derramada. Apresente-a como aroma agradável ao Senhor.
8 ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମବେଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଗଂଳାର୍ଥକ ଉପହାର ନିମନ୍ତେ ଯବେେ ଗୋବତ୍ସ ଉତ୍ସର୍ଗ କର,
8 "Quando algum de vocês preparar um novilho para holocausto ou para sacrifício para cumprir voto especial, ou como oferta de comunhão ao Senhor,
9 ତବେେ ସହେି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଆଣିବା ଉଚିତ୍।
9 traga com o novilho uma oferta de cereal de três jarros da melhor farinha amassada com meio galão de óleo.
10 ଆଉ ମଧ୍ଯ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପଯେ ନବୈେଦ୍ଯ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ।
10 Traga também meio galão de vinho para a oferta derramada. Será uma oferta preparada no fogo, de aroma agradável ao Senhor.
11 ଏହି ରୂପେ ପ୍ରେତ୍ୟକକ ଗୋରୁ, ପ୍ରେତ୍ୟକକ ମଷେ, ପ୍ରେତ୍ୟକକ ମଷେବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାୟିବା ଉଚିତ୍।
11 Cada novilho ou carneiro, ou cordeiro ou cabrito, deverá ser preparado dessa maneira.
12 ତୁମ୍ଭମାନେେ ପ୍ରସ୍ତୁତ କରିବା ସଂଖ୍ଯା ଅନୁସାରେ ପ୍ରେତ୍ୟକକ ପଶୁପତି ସମାନଙ୍କେ ସଂଖ୍ଯା ପ୍ରାମାଣେ ସହେିରୂପେ କରିବ।
12 Façam isso com cada animal, com tantos quantos vocês prepararem.
13 ପ୍ରେତ୍ୟକକ ନାଗରୀକ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ଯବସ୍ଥା ଅନୁସାରେ ଏହିସବୁ କାର୍ୟ୍ଯ କରିବ।
13 "Todo o que for natural da terra deverá proceder dessa maneira quando trouxer uma oferta preparada no fogo de aroma agradável ao Senhor.
14 ଯଦି ତୁମ୍ଭ ସହିତ ବାସ କରୁଥିବା ଜଣେ ବିଦେଶୀ ଲୋକ କିମ୍ବା ସେ ସମନ୍ଧ ରେ କୌଣସି ବିଦେଶୀଗତ ସ୍ଥାଯୀ ଅଧିବାସୀ କିମ୍ବା ଯେ କହେି ତୁମ୍ଭ ସହିତ ଦିର୍ଘଦିନ ଧରି ବାସ କରୁଥିବା ଲୋକ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଅର୍ପଣ କରିବାକୁ ଇଚ୍ଛା କରେ, ତବେେ ତୁମ୍ଭ ପ୍ରତି ପ୍ରୟୁଜ୍ଯ ହେଉଥିବା ସମାନ ପଦ୍ଧତି ତା'ପାଇଁ ଅନୁସୃତ ହବୋ ଉଚିତ୍।
14 E se um estrangeiro que vive entre vocês, ou entre os descendentes de vocês, apresentar uma oferta preparada no fogo, de aroma agradável ao Senhor, deverá fazer o mesmo.
15 ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାଶକାରୀ ବିଦେଶୀ ନିମନ୍ତେ ଏକ ବ୍ଯବସ୍ଥା ହବେ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟି ରେ ତୁମ୍ଭମାନେେ ଓ ବିଦେଶୀମାନେ ସମାନ।
15 A assembléia deverá ter as mesmas leis, que valerão tanto para vocês como para o estrangeiro que vive entre vocês; este é um decreto perpétuo pelas suas gerações, que, perante o Senhor, valerá tanto para vocês quanto para o estrangeiro residente.
16 ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧିଅରେ ବିଦେଶୀ ମୂଳ ବ୍ଯକ୍ତି ନିମନ୍ତେ ଏକ ବ୍ଯବସ୍ଥା ଓ ଏକ ବିଧି ହବେ।
16 A mesma lei e ordenança se aplicará tanto a vocês como ao estrangeiro residente".
17 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
17 O Senhor disse ainda a Moisés:
18 ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନଇଯାେଉଅଛୁଁ, ସହେି ଦେଶ ରେ ଉପସ୍ଥିତ ହେଲେ ତୁମ୍ଭମାନେେ ଏହିରୂପେ କରିବ।
18 "Diga aos israelitas: Quando vocês entrarem na terra para onde os levo
19 ତୁମ୍ଭମାନେେ ସହେି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍।
19 e comerem do fruto da terra, apresentem uma porção como contribuição ao Senhor.
20 ତୁମ୍ଭମାନେେ ନିଜ ନିଜ ପ୍ରଥମ ଶସ୍ଯରୁ ଉତ୍ତୋଳନୀଯ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ଯ ମର୍ଦ୍ଦନ ସ୍ଥାନ ରେ ଉତ୍ତୋଳନୀଯ ଉପହାର, ସହେିପରି ତାହା ଉତ୍ତୋଳନ କରିବା ଉଚିତ୍।
20 Apresentem um bolo feito das primícias da farinha de vocês. Apresentem-no como contribuição da sua colheita.
21 ତୁମ୍ଭମାନେେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।
21 Em todas as suas gerações vocês apresentarão das primícias da farinha uma contribuição ao Senhor.
22 ଯେତବେେଳେ ତୁମ୍ଭମାନେେ ଭୁଲ୍ ରେ ଏବଂ ଏହିସବୁ ଆଜ୍ଞାଗୁଡିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମାଶାଙ୍କେୁ କହିଲେ।
22 "Mas se vocês pecarem e deixarem de cumprir todos esses mandamentos
23 ସଦାପ୍ରଭୁ ମାଶାଙ୍କେ ଦ୍ବାରା ସେ ସମସ୍ତ ଆଜ୍ଞା ଦଇେଛନ୍ତି। ସହେିସବୁ ଆଜ୍ଞା ସଦାପ୍ରଭୁ ଦବୋ ଦିନ ଠାରୁ ପୁରୁଷାନୁକ୍ରମେ ଚିର କାଳ ପାଳନ କରିବା ଉଚିତ୍।
23 — tudo o que o Senhor lhes ordenou por meio de Moisés, desde o dia em que os ordenou e pelas suas gerações —
24 ଯଦି ତାହା ମଣ୍ତଳୀର ଆଗୋଚର ରେ ଭ୍ରାନ୍ତି ରେ ହାଇେଥାଏ ତବେେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମେ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।
24 e se isso for feito sem intenção e não for do conhecimento da comunidade, toda a comunidade terá que oferecer um novilho para o holocausto de aroma agradável ao Senhor. Também apresentarão com sua oferta de cereal uma oferta derramada, conforme as prescrições, e um bode como oferta pelo pecado.
25 ଆଉ ଯାଜକ ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାଯଶ୍ଚିତ କରିବା ଉଚିତ; ତହିଁରେ ସମାନେେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସମାନେେ ସହେି ଭ୍ରାନ୍ତି ସକାେଶ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିଜନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି।
25 O sacerdote fará propiciação por toda a comunidade de Israel, e eles serão perdoados, pois o seu pecado não foi intencional e eles trouxeram ao Senhor uma oferta preparada no fogo e uma oferta pelo pecado.
26 ଇଶ୍ରାୟେଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସହେି ସମସ୍ତ ଲୋକମାନେ ଭୂଲ୍ କରିଥିଲେ।
26 A comunidade de Israel toda e os estrangeiros residentes entre eles serão perdoados, porque todo o povo esteve envolvido num pecado involuntário.
27 ଆଉ ଯଦି ଜଣେ ବ୍ଯକ୍ତି ଅନିଛା ରେ ପାପ କରେ, ତବେେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀଯ ଏକ ଛାଗବତ୍ସ ଆଣିବା ଉଚିତ୍।
27 "Se, contudo, apenas uma pessoa pecar sem intenção, ela terá que trazer uma cabra de um ano como oferta pelo pecado.
28 ଯେଉଁ ଲୋକ ଅନିଚ୍ଛା ରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାୟିବ।
28 O sacerdote fará propiciação pela pessoa que pecar, cometendo uma falta involuntária perante o Senhor, e ela será perdoada.
29 ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସମାନଙ୍କେ ମଧିଅରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଚ୍ଛା ରେ କରାୟାଇଥିବା ପାପର ପ୍ରାଯଶ୍ଚିତ ନିମନ୍ତେ ଏକା ବ୍ଯବସ୍ଥା ହବେ।
29 Somente uma lei haverá para todo aquele que pecar sem intenção, seja ele israelita nato, seja estrangeiro residente.
30 ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।
30 "Mas todo aquele que pecar com atitude desafiadora, seja natural da terra, seja estrangeiro residente, insulta ao Senhor, e será eliminado do meio do seu povo.
31 କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।
31 Por ter desprezado a palavra do Senhor e quebrado os seus mandamentos, terá que ser eliminado; sua culpa estará sobre ele".
32 ସେତବେେଳେ ଇଶ୍ରାୟେଲ ଥିବା ସମୟରେ ଗୋଟିଏ ବ୍ଯକ୍ତିକୁ ବିଶ୍ରାମ ବାର ରେ କାଠ ସଂଗ୍ରହ କରୁଥିବାର ଦେଖିଲେ।
32 Certo dia, quando os israelitas estavam no deserto, encontraram um homem recolhendo lenha no dia de sábado.
33 ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସମାନେେ ମାଶାେ ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା'ର ଚାରିପଟେ ଏକତ୍ରିତ ହେଲେ।
33 Aqueles que o encontraram recolhendo lenha levaram-no a Moisés, a Arão e a toda a comunidade,
34 ଆଉ ସମାନେେ ତାହାକୁ ସଠାେରେ ରଖିଲେ। କାରଣ ତା'ପ୍ରତି କି ପ୍ରକାର ଶାସ୍ତି ବିଧାନ ହବେ ସମାନେେ ଜାଣି ନ ଥିଲେ।
34 que o prenderam, porque não sabiam o que deveria ser feito com ele.
35 ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।
35 Então o Senhor disse a Moisés: "O homem terá que ser executado. Toda a comunidade o apedrejará fora do acampamento".
36 ତେଣୁ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହାରକୁ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍।
36 Assim, toda a comunidade o levou para fora do acampamento e o apedrejou até à morte, conforme o Senhor tinha ordenado a Moisés.
37 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
37 O Senhor disse a Moisés:
38 ଇଶ୍ରାୟେଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସମାନେେ ନିଜ ନିଜ ବସ୍ତ୍ରର ଅଞ୍ଚଳ ରେ ଝାଲର ପ୍ରସ୍ତୁତ ଓ ପ୍ରେତ୍ୟକକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍।
38 "Diga o seguinte aos israelitas: Façam borlas nas extremidades das suas roupas e ponham um cordão azul em cada uma delas; façam isso por todas as suas gerações.
39 ତୁମ୍ଭମାନେେ ଯେପରି ସହେି ଝାଲର ଏକାଠି ବନ୍ଧା ହାଇେଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ଯଭିଚାର କର ନାହିଁ।
39 Quando virem essas borlas vocês se lembrarão de todos os mandamentos do Senhor, para que lhes obedeçam e não se prostituam nem sigam as inclinações dos seus corações e dos seus olhos.
40 ତୁମ୍ଭମାନେେ ମାରେ ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ ହବୋ ଉଚିତ୍।
40 Assim vocês se lembrarão de obedecer a todos os meus mandamentos, e para o seu Deus vocês serão um povo consagrado.
41 ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବୋକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।
41 Eu sou o Senhor, o seu Deus, que os trouxe do Egito para ser o Deus de vocês. Eu sou o Senhor, o seu Deus".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 15, comparar traduções ou montar um estudo — tudo direto pelo WhatsApp.