Números 14
Oriya Bible (GL_ORIYA) vs VC
1 ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।
1 Toda a assembléia pôs-se a gritar e chorou aquela noite.
2 ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସମାନଙ୍କେ ଆଗ ରେ ଅଭିଯୋଗ କଲେ, ଯଦି ଆମ୍ଭମାନେେ ସହେି ମିଶର ଦେଶ ରେ କିମ୍ବା ମରୁଭୂମିରେ ମରିୟାଇଥାନ୍ତୁ, ତବେେ ଭଲ ହାଇେଥାନ୍ତା।
2 Todos os israelitas murmuraram contra Moisés e Aarão, dizendo: "Oxalá tivéssemos morrido no Egito ou neste deserto!
3 ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗ ରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫରେି ୟିବାଟା ଆମ୍ଭମାନଙ୍କ ପକ୍ଷ ରେ ଭଲ ହୁଅନ୍ତା।
3 Por que nos conduziu o Senhor a esta terra para morrermos pela espada? Nossas mulheres e nossos filhos serão a presa do inimigo. Não seria melhor que voltássemos para o Egito?"
4 ସମାନେେ ପରପ୍ପର ମଧିଅରେ କଥା ହେଲେ, ଆସ, ଆମ୍ଭମାନେେ ଜଣକୁ ପ୍ରାଧାନ କରି ମିଶରକୁ ଫରେିୟିବା।
4 E diziam uns para os outros: "Escolhamos um chefe e voltemos para o Egito."
5 ତହିଁରେ ମାଶାେ ଓ ହାରୋଣ ଏତେ ବ୍ଯତିବ୍ଯସ୍ତ ହାଇଗେଲେ ଯେ, ସମାନେେ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ମୁଁହ ମାଡି ଭୂମିରେ ପଡିଗଲେ।
5 Moisés e Aarão caíram com o rosto por terra diante de toda a assembléia dos israelitas.
6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।
6 Josué, filho de Nun, e Caleb, filho de Jefoné, que tinham explorado a terra,
7 ଆଉ ଏହି ଦୁଇଲୋକ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, ଆମ୍ଭମାନେେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ୟାଇଥିଲୁ, ତାହା ଅତ୍ଯନ୍ତ ଉତ୍ତମ ଦେଶ।
7 rasgaram as suas vestes e disseram a toda a assembléia dos israelitas: "A terra que percorremos é muito boa.
8 ଯବେେ ସଦାପ୍ରଭୁ ଆମ୍ଭମାନଙ୍କ ଠା ରେ ସନ୍ତୁଷ୍ଟ ହୁଅନ୍ତି ତବେେ ସେ ଆମ୍ଭମାନଙ୍କୁ ସହେି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦବେେ, ସହେି ଦେଶ ଦୁଗ୍ଧମଧୁ ପ୍ରବାହୀ ଅଟେ।
8 Se o Senhor nos for propício, introduzir-nos-á nela e no-la dará; é uma terra onde corre leite e mel.
9 ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।
9 Somente não vos revolteis contra o Senhor, e não tenhais medo do povo dessa terra: devorá-lo-emos como pão. Não há mais salvação para eles, porque o Senhor está conosco. Não tenhais medo deles."
10 ମାତ୍ର ସମସ୍ତ ମଣ୍ତଳୀ ସମାନଙ୍କେୁ ପଥର ମାରି ହତ୍ଯା କରିବାକୁ କହିଲେ। ସେତବେେଳେ ସଦାପ୍ରଭୁଙ୍କର ମହିମା ସମାଗମ ତମ୍ବୁ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା।
10 Toda a assembléia estava a ponto de apedrejá-los, quando a glória do Senhor apareceu sobre a tenda de reunião a todos os israelitas.
11 ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ଲୋକମାନେ କେତକୋଳ ମାେତେ ପ୍ରତ୍ଯାଖ୍ଯାନ କରିବେ? ଆଉ ସମାନଙ୍କେ ମଧିଅରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯ ସର୍ତ୍ତେ, କେତଦେିନ ସମାନେେ ମାେତେ ଅବିଶ୍ବାସ କରିବେ?
11 O Senhor disse a Moisés: "Até quando me desprezará esse povo? Até quando não acreditará em mim, apesar de todos os prodígios que fiz no meio dele?
12 ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।
12 Vou destruí-lo, ferindo-o de peste, mas farei de ti uma nação maior e mais poderosa do que ele."
13 ତା'ପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ତବେେ ମିଶରୀଯ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ବାରା ସମାନଙ୍କେ ମଧ୍ଯରୁ ଏହି ଲୋକମାନଙ୍କୁ ଆଣିଅଛ।
13 Moisés disse ao Senhor: "Os egípcios viram que, por vosso poder, tirastes este povo do meio deles e o disseram aos habitantes dessa terra.
14 ପୁଣି ସମାନେେ ଏ ଦେଶ ନିବାସିମାନଙ୍କୁ ତାହା କହିବେ, ସମାନେେ ଶୁଣିଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧିଅରେ ଅଛନ୍ତି, କାରଣ ତୁମ୍ଭେ ସମାନଙ୍କେୁ ପ୍ରତ୍ଯକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସମାନଙ୍କେ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭ ରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭ ରେ ସମାନଙ୍କେ ଆଗେ ଆଗେ ଗମନ କରୁଅଛ।
14 Todo mundo sabe, ó Senhor, que estais no meio desse povo, e sois visto face a face, ó Senhor, que vossa nuvem está sobre eles e marchais diante deles de dia numa coluna de nuvem, e de noite numa coluna de fogo.
15 ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,
15 Se fizerdes morrer todo esse povo, as nações que ouviram falar de vós dirão:
16 ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦବୋକୁ ପ୍ରତିଜ୍ଞା କରିଥିଲେ, ସହେି ଦେଶକୁ ସମାନଙ୍କେୁ ଆଣି ପାରିଲେ ନାହିଁ, ଏଣୁ ସେ ସମାନଙ୍କେୁ ମରୁଭୂମିରେ ବଧ କରିଅଛନ୍ତି।'
16 o Senhor foi incapaz de introduzir o povo na terra que lhe havia jurado dar, e exterminou-o no deserto.
17 ଯେପରି ତୁମ୍ଭେ କହିଅଛ, ଏବେ ମୁଁ ବିନଯ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ।
17 Agora, pois, rogo-vos que o poder do Senhor se manifeste em toda a sua grandeza, como o dissestes:
18 'ସଦାପ୍ରଭୁ କୋରଧ ରେ ଧୀର ଓ ଦୟା ରେ ପରିପୂର୍ଣ ଓ ଅପରାଧୀ ଓ ବ୍ଯବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦଇେଥାନ୍ତି।'
18 O Senhor é lento para a cólera e rico em bondade; ele perdoa a iniqüidade e o pecado, mas não tem por inocente o culpado, e castiga a iniqüidade dos pais nos filhos até a terceira e a quarta geração.
19 ମୁଁ ବିନଯ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ବ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ୟ୍ଯନ୍ତ ଯେପରି କ୍ଷମା କରିଅଛ ତଦନୁସା ରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।
19 Perdoai o pecado desse povo segundo a vossa grande misericórdia, como já o tendes feito desde o Egito até aqui."
20 ସଦାପ୍ରଭୁ କହିଲେ, ଯେପରି ତୁମ୍ଭେ ମାେତେ ଅନୁ ରୋଧ କଲ, ମୁଁ ସମାନଙ୍କେୁ କ୍ଷମା ଦଲେି।
20 O Senhor respondeu: "Eu perdôo, conforme o teu pedido.
21 କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।
21 Mas, pela minha vida e pela minha glória que enche toda a terra,
22 ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,
22 nenhum dos homens que viram a minha glória e os prodígios que fiz no Egito e no deserto, que me provocaram já dez vezes e não me ouviram,
23 ସମାନଙ୍କେ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷଯ ରେ ଶପଥ କରିଅଛୁ, ଏମାନଙ୍କ ମଧ୍ଯରୁ କହେି ସେ ଦେଶ ଦେଖିପାରିବେ ନାହିଁ। କାରଣ ସମାନେେ ମତେ ଅବଜ୍ଞା କରିଛନ୍ତି, ତେଣୁ ସମାନଙ୍କେ ମଧ୍ଯରୁ କହେି ତାହା ଦେଖିବେ ନାହିଁ।
23 verá a terra que prometi com juramento aos seus pais. Nenhum daqueles que me desprezaram a verá.
24 ମାତ୍ର ଆମ୍ଭର ସବେକ କାଲବେ ସମାନଙ୍କେ ଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହାଇେଅଛି। ଏଣୁ ସେ ଯେଉଁ ଦେଶକୁ ୟାଇଥିଲା, ସହେି ଦେଶ ରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
24 Quanto ao meu servo Caleb, porém, que animado de outro espírito me obedeceu fielmente, eu o introduzirei na terra que ele percorreu, e a sua posteridade a possuirá.
25 ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।
25 Visto que os amalecitas e os cananeus habitam no vale, voltai amanhã e parti para o deserto em direção ao mar Vermelho."
26 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
26 O Senhor disse a Moisés e a Aarão:
27 ମାେ ବିରୁଦ୍ଧ ରେ ଅଭିଯୋଗ କରାଯାଉଛି, ମୁଁ କେତକୋଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇଶ୍ରାୟେଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି।
27 "Até quando sofrerei eu essa assembléia revoltada que murmura contra mim? Ouvi as murmurações que os israelitas proferem contra mim.
28 ସମାନଙ୍କେୁ କୁହ, 'ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସମାନେେ ଯାହା ଅଭିଯୋଗ କରିଛନ୍ତି' ତାହାହିଁ ମୁଁ କରିବି।
28 Dir-lhes-ás: juro por mim mesmo, diz o Senhor, tratar-vos-ei como vos ouvi dizer.
29 ତୁମ୍ଭମାନେେ ଏହି ମରୁଭୂମି ମଧିଅରେ ମରିବ। କୋଡିଏ ବର୍ଷରୁ ଅଧିକ ବଯସ୍କ ତୁମ୍ଭମାନଙ୍କ ମଧ୍ଯରୁ ଗଣ୍ଯ ହାଇେଥିବା ଲୋକମାନେ ସମ୍ପୂର୍ଣ ସଂଖ୍ଯା ଅନୁସାରେ ଯେଉଁମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ।
29 Vossos cadáveres cairão nesse deserto. Todos vós que fostes recenseados da idade de vinte anos para cima, e que murmurastes contra mim,
30 ତୁମ୍ଭମାନଙ୍କ ମଧ୍ଯରୁ କହେି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦବୋକୁ ପ୍ରତିଜ୍ଞା କରିଥିଲୁ, ସଠାେରେ ପ୍ରବେଶ କରିପାରିବ ନାହିଁ। କବଳେ ୟିଫୁନ୍ନିର ପୁତ୍ର କାଲବେ ଓ ନୂନର ପୁତ୍ର ୟିହୋଶୂଯ ସେ ଦେଶ ରେ ପ୍ରବେଶ କରିବେ।
30 não entrareis na terra onde jurei estabelecer-vos, exceto Caleb, filho de Jefoné, e Josué, filho de Nun.
31 ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆୟିବ। କିନ୍ତୁ ସମାନଙ୍କେୁ ମୁଁ ସହେି ସ୍ଥାନକୁ ଆଣିବି। ଆଉ ତୁମ୍ଭମାନେେ ଯେଉଁ ଦେଶକୁ ପ୍ରତ୍ଯାଖ୍ଯାନ କରିଥିଲ, ସମାନେେ ତାହା ଉପଭୋଗ କରିବେ।
31 Todavia, introduzirei nela os vossos filhinhos, dos quais dizíeis que seriam a presa do inimigo, e eles conhecerão a terra que desprezastes.
32 ମାତ୍ର ତୁମ୍ଭମାନେେ ଏହି ମରୁଭୂମିରେ ମୃତ୍ଯୁବରଣ କରିବ।
32 Quanto a vós, os vossos cadáveres ficarão nesse deserto,
33 'ତୁମ୍ଭମାନଙ୍କ ସନ୍ତାନଗଣ ଚାଳିଶ ବର୍ଷ ଏହି ପ୍ରାନ୍ତର ରେ ଭ୍ରମଣ କରିବେ ଓ ସମାନେେ ତୁମ୍ଭମାନଙ୍କର ଅବିଶ୍ବସ୍ତତା ପାଇଁ ୟନ୍ତ୍ରଣା ଭୋଗ କରିବେ। ତୁମ୍ଭମାନଙ୍କ ଶବ ଏହି ମରୁଭୂମିରେ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ସମାନେେ ତୁମ୍ଭମାନଙ୍କ ବ୍ଯଭିଚାରର, ତୁମ୍ଭେ ତୁମ୍ଭର ପାପର ଫଳ ଭୋଗିବ।
33 onde os vossos filhos guardarão os seus rebanhos durante quarenta anos, pagando a pena de vossas infidelidades, até que vossos cadáveres apodreçam no deserto.
34 ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।
34 Explorastes a terra em quarenta dias; tantos anos quantos foram esses dias pagareis a pena de vossas iniqüidades, ou seja, durante quarenta anos, e vereis o que significa ser objeto de minha vingança.
35 'ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମାେ ବିଷଯ ରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହାଇେଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚଯ ପ୍ରତିଫଳ କରିବି। ସମାନେେ ଏଠା ରେ ନଷ୍ଟ ହବେେ ଓ ଏହି ସ୍ଥାନ ରେ ସମାନେେ ମରିବେ।'
35 Eu, o Senhor, o disse. Eis como hei de tratar essa assembléia rebelde que se revoltou contra mim. Eles serão consumidos e mortos nesse deserto!"
36 ଯେଉଁ ଲୋକମାନଙ୍କୁ ମାଶାେ ସେ ଦେଶ ଅନୁସନ୍ଧାନ କରିବାକୁ ପ୍ ରରଣେ କରିଥିଲେ, ସମାନେେ ଫରେିଆସି ସହେି ଦେଶର ଅଖ୍ଯାତି ପ୍ରଚାର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧ ରେ ଅଭିଯୋଗ ଆଣିଲେ।
36 Os homens que Moisés tinha enviado a explorar a terra e que, depois de terem voltado, tinham feito murmurar contra ele toda a assembléia,
37 ଯେଉଁମାନେ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ସେ ଦେଶର ଅପଖ୍ଯାତି ପ୍ରଚାର କରିଥିଲେ, ସମାନେେ ସଦାପ୍ରଭୁଙ୍କ ଉପସ୍ଥିତ ରେ ମହାମାରୀ ଦ୍ବାରା ମଲେ।
37 depreciando a terra, morreram feridos por uma praga, diante do Senhor.
38 ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ କବଳେ ନୂନର ପୁତ୍ର ୟିହୋଶୂଯ ଓ ୟିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।
38 Somente Josué, filho de Nun, e Caleb, filho de Jefoné, sobreviveram entre todos os que tinham explorado a terra.
39 ଆଉ ମାଶାେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶଯ ବିଳାପ କଲେ।
39 Moisés referiu tudo isso aos filhos de Israel, e o povo ficou profundamente desolado.
40 ତହୁଁ ସମାନେେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ୟିବାକୁ ବାହାରି ସମାନେେ କହିଲେ, ଦେଖ ଆମ୍ଭମାନେେ ଏଠା ରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷଯ ରେ ପ୍ରତିଜ୍ଞା କରିଥିଲେ, ସହେି ସ୍ଥାନକୁ ୟିବା, କାରଣ ଆମ୍ଭମାନେେ ପାପ କରିଅଛୁ।
40 Levantaram-se de madrugada e se puseram a caminho para o cimo do monte dizendo: "Estamos prontos a subir para o lugar de que falou o Senhor, porque pecamos."
41 ତହିଁରେ ମାଶାେ କହିଲେ, ଏତେ ତୁମ୍ଭମାନେେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହ କର୍ମ ସଫଳ ହବେନାହିଁ।
41 Moisés disse-lhes: "Por que transgredis a ordem do Senhor? Isto não será bem sucedido.
42 ତୁମ୍ଭମାନେେ ଉପରକୁ ୟାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାଁନ୍ତି। ତେଣୁ ତୁମ୍ଭେ ଅକ୍ଲେଶ ରେ ଶତୃମାନଙ୍କଦ୍ବାରା ପରାସ୍ତ ହବେ।
42 Não subais; sereis derrotada por vossos inimigos, pois o Senhor não está no meio de vós.
43 ଯେ ହତେୁ ଅମାଲକେୀଯ ଓ କିଣାନୀଯ ଲୋକମାନେ ସଠାେରେ ଅଛନ୍ତି, ତୁମ୍ଭମାନେେ ଖଡ୍ଗ ରେ ନିହିତ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ବାସଠାରୁ ବିମୁଖ ହବୋରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହବେେ ନାହିଁ।
43 Os amalecitas e os cananeus estão diante de vós, e sucumbireis sob a sua espada, porque vos desviasses do Senhor. O Senhor não estará convosco."
44 ତଥାପି ସମାନେେ ପର୍ବତ ଶୃଙ୍ଗ ଉପରକୁ ୟିବାକୁ ହୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ଓ ମାଶାେ ସମାନଙ୍କେ ସହିତ ଗଲେ ନାହିଁ।
44 Eles obstinaram-se em querer subir até o cimo do monte; a arca da aliança do Senhor, porém, e Moisés, não saíram do acampamento.
45 ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।
45 Então os amalecitas e os cananeus, que habitavam nessa montanha, desceram e, tendo-os batido e retalhado, perseguiram-nos até Horma.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 14, comparar traduções ou montar um estudo — tudo direto pelo WhatsApp.