Números 12

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
1 E falaram Miriã e Arão contra Moisés, por causa da mulher cusita, com quem casara; porquanto tinha casado com uma mulher cusita.
2 ସମାନେେ କହିଲେ, ସଦାପ୍ରଭୁ କ'ଣ ମାଶାଙ୍କେ ସହିତ କବଳେ କଥା କହିଅଛନ୍ତି? ସେ କ'ଣ ଆମ୍ଭମାନଙ୍କ ସହିତ କଥା କହିନାହାଁନ୍ତି?
2 E disseram: Porventura falou o Senhor somente por Moisés? Não falou também por nós? E o Senhor o ouviu.
3 ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।
3 E era o homem Moisés mui manso, mais do que todos os homens que havia sobre a terra.
4 ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।
4 E logo o Senhor disse a Moisés, a Arão e a Miriã: Vós três saí à tenda da congregação. E saíram eles três.
5 ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, ହାରୋଣ ଓ ମରିଯମ! ତହୁଁ ସମାନେେ ବାହାର ହାଇେ ଆସିଲେ।
5 Então o Senhor desceu na coluna de nuvem, e se pôs à porta da tenda; depois chamou a Arão e a Miriã e ambos saíram.
6 ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।
6 E disse: Ouvi agora as minhas palavras; se entre vós houver profeta, eu, o Senhor, em visão a ele me farei conhecer, ou em sonhos falarei com ele.
7 ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ।
7 Não é assim com o meu servo Moisés que é fiel em toda a minha casa.
8 ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା କ ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?
8 Boca a boca falo com ele, claramente e não por enigmas; pois ele vê a semelhança do Senhor; por que, pois, não tivestes temor de falar contra o meu servo, contra Moisés?
9 ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
9 Assim a ira do Senhor contra eles se acendeu; e retirou-se.
10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
10 E a nuvem se retirou de sobre a tenda; e eis que Miriã ficou leprosa como a neve; e olhou Arão para Miriã, e eis que estava leprosa.
11 ତହିଁରେ ହାରୋଣ ମାଶାଙ୍କେୁ କହିଲେ, ହେ ମାହେର ମହାଶୟ, ଆମ୍ଭମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭମାନେେ ପାପ କରିଅଛୁ; ଏଣୁ ବିନଯ କରୁଅଛି, ଆମ୍ଭମାନଙ୍କ ଉପରେ ସହେି ପାପ ଥୁଅ ନାହିଁ।
11 Por isso Arão disse a Moisés: Ai, senhor meu, não ponhas sobre nós este pecado, pois agimos loucamente, e temos pecado.
12 ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।
12 Ora, não seja ela como um morto, que saindo do ventre de sua mãe, a metade da sua carne já esteja consumida.
13 ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।
13 Clamou, pois, Moisés ao Senhor, dizendo: Ó Deus, rogo-te que a cures.
14 ସଦାପ୍ରଭୁ ମାଶାଙ୍କେୁ କହିଲେ, ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।
14 E disse o Senhor a Moisés: Se seu pai cuspira em seu rosto, não seria envergonhada sete dias? Esteja fechada sete dias fora do arraial, e depois a recolham.
15 ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ।
15 Assim Miriã esteve fechada fora do arraial sete dias, e o povo não partiu, até que recolheram a Miriã.
16 ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
16 Porém, depois o povo partiu de Hazerote; e acampou-se no deserto de Parã.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 12, comparar traduções ou montar um estudo — tudo direto pelo WhatsApp.