Neemias 8
Oriya Bible (GL_ORIYA) vs ARC
1 ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।
1 E chegado o sétimo mês, e estando os filhos de Israel nas suas cidades, todo o povo se ajuntou como um só homem, na praça, diante da Porta das Águas; e disseram a Esdras, o escriba, que trouxesse o livro da Lei de Moisés, que o Senhor tinha ordenado a Israel.
2 ସପ୍ତମ ମାସର ପ୍ରଥମ ଦିନ ରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖ ରେ ବ୍ଯବସ୍ଥାପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ।
2 E Esdras, o sacerdote, trouxe a Lei perante a congregação, assim de homens como de mulheres e de todos os sábios para ouvirem, no primeiro dia do sétimo mês.
3 ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।
3 E leu nela, diante da praça, que está diante da Porta das Águas, desde a alva até ao meio-dia, perante homens, e mulheres, e sábios; e os ouvidos de todo o povo estavam atentos ao livro da Lei.
4 ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।
4 E Esdras, o escriba, estava sobre um púlpito de madeira, que fizeram para aquele fim; e estavam em pé junto a ele, à sua mão direita, Matitias, e Sema, e Anaías, e Urias, e Hilquias, e Maaseias; e à sua mão esquerda, Pedaías, e Misael, e Malquias, e Hasum, e Hasbadana, e Zacarias, e Mesulão.
5 ଏହାପରେ ଏଜ୍ରା ସମସ୍ତ ଲୋକଙ୍କ ସମ୍ମୁଖ ରେ ସହେି ବ୍ଯବସ୍ଥା ପୁସ୍ତକ ଫିଟାଇଲେ। କାରଣ ଏଜ୍ରା ସମସ୍ତଙ୍କଠାରୁ ଉଚ୍ଚ ସ୍ଥାନ ରେ ଛିଡା ହାଇେଥିଲେ। ସେ ବ୍ଯବସ୍ଥା ପୁସ୍ତକ ଫିଟାଇବା ସମୟରେ ସମସ୍ତେ ଛିଡା ହେଲେ।
5 E Esdras abriu o livro perante os olhos de todo o povo; porque estava acima de todo o povo; e, abrindo-o ele, todo o povo se pôs em pé.
6 ତେଣୁ ଏଜ୍ରା ସଦାପ୍ରଭୁ ମହାନ ପରମେଶ୍ବରଙ୍କର ପ୍ରଶଂସା କଲା। ଏବଂ ସମସ୍ତ ଲୋକ ନିଜ ନିଜର ହସ୍ତ ଉଠାଇ କହିଲେ, ଆମେନ୍! ଆମେନ୍!
6 E Esdras louvou o Senhor , o grande Deus; e todo o povo respondeu: Amém! Amém! —, levantando as mãos; e inclinaram-se e adoraram o Senhor , com o rosto em terra.
7 ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।
7 E Jesua, e Bani, e Serebias, e Jamim, e Acube, e Sabetai, e Hodias, e Maaseias, e Quelita, e Azarias, e Jozabade, e Hanã, e Pelaías, e os levitas ensinavam ao povo na Lei; e o povo estava no seu posto.
8 ସମାନେେ ସ୍ପଷ୍ଟରୂପେ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ ଏବଂ ତହିଁର ଅର୍ଥ ବୁଝାଇ ଦେଲେ, ଯେଉଁଥି ରେ ଲୋକମାନେ ବୁଝି ପାରିଲେ।
8 E leram o livro, na Lei de Deus, e declarando e explicando o sentido, faziam que, lendo, se entendesse.
9 ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।
9 E Neemias (que era o tirsata), e o sacerdote Esdras, o escriba, e os levitas que ensinavam ao povo disseram a todo o povo: Este dia é consagrado ao Senhor , vosso Deus, pelo que não vos lamenteis, nem choreis. Porque todo o povo chorava, ouvindo as palavras da Lei.
10 ଆଉ ସେ ସମାନଙ୍କେୁ କହିଲେ, ଘରକୁ ୟାଅ, ଚିକ୍କଣ ଦ୍ରବ୍ଯ ଭୋଜନ କର, ସୁମିଷ୍ଟ ଦ୍ରବ୍ଯ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହାଇେ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହବେ।
10 Disse-lhes mais: Ide, e comei as gorduras, e bebei as doçuras, e enviai porções aos que não têm nada preparado para si; porque esse dia é consagrado ao nosso Senhor; portanto, não vos entristeçais, porque a alegria do Senhor é a vossa força.
11 ଏହିପରି ଭାବରେ ଲବେୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇଲେ। ତୁମ୍ଭେ ସମସ୍ତେ ନିରବ ହୁଅ, କାରଣ ଆଜି ପବିତ୍ର ଦିନ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ।
11 E os levitas fizeram calar todo o povo, dizendo: Calai-vos, porque este dia é santo; por isso, não vos entristeçais.
12 ଏହାପରେ ସମସ୍ତ ଲୋକମାନେ ଭୋଜନପାନ କରିବାକୁ, ଉପହାର ପଠାଇବାକୁ ଓ ଆନନ୍ଦ କରିବାକୁ ଗ୍ଭଲିଗଲେ, କାରଣ ସମାନେେ ପଢିଥିବା ବାକ୍ଯର ଅର୍ଥ ବୁଝି ପାରିଲେ।
12 Então, todo o povo se foi a comer, e a beber, e a enviar porções, e a fazer grandes festas, porque entenderam as palavras que lhes fizeram saber.
13 ଏହାପରେ ଦ୍ବିତୀୟ ଦିନ, ସମଗ୍ର ଲୋକଙ୍କର ପରିବାରର ପ୍ରଧାନବର୍ଗ, ଯାଜକମାନେ ଓ ଲବେୀୟମାନେ ବ୍ଯବସ୍ଥାର ବାକ୍ଯ ବିବଚେନା କରିବା ନିମନ୍ତେ ଏଜ୍ରା ଲିପିକାର ନିକଟରେ ଏକତ୍ରୀତ ହେଲେ।
13 E, no dia seguinte, ajuntaram-se os cabeças dos pais de todo o povo, os sacerdotes e os levitas, a Esdras, o escriba, e isso para atentarem nas palavras da Lei.
14 ସମାନେେ ମାଶାଙ୍କେର ବ୍ଯବସ୍ଥା ପୁସ୍ତକ ପଢିଲେ ଏବଂ ତାଙ୍କର ନିର୍ଦ୍ଧେଶ ସବୁ ପାଇଲେ। ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସ ରେ ଇଶ୍ରାୟେଲୀୟ ବାସୀମାନେ କ୍ଷଣସ୍ଥାଯୀ କୁଟୀରପର୍ବ ପାଳନ କରିବା ଉଚିତ୍।
14 E acharam escrito na Lei que o Senhor ordenara pelo ministério de Moisés que os filhos de Israel habitassem em cabanas, na solenidade da festa, no sétimo mês.
15 ସମାନେେ ଯେତବେେଳେ ଏହା ଶୁଣିଲେ, ସମାନେେ ଏହି ବାର୍ତ୍ତା ୟିରୁଶାଲମକୁ ଓ ସମାନଙ୍କେ ସମସ୍ତ ନଗରକୁ ପଠାଇଲେ। ପର୍ବତମଯ ଦେଶକୁ ୟାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ଯ, ମେ ହନ୍ଦେି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡିର କ୍ଷଣସ୍ଥାଯୀ ପତ୍ରକୂଟୀର ତିଆରି କରିବା ରେ ବ୍ଯବହାର କର। ଏହିପରି କର କାରଣ ତାହା ବ୍ଯବସ୍ଥା ପୁସ୍ତକରେ ଲିଖିତ ଅଛି।
15 Assim, o publicaram e fizeram passar pregão por todas as suas cidades e em Jerusalém, dizendo: Saí ao monte e trazei ramos de oliveira, e ramos de zambujeiros, e ramos de murtas, e ramos de palmeiras, e ramos de árvores espessas, para fazer cabanas, como está escrito.
16 ତହିଁରେ ଲୋକମାନେ ବାହା ରେ ୟାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରେତ୍ୟକକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣ ରେ ପରମେଶ୍ବରଙ୍କ ଗୃହର ସବୁ ପ୍ରାଙ୍ଗଣ ରେ ଓ ଜଳ ଦ୍ବାର ଛକରେ ଓ ଇଫ୍ରଯିମ ଦ୍ବାର ଛକରେ ଅସ୍ଥାଯୀ କୁଟୀର ନିର୍ମାଣ କଲେ।
16 Saiu, pois, o povo, e de tudo trouxeram e fizeram para si cabanas, cada um no seu terraço, e nos seus pátios, e nos átrios da Casa de Deus, e na praça da Porta das Águas, e na praça da Porta de Efraim.
17 ନିର୍ବାସୀତ ଫରେି ଆସିଥିବା ଲୋକଙ୍କର ସମଗ୍ର ଦଳ ପତ୍ରକୁଟୀର ନିର୍ମାଣ କରି ତହିଁ ମଧିଅରେ ବାସ କଲେ। ନୂନର ପୁତ୍ର ଯଶୂେଯର ସମଯାବଧି ସହେିଦିନ ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନଗଣ ସପରେି କରି ନଥିଲେ। ଏଣୁ ଏଥିପାଇଁ ବଡ ଆନନ୍ଦ ହେଲା।
17 E toda a congregação dos que voltaram do cativeiro fez cabanas e habitou nas cabanas; porque nunca fizeram assim os filhos de Israel, desde os dias de Josué, filho de Num, até àquele dia; e houve mui grande alegria.
18 ଆହୁରି ସେ ପ୍ରଥମ ଦିନାବଧି ଶଷଦେିନ ପର୍ୟ୍ଯନ୍ତ ପ୍ରତିଦିନ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତଦିନ ପର୍ୟ୍ଯନ୍ତ ପର୍ବପାଳନ କଲେ। ଆଉ ନିଯମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା।
18 E, de dia em dia, ele lia o livro da Lei de Deus, desde o primeiro dia até ao derradeiro; e celebraram a solenidade da festa sete dias e, no oitavo dia, a festa do encerramento, segundo o rito.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Neemias 8, comparar traduções ou montar um estudo — tudo direto pelo WhatsApp.