Neemias 5

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।
1 Então se levantou grande clamor do povo e de suas mulheres contra os judeus, seus irmãos.
2 ସମାନଙ୍କେ ମଧ୍ଯରୁ କେତକେ କହିଲେ, ଆମ୍ଭମାନଙ୍କର ଅନକେ ପୁତ୍ର ଓ କନ୍ଯା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ଯ କିଣିବା।
2 Porque havia os que diziam: — Somos muitos, nós, os nossos filhos e as nossas filhas. Precisamos conseguir trigo, para que possamos comer e continuar vivos.
3 ଅନ୍ୟ ଲୋକେ କହିଲେ, ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ଯାଦି ବନ୍ଧକଭାବେ ଏକାଥରେ ନଇୟୋଅ।
3 Também houve os que diziam: — Nós tivemos de hipotecar as nossas terras, as nossas vinhas e as nossas casas, para conseguirmos trigo em meio a esta fome.
4 ଆହୁରି ଅନ୍ୟ ଲୋକମାନେେ କହିଲେ, ଆମ୍ଭମାନେେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ଯକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ।
4 Houve ainda os que diziam: — Pegamos dinheiro emprestado até para pagar ao rei o tributo sobre as nossas terras e as nossas vinhas.
5 ଧନୀଲୋକମାନଙ୍କୁ ଦେଖ! ଆମ୍ଭମାନେେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭମାନେେ ଆପଣା ପୁତ୍ର ଓ କନ୍ଯାଗଣଙ୍କୁ ଦାସ ହବୋପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ଯରୁ ଅନକେ ତାଙ୍କର କନ୍ଯାଗଣଙ୍କୁ ଦାସୀ ଭାବରେ ବିକ୍ରଯ କରିସାରିଲଣେି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭମାନେେ ଆମ୍ଭ କ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାର ରେ ଅଛି।
5 Nós somos da mesma carne que os nossos compatriotas, e os nossos filhos são tão bons como os deles. No entanto, eis que sujeitamos os nossos filhos e as nossas filhas para serem escravos. Algumas de nossas filhas já estão reduzidas à escravidão. Não podemos fazer nada para evitar isso, pois os nossos campos e as nossas vinhas já são de outros.
6 ଯେତବେେଳେ ମୁଁ ସମାନଙ୍କେର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ଯନ୍ତ କୃଦ୍ଧ ହଲିେ।
6 Fiquei muito irritado ao ouvir estas palavras e o clamor deles.
7 ମୁଁ ଏ ବିଷଯ ରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧ ରେ ଏକ ନ୍ଯାଯିକ ବାଦାନୁବାଦ କଲି। ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସଇଟୋ ବନ୍ଦକରିବା ଉଚିତ୍। ଏହାପରେ ମୁଁ ଏକ ମହାସଭା ଡାକିବି।
7 Depois de ter pensado bem a respeito disso, repreendi os nobres e magistrados e lhes disse: — Vocês são exploradores, cada um para com o seu irmão! E convoquei uma grande assembleia contra eles.
8 ଏବଂ ମୁଁ ସହେି ଲୋକମାନଙ୍କୁ କହିଲି, 'ଆମ୍ଭର ୟିହୁଦୀଯ ଭାଇମାନେ ଅନ୍ୟ ଦେଶୀଯ ଲୋକଙ୍କ ନିକଟରେ ବିକା ୟାଇଥିଲେ, ଆମ୍ଭମାନେେ ସମାନଙ୍କେୁ ଆପଣା ସାଧ୍ଯ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇମାନଙ୍କୁ ବିକ୍ରୀ କରୁଛ ଏବଂ ଆମ୍ଭମାନେେ ସମାନଙ୍କେୁ ପୁଣି କିଣିବୁ।
8 Disse-lhes: — Nós, de acordo com as nossas posses, resgatamos os judeus, nossos compatriotas, que foram vendidos aos gentios. E agora vocês estão querendo vender os seus compatriotas, para que tenhamos de comprá-los outra vez? Então eles se calaram e não acharam o que responder.
9 ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।
9 Disse mais: — Não é bom o que vocês estão fazendo. Não é fato que vocês deviam andar no temor do nosso Deus, para evitar a vergonha diante de nossos inimigos, os gentios?
10 ମୁଁ, ମାରେ ଆତ୍ମୀଯଗଣ ଏବଂ ମାରେ ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ଯର ଉଧାର ଦେଉଅଛୁ। କିନ୍ତୁ ଆସ ସମାନଙ୍କେଠାରୁ ସୁଧ ଆଦାଯ କରିବା ନାହିଁ।
10 Também eu, os meus companheiros e os meus servos lhes demos dinheiro emprestado e trigo. Mas, por favor, vamos parar com esta exploração.
11 ତୁମ୍ଭମାନେେ ଆଜି ନିଶ୍ଚିତ ସମାନଙ୍କେର ଜମି, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଏବଂ ଗୃହ ଫରୋଇ ଦବେ। ଏହାକୁ ବର୍ତ୍ତମାନ ଫରୋଇ ଦିଅ ଏବଂ ତୁମ୍ଭମାନେେ ସମାନଙ୍କେର ମୁଦ୍ରା, ଶସ୍ଯ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭମାନେେ ସମାନଙ୍କେଠାରୁ ସୁଧ ହିସାବ ରେ ନଇେଥିଲେ।
11 Peço que hoje mesmo vocês lhes restituam as suas terras, as suas vinhas, os seus olivais e as suas casas, bem como a porcentagem do dinheiro, do trigo, do vinho e do azeite, que vocês exigiram deles.
12 ଏହାପରେ ଧନୀଲୋକମାନେ ଓ ଅଧ୍ଯକ୍ଷମାନେ ତାଙ୍କୁ କହିଲେ, ଆମ୍ଭମାନେେ ଏସବୁ ଫରୋଇ ଦବେୁ, ସମାନଙ୍କେୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସହେିପରି କରିବୁ।
12 Eles responderam: — Vamos restituir e nada pediremos deles. Faremos o que você está dizendo. Então chamei os sacerdotes e, na presença destes, fiz com que jurassem que fariam o que prometeram.
13 ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।
13 Também sacudi o meu manto e disse: — Que Deus faça o mesmo, sacudindo para fora de sua casa e de seu trabalho todo aquele que não cumprir esta promessa! Que assim seja sacudido e despojado. E toda a congregação respondeu: — Amém! E louvaram o
14 ମୁଁ ଯିହୁଦା ଦେଶ ରେ ସମାନଙ୍କେର ଅଧ୍ଯକ୍ଷ ପଦ ରେ ନିୟୁକ୍ତି ଥିବା ସମଯାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡିଏ ବର୍ଷଠାରୁ ବତିଶ ବର୍ଷପର୍ୟ୍ଯନ୍ତ ସହେି ବାରବର୍ଷ ମୁଁ କିମ୍ବା ମାରେ ଭାତୃଗଣ ଦଶାେଧ୍ଯକ୍ଷର ବୃତ୍ତି ଭୋଗ କଲୁ ନାହିଁ।
14 Também desde o dia em que fui nomeado governador na terra de Judá, desde o vigésimo ano até o trigésimo segundo ano do reinado de Artaxerxes, doze anos, nem eu nem os meus companheiros comemos o pão que me cabia como governador.
15 ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।
15 Mas os primeiros governadores, que estiveram antes de mim, oprimiram o povo e tomaram dele pão e vinho, além de quarenta moedas de prata. Até os seus servos dominavam sobre o povo. Eu, porém, não fiz assim, por causa do temor de Deus.
16 ମୁଁ ୟିରୁଶାଲମର ପ୍ରାଚୀର କାର୍ୟ୍ଯ ରେ ନିଜକୁ ନିଯୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମାରେ ଦାସ ସମସ୍ତେ ସଠାେରେ କାର୍ୟ୍ଯ ରେ ବ୍ଯସ୍ତ ରହିଲେ।
16 Pelo contrário, também trabalhei na reconstrução da muralha, sem comprar nenhuma terra. E todos os meus servos se ajuntaram ali para a obra.
17 ତଥାପି ଆମ୍ଭମାନଙ୍କ ଚତୁଃର୍ଦିଗସ୍ଥ ଅନ୍ୟ ଦେଶୀଯମାନଙ୍କ ମଧ୍ଯରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡା ୟିହୁଦି ଓ ଅଧ୍ଯକ୍ଷ 150 ଲୋକ ମାେ ଭୋଜନ ଆସନ ରେ ବସିଲେ।
17 Também hospedei cento e cinquenta homens dos judeus e dos magistrados, além daqueles das nações vizinhas que vinham até nós.
18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମଷେ ରୋଷଇେ କରାଗଲା। ମାେ ପାଇଁ କେତକେ ପକ୍ଷୀପାକ କରାଗଲା ଓ ଦଶ ଦିନ ରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆଯୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦଶାେଧ୍ଯକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହାଇେଥିଲା।
18 O que se preparava para cada dia era um boi e seis ovelhas escolhidas. Também à minha custa eram preparadas aves e, de dez em dez dias, muito vinho de todos os tipos. Nem por isso exigi o pão devido ao governador, porque a servidão deste povo era grande.
19 ହେ ପରମେଶ୍ବର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ୟ୍ଯ କରିଅଛି, ମାରେ ତାହାସବୁ ସ୍ମରଣ କର।
19 “Lembra-te de mim para meu bem, ó meu Deus, e de tudo o que fiz por este povo.”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 5, comparar traduções ou montar um estudo — tudo direto pelo WhatsApp.