Neemias 4

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସନ୍ବଲ୍ଲଟ ଯେତବେେଳେ ଶୁଣିଲା ଯେ ପ୍ରାଚୀର ଗଢା ହାଇଚେି, ସେ ଅତିଶଯ କୋପିତ ହାଇେ ୟିହୁଦୀଯଙ୍କୁ ପରିହାସ କଲା।
1 Sambalate ficou furioso quando soube que estávamos reconstruindo o muro. Indignou-se e zombou dos judeus.
2 ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?
2 Disse na presença de seus companheiros e dos oficiais do exército samaritano: “O que esse punhado de judeus fracos pensa que está fazendo? Imaginam que serão capazes de construir o muro em um dia só porque ofereceram alguns sacrifícios? Pensam que podem fazer algo com as pedras queimadas que tiraram de um monte de entulho?”.
3 ଏହି ସମୟରେ ଅେମ୍ମାନୀୟ ଟୋବିୟ ତାହା ପାଖ ରେ ଥିଲା, ଆଉ ସେ କହିଲା, ସମାନେେ ଯାହା ଗଢୁଛନ୍ତି, ବିଲୁଆ ଚଢିଗଲେ ସେ ସମାନଙ୍କେ ପଥର ପ୍ରାଚରେୀ ଭାଙ୍ଗି ପକାଇବ।
3 Tobias, o amonita, estava ao seu lado e comentou: “Basta uma raposa subir lá, e esse muro de pedra desaba!”.
4 ମୁଁ ପ୍ରାର୍ଥନା କଲି, ହେ ଆମ୍ଭର ପରମେଶ୍ବର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସହେି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସମାନଙ୍କେର ପରିହାସ ସମାନଙ୍କେ ପାଖକୁ ଫରୋଇ ଦିଅ। ସମାନଙ୍କେୁ ବିଦେଶ ରେ ବନ୍ଦୀକରି ସମାନଙ୍କେର ଧନ ଲୁଣ୍ଠିତ କରାଗଲା।
4 Então orei: “Ouve-nos, nosso Deus, pois estamos sendo ridicularizados. Que essa zombaria caia sobre a cabeça deles, e que eles próprios se tornem prisioneiros numa terra estrangeira!
5 ସମାନଙ୍କେ ଅଧର୍ମ ଆଚ୍ଛାଦନ କରନାହିଁ ଓ ତୁମ୍ଭ ଦୃଷ୍ଟି ରେ ସମାନଙ୍କେ ପାପମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସମାନେେ ଅପମାନିତ କରି ଅଛନ୍ତି।
5 Não ignores sua culpa. Não apagues seus pecados, pois provocaram tua ira aqui, diante dos construtores”.
6 ଆମ୍ଭେ ୟିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁଃପାଶର୍‌ବ ରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ୟ୍ଯନ୍ତ ସମୁଦାଯ ପ୍ରାଚୀର ଏକତ୍ର ସଂୟୁକ୍ତ କରାଗଲା। ଯେ ହତେୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।
6 Por fim, o muro foi reconstruído até metade de sua altura ao redor de toda a cidade, pois o povo trabalhou com entusiasmo.
7 ମାତ୍ର ୟିରୁଶାଲମର ପ୍ରାଚୀରର ମରାମତି କାର୍ୟ୍ଯ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡିକ ଭର୍ତ୍ତି ହବୋ ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀଯମାନେ ଓ ଅେମ୍ମାନୀୟମାନେ ଓ ଅସ୍ଦୋଦୀଯମାନେ ଅତିଶଯ ରାଗି ଗଲେ।
7 No entanto, quando Sambalate, Tobias, os árabes, os amonitas e os asdoditas souberam que a obra avançava e que as brechas no muro de Jerusalém estavam sendo fechadas, encheram-se de ira.
8 ଆଉ ସମସ୍ତେ ୟିରୁଶାଲମକୁ ୟାଇ ତହିଁ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଓ ତହିଁ ମଧିଅରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ।
8 Eles planejaram vir, lutar contra Jerusalém e causar confusão em nosso meio.
9 ମାତ୍ର ଆମ୍ଭମାନେେ ସମାନଙ୍କେ ସକାଶୁ ଆପଣାମାନଙ୍କ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସମାନଙ୍କେ ବିରୁଦ୍ଧ ରେ ପ୍ରହରୀ ରଖିଲୁ।
9 Mas nós oramos a nosso Deus e colocamos guardas na cidade de dia e de noite para nos proteger.
10 ସେତବେେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହାଇେଅଛି, ଆଉ ସଠାେରେ ଏତେ ଧ୍ବଂସାବଶଷେ ଅଛି, ଯେ ଆମ୍ଭମାନେେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ।
10 Então o povo de Judá começou a se queixar: “Os trabalhadores estão cansados, e ainda há muito entulho para remover. Não seremos capazes de construir o muro sozinhos”.
11 ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, 'ଆମ୍ଭମାନେେ ସମାନଙ୍କେ ମଧିଅରେ ଉପସ୍ଥିତ ହାଇେ ସମାନଙ୍କେୁ ବଧ ଓ ସମାନଙ୍କେ କାର୍ୟ୍ଯ ବନ୍ଦ କରିବା ପର୍ୟ୍ଯନ୍ତ ସମାନେେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।'
11 Enquanto isso, nossos inimigos diziam: “Antes que eles se deem conta do que está acontecendo, cairemos sobre eles e os mataremos, acabando com seu trabalho”.
12 ଆଉ ସମାନଙ୍କେ ନିକଟରେ ବାସ କରୁଥିବା ୟିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, 'ଗ୍ଭରିଆଡେ ସମାନେେ ଆମ୍ଭର ବିରୋଧି ହବେେ।'
12 Os judeus que moravam perto dos inimigos nos disseram diversas vezes: “Eles virão de todas as direções e nos atacarão!”.
13 ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।
13 Por isso, coloquei guardas armados atrás das partes mais baixas do muro e nos lugares mais expostos. Dividi-os por famílias, para que montassem guarda armados com espadas, lanças e arcos.
14 ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।
14 Examinei a situação, reuni os nobres, os oficiais e o restante do povo e lhes disse: “Não tenham medo do inimigo! Lembrem-se do Senhor, que é grande e temível, e lutem por seus irmãos, seus filhos, suas filhas, suas esposas e seus lares!”.
15 ଏହାପରେ ଆମ୍ଭମାନଙ୍କ ଶତୃଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ୟାଇଅଛି ଓ ପରମେଶ୍ବର ତାହା ବିଫଳ କରିଅଛନ୍ତି। ଏହା ସମାନେେ ଶୁଣିବାରୁ ଆମ୍ଭମାନେେ ପ୍ରେତ୍ୟକକ ପ୍ରାଚୀର ରେ ନିଜ ନିଜ କାର୍ୟ୍ଯକୁ ଫରେିଗଲୁ।
15 Quando nossos inimigos descobriram que sabíamos de seus planos e que Deus os havia frustrado, todos nós voltamos ao trabalho no muro.
16 ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।
16 Dali em diante, porém, apenas metade de meus homens trabalhava, pois a outra metade ficava de guarda com lanças, escudos, arcos e couraças. Os líderes ficavam na retaguarda de todo o povo de Judá,
17 ଯେଉଁମାନେ ପ୍ରାଚୀର ଗଢିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରେତ୍ୟକକ ଜଣ ଏକ ହସ୍ତ ରେ କର୍ମ କଲେ ଓ ଅନ୍ୟ ହସ୍ତ ରେ ଅସ୍ତ୍ର ଧରିଲେ।
17 que construía o muro. Os trabalhadores prosseguiram com a obra; com uma das mãos levavam as cargas, enquanto, com a outra, seguravam uma arma.
18 ଆଉ ଗାନ୍ଥକମାନଙ୍କର ପ୍ରେତ୍ୟକକ ଆପଣା ଆପଣା କଟି ଦେଶ ରେ ଖଡ୍ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା।
18 Todos os construtores tinham uma espada presa à cintura. O tocador de trombeta ficava comigo para dar o sinal de alerta.
19 ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଅନ୍ଯାନ୍ଯ ଲୋକଙ୍କୁ କହିଲୁ, କାର୍ୟ୍ଯକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭମାନେେ ପ୍ରାଚୀର ଉପରେ ପୃଥକ ହାଇେ ଜଣେ ଜଣକଠାରୁ ଦୂର ରେ ଅଛୁ।
19 Então expliquei aos nobres, aos oficiais e ao restante do povo: “A obra é extensa, e estamos muito separados uns dos outros ao longo do muro.
20 ଏଣୁ ଯକେୈଣସି ସ୍ଥାନ ରେ ତୂରୀର ଶଦ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ପକ୍ଷ ରେ ୟୁଦ୍ଧ କରିବେ।
20 Quando ouvirem o toque da trombeta, corram para onde ele soar. Nosso Deus lutará por nós”.
21 ଏହି ରୂପେ ଆମ୍ଭମାନେେ ସହେି କାର୍ୟ୍ଯ ରେ ପରିଶ୍ରମ କଲୁ। ପୁଣି ଅରୁଣୋଦଯ ସମୟଠାରୁ ତାହା ଦେଖିବା ସମୟ ପର୍ୟ୍ଯନ୍ତ ସମାନଙ୍କେର ଅର୍ଦ୍ଧୋକ ଲୋକ ବର୍ଚ୍ଛା ଧରିଲେ।
21 Trabalhávamos o dia inteiro, do nascer ao pôr do sol, e metade dos homens estava sempre de guarda.
22 ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରେତ୍ୟକକ ଲୋକ ରାତ୍ରି କାଳ ରେ ଆପଣା ଆପଣା ଦାସ ସହିତ ୟିରୁଶାଲମ ଭିତ ରେ ରୁହନ୍ତୁ। ତହିଁରେ ସମାନେେ ରାତ୍ରି ରେ ଆମ୍ଭମାନଙ୍କର ପ୍ରହରୀ ହାଇେ ପାରିବେ ଓ ଦିବସ ରେ କର୍ମ କରିପାରିବେ।
22 Nessa ocasião, eu disse aos que moravam fora dos muros que passassem a noite em Jerusalém. Assim, eles e seus servos poderiam ajudar na guarda à noite e trabalhar durante o dia.
23 ଏହିପରି ମୁଁ କି ମାରେ ଭାଇମାନେ କି ମାରେ ଦାସମାନେ କିଅବା ମାେ ପଶ୍ଚାଦବର୍ତ୍ତୀ ପ୍ରହରୀମାନେ କହେି ଆପଣା ଦହରେୁ ବସ୍ତ୍ର କାଢିଲେ ନାହିଁ। ପ୍ରେତ୍ୟକକ ଲୋକର ତା ପାଖ ରେ ସର୍ବଦା ଅସ୍ତ୍ର ରଖିଲେ।
23 Nenhum de nós — nem eu, nem meus parentes, nem meus servos, nem os guardas que estavam comigo — trocava de roupa. Carregávamos sempre nossas armas, até mesmo quando íamos beber água.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Neemias 4, comparar traduções ou montar um estudo — tudo direto pelo WhatsApp.