Neemias 12
Oriya Bible (GL_ORIYA) vs ARIB
1 ଏହିମାନେ ହେଉଛନ୍ତି ଯାଜକ ଓ ଲବେୀୟ, ଶଲ୍ଟୀଯଲରେ ପୁତ୍ର ସଋଦ୍ଦାବିଲ ଓ ଯଶୂେଯ ସଙ୍ଗେ ଆସିଲେ, ସମାନେେ ହେଲେ ସରାଯ, ଯିରିମିୟ, ଏଜ୍ରା,
1 Ora, estes são os sacerdotes e os levitas que subiram com Zorobabel, filho de Sealtiel, e com Jesuá: Seraías, Jeremias, Esdras,
2 ଅମରିଯ, ମଲ୍ଲୂକ, ହଟୂଶ,
2 Amarias, Maluque, Hatus,
3 ଶଖନିଯ, ରହୂମ, ମରମୋେତ୍,
3 Ido, Ginetói, Abias,
4 ଇଦ୍ଦୋ, ଗିନ୍ନଥୋଯ, ଅବିଯ,
4 Secanias, Reum, Meremote,
5 ମିଯାମୀନ୍, ମାେଯଦିଯ, ବିଲଗା,
5 Miamim, Maadias, Bilga,
6 ଶମଯିଯ ଓ ୟୋଯାରୀବ, ୟିଦଯିଯ,
6 Semaías, Joiaribe, Jedaías,
7 ସଲ୍ଲୁ, ଆମାେକ, ହିଲ୍କିଯ, ୟିଦଯିଯ। ଏମାନେ ଯଶୂେଯ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧିଅରେ ପ୍ରଧାନ ଥିଲେ।
7 Salu, Amoque, Hilquias e Jedaías; estes foram os chefes dos sacerdotes e de seus irmãos, nos dias de Jesuá.
8 ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।
8 E os levitas: Jesuá, Binuí, Cadmiel, Serebias, Judá, Matanias; este e seus irmãos dirigiam os louvores.
9 ସମାନଙ୍କେର ଭାଇ ବକ୍ବୁକିଯ ଓ ଉନ୍ନି ସମାନଙ୍କେ ସମ୍ମୁଖ ରେ ପ୍ରହରି କର୍ମ କଲେ।
9 E Baquebuquias e Uni, seus irmãos, estavam defronte deles segundo os seus cargos.
10 ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।
10 Jesuá foi pai de Joiaquim, Joiaquim de Eliasibe, Eliasibe de Joiada,
11 ୟୋଯାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ, ୟୁଦ୍ଦୁଯର ପିତା ଥିଲେ।
11 Joiada de Jonatã, e Jonatã de Jadua.
12 ପୁଣି ୟୋଯାକୀମର ସମୟରେ ଏହି ଯାଜକଗଣ ସମାନଙ୍କେର ପରିବାରବର୍ଗଗୁଡିକର ମୁଖ୍ଯ ଥିଲେ, ଯଥା:
12 E nos dias de Joiaquim foram sacerdotes, chefes das casas paternas: por Seraías, Meraías; por Jeremias, Hananias;
13 ଏଜ୍ରା ପରିବାରର ମୁଖ୍ଯ ଥିଲେ ମଶୁଲ୍ଲମ୍। ଅମରିଯ ପରିବାରର ଯିହାହୋନନ୍ ମୁଖ୍ଯ ଥିଲେ।
13 por Esdras, Mesulão; por Amarias, Jeoanã;
14 ମଲ୍ଲୁକ ପରିବାରର ମୁଖ୍ଯ ଥିଲେ ଯୋନାଥନ। ଶବନିଯ ପରିବାରର ମୁଖ୍ଯ ଥିଲେ ଯୋଷଫେ,
14 por Malúqui, Jonatã; por Sebanias, José;
15 ଅଦନ୍, ହାରିମ ପରିବାରର ମୁଖ୍ଯ ଥିଲେ। ହିଲ୍କିଯ ମରାଯୋତ ପରିବାରର ମୁଖ୍ଯ ଥିଲେ।
15 por Harim, Adná; por Meraiote, Helcai;
16 ଜିଖରିଯ ଇଦ୍ଦୋ ପରିବାରର ମୁଖ୍ଯ ଥିଲେ, ଗିନ୍ନଥୋନ ପରିବାରର ମଶୁଲ୍ଲମ ମୁଖ୍ଯ ଥିଲେ।
16 por Ido, Zacarias; por Gineton, Mesulão;
17 ସିଖ୍ରି, ଅବିଯ ପରିବାରର ମୁଖ୍ଯ ଥିଲେ। ପିଲ୍ଟଲେ ମିନ୍ଯାମୀନ ଓ ମାେଯଦିଯ ପରିବାରର ମୁଖ୍ଯ ଥିଲେ।
17 por Abias, Zicri; por Miniamim, por Moadias, Piltai;
18 ଶମ୍ମୁଯ, ବିଲ୍ଗା ପରିବାରର ମୁଖ୍ଯ ଥିଲେ। ୟିହୋନାଥନ ଶମଯିଯ ପରିବାରର ମୁଖ୍ଯ ଥିଲେ।
18 por Bilga, Samua; por Semaías, Jeonatã;
19 ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।
19 por Joiaribe, Matenai; por Jedaías, Uzi;
20 କଲ୍ଲଯ ସଲ୍ଲଯ ପରିବାରର ମୁଖ୍ଯ ଥିଲେ। ଏବର୍, ଆମାେକ ପରିବାରର ମୁଖ୍ଯ ଥିଲେ,
20 por Salai, Calai; por Amoque, Eber;
21 ହଶବିଯ ହିଲ୍କିଯ ପରିବାରର ମୁଖ୍ଯ ଥିଲେ। ନଥନଲେ ୟିଦଯିଯ ପରିବାରର ମୁଖ୍ଯ ଥିଲେ।
21 por Hilquias, Hasabias; por Jedaías, Netanel.
22 ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।
22 Nos dias de Eliasibe, Joiada, Joanã e Jadua foram inscritos, dos levitas, os chefes das casas paternas; e assim também os dos sacerdotes, no reinado de Dário, o persa.
23 ଲବେୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଯାଶୀବର ପୁତ୍ର ୟୋହାନନର ସମୟ ପର୍ୟ୍ଯନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା।
23 Os filhos de Levi, chefes de casas paternas, foram inscritos no livro das crônicas, até os dias de Joanã, filho de Eliasibe.
24 ଲବେୀୟମାନଙ୍କ ପ୍ରଧାନଗଣ, ହଶବିଯ, ଶେ ରବେିଯ ଓ କଦ୍ମୀଯଲରେ ପୁତ୍ର ଯେଶଯ ଓ ସମାନଙ୍କେ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ବରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହାଇେ ପ୍ରଶଂସା ଓ ଧନ୍ଯବାଦ ଉତ୍ସର୍ଗ କରିବାକୁ ନିୟୁକ୍ତ ହେଲେ।
24 Foram, pois, os chefes dos levitas: Hasabias, Serebias, Jesuá, filho de Cadmiel, e seus irmãos que ficavam defronte deles, turma contra turma, para louvarem e darem graças, segundo a ordem de Davi, homem de Deus.
25 ମତ୍ତନୀଯ ଓ ବକ୍ବୁକିଯ, ଓବଦିଯ, ମଶୁଲ୍ଲମ, ଟଲ୍ମୋନ୍, ଅକ୍କୁବ୍ ଦ୍ବାରପାଳ ହାଇେ ଦ୍ବାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।
25 Matanias, Baquebuquias, Obadias, Mesulão, Talmom, e Acube eram porteiros, e faziam a guarda junto aos celeiros das portas.
26 ଏମାନେ ସମସ୍ତେ ୟୋଷାଦକର ପୁତ୍ର ଯଶୂେଯର ପୁତ୍ର ୟୋଯାକୀମ ସମୟରେ, ଆଉ ରାଜ୍ଯପାଳ ନିହିମିଯା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।
26 Estes viveram nos dias de Joiaquim, filho de Jesuá, filho de Jozadaque, como também nos dias de Neemias, o governador, e do sacerdote Esdras, o escriba.
27 ଏହାପରେ ୟିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନବେଲ ଓ ବୀଣା ବଜାଇ ଧନ୍ଯବାଦ ଓ ଗାନ ସହିତ ଆନନ୍ଦ ରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲବେୀୟମାନଙ୍କୁ ୟିରୁଶାଲମକୁ ଆଣିବା ନିମନ୍ତେ ସମାନଙ୍କେ ସବୁ ସ୍ଥାନ ରେ ସମାନଙ୍କେୁ ଅନ୍ବଷେଣ କଲେ।
27 Ora, na dedicação dos muros de Jerusalém buscaram os levitas de todos os lugares, para os trazerem a Jerusalém, a fim de celebrarem a dedicação com alegria e com ações de graças, e com canto, címbalos, alaúdes e harpas.
28 ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀଯମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗିଲ୍ଗଲରୁ ଆଉ ଗବୋ ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରୀତ ହେଲେ।
28 Ajuntaram-se os filhos dos cantores, tanto da campina dos arredores de Jerusalém, como das aldeias do netofatitas;
29 କାରଣ ଗାଯକମାନେ ୟିରୁଶାଲମର ଚତୁର୍ଦ୍ଦିଗ ରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।
29 como também de Bete-Gilgal, e dos campos de Geba e Azmavete; pois os cantores tinham edificado para si aldeias ao redor de Jerusalém.
30 ଯାଜକମାନେ ଲବେୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସମାନେେ ଲୋକମାନଙ୍କୁ ଓ ଦ୍ବାରସବୁ ଓ ପ୍ରାଚୀର ଶୁଚି କଲେ।
30 E os sacerdotes e os levitas se purificaram, e purificaram o povo, as portas e o muro.
31 ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।
31 Então fiz subir os príncipes de Judá sobre o muro, e constituí duas grandes companhias para darem graças e andarem em procissão, uma das quais foi para a direita sobre o muro, em direção à porta do monturo;
32 ସମାନଙ୍କେ ପେଛ ହୋଶଯିଯ ଓ ଯିହୁଦାର ଅଧିପତି ବର୍ଗ ରେ ଅର୍ଦ୍ଧକେ,
32 e após ela seguiam Hosaías, e a metade dos príncipes de Judá,
33 ଆଉ ଅସରିଯ, ଏଜ୍ରା ଓ ମଶୁଲ୍ଲମ୍,
33 e Azarias, Esdras, Mesulão,
34 ଯିହୁଦା ଓ ବିନ୍ଯାମୀନ୍ ଓ ଶମଯିଯ ଓ ଯିରିମିୟ।
34 Judá, Benjamim, Semaías, e Jeremias;
35 କେତକେ ଯାଜକ ତୂରୀ ନଇେ ଗଲେ। ୟିଖରିଯ ୟିଏକି, ଯୋନାଥନଙ୍କର ପୁତ୍ର, ୟିଏକି ଶମଯିଯର ପୁତ୍ର, ୟିଏକି ମତ୍ତନୀଯଙ୍କର ପୁତ୍ର, ୟିଏକି ମିଖାଯଙ୍କର ପୁତ୍ର, ୟିଏକି ସକ୍କୁରଙ୍କର ପୁତ୍ର, ୟିଏକି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମଯିଯ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ, ଯିହୁଦା ଓ ହାନାନୀ। ପରମେଶ୍ବରଙ୍କର ଏହି ଲୋକମାନେ ପରମେଶ୍ବରଙ୍କର ସବେକ ଦାଉଦ୍ ନିକଟକୁ ବିଭିନ୍ନ ପ୍ରକାର ବାଦ୍ଯ ୟନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସମାନଙ୍କେ ଆଗ ରେ ଗଲେ।
35 e dos filhos dos sacerdotes, levando trombetas, Zacarias, filho de Jonatã, filho de Semaías, filho de Matanias, filho de Micaías, filho de Zacur, filho de Asafe.
36 ତାହାର ଭାତୃଗଣ ଶମଯିଯ ଓ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ବରଙ୍କ ସବେକ ଦାଉଦଙ୍କର ନିରୂପିତ ନାନା ବାଦ୍ଯୟନ୍ତ୍ର ନଇେ ଗମନ କଲେ। ଲିପିକାର ଏଜ୍ରା ସମାନଙ୍କେ ଆଗେ ଆଗେ ଚାଲିଲେ।
36 e seus irmãos, Semaías, Azarel, Milalai, Gilalai, Maai, Netanel, Judá e Hanâni, com os instrumento musicais de Davi, homem de Deus; e Esdras, o escriba, ia adiante deles.
37 ସମାନେେ ଝର ଫାଟକ ନିକଟରେ ହେଲାପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦନଗରର ପାହଚ ଉଠିବା ପରେ ଉଠି ଦାଉଦଙ୍କର ଗୃହ ଉପରେ ଦଇେ ପୂର୍ବ ଆଡେ ଜଳଦ୍ବାର ଆଡେ ଗଲେ।
37 À entrada da porta da fonte subiram diretamente as escadas da cidade de Davi onde começa a subida do muro, acima da casa de Davi, até a porta das águas a leste.
38 ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।
38 A outra companhia dos que davam graças foi para a esquerda, seguindo-os eu com a metade do povo, sobre o muro, passando pela torre dos fornos até a muralha larga,
39 ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।
39 e seguindo por cima da porta de Efraim, e da porta velha, e da porta dos peixes, e pela torre de Hananel, e a torre dos Cem até a porta das ovelhas; e pararam à porta da guarda.
40 ଦୁଇ ଦଳ ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରୁଥିଲପରେମେଶ୍ବରଙ୍କ ମନ୍ଦିର ରେ ଛିଡା ହେଲେ। ଅର୍ଦ୍ଧକେ ପଦାଧିକାରୀ ସହିତ ମୁଁ ମଧ୍ଯ ସପରେି କଲି।
40 Assim as duas companhias dos que davam graças pararam na casa de Deus, como também eu e a metade dos magistrados que estavam comigo,
41 ଇଲିଯାକୀମ, ମା ସଯେ, ମିନ୍ଯାମୀନ୍, ମୀଖାଯ, ଇଲିଯୋ-ଐନଯ, ଜିଖରିଯ, ହନାନିଯ, ଆଦି ଯାଜକଗଣ ମଧିଅରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ।
41 e os sacerdotes Eliaquim, Maaséias, Miniamim, Micaías, Elioenai, Zacarias e Hananias, com trombetas,
42 ଆଉ ମା ସଯେ, ଶମଯିଯ, ଇଲିଯାସର, ଉଷି, ଯିହାହୋନନ୍, ମଲ୍କିଯ, ଏଲମ୍ ଓ ଏଷର ସମସ୍ତେ ଠିଆ ହାଇେ ରହିଲେ।
42 com também Maaséias, Semaías, Eleazar, Uzi, Jeoanã, Malquias, Elão, e Ézer; e os cantores cantavam, tendo Jezraías por dirigente.
43 ପୁଣି ସହେି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ବର ସମାନଙ୍କେୁ ମହା ଆନନ୍ଦ ରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ଯ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ୟିରୁଶାଲମର ଆନନ୍ଦ ଧ୍ବନି ଅନକେ ଦୂର ପର୍ୟ୍ଯନ୍ତ ଶୁଣାଗଲା।
43 Naquele dia ofereceram grandes sacrifícios, e se alegraram, pois Deus lhes dera motivo de grande alegria; também as mulheres e as crianças se alegraram, de modo que o júbilo de Jerusalém se fez ouvir longe.
44 ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।
44 No mesmo dia foram nomeados homens sobre as câmaras do tesouro para as ofertas alçadas, as primícias e os dízimos, para nelas recolherem, dos campos, das cidades, os quinhões designados pela lei para os sacerdotes e para os levitas; pois Judá se alegrava por estarem os sacerdotes e os levitas no seu posto,
45 ପୁଣି ସମାନେେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ବରଙ୍କ ରକ୍ଷଣୀଯ ଓ ଶୌଚର ରକ୍ଷଣୀଯ ରକ୍ଷା କଲେ, ଆଉ ଗାଯକମାନେ ଓ ଦ୍ବାରପାଳମାନେ ସହେିପରି କଲେ।
45 observando os preceitos do seu Deus, e os da purificação, como também o fizeram os cantores e porteiros, conforme a ordem de Davi e de seu filho Salomão.
46 ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।
46 Pois desde a antigüidade, já nos dias de Davi e de Asafe, havia um chefe dos cantores, e havia cânticos de louvor e de ação de graça a Deus.
47 ତେଣୁ ସରୁଦ୍ଦାବିଲ ଓ ନିହିମିଯାଙ୍କ ସମୟରେ ସମଗ୍ର ଇଶ୍ରାୟେଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାଯକମାନଙ୍କର ଓ ଦ୍ବାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲବେୀୟମାନଙ୍କ ନିମନ୍ତେ ସମାନଙ୍କେର ଉପହାରଗୁଡିକ ସମର୍ପଣ କଲେ ଓ ଲବେୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡିକ ସମର୍ପଣ କଲେ।
47 Pelo que todo o Israel, nos dias de Zorobabel e nos dias de Neemias, dava aos cantores e aos porteiros as suas porções destinadas aos levitas, e os levitas separavam as porções destinadas aos filhos de Arão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Neemias 12, comparar traduções ou montar um estudo — tudo direto pelo WhatsApp.