Neemias 11
Oriya Bible (GL_ORIYA) vs VC
1 ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।
1 Estabeleceram-se os chefes do povo em Jerusalém. O resto dos israelitas tirou a sorte, a fim de que um entre dez viesse habitar em Jerusalém, na cidade santa, enquanto que os nove outros ficariam nas demais cidades.
2 ଆଉ ଯେଉଁମାନେ ୟିରୁଶାଲମ ରେ ବାସ କରିବାକୁ ସ୍ବଇଚ୍ଛା ରେ ସମର୍ପଣ କଲେ, ଲୋକମାନେ ସମାନଙ୍କେର ଧନ୍ଯବାଦ କଲେ।
2 O povo abençoou todos aqueles que se decidiram espontaneamente a vir habitar em Jerusalém.
3 ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।
3 Eis os chefes de família da colônia que se estabeleceu em Jerusalém. Nas cidades de Judá, israelitas, sacerdotes, levitas, natineus e os filhos dos escravos de Salomão estabeleceram-se cada um em sua propriedade, na sua cidade.
4 ଯିହୁଦାର ବଂଶଧରଗୁଡିକ ମଧ୍ଯରୁ ଓ ବିନ୍ଯାମୀନର ବଂଶଧରଗୁଡିକ ମଧ୍ଯରୁ, କେତକେ ଲୋକ ୟିରୁଶାଲମ ରେ ବାସ କଲେ।
4 Estabeleceram-se em Jerusalém filhos de Judá e filhos de Benjamim. Entre os filhos de Judá: Ataías, filho de Azião, filho de Zacarias, filho de Amarias, filho de Safatias, filho de Malaleel, dos filhos de Fares;
5 ବାଋକର ପୁତ୍ର ମା ସଯେ, ବାଋକ୍ କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାଯର ପୁତ୍ର, ହସାଯ ଅଦାଯାର ପୁତ୍ର, ଅଦାଯା ୟୋଯାରୀବର ପୁତ୍ର, ୟୋଯାରୀବ୍ ଜିଖରିଯର ପୁତ୍ର ଥିଲା। ଜିଖରିଯ ଶୀଲୋନିଯମାନଙ୍କର ଭବିଷ୍ଯତ୍ ବଂଶଧର ଥିଲା।
5 e Maasias, filho de Baruc, filho de Colhosa, filho de Hazias, filho de Adaías, filho de Joiarib, filho de Zacarias, filho de Sela.
6 ପରେସର ବଂଶଧର ମାଟେ 468 ଜଣ ବୀର ପୁରୁଷ ୟିରୁଶାଲମ ରେ ବାସ କଲେ।
6 Total dos filhos de Fares que habitaram em Jerusalém: 468 homens valentes.
7 ବିନ୍ଯାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ୟୋଯଦରେ ପୁତ୍ର, ୟୋଯେଦ୍ ପଦାଯର ପୁତ୍ର ଥିଲା, ପଦାଯ କୋଲାଯାର ପୁତ୍ରଥିଲା, କୋଲାଯା ମା ସଯରେ ପୁତ୍ର ଥିଲା, ମା ସଯେ ଇଥୀଯଲରେ ପୁତ୍ର, ଇଥୀଯଲେ ୟିଶାଯାହର ପୁତ୍ର ଥିଲା।
7 Eis os filhos de Benjamim: Selum, filho de Mosolão, filho de Joed, filho de Fadaías, filho de Colaías, filho de Maasias, filho de Eteel, filho de Isaías,
8 ତାଙ୍କର ଭ୍ରାତାଗଣ ସହିତ ଗଦ୍ଦଯ, ସଲ୍ଲଯଆଦି 928 ଜଣ ଥିଲେ।
8 e depois dele Gebai, Selai. Ao todo, 928.
9 ସିଖ୍ରିର ପୁତ୍ର ଯାୟେଲ ସମାନଙ୍କେର ମୁଖ୍ଯ ଥିଲେ। ହସନଯାର ପୁତ୍ର ଯିହୁଦା ନଗରର ଦ୍ବିତୀୟ ଶାସକ ଥିଲେ।
9 Joel, filho de Zecri, era o chefe e Judá, filho de Senua, o segundo comandante da cidade.
10 ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,
10 Entre os sacerdotes: Idaías, filho de Joiarib, Jaquin,
11 ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।
11 Saraías, filho de Helcias, filho de Mosolão, filho de Sadoc, filho de Meraiot, filho de Aquitob, príncipe da casa de Deus,
12 ସମାନଙ୍କେର ଆତ୍ମୀଯମାନଙ୍କ ସହିତ ଏକାଠି ହାଇେ ଯେଉଁମାନେ ପରମେଶ୍ବରଙ୍କ ମନ୍ଦିର ରେ କାମ କରୁଥିଲେ ସମାନେେ 822 ଜଣ ଥିଲେ। ୟିରୋହମର ପୁତ୍ର ଅଦାଯା, ପଲଲିଯର ୟିରୋହମ ପୁତ୍ର, ଅମ୍ସିର ପୁତ୍ର ପଲଲିଯ, ଜିଖରିଯର ପୁତ୍ର ଅମସି, ପଶ୍ହୂରର ପୁତ୍ର ଜିଖରିଯ, ମଲ୍ଲିଯଲରେ ପୁତ୍ର ପଶ୍ହୂର।
12 e seus irmãos que trabalhavam no serviço do templo: 822; Adaías, filho de Jeroão, filho de Felelias, filho de Amsi, filho de Zacarias, filho de Fasur, filho de Melquias,
13 ଅଦାଯାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସ ରେଲର ପୁତ୍ର ଅମଶଯ ସହେି ଅସ ରେଲ୍ ଅହସଯର ପୁତ୍ର, ଅହସଯ ମଶିଲ୍ଲମୋେତର ପୁତ୍ର, ମଶିଲ୍ଲମୋେତ୍ ଇମ୍ମରରେ ପୁତ୍ର।
13 e seus irmãos, chefes de família: 242; e Amassai, filho de Azrael, filho Aazi, filho de Mosolamot, filho de Emmer,
14 ଆଉ ସମାନଙ୍କେ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀଯଲେ ସମାନଙ୍କେର ନିରୀକ୍ଷକ ଥିଲା।
14 e seus irmãos, fortes e valentes, em número de 128. Zabdiel, filho de Hagdolim, era o seu chefe.
15 ଲବେୀୟମାନଙ୍କ ମଧ୍ଯରୁ ଯଥା: ହଶୂବର ପୁତ୍ର ଶମଯିଯ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିଯର ପୁତ୍ର, ହସବିଯ ବୁନ୍ନିର ପୁତ୍ର।
15 Entre os levitas: Semeías, filho de Hasub, filho de Azaricã, filho de Hasabias, filho de Boni;
16 ଲବେୀୟ ପ୍ରଧାନ ବର୍ଗମଧ୍ଯରୁ ଶଦ୍ଦଥଯ ଓ ୟୋଷାବଦ୍ ପରମେଶ୍ବରଙ୍କ ମନ୍ଦିରର ବାହାର କାର୍ୟ୍ଯର ନିରୀକ୍ଷକ ଥିଲେ।
16 Sabatai e Jozabed, superintendentes dos trabalhos exteriores da casa de Deus, entre os chefes dos levitas;
17 ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।
17 Matanias, filho de Mica, filho de Zebedeu, filho de Asaf, o chefe que entoava o cântico de louvores no tempo da oração; Becbecias, o segundo entre os seus irmãos, e Abda, filho de Samua, filho de Galal, filho de Iditum.
18 ପବିତ୍ର ନଗରସ୍ଥ ଲବେୀୟମାନେ ସର୍ବ ମାେଟ୍ 284 ଜଣ ଥିଲେ।
18 Total dos levitas residentes na cidade santa: 284.
19 ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।
19 E os porteiros: Acub, Telmon e seus irmãos, guardiães das portas: 172.
20 ଇଶ୍ରାୟେଲର ଯାଜକମାନଙ୍କର ଓ ଲବେୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗର ରେ ପ୍ରେତ୍ୟକକ ନିଜ ନିଜର ସମ୍ପତ୍ତି ରେ ରହିଲେ।
20 O restante dos israelitas, sacerdotes e levitas, estabeleceu-se em todas as outras cidades de Judá, cada um em sua propriedade.
21 ମନ୍ଦିରର ସବେକମାନେ ଓଫଲ ପର୍ବତ ରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସବେକମାନଙ୍କର ମୂଖ୍ଯ ଥିଲେ।
21 Os natineus estabeleceram-se no quarteirão de Ofel, tendo à frente Sia e Gasfa.
22 ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।
22 O chefe dos levitas de Jerusalém era Azi, filho de Bani, filho de Hasabias, filho de Matanias, filho de Mica, um dos cantores filho de Asaf, encarregado do serviço da casa de Deus.
23 ରାଜା ଆଜ୍ଞା ଦେଲେ ଯେ, ପ୍ରେତ୍ୟକକ ଦିନ ଗାଯକମାନଙ୍କୁ ପୁରସ୍କାର ଦିଆୟିବା ଉଚିତ୍।
23 Havia uma ordem do rei concernente a eles, e um salário determinado era entregue quotidianamente aos seus cantores.
24 ଯିହୁଦାର ପୁତ୍ର ସରହରେ ବଂଶଜାତ ମଶଷେବଲରେ ପୁତ୍ର ପଥାହିଯ ଲୋକମାନଙ୍କ ସମସ୍ତ କାର୍ୟ୍ଯ ବିଷଯ ରେ ରାଜାଙ୍କୁ ଉପଦେଶ ଦେଲେ।
24 Fataías, filho de Mesezebel, da linhagem de Zara, filho de Judá, era comissário do rei para todos os negócios civis.
25 ଯିହୁଦାର ଲୋକମାନଙ୍କ ମଧ୍ଯରୁ କେତକେ କ୍ଷେତ୍ରସ୍ଥ ନଗର ରେ ଅର୍ଥାତ୍ କିରିଯଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗର ରେ, ୟିକବ୍ ସେଲ ଓ ତହିଁର ଗ୍ରାମ ରେ ରହିଲେ।
25 Quanto às pequenas cidades e seus arredores, descendentes de Judá, estabeleceram-se em Cariat-Arbé e em suas aldeias, em Dibon e em suas aldeias, em Cabseel e em suas aldeias;
26 ଯଶୂେଯ ରେ, ମାେଲାଦା ରେ ଓ ବୈଥ୍ପଲଟେ ରେ,
26 em Jesué, em Molada, em Bet-Falet,
27 ଆଉ ହତ୍ସର-ଶୁଯାଲ ରେ, ବରେଶବୋ ଓ ତହିଁର ଉପନଗର ରେ ରହିଲେ।
27 em Hasersual, em Bersabéia e em suas aldeias;
28 ଆଉ ସିକ୍କଗ ରେ, ମକୋନା ଓ ତହିଁର ଉପନଗର ରେ ରହିଲେ।
28 em Siceleg, em Mocona e em suas aldeias;
29 ଐନରିମ୍ମୋଣ ରେ, ସରାଯ ରେ ଓ ୟମୁର୍ତ ରେ,
29 em En-Remon, em Saraá, em Jerimut,
30 ସା ନୋହ, ଅଦୁଲ୍ଲମ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମ ରେ, ଲାଖୀଶ ଓ ତହିଁର କ୍ଷେତ୍ର ରେ, ଅ ସକୋ ଓ ତହିଁର ଗ୍ରାମ ରେ ବାସ କଲେ। ଏହିପରି ସମାନେେ ବେର୍ଶବୋଠାରୁ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଛାଉଣି କଲେ।
30 em Zanoé, em Odolão e em suas aldeias, em Laquis e no seu território; em Azeca e nas suas aldeias. Estabeleceram-se desde Bersabéia até o vale de Enom.
31 ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।
31 Descendentes de Benjamim estabeleceram-se desde Geba, até Macmas, Hai, Betel e em suas aldeias,
32 ଅନାଥୋତ, ନୋବ୍, ଓ ଅନନିଯା ରେ
32 em Anatot, em Nobe, em Anania,
33 ହାତ୍ସୋର, ରାମା, ଗିତ୍ତଯିମ ରେ,
33 em Asor, em Rama, Getaim,
34 ହାଦୀଦ, ସବୋଯିମ, ନବଲ୍ଲାଟ ରେ,
34 em Hadid, em Seboim, em Nebalat,
35 ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକା ରେ ବାସ କଲେ।
35 em Lod e em Ono, no vale dos operários.
36 ଆଉ ଯିହୁଦା ରେ ବାସ କରୁଥିବା କେତକେ ଲବେୀୟ ବିନ୍ଯାମୀନ ସହିତ ସଂୟୁକ୍ତ ହେଲେ।
36 Entre os levitas, houve classes pertencentes a Judá que se uniram à tribo de Benjamim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Neemias 11, comparar traduções ou montar um estudo — tudo direto pelo WhatsApp.