Neemias 10
Oriya Bible (GL_ORIYA) vs NVI
1 ଏହି ଚୁକ୍ତି ପତ୍ରଗୁଡିକ ଏହିସହୁ ଅଧିକାରୀଙ୍କ ମାହେର ରେ ସ୍ବାକ୍ଷରିତ ହାଇେଥିଲା। ଯଥା:- ରାଜ୍ଯପାଳ ନିହମିଯା ହଖଲିଯଙ୍କ ପୁତ୍ର ସିଦିକିଯ।
1 Esta é a relação dos que o assinaram: Neemias, o governador, filho de Hacalias, e Zedequias,
2 ସରାଯ, ଅସରିଯ, ଯିରିମିୟ,
2 Seraías, Azarias, Jeremias,
3 ପଶ୍ହୂର, ଅମରିଯ ମଲକିଯ,
3 Pasur, Amarias, Malquias,
4 ହଟୂଶ୍, ଶବନିଯ, ମଲ୍ଲୂକ,
4 Hatus, Sebanias, Maluque,
5 ହାରିମ୍, ମରମୋେତ୍ ଓବଦେିଯ,
5 Harim, Meremote, Obadias,
6 ଦାନିୟେଲ, ଗିନ୍ନଥୋନ୍, ବାଋକ୍,
6 Daniel, Ginetom, Baruque,
7 ମଶୁଲ୍ଲମ୍, ଅବିଯ, ମିଯାମୀନ,
7 Mesulão, Abias, Miamim,
8 ମାସିଯ, ବିଲ୍ଗଯ, ଶମଯିଯ, ଏମାନେ ସମସ୍ତେ ଯାଜକ ଥିଲେ।
8 Maazias, Bilgai e Semaías. Esses eram sacerdotes.
9 ଲବେୀୟଗଣ ଯଥା: ଅସନିଯର ପୁତ୍ର ଯଶୂେଯ, ହନୋଦଦର ସନ୍ତାନଗଣ ମଧ୍ଯରୁ ବିନ୍ନୁଯି ଓ କଦ୍ମିଯେଲ୍।
9 Dos levitas: Jesua, filho de Azanias, Binui, dos filhos de Henadade, Cadmiel
10 ସମାନଙ୍କେର ଭାତୃଗଣ, ଶବନିଯ, ହାଦେିୟ, କଲିଟ୍, ପଲାଯ, ହାନନ୍,
10 e seus colegas: Sebanias, Hodias, Quelita, Pelaías, Hanã,
11 ମୀଖା, ରହୋବ, ହଶବିଯ,
11 Mica, Reobe, Hasabias,
12 ସତ୍କୁର, ଶେ ରବେୀଯ, ଶବନିଯ,
12 Zacur, Serebias, Sebanias,
13 ହୋଦିଯ, ବାନି, ବନୀନୁ,
13 Hodias, Bani e Beninu.
14 ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିଯୋଶ୍, ପହତ୍- ମାୟୋବ,ଏଲମ୍, ସତ୍ତୁ, ବାନି,
14 Dos líderes do povo: Parós, Paate-Moabe, Elão, Zatu, Bani,
15 ବୁନ୍ନି, ଅସ୍ଗଦ୍, ବବଯେ,
15 Buni, Azgade, Bebai,
16 ଅଦୋନିଯ, ବିଗ୍ବଯ, ଅଦୀନ,
16 Adonias, Bigvai, Adim,
17 ଆଟଇେ, ହିଜକିଯ, ଅସୂର,
17 Ater, Ezequias, Azur,
18 ହୋଦିଯ, ହଶୁମ୍, ବେତ୍ସଯ,
18 Hodias, Hasum, Besai,
19 ହାରୀଫ୍, ଅନାଥୋତ୍, ନୋବଯ ଓ ନବଯେ।
19 Harife, Anatote, Nebai,
20 ମଗ୍ପୀଯସ, ମଶୁଲ୍ଲମ୍ ଓ ହଷେୀର,
20 Magpias, Mesulão, Hezir,
21 ମଶଷେବଲେ, ସାଦୋକ୍ ଓ ୟଦ୍ଦୁଯ,
21 Mesezabeel, Zadoque, Jadua,
22 ପଲାଟିଯ, ହାନନ୍ ଓ ଅନାଯ,
22 Pelatias, Hanã, Anaías,
23 ହାେେଶୟ, ହନାନିଯ, ଓ ହଶୂବ,
23 Oséias, Hananias, Hassube,
24 ହଲୋ ହେସ ପିଲହ, ଶୋବକେ,
24 Haloés, Pílea, Sobeque,
25 ରହୂମ୍, ହଶବ୍ନା ଓ ମା ସଯେ,
25 Reum, Hasabna, Maaséias,
26 ଅହିଯ, ହାନନ୍ ଓ ଅନାନ୍,
26 Aías, Hanã, Anã,
27 ମଲ୍ଲୂକ୍, ହାରିମ୍ ଏବଂ ବାନା।
27 Maluque, Harim e Baaná.
28 ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ବରଙ୍କ ନିକଟରେ ଏକ ଶପଥ କଲେ। ସମାନେେ କହିଲେ, ଯଦି ଆମ୍ଭମାନେେ ଆମ୍ଭର ଶପଥ ନରଖୁ, ତବେେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ। ପରମେଶ୍ବରଙ୍କ ବ୍ଯବସ୍ଥା ତାଙ୍କର ଦାସ ମାଶାଙ୍କେ ଦ୍ବାରା ଘାଷେଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକା ରେ ସଦାପ୍ରଭୁ ପରମେଶ୍ବରଙ୍କର ବ୍ଯବସ୍ଥା ଓ ନିଯମ ମାନିବା ପାଇଁ ଶପଥ କଲେ।
28 "O restante do povo: sacerdotes, levitas, porteiros, cantores, servidores do templo e todos os que se separaram dos povos vizinhos por amor à Lei de Deus, juntamente com suas mulheres e com todos os seus filhos e filhas que eram capazes de entender,
29 ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।
29 agora se unem aos seus irmãos, os nobres, e se obrigam sob maldição e sob juramento a seguir a Lei de Deus dada por meio do servo de Deus Moisés e a obedecer fielmente a todos os mandamentos, ordenanças e decretos do Senhor, o nosso Senhor.
30 ସମାନେେ ପ୍ରତିଜ୍ଞା କରି କହିଲେ, ଆମ୍ଭମାନେେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଆପଣାମାନଙ୍କ କନ୍ଯାଗଣ ଦବେୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସମାନଙ୍କେ କନ୍ଯାଗଣ ଗ୍ରହଣ କରିବୁ ନାହିଁ।
30 "Prometemos não dar nossas filhas em casamento aos povos vizinhos nem aceitar que as filhas deles se casem com os nossos filhos.
31 ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାର ରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ଯ ବିକିବାକୁ ଆଣିଲେ, ଆମ୍ଭମାନେେ ବିଶ୍ରାମଦିନ ରେ, କି ଅନ୍ୟ କୌଣସି ପବିତ୍ର ଦିନ ରେ ସମାନଙ୍କେଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାଯ କରିବାର ଛାଡି ଦବେୁ।
31 "Quando os povos vizinhos trouxerem mercadorias ou cereal para venderem em dia de sábado ou de festa, não compraremos deles nesses dias. Cada sete anos abriremos mão de trabalhar a terra e cancelaremos todas as dívidas.
32 ଆମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ସବୋକାର୍ୟ୍ଯ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀଯାଂଶ ଶକେଲ ରୂପା ପ୍ରତିବର୍ଷ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ପାଇଁ ଦବେୁ।
32 "Assumimos a responsabilidade de, conforme o mandamento, dar anualmente quatro gramas para o serviço do templo de nosso Deus:
33 ଅର୍ଥାତ୍ ଦର୍ଶନୀଯ ରୋଟୀର ଓ ନିତ୍ଯ ଭକ୍ଷ୍ଯ ନବୈେଦ୍ଯର ଓ ନିତ୍ଯ ହାମବେଳିର, ବିଶ୍ରାମ ବାରର ଅମାବାସ୍ଯାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ଯାଦିର ଓ ଇଶ୍ରାୟେଲର ପ୍ରାଯଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ନିମନ୍ତେ।
33 para os pães consagrados, para as ofertas regulares de cereal e para os holocaustos, para as ofertas dos sábados, das festas de lua nova e para as festas fixas, para as ofertas sagradas, para as ofertas pelo pecado para fazer propiciação por Israel, e para as necessidades do templo de nosso Deus.
34 ଆମ୍ଭମାନେେ ଗୁଳାବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲବେୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ ପାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ୟ୍ଯ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ଯବସ୍ଥା ରେ ଯାହା ଲିଖିତ ହାଇେଅଛି ସହେି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ୟଜ୍ଞବଦେୀ ରେ ସହେି କାଠଗୁଡିକ ଜଳାୟିବା ଉଚିତ୍।
34 "Também tiramos sorte entre as famílias dos sacerdotes, dos levitas e do povo, para escalar anualmente a que deverá trazer lenha ao templo de nosso Deus, no tempo determinado, para queimar sobre o altar do Senhor, o nosso Deus, conforme está escrito na Lei.
35 ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ଯ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏକଥା ଗ୍ରହଣ କରିଥିଲୁ।
35 "Também assumimos a responsabilidade de trazer anualmente ao templo do Senhor os primeiros frutos de nossas colheitas e de toda árvore frutífera.
36 ବ୍ଯବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମଷେପଲର ପ୍ରଥମ ଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ପରିଚର୍ୟ୍ଯାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ଯ ନିଯମ କରୁଥିଲୁ।
36 "Conforme também está escrito na Lei, traremos o primeiro de nossos filhos e a primeira cria de nossos rebanhos, tanto de ovelhas como de bois, para o templo de nosso Deus, para os sacerdotes que ali estiverem ministrando.
37 ଏବଂ ଆମ୍ଭମାନେେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର କୋଠରିକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ଯର ଏକ ଦଶମାଂଶ ଲବେୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସହେି ଲବେୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗର ରେ ଏକ ଦଶମାଂଶ ଆଦାଯ କରନ୍ତି।
37 "Além do mais, traremos para os depósitos do templo de nosso Deus, para os sacerdotes, a nossa primeira massa de cereal moído, e as nossas primeiras ofertas de cereal, do fruto de todas as nossas árvores e de nosso vinho e azeite. E traremos o dízimo das nossas colheitas para os levitas, pois são eles que recolhem os dízimos em todas as cidades onde trabalhamos.
38 ମାତ୍ର ଲବେୀୟମାନେ ଦଶମାଂଶ ଆଦାଯ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲବେୀୟମାନଙ୍କ ସଙ୍ଗେ ରହିବ। ଆଉ ଲବେୀୟମାନେ ପରମେଶ୍ବରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।
38 Um sacerdote descendente de Arão deverá acompanhar os levitas quando receberem os dízimos, e os levitas terão que trazer um décimo dos dízimos ao templo de nosso Deus, aos depósitos do templo.
39 ଇଶ୍ରାୟେଲର ଲୋକମାନେ ଏବଂ ଲବେୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତ ରେ ତାଙ୍କର ଉପହାର ଆଣିବେ। ସମାନେେ ଶସ୍ଯ, ଦ୍ରାକ୍ଷାରସ, ତୈଳ ସହେି କୋଠରୀକୁ ଆଣିବେ, ଯେଉଁଠା ରେ ଦାଯିତ୍ବ ରେ ଥିବା ଯାଜକମାନେ, ଦ୍ବାରପାଳଗଣ ଓ ଗାଯକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ ଆମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିର ପ୍ରତି ହଳୋ କରିବୁ ନାହିଁ।
39 O povo de Israel, inclusive os levitas, deverão trazer ofertas de cereal, de vinho novo e de azeite aos depósitos onde se guardam os utensílios para o santuário. É ali que os sacerdotes ministram e que os porteiros e os cantores ficam. "Não negligenciaremos o templo de nosso Deus".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Neemias 10, comparar traduções ou montar um estudo — tudo direto pelo WhatsApp.