Naum 3
Oriya Bible (GL_ORIYA) vs VC
1 ଘାତକମାନଙ୍କର ନଗରୀକୁ ଧିକ୍। ନୀନିବୀ ଏକ ମିଥ୍ଯା ନଗରୀ, ଚୋରି ଓ ମୃତ୍ଯୁ ୟନ୍ତ୍ରଣା ରେ ପରିପୂର୍ଣ୍ଣ ଅଟେ।
1 Ai da cidade sanguinária, cheia de fraude e de violência, e que não põe termo à sua rapinagem!
2 ତୁମ୍ଭେ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ।
2 Ruído de chicote! Estrondo de rodas! cavalos a relinchar, carros a dançar,
3 ସୈନ୍ଯମାନେ ଅଶ୍ବପୃଷ୍ଠ ରେ ଆକ୍ରମଣ କରୁଛନ୍ତି। ସମାନଙ୍କେର ଖଣ୍ତାଗୁଡିକ ଚକ୍ଚକ୍ କରୁଛି ଏବଂ ସମାନଙ୍କେର ବର୍ଚ୍ଛାଗୁଡିକ ଉଜ୍ଜ୍ବଳ ଦଖାେ ଯାଉଛି। ତେଣୁ ବହୁ ମୃତ ଶରୀର ରହିଛି ଯାହାକୁ ଗଣି ହବେ ନାହିଁ। ଲୋକମାନେ ସହେି ମୃତ ଶରୀର ଉପ ରେ ଝୁଣ୍ଟି ପଡୁଛନ୍ତି।
3 cavaleiros à brida, espadas que reluzem, lanças que cintilam, multidão de feridos, mortos em massa, cadáveres sem número, nos quais se tropeça...
4 ନୀନିବୀ ରେ ଅତ୍ଯନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। ସେ ଏକ କୁପଥର ଉତ୍ସ ୟିଏ କି ତା'ର ଗଣିକା କାର୍ୟ୍ଯ ପାଇଁ ରାଜ୍ଯକୁ କ୍ରୀତଦାସ କଲା। ସେ ତା'ର ୟାଦୁ ବଳ ରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।
4 Eis aí o fruto das numerosas fornicações da meretriz tão cheia de encanto, hábil feiticeira, que enganava as nações com seus atrativos, e os povos com seus sortilégios.
5 ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉେଠଇ ନବୋ। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସହେି ରାଜ୍ଯଗୁଡିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
5 Eis que venho contra ti - oráculo do Senhor dos exércitos. Vou arregaçar teu vestido até teu rosto, e mostrar tua nudez às nações, aos reinos a tua vergonha.
6 ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ଯବହାର କରିବା। ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।
6 Vou cobrir-te de imundícies para te aviltar, e te exporei como espetáculo.
7 ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହବେେ ଓ ତୁମ୍ଭଠାରୁ ଦୂ ରଇେ ଯିବେ। ସମାନେେ କହିବେ, 'ନୀନିବୀ ଧ୍ବଂସ ହେଉଛି। କିଏ ତା' ପାଇଁ କାନ୍ଦିବ?' ଆମ୍ଭେ ତୁମ୍ଭକୁ ସାନ୍ତ୍ବନା ଦବୋ ପାଇଁ ଜଣଙ୍କୁ କେଉଁଠାରୁ ପାଇବା?
7 Todos os que te virem fugirão para longe de ti, dizendo: Nínive está arruinada! Quem se apiedará de ti? Aonde te irei buscar consoladores?
8 ହେ ନୀନିବୀ, ତୁମ୍ଭେ କ'ଣ ନୀଳନଦୀ ଉପ ରେ ଅବସ୍ଥିତ ନୋ-ଆମାନେ ଠାରୁ ଭଲ ରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲ ରେ ନାହିଁ। ନୋ-ଆମାନେ ଗ୍ଭରିପାଖ ରେ ଜଳ ଥିଲା। ନୋ-ଆମାନେ ନିଜକୁ ରକ୍ଷା କରିବାକୁ ସହେି ଜଳକୁ ବ୍ଯବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା।
8 Vales porventura mais do que No-Amon, que está situada entre os braços do Nilo, cercada de água, tendo o mar por defesa, as águas por muralha?
9 ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।
9 A Etiópia era a sua força, como também o Egito, de enorme população; Fut e os líbios eram seus aliados.
10 କିନ୍ତୁ ନୋ-ଆମାନେ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗେଲ। ସୈନ୍ଯମାନେ ରାସ୍ତାର ପ୍ରେତ୍ୟକକ କୋଣ ରେ ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସମାନେେ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍ତେ ଗୁଳାବାଣ୍ଟ କଲେ, ତାଙ୍କର ବଡ ଲୋକ ସମସ୍ତେ ଶୃଙ୍ଖଳ ରେ ବନ୍ଧା ହେଲେ।
10 Não obstante isso, ela foi levada cativa para o exílio; seus filhos foram esmagados nos cantos das ruas, lançaram-se sortes sobre seus nobres, e todos os seus chefes foram carregados de cadeias.
11 ହେ ନୀନିବୀ, ତୁମ୍ଭବେି ଜଣେ ମଦ୍ଯପ ପରି ମଧ୍ଯ ପଡି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତୃଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖାଜେିବ।
11 Também tu, em tua embriaguez, desfalecerás. Também tu procurarás um refúgio contra o inimigo.
12 କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ ସ୍ଥାନଗୁଡିକ ଡିମିରି ଗଛ ସଦୃଶ ହବେ। ନୂଆ ଡିମିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମିରି ଫଳ ତା'ର ପାଟି ରେ ପଡିବ।
12 Todas as tuas fortalezas são como figueiras, carregadas de figos maduros: se são sacudidas, os figos caem na boca de quem os quiser comer.
13 ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।
13 Teus guerreiros estão no meio de ti como mulheres. As portas de tua terra abrem-se por si sós ao inimigo. O fogo devorou teus ferrolhos.
14 ଅବରୋଧ ସମୟ ନିମନ୍ତେ ପାଣି କାଢି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥି ରେ ଚୂନ ମିଶାଅ, ଇଟା ତିଆରି ପାଇଁ ସହେି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡିକ ଶକ୍ତିଶାଳୀ କର।
14 Abastece-te de água para o cerco; repara tuas fortificações, amassa a argila, pisa o barro, pega na forma de tijolos.
15 ତୁମ୍ଭେ ସହେି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି ରେ ଦଳେ ପଙ୍ଗପାଳ ସଦୃଶ ଦଖାେଯିବେ ୟିଏକି ଆସିବ ଏବଂ ସବୁ ଖାଇ ଦବେେ।
15 Aí o fogo te devorará, a espada te exterminará; ela te devorará como o gafanhoto, ainda que fosses numeroso como o gafanhoto, e te multiplicasses como o grilo.
16 ତୁମ୍ଭର ବହୁ ବ୍ଯବସାଯୀ ଅଛନ୍ତି। ସମାନେେ ଆକାଶ ତାରା ସଦୃଶ ଅଗଣିତ ଏବଂ ସମାନେେ ପଙ୍ଗପାଳ ସଦୃଶ। ସମାନେେ ସବୁ ଶଷେ ହବୋ ପର୍ୟ୍ଯନ୍ତ ଖାଆନ୍ତି ଏବଂ ପ ରେ ସମାନେେ ସହେି ସ୍ଥାନ ଛାଡନ୍ତି।
16 Teus corretores são mais numerosos que as estrelas do céu; o gafanhoto abre suas asas e voa.
17 ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସମାନେେ ଶୀତଦିନ ରେ କାନ୍ଥ ରେ ବାସ କରନ୍ତି। କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସହେି ପଙ୍ଗପାଳମାନେ ଉଡି ପଳାନ୍ତି। ଏବଂ କହେି ଜାଣନ୍ତି ନାହିଁ ସମାନେେ କେଉଁ ଆଡକୁ ୟାଇଛନ୍ତି।
17 Teus guardas são numerosos como os gafanhotos, e teus chefes como uma nuvem de insetos que pousam sobre as sebes num dia de frio; logo que o sol nasce, fogem, sem que se saiba para onde foram.
18 ହେ ଅଶୂରର ରାଜା, ତୁମ୍ଭର ମଷେପାଳକମାନେ ଶାଇେ ପଡିଲେ। ସହେି ଶକ୍ତିଶାଳୀ ଲୋକମାନେ ଶାଇେଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପ ରେ ବିଛଇେ ହାଇେ ୟାଇଛନ୍ତି। ସଠାେ ରେ ସମାନଙ୍କେୁ ଫରୋଇ ଆଣିବାକୁ କହେି ଲୋକ ନାହାଁନ୍ତି।
18 Teus pastores dormem, ó rei de Assur, teus heróis estão inertes. Teu povo está disperso pelas montanhas sem que ninguém o ajunte.
19 ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହାଇେଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରିପାରିବ ନାହିଁ। ଯେ କହେି ତୁମ୍ଭ ବିଷଯ ରେ ସଂବାଦ ଶୁଣେ ସମାନେେ ତାଳି ମାରନ୍ତି। ସମାନେେ ସମସ୍ତେ ଖୁସି ହୁଅନ୍ତି କାରଣ ସମାନେେ ସମସ୍ତେ ତୁମ୍ଭମାନଙ୍କର ଭୂଲ ଯୋଗୁ ସର୍ବଦା ପିଡୀତ ହେଉଛନ୍ତି।
19 Não há remédio para a tua ferida, tua chaga é incurável. Todos os que forem informados de tua sorte aplaudirão pelo que te acontece. Sobre quem, com efeito, não tem passado continuamente a tua malícia?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Naum 3, comparar traduções ou montar um estudo — tudo direto pelo WhatsApp.