Naum 1
Oriya Bible (GL_ORIYA) vs NVI
1 ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।
1 Advertência contra Nínive. Livro da visão de Naum, de Elcós.
2 ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।
2 O SENHOR é Deus zeloso e vingador! O SENHOR é vingador! Seu furor é terrível! O SENHOR executa vingança contra os seus adversários e manifesta o seu furor contra os seus inimigos.
3 ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନଦଇେ କବେେ ଛାଡିବେ ନାହିଁ। ସେ ଯେଉଁଠାକୁ ୟାଆନ୍ତି ସଠାେ ରେ ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା ବେଳେ ତାଙ୍କ ପାଦ ରେ ମେଘଗୁଡିକ ଧୂଳି ସ୍ବରୂପ ଉେଠ।
3 O SENHOR é muito paciente, mas o seu poder é imenso; o SENHOR não deixará impune o culpado. O seu caminho está no vendaval e na tempestade, e as nuvens são a poeira de seus pés.
4 ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦବେେ ଏବଂ ସମୁଦ୍ର ଶୁଖିୟିବ। ସେ ନଦୀଗୁଡିକୁ ମଧ୍ଯ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡିବ। ଏବଂ ଲିବା ନୋନର ଫୁଲଗୁଡିକ ମଉଳି ଯିବେ।
4 Ele repreende o mar e o faz secar, faz que todos os rios se sequem. Basã e o Carmelo se desvanecem e as flores do Líbano murcham.
5 ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
5 Quando ele se aproxima os montes tremem e as colinas se derretem. A terra se agita na sua presença, o mundo e todos os que nele vivem.
6 ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।
6 Quem pode resistir à sua indignação? Quem pode suportar o despertar de sua ira? O seu furor se derrama como fogo, e as rochas se despedaçam diante dele.
7 ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା ରେ ଆଶ୍ରଯ ନିଏ, ସେ ତା'ର ଯତ୍ନ ନିଅନ୍ତି।
7 O SENHOR é bom, um refúgio em tempos de angústia. Ele protege os que nele confiam,
8 କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।
8 mas com uma enchente devastadora dará fim a Nínive; expulsará os seus inimigos para a escuridão.
9 ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ କାହିଁକି ଷଡୟନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ବଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
9 O SENHOR acabará com tudo o que vocês planejarem contra ele; a tribulação não precisará vir uma segunda vez.
10 ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।
10 Embora estejam entrelaçados como espinhos e encharcados de bebida como bêbados, serão consumidos como a palha mais seca.
11 ଜଣେ ୟିଏ କି ସଦାପ୍ରଭୁଙ୍କ ବିରୁଦ୍ଧ ରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦବେ, ସପରେି ଲୋକ ତୁମ୍ଭମାନଙ୍କ ମଧ୍ଯରୁ ବାହାରି ୟାଇଛି।
11 Foi de você, ó Nínive, que saiu aquele que trama perversidades, que planeja o mal contra o SENHOR.
12 ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିଲେ, ଅଶୂରୀଯର ଲୋକମାନେ ଅତି ବଳଶାଳୀ, ସମାନଙ୍କେର ବହୁ ସୈନ୍ଯ ଅଛନ୍ତି। କିନ୍ତୁ ସମାନେେ ସମସ୍ତେ ନିହତ ହାଇେ ଶଷେ ହବେେ। ହେ ମାରେ ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଦୁଃଖ ଦଲେୁ କିନ୍ତୁ ଆଉ ଅଧିକ ଦୁଃଖ ଦବୋନାହିଁ।
12 Assim diz o SENHOR: “Apesar de serem fortes e numerosos, serão ceifados e destruídos; mas, você, Judá, embora eu a tenha afligido, não a afligirei mais.
13 ଆମ୍ଭେ ତୁମ୍ଭମାନଙ୍କର ବକରେେ ଥିବା ଅଶୂରୀଯର ୟୁଆଳୀକୁ କାଢିନବୋ, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦବୋ।
13 Agora vou quebrar o jugo do seu pescoço e arrancar as suas algemas”.
14 ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି ଆଦେଶ ଦେଲେ। ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କହେି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ୟ୍ଯ ପିତୁଳାଗୁଡିକ ଓ ଧାତୁର ମୂର୍ତ୍ତିଗୁଡିକ ଯାହା କି ତୁମ୍ଭ ଦବେତାଙ୍କ ମନ୍ଦିର ରେ ଅଛି ସହେି ସବୁକୁ ଆମ୍ଭେ ଧ୍ବଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭମାନେେ ଭ୍ରଷ୍ଟ ହାଇେଛ।
14 O SENHOR decreta o seguinte a seu respeito, ó rei de Nínive: “Você não terá descendentes que perpetuem o seu nome. Destruirei as imagens esculpidas e os ídolos de metal do templo dos seus deuses. Prepararei o seu túmulo, porque você é desprezível”.
15 ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।
15 Vejam sobre os montes os pés do que anuncia boas notícias e proclama a paz! Comemore as suas festas, ó Judá, e cumpra os seus votos. Nunca mais o perverso a invadirá; ele será completamente destruído.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Naum 1, comparar traduções ou montar um estudo — tudo direto pelo WhatsApp.