Mateus 28
Oriya Bible (GL_ORIYA) vs AAI
1 ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।
1 Sabbath ufunamaim, Sunday yasi’uw Mary Magdalene naatu Mary ta hairi rah fahiwinamih hin.
2 ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।
2 Naniyan meyemeye iriyoy gagamin na’in hitatam, Regah ana tounamatar marane re na agim ifururuw tit naatu afe’en mara’at ma.
3 ସ୍ବର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମ ଭଳ ଧଳା ଥିଲା।
3 Ana itinin i namanamar ebowabow na’atube, ana faifuw hibikwes itinin i wakasakas na’atube.
4 କବଲକୁ ଜଗି ରହିଥିବା ସୈନ୍ଯମାନେ ସ୍ବର୍ଗଦୂତଙ୍କୁ ଦେଖି ଡ଼ରିଗଲେ। ସମାନେେ ଭୟ ରେ ଥରିବାକୁ ଲାଗିଲେ। ସମାନେେ ମୃତ ପ୍ରାୟ ହାଇଗେଲେ।
4 Orot rah hima’uh hima’am hai bir ra’at, ah umah duduwar rab hire himamayay hi’in.
5 ସ୍ବର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, ଭୟକର ନାହିଁ। ଯେଉଁ ଯୀଶୁଙ୍କୁ କୃଶ ରେ ଚ଼ଢ଼ାଇ ମାରି ଦିଆଯାଇଛି ତୁମ୍ଭେ ତାହାଙ୍କୁ ଖାଜେୁଥିବା କଥା ମୁଁ ଜାଣିଛି।
5 Baise tounamatar baibin hairi isah eo, “Men kwanabir, ayu aso’ob kwa i Jesu hio’onaf momorob kwanunuwih.
6 କିନ୍ତୁ ଯୀଶୁ ଏଠା ରେ ନାହାଁନ୍ତି। ସେ ତାହାଙ୍କୁ କଥା ଅନୁସାରେ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନ ରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ।
6 Baise i morobone misir maiye, eo kwanonowar na’atube, kwarun inu’in ana efan kwa’i’itin.
7 ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଜଣାଅ: 'ଯୀଶୁ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସଠାେରେ ଥିବେ। ତୁମ୍ଭମାନେେ ତାହାଙ୍କୁ ସଠାେରେ ଦେଖିବ।' ତା'ପରେ ସ୍ବର୍ଗଦୂତ ଆଉ ଥରେ କହିଲେ, ଏହି ସବୁକଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।
7 Saise kwanamatabir kwan ana bai’ufununayah hai tur kwana’owen, ‘Jesu i morobone misir maiye, naatu mat au Galilee enan, imaim boro kwana’itin.’ Abisa asoso’ob iti a tur ao’owen.”
8 ତେଣୁ ସହେି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଚାଲିଗଲେ। ସମାନେେ ଡ଼ରି ଯାଇଥିଲେ, କିନ୍ତୁ ବହୁତ ଖୁସି ମଧ୍ଯ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ଯମାନଙ୍କୁ ଜଣାଇବା ପାଇଁ ସମାନେେ ଦୌଡ଼ି ଦୌଡ଼ି ଗଲେ।
8 Basit baibin rah hitumar, hai bir ra’at, baise erekawasa auman hinunuw hin ana bai’ufununayah hai tur owenamih.
9 ହଠାତ୍ ସମାନେେ ଦେଖିଲେ, ଯୀଶୁ ତାହାଙ୍କ ଆଗ ରେ ଠିଆ ହାଇେଛନ୍ତି। ସେ କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ! ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।
9 Naniyan meyemeye Jesu nahine nan bairi hitar naatu iuwih eo, “Tufuw isa nama.” Hinunuw hina nanamaim suh hiyowen hire an hibutubun hikwafir.
10 ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ତୁମ୍ଭମାନେେ ଯାଇ ମାେ ଭାଇମାନଙ୍କୁ କୁହ ଯେ, ସମାନେେ ଗାଲିଲୀ ଯାଆନ୍ତୁ। ସମାନେେ ମାେତେ ସହେିଠା ରେ ଦେଖିବେ।
10 Jesu iuwih eo, “Men kwanabir, kwan taitu hai tur kwana’owen hinan Galilee imaim boro ayu hina’itu.”
11 ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
11 Baibin hairi himatabir efamaim hinan, baiyowayah orot afa rah hima’uh hima’ama himatabir hin Jerusalem hitit, naatu abisa’awat himamatar firis ukwarih hai tur hi’owen.
12 ତା'ପରେ ପ୍ରଧାନ ଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସମାନେେ ସୈନ୍ଯମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବ ରେ ପ୍ରଚୁର ଟଙ୍କା ଦେଲେ।
12 Naatu nati’imaim firis hai ukwarih orot gagamih bairi hiku’ay hai not hiyabuna sawar, imaibo agim gagamin na’in baiyowayah hitih
13 ସମାନେେ ସୈନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭମାନେେ ସବୁ ଶାଇେ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ଯମାନେ ରାତି ରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଚୋ ରଇେ ନେଲେ।
13 naatu hi’uwih, sabuw hai tur kwana’owen, “Aki ainu’in ufut Jesu ana bai’ufununayah hina biyan hibai hibihir.
14 ରାଜ୍ଯପାଳ ଯଦି ଏକଥା ଶୁଣନ୍ତି, ତବେେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।
14 Saise gawan orot iti tur nanonowar aki boro kwa isa anakubuna gewas nanowar naatu boro men abisa ta isa nasinaf.”
15 ସୈନ୍ଯମାନେ ଟଙ୍କାତକ ନେଲେ। ସମାନଙ୍କେୁ ଯେପରି କରିବାକୁ ଶିଖାଯାଇଥିଲା, ସମାନେେ ତାହାହିଁ କଲେ। ଏବଂ ଏକଥାଟି ଆଜି ପର୍ୟ୍ଯନ୍ତ ମଧ୍ଯ ଯିହୂଦୀମାନଙ୍କ ମଧିଅରେ ପ୍ରଚ଼ଳିତ ଅଛି।
15 Basit baiyowayah agim hibai hiobe’atih na’atube hisinaf. Imih iti boun ana veya’amaim iti tur i ra’at tasasar tit, Jews wanawanahimaim etei hiso’ob.
16 ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।
16 Imaibo bai’ufununayah nah 11 Jesu iu’uwih na’atube hina Galilee oyawamaim hitit,
17 ପାହାଡ଼ ଉପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସମାନେେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ ବିଶ୍ବାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତର ଯୀଶୁ।
17 nati’imaim hi’i’itin ana weya hikwafir, baise bai’ufununayah afa i erehikasiy auman.
18 ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
18 Jesu na sisibihimaim bat eo, “Mar naatu tafaram ana roubabaruwen fair etei God ayu itu.
19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମାରେ ଶିଷ୍ଯ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମ ରେ ତୁମ୍ଭମାନେେ ସମାନଙ୍କେୁ ବାପ୍ତିସ୍ମ ଦିଅ।
19 Isan imih kwanatit kwanan tafaram wanawananamaim sabuw kwanabow au bai’ufununayah hinamatar, naatu God Tamah, God Natun, God Anunin Kakafiyin wabihimaim babataito kwanitih.
20 ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
20 Naatu au obaiyunen tur etei kwani’obaiyih hinabosiyasiyar. Naatu kwanaso’ob ayu i mar etei nati biyamaim boro bairi tanama tanan mar yomanin tanatit.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 28, comparar traduções ou montar um estudo — tudo direto pelo WhatsApp.