Mateus 26
Oriya Bible (GL_ORIYA) vs VC
1 ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ଯମାନଙ୍କୁ କହିଲେ,
1 — ausente —
2 ଦୁଇଦିନ ପରେ ନିସ୍ତାରପର୍ବ ହବୋ କଥା ତୁମ୍ଭେ ଜାଣ। ସହେି ଦିନ କୃଶ ରେ ଚ଼ଢ଼ାଇ ମନୁଷ୍ଯପୁତ୍ରଙ୍କୁ ମାରି ଦବୋ ପାଇଁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦିଆୟିବ।
2 Ye know that after two days the passover takes place, and the Son of man is delivered up to be crucified.
3 ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।
3 Then the chief priests and the elders of the people were gathered together to the palace of the high priest who was called Caiaphas,
4 ସମାନେେ ଯୀଶୁଙ୍କୁ କପଟ ରେ ବନ୍ଦୀ କରି ତାହାଙ୍କୁ ମାରିଦବୋ ପାଇଁ ଯୋଜନା କଲେ।
4 and took counsel together in order that they might seize Jesus by subtlety and kill him;
5 କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।
5 but they said, Not in the feast, that there be not a tumult among the people.
6 ଯୀଶୁ ବେଥନୀଯା ରେ ଥିଲେ। ସେ କୁଷ୍ଠ ରୋଗୀ ଶିମାନରେ ଘ ରେ ରହିଥିଲେ।
6 — ausente —
7 ଯୀଶୁ ସଠାେରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖ ରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ର ରେ ବହୁ ମୂଲ୍ଯବାନ ମୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢ଼ାଳି ଦଲୋ। ସେତବେେଳେ ଯୀଶୁ ଖାଉଥିଲେ।
7 a woman, having an alabaster flask of very precious ointment, came to him and poured it out upon his head as he lay at table.
8 ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଅତ୍ଯନ୍ତ ରାଗିଗଲେ। ସମାନେେ କହିଲେ, ଏତେ ଅପବ୍ଯୟ କାହିଁକି?
8 But the disciples seeing it became indignant, saying, To what end {was} this waste?
9 ଏ ଅତରତକ ଅନକେ ଟଙ୍କା ରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରୀବମାନଙ୍କ ମଧିଅରେ ବଣ୍ଟା ଯାଇ ପାରିଥାନ୍ତା।
9 for this might have been sold for much and been given to the poor.
10 ଯୀଶୁ ତାହା ଜାଣି ସମାନଙ୍କେୁ କହିଲେ, କାହିଁକି ବୃଥା ରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।
10 But Jesus knowing {it} said to them, Why do ye trouble the woman? for she has wrought a good work toward me.
11 ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମାେତେ ସବୁବେଳେ ପାଇବ ନାହିଁ।
11 For ye have the poor always with you, but me ye have not always.
12 ଏହି ସ୍ତ୍ରୀ ଲୋକ ମାେ ଦହେ ରେ ଅତର ଢ଼ାଳିଛି। ମାରେ ସମାଧି ନିମନ୍ତେ ମାେତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି,
12 For in pouring out this ointment on my body, she has done it for my burying.
13 ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ଜଗତ ରେ ସର୍ବତ୍ର ଲୋକମାନଙ୍କ ମଧିଅରେ ସୁସମାଚ଼ାର ଘୋଷଣା କରାୟିବ। ତା ସହିତ ଏ ସ୍ତ୍ରୀ ଲୋକଟି କ'ଣ କରିଥିଲା, ସେ ବିଷୟ ମଧ୍ଯ ଘୋଷଣା କରାୟିବ। ଲୋକମାନେ ତାକୁ ମନେ ରଖିବେ।
13 Verily I say to you, Wheresoever these glad tidings may be preached in the whole world, that also which this {woman} has done shall be spoken of for a memorial of her.
14 ତା'ପରେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଯାଇ ପ୍ରଧାନ ଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସହେି ଶିଷ୍ଯର ନାମ ଈଷ୍କରିଯୋଥ ୟିହୂଦା ଥିଲା।
14 — ausente —
15 ସେ କହିଲା, ମୁଁ ତୁମ୍ଭମାନଙ୍କ ହାତ ରେ ଯୀଶୁଙ୍କୁ ଧ ରଇେ ଦବେି। ଏହା କରିବା ପାଇଁ ତୁମ୍ଭମାନେେ ମାେତେ କ'ଣ ଦବେ? ଯାଜକମାନେ ୟିହୂଦାଙ୍କୁ ତିରିଶଟି ରୂପା ଟଙ୍କା ଦେଲେ।
15 and said, What are ye willing to give me, and *I* will deliver him up to you? And they appointed to him thirty pieces of silver.
16 ସହେି ସମୟରୁ ୟିହୂଦା ଯାଜକମାନଙ୍କ ହାତ ରେ ଯୀଶୁଙ୍କୁ ଧରାଇ ଦବୋ ପାଇଁ ସୁଯୋଗର ଅପେକ୍ଷା ରେ ରହିଲା।
16 And from that time he sought a good opportunity that he might deliver him up.
17 ଖମୀର ଶୂନ୍ଯ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ କହିଲେ, ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠା ରେ ଭୋଜି ଖାଇବା ପାଇଁ ଚାହାଁନ୍ତି?
17 — ausente —
18 ଯୀଶୁ କହିଲେ, ନଗର ରେ ଥିବା ମାରଜେଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ 'ଗୁରୁ କହିଛନ୍ତି 'ମନୋନୀତ ସମୟ ଆସି ପାଖଇେ ଗଲାଣି ଓ ମୁଁ ତୁମ୍ଭ ଘ ରେ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।'
18 And he said, Go into the city unto such a one, and say to him, The Teacher says, My time is near, I will keep the passover in thy house with my disciples.
19 ଯୀଶୁଙ୍କ କହିବା ଅନୁସାରେ ଶିଷ୍ଯମାନେ କଲେ। ସମାନେେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।
19 And the disciples did as Jesus had directed them, and they prepared the passover.
20 ସନ୍ଧ୍ଯା ବେଳେ ଯୀଶୁ ନିଜର ବିରଜଣଯାକ ଶିଷ୍ଯଙ୍କ ସହିତ ଖାଇବାକୁ ବସିଲେ।
20 And when the evening was come he lay down at table with the twelve.
21 ସମାନେେ ଖାଉଥିବା ସମୟରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭମାନଙ୍କ ମଧିଅରେ ଥିବା ବାରଜଣଙ୍କ ଭିତରୁ ଜଣେ ମାେ ପ୍ରତି ବିଶ୍ବାସଘାତକତା କରିବ।
21 And as they were eating he said, Verily I say to you, that one of you shall deliver me up.
22 ଏହାଶୁଣି ସମାନେେ ବହୁତ ଦୁଃଖିତ ହେଲେ। ପ୍ରେତ୍ୟକକ ଶିଷ୍ଯ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?
22 And being exceedingly grieved they began to say to him, each of them, Is it *I*, Lord?
23 ଯୀଶୁ ଉତ୍ତର ଦେଲେ, ଯେଉଁ ଲୋକ ମାେ ସାଙ୍ଗ ରେ ଗିନା ରେ ତାର ହାତ ବୁଡ଼ାଇଛି, ସେ ମାେ ସହିତ ବିଶ୍ବାସଘାତକତା କରିବ।
23 But he answering said, He that dips his hand with me in the dish, *he* it is who shall deliver me up.
24 ମନୁଷ୍ଯପୁତ୍ର ଯିବେ ଓ ମରିଯିବେ। ଏହାହିଁ ହବେ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ଯପୁତ୍ରଙ୍କୁ ମରିବା ପାଇଁ ଶତୃ ହତେ ରେ ଦଇଦେିବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନହାଇେଥିଲେ ବରଂ ଭଲ ହାଇେଥାନ୍ତା।
24 The Son of man goes indeed, according as it is written concerning him, but woe to that man by whom the Son of man is delivered up; it were good for that man if he had not been born.
25 ତା'ପରେ ୟିହୂଦା, ୟିଏ ତାହାଙ୍କୁ ଶତୃମାନଙ୍କୁ ଧ ରଇେ ଦବୋକୁ ଯାଉଥିଲା, କହିଲା ଗୁରୁ, ସେ କ'ଣ ମୁଁ?
25 And Judas, who delivered him up, answering said, Is it *I*, Rabbi? He says to him, *Thou* hast said.
26 ସମାନେେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସହେି ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡଇେଲେ। ତାହାକୁ ଶିଷ୍ଯମାନଙ୍କୁ ଦେଲେ। ଯୀଶୁ କହିଲେ, ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମାରେଶରୀର।
26 — ausente —
27 ତା'ପରେ ସେ ଗୋଟିଏ ଗିନା ରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ଶିଷ୍ଯମାନଙ୍କୁ କହିଲେ, ତୁମ୍ଭେ ସମସ୍ତେ ଏଥିରୁ ପିଅ।
27 And having taken {the} cup and given thanks, he gave {it} to them, saying, Drink ye all of it.
28 ଏ ଦ୍ରାକ୍ଷାରସ ମାରେରକ୍ତ। ମାରେ ରକ୍ତ ରେ ପରମେଶ୍ବରଙ୍କ ଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନକେ ଲୋକଙ୍କର ପାପକୁ କ୍ଷମା କରିଦିଆୟିବା ପାଇଁ ଏ ରକ୍ତ ଦିଆ ଯାଉଛି।
28 For this is my blood, that of the {new} covenant, that shed for many for remission of sins.
29 ମୁଁ ତୁମ୍ଭମାନଙ୍କୁ ଏକଥା କହି ରଖୁଛି: ମାରେ ପରମପିତାଙ୍କ ରାଜ୍ଯ ରେ ଆମ୍ଭେ ସମସ୍ତେ ଏକାଠି ନ ହବୋ ପର୍ୟ୍ଯନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହବୋ ପର୍ୟ୍ଯନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା'ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।
29 But I say to you, that I will not at all drink henceforth of this fruit of the vine, until that day when I drink it new with you in the kingdom of my Father.
30 ଏହାପରେ ସମାନେେ ନିସ୍ତାର ପର୍ବର ପ୍ରାର୍ଥାନା ଗୀତ ବୋଲିଲେ ଓ ଜୀତ ପର୍ବତକୁ ଚାଲିଗଲେ।
30 Depois do canto dos Salmos, dirigiram-se eles para o monte das Oliveiras.
31 ଯୀଶୁ ସମାନଙ୍କେୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ମାେ ଉପରୁ ବିଶ୍ବାସ ହ ରଇେ ବସିବ। ଶାସ୍ତ୍ରମାନଙ୍କ ରେ ଏକଥା ଲୋଖାଅଛି: 'ମୁଁ ମଷେପାଳକଙ୍କୁ ମାରି ଦବେି ଏବଂ ମେଣ୍ଢାମାନେ ଏଣତେଣେେ ପଳଇବେେ।' ୟିଖରୀୟ 13:7
31 Disse-lhes então Jesus: Esta noite serei para todos vós uma ocasião de queda; porque está escrito: Ferirei o pastor, e as ovelhas do rebanho serão dispersadas {Zc 13,7}.
32 କିନ୍ତୁ ମୁଁ ପୁଣି ଥରେ ମୃତ୍ଯୁରୁ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ଚ଼ାଲିୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେକୁ ଯାଇଥିବି।
32 Mas, depois da minha Ressurreição, eu vos precederei na Galiléia.
33 ପିତର କହିଲେ, ଅନ୍ୟ ସମସ୍ତେ ଶିଷ୍ଯ ଆପଣଙ୍କ ଉପରୁ ବିଶ୍ବାସ ହ ରଇେ ପାରନ୍ତି, କିନ୍ତୁ ମୁଁ କବେେ ହେଲେ ମାରେ ବିଶ୍ବାସ ହରାଇବି ନାହିଁ।
33 Pedro interveio: Mesmo que sejas para todos uma ocasião de queda, para mim jamais o serás.
34 ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଆଜି ରାତି ରେ ତୁମ୍ଭେ କହିବ ଯେ ମାେତେ ଚିହ୍ନିନାହଁ। କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।
34 Disse-lhe Jesus: Em verdade te digo: nesta noite mesma, antes que o galo cante, três vezes me negarás.
35 ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।
35 Respondeu-lhe Pedro: Mesmo que seja necessário morrer contigo, jamais te negarei! E todos os outros discípulos diziam-lhe o mesmo.
36 ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ସଠାେରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ବସ।
36 Retirou-se Jesus com eles para um lugar chamado Getsêmani e disse-lhes: Assentai-vos aqui, enquanto eu vou ali orar.
37 ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।
37 E, tomando consigo Pedro e os dois filhos de Zebedeu, começou a entristecer-se e a angustiar-se.
38 ଯୀଶୁ ସମାନଙ୍କେୁ କହିଲେ, ମାରହେୃଦୟ ଏତେ ଦୁଃଖ ରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ୟିବା ଉପରେ। ତୁମ୍ଭମାନେେ ମାେ ସହିତ ଏଠା ରେ ଚଇେଁ କରି ରୁହ ଓ ଅପେକ୍ଷା କର।
38 Disse-lhes, então: Minha alma está triste até a morte. Ficai aqui e vigiai comigo.
39 ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।
39 Adiantou-se um pouco e, prostrando-se com a face por terra, assim rezou: Meu Pai, se é possível, afasta de mim este cálice! Todavia não se faça o que eu quero, mas sim o que tu queres.
40 ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସେ ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, ତୁମ୍ଭମାନେେ ମାେ ସହିତ ଘଣ୍ଟାଏ ପାଇଁ ମଧ୍ଯ ଜାଗି ରହି ପାରିଲ ନାହିଁ?
40 Foi ter então com os discípulos e os encontrou dormindo. E disse a Pedro: Então não pudestes vigiar uma hora comigo...
41 ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।
41 Vigiai e orai para que não entreis em tentação. O espírito está pronto, mas a carne é fraca.
42 ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, ହେ ପରମପିତା, ଯଦି ୟନ୍ତ୍ରଣାର ଏ ପାତ୍ର ମାେ ଠାରୁ ଦୂର ହାଇେ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତବେେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।
42 Afastou-se pela segunda vez e orou, dizendo: Meu Pai, se não é possível que este cálice passe sem que eu o beba, faça-se a tua vontade!
43 ତା'ପରେ ସେ ଫରେିଆସି ପୁଣି ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ସମାନଙ୍କେ ଆଖି ବହୁତ ଭାରି ହାଇେ ଯାଇଥିଲା। ସମାନେେ ସମାନଙ୍କେର ଆଖି ଖାଲିେ ପାରୁ ନଥିଲେ।
43 Voltou ainda e os encontrou novamente dormindo, porque seus olhos estavam pesados.
44 ଯୀଶୁ ଶିଷ୍ଯମାନଙ୍କୁ ଛାଡ଼ି ପୁଣି ଫରେି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ଯ ସେ ପୂର୍ବଭଳି ସହେି ଏକା କଥା କହିଲେ।
44 Deixou-os e foi orar pela terceira vez, dizendo as mesmas palavras.
45 ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ ଓ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏବେ ସୁଦ୍ଧା ଶାଇେଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି। ଏବେ ପାପୀମାନଙ୍କ ହାତ ରେ ମନୁଷ୍ଯପୁତ୍ରଙ୍କୁ ସମର୍ପି ଦିଆୟିବ।
45 Voltou então para os seus discípulos e disse-lhes: Dormi agora e repousai! Chegou a hora: o Filho do Homem vai ser entregue nas mãos dos pecadores...
46 ଉଠ, ଆମ୍ଭେ ୟିବା। ଦେଖ, ମାେତେ ଶତୃମାନଙ୍କ ହାତ ରେ ଯେଉଁ ଲୋକଟି ଦଇଦେବେ, ସେ ଏଠାକୁ ଆସୁଛି।
46 Levantai-vos, vamos! Aquele que me trai está perto daqui.
47 ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।
47 Jesus ainda falava, quando veio Judas, um dos Doze, e com ele uma multidão de gente armada de espadas e cacetes, enviada pelos príncipes dos sacerdotes e pelos anciãos do povo.
48 ୟିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ବତଇେ ଦେଲେ। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେ ସହେି ଲୋକ। ତାକୁ ବନ୍ଦୀ କରିବ।
48 O traidor combinara com eles este sinal: Aquele que eu beijar, é ele. Prendei-o!
49 ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।
49 Aproximou-se imediatamente de Jesus e disse: Salve, Mestre. E beijou-o.
50 ଯୀଶୁ କହିଲେ, ବନ୍ଧୁ ତୁମ୍ଭେ ଯେଉଁ କାମ ରେ ଆସିଛ, ତାହା କର!
50 Disse-lhe Jesus: É, então, para isso que vens aqui? Em seguida, adiantaram-se eles e lançaram mão em Jesus para prendê-lo.
51 ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।
51 Mas um dos companheiros de Jesus desembainhou a espada e feriu um servo do sumo sacerdote, decepando-lhe a orelha.
52 ଯୀଶୁ ସହେି ଲୋକକୁ କହିଲେ, ତୁମ୍ଭ ଖଣ୍ଡାକୁ ଖୋଳ ଭିତ ରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ଯବହାର କରନ୍ତି. ସମାନଙ୍କେୁ ଖଣ୍ଡା ଦ୍ବାରା ହତ୍ଯା କରା ଯାଇଥାଏ।
52 Jesus, no entanto, lhe disse: Embainha tua espada, porque todos aqueles que usarem da espada, pela espada morrerão.
53 ତୁମ୍ଭେ କ'ଣ ଜାଣିନାହଁ ଯେ ମୁଁ ମାରେ ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମାେତେ ବାରଟି ସନୋ ବାହିନୀରୁ ଅଧିକ ୟୋଗଇବେେ।
53 Crês tu que não posso invocar meu Pai e ele não me enviaria imediatamente mais de doze legiões de anjos?
54 କିନ୍ତୁ ମୁଁ ତା' କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହବେ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।
54 Mas como se cumpririam então as Escrituras, segundo as quais é preciso que seja assim?
55 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।
55 Depois, voltando-se para a turba, falou: Saístes armados de espadas e porretes para prender-me, como se eu fosse um malfeitor. Entretanto, todos os dias estava eu sentado entre vós ensinando no templo e não me prendestes.
56 କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।
56 Mas tudo isto aconteceu porque era necessário que se cumprissem os oráculos dos profetas. Então os discípulos o abandonaram e fugiram.
57 ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନଇେଥିଲେ, ସମାନେେ ତାହାଙ୍କୁ ମହାୟାଜକ କଫାଯାଙ୍କ ଘରକୁ ନଇଗେଲେ। ସଠାେରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହାଇେଥିଲେ।
57 Os que haviam prendido Jesus levaram-no à casa do sumo sacerdote Caifás, onde estavam reunidos os escribas e os anciãos do povo.
58 ପିତର ଅଳ୍ପ ଦୂର ରେ ରହି ମହାୟାଜକଙ୍କ ଅଗଣା ପର୍ୟ୍ଯନ୍ତ ଯୀଶୁଙ୍କ ପେଛ ପେଛ ଗଲେ। ଯୀଶୁଙ୍କର ପରିଣାମ କଣ ହବେ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧିଅରେ ବସି ପଡ଼ିଲେ।
58 Pedro seguia-o de longe, até o pátio do sumo sacerdote. Entrou e sentou-se junto aos criados para ver como terminaria aquilo.
59 ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।
59 Enquanto isso, os príncipes dos sacerdotes e todo o conselho procuravam um falso testemunho contra Jesus, a fim de o levarem à morte.
60 କିନ୍ତୁ ଯଦିଓ ଅନକେ ମିଛ ସାକ୍ଷୀ ଆଗକୁ ଆସି ମିଛ ରେ ସାକ୍ଷ୍ଯ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶଷେ ରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
60 Mas não o conseguiram, embora se apresentassem muitas falsas testemunhas.
61 ଏହି ଲୋକ କହିଛନ୍ତି, 'ମୁଁ ପରମେଶ୍ବରଙ୍କ ମନ୍ଦିର ଧ୍ବଂସ କରିପା ରେ ଓ ପୁଣି ଏହାକୁ ତିନି ଦିନ ମଧିଅରେ ତିଆରି କରି ଦଇପୋ ରେ।'
61 Por fim, apresentaram-se duas testemunhas, que disseram: Este homem disse: Posso destruir o templo de Deus e reedificá-lo em três dias.
62 ତା'ପରେ ମହାୟାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଚ଼ାରିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଯାହା ଅଭି ଯୋଗ କଲେ ତାର ତୁମ୍ଭେ କିଛି ଉତ୍ତର ଦବେ କି? ଏ ଲୋକମାନେ କ'ଣ ସତ୍ଯ କହୁଛନ୍ତି?
62 Levantou-se o sumo sacerdote e lhe perguntou: Nada tens a responder ao que essa gente depõe contra ti?
63 ଯୀଶୁ କିନ୍ତୁ ଚୁପ୍ ରହିଲେ।
63 Jesus, no entanto, permanecia calado. Disse-lhe o sumo sacerdote: Por Deus vivo, conjuro-te que nos digas se és o Cristo, o Filho de Deus?
64 ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।
64 Jesus respondeu: Sim. Além disso, eu vos declaro que vereis doravante o Filho do Homem sentar-se à direita do Todo-poderoso, e voltar sobre as nuvens do céu.
65 ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?
65 A estas palavras, o sumo sacerdote rasgou suas vestes, exclamando: Que necessidade temos ainda de testemunhas? Acabastes de ouvir a blasfêmia!
66 ସମାନେେ କହିଲେ,
66 Qual o vosso parecer? Eles responderam: Merece a morte!
67 ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।
67 Cuspiram-lhe então na face, bateram-lhe com os punhos e deram-lhe tapas,
68 ସମାନେେ କହିଲେ, ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ଯଦ୍ବକ୍ତା ତବେେ କୁହ, ତୁମ୍ଭକୁ କିଏ ମାରିଲା?
68 dizendo: Adivinha, ó Cristo: quem te bateu?
69 ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।
69 Enquanto isso, Pedro estava sentado no pátio. Aproximou-se dele uma das servas, dizendo: Também tu estavas com Jesus, o Galileu.
70 କିନ୍ତୁ ପିତର ଏକଥା ସମସ୍ତଙ୍କ ଆଗ ରେ ଅସ୍ବୀକାର କଲେ। ସେ କହିଲେ, ତୁମ୍ଭେ କେଉଁ ବିଷୟ ରେ କହୁଛ ତାହା ମୁଁ ଜାଣେ ନାହିଁ।
70 Mas ele negou publicamente, nestes termos: Não sei o que dizes.
71 ତା'ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖ ରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସଠାେରେ ଥିବା ସମସ୍ତ ଲୋକଙ୍କୁ କହିଲା, ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।
71 Dirigia-se ele para a porta, a fim de sair, quando outra criada o viu e disse aos que lá estavam: Este homem também estava com Jesus de Nazaré.
72 ପୁଣି ଥରେ ପିତର ଅସ୍ବୀକାର କହି ଦେଲେ। ସେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣନୋହିଁ।
72 Pedro, pela segunda vez, negou com juramento: Eu nem conheço tal homem.
73 କିଛି ସମୟ ପରେ ସଠାେରେ ଠିଆ ହାଇେଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ। ଏକଥା ତୁମ୍ଭ କହିବା ଢ଼ଙ୍ଗରୁ ଜଣା ପଡୁଛି।
73 Pouco depois, os que ali estavam aproximaram-se de Pedro e disseram: Sim, tu és daqueles; teu modo de falar te dá a conhecer.
74 ପିତର ନିଜକୁ ଧିକ୍କାର କରି ରାଣ ପକାଇ କହିଲେ, ମୁଁ ସେ ଲୋକଙ୍କୁ ଜାଣେ ନାହିଁ। ସତେିକି ବେଳେ କୁକୁଡ଼ା ଡ଼ାକିଲା।
74 Pedro então começou a fazer imprecações, jurando que nem sequer conhecia tal homem. E, neste momento, cantou o galo.
75 ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର ଅସ୍ବୀକାର କରିବ। ପିତର ବାହାରକୁ ବାହାରିଯାଇ ବ୍ଯାକୁଳ ହାଇେ କାନ୍ଦିବାକୁ ଲାଗିଲେ।
75 Pedro recordou-se do que Jesus lhe dissera: Antes que o galo cante, negar-me-ás três vezes. E saindo, chorou amargamente.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 26, comparar traduções ou montar um estudo — tudo direto pelo WhatsApp.