Mateus 24
Oriya Bible (GL_ORIYA) vs AAI
1 ଯୀଶୁ ମନ୍ଦିର ଛାଡ଼ି ବାହରି ଆସିଲେ ଓ ଚ଼ାଲି ଯାଉଥିଲେ। ସହେି ସମୟରେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦଖାଇବୋ ପାଇଁ ତାହାଙ୍କ ପାଖକୁ ଆସିଲେ।
1 Jesu Tafaror Bar gagamin ihamiy tit inan auman, ana bai’ufununayah hina hiu, “Tafaror bar kwi’itin gewasin maiyow.”
2 ଯୀଶୁ ସମାନଙ୍କେୁ ପଚାରିଲେ, ଏହି ଭବନଗୁଡ଼ିକୁ ତୁମ୍ଭମାନେେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ସବୁତକ ଭବନ ଧ୍ବଂସ ହାଇଯେିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼ଇେ ହାଇେ ପଡ଼ିବ।
2 Jesu iyafutih eo, “Sawar iti kwa’i’itan, a tur ao’owen, kabay etei boro natafofor nare naatu kabay ta boro men ana efanamaim na’inu’in kwana’itinimih.”
3 ପରେ ଯେତବେେଳେ ଯୀଶୁ ଜୀତ ପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ଯମାନେ ସେ ଏକାନ୍ତ ରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କବେେ ଘଟିବ? କେଉଁ ସଙ୍କତେ ଦଖାଇବେ ଯେ ଆପଣଙ୍କ ପୁନର୍ବାର ଆସିବ ଓ ଜଗତର ଅନ୍ତ ହବୋ ସମୟ ହେଲାଣି?
3 Jesu yen Olive Oyaw tafan mare, ana bai’ufununayah wa’iwa’iramaim hina biyan hitit hibatiy hio, “Kuo anowar mar i boro biy iti sawar hinamatar? Naatu o inanan ina’inanen boro abisa ana’itin anaso’ob. Naatu mar yomanin nakakabon boro mi’itube ana so’ob?”
4 ଯୀଶୁ ଉତ୍ତର ଦେଲେ, ମାବଧାନ ହୁଅ, ତୁମ୍ଭମାନଙ୍କୁ ୟପରି କହେି ପଥଭ୍ରଷ୍ଟ ନକରେ।
4 Jesu iyafutih eo, “Matato niwa’an, men sabuw hinan hinifufuwimih.
5 ମୁଁ ତୁମ୍ଭମାନଙ୍କୁ ଏକଥା ଏଥିପାଇଁ କହୁଛି ଯେ, ଅନକେ ଲୋକ ମାେ ନାମ ରେ ଆସିବେ ଓ କହିବେ 'ମୁଁ ନିଜେ ଖ୍ରୀଷ୍ଟ,' ଓ ସମାନେେ ଅନକେ ଲୋକଙ୍କୁ ପଥଭ୍ରଷ୍ଟ କରିବେ।
5 Sabuw moumurih na’in boro ayu wabu’umaim hinan hinao, ‘Ayu i Keriso’ naatu sabuw moumurih na’in boro hinifufuwih.
6 ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
6 Baiyow ana tur boro kwananowar, naatu baiyow isan ana tur boro kwananowar, baise men kwanabir. Sawar yumatah ta ta boro hinamatar, baise nati i men mar yomanin.
7 ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧ ରେ ଓ ଗୋଟିଏ ରାଜ୍ଯ ଅନ୍ୟ ଗୋଟିଏ ରାଜ୍ଯ ବିରୁଦ୍ଧ ରେ ଠିଆ ହବେ। ବିଭିନ୍ନ ସ୍ଥାନ ରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହବେ।
7 Tafaram ta boro tafaram ta hairi hiniyow, na’atube bar merar ta boro bar merar ta ana aiwob hairi hiniyow. Baimar kakafin, iriyoy boro tafaram awan nakaratan.
8 କିନ୍ତୁ ଏ ଘଟଣାଗୁଡ଼ିକ କବଳେ ପ୍ରଥମ ପ୍ରସୁତି ବଦନୋ ଭଳି ହବେ।
8 Sawar iti etei hinamatar i kek tufuwamih ebobotukwar na’atube.
9 ସେତବେେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ଯବହାର କରିବେ। ସମାନେେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ ପାଇଁ ଧରାଇ ଦବେେ। ସମାନେେ ତୁମ୍ଭମାନଙ୍କୁ ମାରି ଦବେେ। ତୁମ୍ଭମାନେେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।
9 “Sabuw boro hinafatumi hinabuw kwanan hini’a’akir, hina’asbuni kwanamorob, ayu wabu’umaim kwabowabow isan.
10 ସେତବେେଳେ ଅନକେ ବିଶ୍ବସୀ ଲୋକ ବିଶ୍ବାସ ହ ରଇେ ବସିବେ। ସମାନେେ ପରସ୍ପରର ବିରୋଧୀ ହବେ ଓ ପରସ୍ପରକୁ ଘୃଣା କରିବେ।
10 Nati ana veya’amaim baitumatumayah boro hai baitumatum hinihamiy, naatu turahinah babah hinao, taiyuwih turahinah hinifa’ifa’ih,
11 ଅନକେ ଭଣ୍ଡ ଭବିଷ୍ଯଦ୍ବକ୍ତା ବାହାରିବେ। ସମାନେେ ଅନକେ ଲୋକଙ୍କୁ ଠକିବେ, ଓ ସମାନଙ୍କେ କଥା ରେ ପଡ଼ି ଅନକେ ଲୋକ ଭୁଲ କଥା ରେ ବିଶ୍ବାସ କରିବେ।
11 dinab baifufuwenayah moumurih na’in boro hinatit sabuw moumurih na’in hinifufuwih.
12 ସଂସାର ରେ ମନ୍ଦ ବଢ଼ି ବଢ଼ି ଚ଼ାଲିବ। ଅଧିକାଂଶ ବିଶ୍ବାସୀ ଲୋକଙ୍କର ପରମେଶ୍ବରଙ୍କ ପ୍ ରମେ ଲୋକ ପାଇୟିବ।
12 Tafa’asar boro nara’at natasasar sabuw momurih na’in hai yabow boro wan natutum.
13 କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।
13 Baise yait nabukikin nan yomanin natitit i boro yawas nab.
14 ଇଶ୍ବରଙ୍କ ରାଜ୍ଯର ସୁସମାଚ଼ାର ସାରା ଜଗତ ରେ ପ୍ରଚ଼ାରିତ ହବେ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।
14 Tur Gewasin, mar ana aiwob isan, i boro tafaram wanawanan etei hinabinan sabuw etei hinanowar, imaibo mar yomanin boro nan natit.
15 ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)
15 “Biya’ohow Ana Sawar Kakafin boro efan kakafiyinamaim nabatabat kwana’itin, dinab orot Daniel eo na’atube. Baiyabayan orot iti tur nabiyab naniyan nab gewas.
16 ସେତବେେଳେ ୟିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳଇୟିବୋ ଉଚିତ।
16 Sabuw iyab Judea wanawananamaim tema’ama boro hinabihir hinan oyaw wan hinayen.
17 ସେତବେେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ ନୁହେଁ। ସେତବେେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲଇେ ନଆସୁ।
17 Orot yait ana bar faifiy wan ema’am boro men nare ana sawar bar wanawanan nabowamih, veya en.
18 ଜମି ରେ ଥିବା ବ୍ଯକ୍ତି ନିଜର ଚାଦର ଆଣିବାକୁ ଫରେି ନଯାଉ।
18 Orot yait masaw ebowabow boro men namatabir ana biya baibiyon bar nabaimih.
19 ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳ ରେ ଶିଶୁଟିଏ ଥିବ ସମାନେେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।
19 Nati ana veya’amaim baibin iyab siasiar tema’ama naatu baibin iyab kek tibitotoman boro hini’akir yababan hinab.
20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମଦିବସ ରେ ଏଗୁଡ଼ିକ ନଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନପଡ଼େ।
20 God isan kwanayoyoban, saise men rarab kokou ana veya’amaim o Sabbath ana veya’amaim namataramih.
21 କାରଣ ସେତବେେଳେ ଏତେ ଅଧିକ ବିପଦ ଆସିବ ଯେ ସଭେଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ୟ୍ଯନ୍ତ ଆସିନାହିଁ କି ଭବିଷ୍ଯତ ରେ ଆସିବ ନାହିଁ।
21 Nati ana veya’amaim boro yababan kakafin men marasika anamaim o boro namamatar na’atube namataramih.
22 ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।
22 God nati veya narurukabum na’at sabuw boro yawas men hinab. Baise ana sabuw rurubiniyih isah enotanot, imih veya boro narukabum.
23 ସହେି ସମୟରେ କେତକେ ଲୋକ ତୁମ୍ଭକୁ କହିପାରନ୍ତି ' ଦେଖ, ଖ୍ରୀଷ୍ଟ ଏଠା ରେ ଅଛନ୍ତି' କି 'ଖ୍ରୀଷ୍ଟ ସଠାେରେ ଅଛନ୍ତି।' କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।
23 “Nati ana veya sabuw afa hinan hina’uwi, ‘Keriso’oban iti!’ o ‘Iban ni’i!’ men kwanitumatum.
24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।
24 Anayabin Keriso na’atube naatu dinab baifufuwenayah boro hinan ina’inan fokarih hinasinaf God ana rourubinen sabuw moumurih na’in boro hinabow.
25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚତାବେନୀ ଦେଉଛି।
25 Imih abimatuwibo sawar hinamatar.
26 କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ' ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୁମି ଅଞ୍ଚଳ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖାଜେିବ ପାଇଁ ଜନବିହୀନ ମରୁଭୁମି ଅଞ୍ଚଳକୁ ୟିବନାହିଁ। ବା ସମାନେେ ତୁମ୍ଭକୁ କହି ପାରନ୍ତି: 'ଖ୍ରୀଷ୍ଟ ସହେି କୋଠରୀ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ସମାନଙ୍କେୁ ବିଶ୍ବାସ କରିବ ନାହିଁ।
26 “Sabuw a tur hinaowen hinao, ‘Iban nati arar yan ema’am,’ men imaim kwanan kwananuwih. O hinao, ‘Nati nanawan bar wanawanan wa’ir ema’am,’ men kwanitumatum.
27 ଆକାଶ ରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହାଇେ ପଶ୍ଚିମ ଆକାଶ ପର୍ୟ୍ଯନ୍ତ ବ୍ଯାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସହେିଭଳି ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ।
27 Veya yeninane namanamar ebowabow veya ra’iyinane uman emamarakaw, Orot Natun nanan ana marakaw boro nati na’atube.
28 ଯେଉଁ ସ୍ଥାନ ରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହାଇେଥିବାର ଦେଖ, ତୁମ୍ଭେ ସହଜ ରେ ଜାଣି ପାର ଯେ ସହେି ସ୍ଥାନ ରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସହେିଭଳି ମାରେ ଆସିବା ଦିନ ଏହି ପ୍ରକାର ହବେ।
28 Menamaim orot babin biyan murubin inu’in mamu ikou boro etei imaim hinaru’ay.
29 ସହେି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
29 “Yababan iti hinamamatar ufunamaim
30 ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।
30 “Imaibo Orot Natun maramaim boro natit, tafaram wanawanan sabuw etei orot Natun ana fair ana marakaw bonamanamarin auman natit sakuk wanawanan nanan hina’itin hinama hinarerey.
31 ନିଜର ସ୍ବର୍ଗଦୂତମାନଙ୍କୁ ପୃଥିବୀ ରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ଯପୁତ୍ର ମହା ତୂରୀ ଧ୍ବନି ସହିତ ଆସିବେ। ସହେି ସ୍ବର୍ଗଦୂତମାନେ ମର୍ତ୍ତ୍ଯର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ୟ୍ଯନ୍ତ ବୁଲି, ଚାରିଆଡୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
31 Ana tounamatar boro taur douduf auman hinatit tafaram tutufin wanawanan umasusun kwafe’en etei God ana sabuw rurubinih hinabow hinita’ay.
32 ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।
32 “Ai fofou raurihimaim ebi’obaiyih kwanaso’ob, ai raurih boubuh tititit kwa kwaso’ob, ai hai buwayan ana veya i natit.
33 ଠିକ୍ ସହେିଭଲି ମୁଁ କହିଥିବା କଥାଗୁଡ଼ିକ ଯେତବେେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି।
33 Bai’obaiyen i ta’imon, sawar iti na’atube hinamamatar kwa boro kwanaso’ob, veya i nakabom etawan awanamaim ebatabat.
34 ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
34 Anababatun a tur ao’owen, sabuw iti boun yawas kwama’am boro iti sawar namatar kwana’itinibo kwanamorob.
35 ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।
35 Mar tafaram i boro nasawar, baise ayu au tur boro men nasawar.
36 ସହେି ଦିନ ବା ସହେି ସମୟ କବେେ ଆସିବ, କହେି ଜାଣନ୍ତି ନାହିଁ। ଏପରିକି ସ୍ବର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କବଳେ ପରମପିତା ଏହା ଜାଣନ୍ତି।
36 “Orot men yait ta Jesu ana na isan veya o sumar so’obamih. tounamatar maramaim men hiso’ob na’atube i Natun auman men so’ob, baise Tamah akisinamo so’ob.
37 ନୋହଙ୍କ ସମୟରେ ଯଭେଳି ଘଟିଥିଲା, ମନୁଷ୍ଯପୁତ୍ରଙ୍କ ଆସିବା ସମୟରେ ସପରେି ଘଟିବ।
37 Noah ana veya’amaim abisa mamatar na’atube Orot Natun nanan boro na’atube namatar.
38 ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।
38 Nati ana veya tuw yena’e ana veya orot babin hiyuw hibow, hiaa hitom, hitabin hibiyasisir ufut Noah ark wanawanan run;
39 ଯାହା ସବୁ ସେତବେେଳେ ଘଟି ଯାଉଥିଲା, ଲୋକେ ତାହା ଜାଣି ପାରୁ ନଥିଲେ। ସତେିକି ବେଳେ ବନ୍ଯା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହାଇଗେଲେ। ମନୁଷ୍ଯ ପୁତ୍ର ଆସିବା ସମୟରେ ଠିକ୍ ସହେିପରି ହବେ।
39 naatu so’oba’e hima’am kwanekwan tuw yen etei e’aruwih hin himorob. Imih orot Natun nanan ana itinin i boro nati na’atube.
40 ଜମି ରେ ଦୁଇଜଣ ଲୋକ ଏକାଠି କାମ କରିଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ଛାଡ଼ି ଆର ଜଣକୁ ନିଆୟିବ।
40 Orot rou’ab boro hai masaw hinama hinabob, Orot ta boro tounamatar hinabora’ah ta boro hinihamiy nama.
41 ଦୁଇଜଣ ସ୍ତ୍ରୀ ଲୋକ ମିଶି ଚକିଲେ ଶସ୍ଯ ପଷେୁଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ପରିତ୍ଯାଗ କରି ଆରଜଣକୁ ନିଆୟିବ।
41 Baibin rou’ab boro hinama maiwok hinakakair, babin ta boro hinabora’ah, babin ta boro hinihamiy nama.
42 ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।
42 “Isan imih mata to niwa’an, anayabin men kwaso’ob mar biy boro a Regah nan.
43 ମନରେଖ, ଯଦି ଘରମାଲିକ ଜାଣିଥାଆନ୍ତା ଯେ ଚେ଼ାର କେତବେେଳେ ଆସିବ, ତବେେ ସେ ସତର୍କ ରହନ୍ତେ ଓ ଚେ଼ାରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।
43 Baise tur iti ao i naniyan kwanab. Orot bar matuwan bainowan hai veya nasoso’ob, boro matan nanuw nama’am nanunih hinabihir, ana bar boro men hinakwib hinabainuwimih.
44 ଠିକ୍ ସହେିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତବେେଳେ ଆଶା କରୁ ନଥିବ, ଠିକ୍ େସତକେି ବେଳେ ମନୁଷ୍ଯପୁତ୍ର ଆସିଯିବେ।
44 Imih mar etei mata to niwa’an kwanabobuna kwanama, anayabin Orot Natun boro men o veya kunotanotamaim natitamih.
45 କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?
45 “Akir wairafin bosunusunubayan naatu not wairafin ana orot ukwarin boro nayara’ah akir wairafih afa nakaifih hai bay ana veya’amaim nitih.
46 ଯେତବେେଳେ ମାଲିକ ଫରେିଆସି ଦେଖିବେ ଯେ ସେ ଚାକରଟିକୁ ଯେଉଁ କାମ ଦଇେଥିଲେ, ସେ ସହେି କାମ ଠିକ୍ ଭାବରେ କରୁଛି, ସେତବେେଳେ ସେ ଚାକରଟି ଉପରେ ବହୁତ ଖୁସି ହବେ।
46 Naatu ana orot ukwarin namatabir nanan bowabow gewasin nabowabow na’itin boro niyasisir.
47 ମୁଁ ତୁମ୍ଭକୁ ସତ୍ଯ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାଯିତ୍ବ ଦବୋ ପାଇଁ ସହେି ଚାକରଟିକୁ ବାଛିବେ।
47 A tur ao’owen nati akir wairafin boro nayara’ah sawar etei nakaifen.
48 ଅନ୍ୟ ପକ୍ଷ ରେ ଚ଼ାକରଟି ଯଦି ମନ୍ଦ ଲୋକ ହାଇେଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।
48 Baise akir wairafin nitafasar nao, ‘Au orot ukwarin men saise matabir enanamih.’
49 ତବେେ ସେ ଅନ୍ୟ ଚାକରମାନଙ୍କୁ ପିଟିବା ଆରମ୍ଭ କରି ଦବେେ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ଯପାନ କରି ରହିବ।
49 Naatu natatabir akir wairafih afa narauw ni’a’afiyih bay naa, harew tomayah bairi hinaa hinatom hinabikoko’aw wanawanan
50 ଚ଼ାକରଟି ଆଶା କରିନଥିବା ଦିନ ଓ ତାକୁ ଜଣା ନଥିବା ସମୟରେ ସେ ମାଲିକ ଆସି ପହନ୍ଚିେେ।
50 veya naatu sumar so’oba’e nama’am kwanekwan ana orot ukwarin namatabir nan natit.
51 ମାଲିକ ତାକୁ କଠିନ ଶାସ୍ତି ଦବେେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠା ରେ ଲୋକମାନେ କାନ୍ଦନ୍ତି ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରନ୍ତି ସହେି ସ୍ଥାନକୁ ପଠାଇ ଦବେେ।
51 Naatu orot ukwarin nati ana akir wairafin boro nab narab ufun narauwatait, sabuw afa wanawanah rerekabih bairi baimakiy kakafin hinab hinama hinarerey wah takitak niwa’an.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 24, comparar traduções ou montar um estudo — tudo direto pelo WhatsApp.