Mateus 22

Oriya Bible (GL_ORIYA) vs BKJ

Sair da comparação
1 ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରଯୋଗ କଲେ।
1 E respondendo Jesus, novamente lhes falou em parábolas, dizendo:
2 ଯୀଶୁ କହିଲେ, ସ୍ବର୍ଗରାଜ୍ଯ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି।
2 O reino do céu é semelhante a um certo rei, que fez as bodas de seu filho,
3 ରାଜା କେତକେ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହାଇେ ସାରିବା ପରେ ରାଜା ସହେି ଅତିଥିମାନଙ୍କୁ ଡ଼ାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସମାନେେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରି ଦେଲେ।
3 e enviou os seus servos a chamar os convidados para as bodas, e estes não quiseram vir.
4 ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'
4 Mais uma vez, ele enviou outros servos, dizendo: Dizei aos convidados: Eis que tenho o meu jantar preparado, os meus bois e meus cevados estão mortos, e todas as coisas estão prontas; vinde às bodas.
5 ଚ଼ାକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ। କିନ୍ତୁ ଲୋକମାନେ ଚ଼ାକରମାନଙ୍କ କଥାକୁ ଧ୍ଯାନ ଦେଲନେି। ସମାନେେ ବିଭିନ୍ନ କାମ ରେ ଚ଼ାଲିଗଲେ। ଜଣେ ତା' ଜମି ରେ କାମ କରିବାକୁ ଚ଼ାଲିଗଲା। ଆଉ ଜଣେ ତା ବ୍ଯବସାୟ କାମ ରେ ଚ଼ାଲିଗଲା।
5 Mas eles, fazendo pouco caso, seguiram os seus caminhos, um para sua fazenda, outro para o seu negócio.
6 ଆଉ କେତକେ ଲୋକ ଚ଼ାକରମାନଙ୍କୁ ଧରି ନଇେ ପିଟାପିଟି କଲେ ଓ ସମାନଙ୍କେୁ ମାରି ଦେଲେ।
6 E os outros, tomaram os seus servos, os maltrataram e mataram.
7 ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।
7 Mas, ouvindo disso o rei, irou-se, e enviando os seus exércitos, destruiu aqueles assassinos, e incendiou a sua cidade.
8 ତା'ପରେ ରାଜା ଚ଼ାକରମାନଙ୍କୁ କହିଲେ, 'ବିବାହ ଭୋଜି ପ୍ରସ୍ତୁତ ହାଇେ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସମାନେେ ଅ ଯୋଗ୍ଯ ଥିଲେ।
8 Então ele diz aos servos: As bodas estão preparadas, mas os que foram convidados não eram dignos.
9 ତେଣୁ ତୁମ୍ଭମାନେେ ନଗର ରାସ୍ତାକୁ ଯାଅ। ଯାହାକୁ ତେଖିବ ତାକୁ ବିବାହ ଭୋଜିକୁ ଡ଼ାକିଆଣ।'
9 Ide, pois, às estradas, e convidai para as bodas todos quantos encontrardes.
10 ଚ଼ାକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସମାନେେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡ଼ାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ବାରା ପୁରିଗଲା।
10 E os servos, saindo pelas estradas, ajuntaram todos quantos encontraram, tanto maus como bons; e o casamento ficou cheio de convidados.
11 ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସଠାେରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ।
11 E o rei, entrando para ver os convidados, viu ali um homem que não estava com veste de casamento.
12 ରାଜା ତାହାଙ୍କୁ ପଚ଼ାରିଲେ, 'ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନପିନ୍ଧି ଓ ଭିତରକୁ କମେିତି ଆସିଲ?' କିନ୍ତୁ ଲୋକଟି କିଛି କହିଲା ନାହିଁ।
12 E ele disse-lhe: Amigo, como entraste aqui, não tendo veste de casamento? E ele emudeceu.
13 ତେଣୁ ରାଜା କେତକେ ଚ଼ାକରଙ୍କୁ କହିଲେ, 'ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହା ରେ ଅନ୍ଧାର ରେ ଫିଙ୍ଗିଦିଅ, ଯେଉଁଠା ରେ ଲୋକେ କାନ୍ଦୁଥିବେ ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରୁଥିବେ।'
13 Então disse o rei aos servos: Amarrai os seus pés e mãos, levai-o embora, e lançai-o nas trevas exteriores; ali haverá pranto e ranger de dentes.
14 ହଁ ଅନକେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସମାନଙ୍କେ ମଧ୍ଯରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।
14 Porque muitos são chamados, mas poucos são escolhidos.
15 ଯୀଶୁ ଯେଉଁ ସ୍ଥାନ ରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଚ଼ାଲିଗଲେ। ସମାନେେ ଯୀଶୁଙ୍କ କଥା ଦ୍ବାରା ତାହାଙ୍କୁ କିପରି ଫାନ୍ଦ ରେ ପକାଇବେ, ସେ ବିଷୟ ରେ ଯୋଜନା କଲେ।
15 Indo, então, os fariseus, consultaram entre si como o apanhariam em alguma palavra.
16 ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
16 E enviaram-lhe os seus discípulos, com os herodianos, dizendo: Mestre, nós sabemos que tu és verdadeiro, e ensinas o caminho de Deus em verdade, e sem te preocupar com nenhum homem, pois não reparas na aparência dos homens.
17 ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
17 Dize-nos, portanto, o que tu pensas? É lícito dar tributo a César, ou não?
18 କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?
18 Mas Jesus, percebendo a sua maldade, disse: Por que me tentais, hipócritas?
19 କର ଦବୋ ପାଇଁ ବ୍ଯବହୃତ ହେଉଥିବା ଗୋଟେ ମୁଦ୍ର ମାେତେ ଦଖାେଅ। ସମାନେେ ଯୀଶୁଙ୍କୁ ଗୋଟିଏ ରେ ୗପ୍ୟମୁଦ୍ରା ଦଖାଇେଲେ।
19 Mostrai-me a moeda do tributo. E eles lhe trouxeram um denário.
20 ଯୀଶୁ ସମାନଙ୍କେୁ ପଚ଼ାରିଲେ, ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖାଦେିତ ହାଇେଛି?
20 E ele disse-lhes: De quem é esta imagem e inscrição?
21 ଲୋକମାନେ କହିଲେ, କାଇସରଙ୍କର।
21 Disseram-lhe: De César. Então ele lhes disse: Dai, portanto, a César as coisas que são de César, e a Deus as coisas que são de Deus.
22 ଏ କଥା ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ତାହାଙ୍କୁ ଛାଡ଼ି ସଠାରୁେ ଚ଼ାଲିଗଲେ।
22 Quando eles ouviram essas palavras, maravilharam-se, e, deixando-o, foram pelo seu caminho.
23 ସହେି ଦିନ କେତକେ ସାଦ୍ଦୁକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ବାସ କରନ୍ତି, ଯେ ଲୋକେ ମୃତ୍ଯୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୁକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲେ।
23 No mesmo dia vieram até ele os saduceus, que dizem não haver ressurreição, e o interrogaram,
24 ସମାନେେ କହିଲେ, ହେ ଗୁରୁ, ମାଶାେ ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନଥାଇ ମରିଯାଏ, ତବେେ ତାର ଭାଇ ତାର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସମାନେେ ସନ୍ତାନ ଜନ୍ମ କରିବେ।
24 dizendo: Mestre, Moisés disse: Se um homem morrer, não tendo filhos, seu irmão casará com a esposa dele, e suscitará descendência a seu irmão.
25 ଆମ୍ଭ ଭିତ ରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତାର କୌଣସି ସନ୍ତାନ ନଥିଲେ। ତେଣୁ ତାର ଭାଇ ସହେି ସ୍ତ୍ରୀ ଲୋକଟିକୁ ବିବାହ କଲା।
25 Ora, houve entre nós sete irmãos; e o primeiro, casou-se com uma mulher, e faleceu, e não tendo descendente, deixou a sua esposa para o seu irmão.
26 ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।
26 Da mesma forma o segundo, e o terceiro, até o sétimo.
27 ଶଷେ ରେ ସେ ସ୍ତ୍ରୀ ଲୋକଟି ମଧ୍ଯ ମରିଗଲା।
27 E por último de todos, morreu também a mulher.
28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତବେେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହବେ?
28 Portanto, na ressurreição, de qual dos sete será a mulher, pois todos a tiveram?
29 ଯୀଶୁ କହିଲେ, ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କଣ କୁ ହେ ଜାଣ ନାହିଁ। ଏବଂ ପରମେଶ୍ବରଙ୍କ ଶକ୍ତି ବିଷୟ ରେ ତୁମ୍ଭମାନେେ କିଛି ଜାଣିନାହଁ।
29 Jesus, respondendo, disse-lhes: Vós errais, não conhecendo as escrituras, nem o poder de Deus.
30 ତୁମ୍ଭର ବୁଝି ରଖିବା ଉଚ଼ିତ ଯେ, ଯେତବେେଳେ ଲୋକମାନେ ମୃତ୍ଯୁରୁ ବଞ୍ଚି ଉଠିବେ। ସେତବେେଳେ କୌଣସି ବିବାହ ହବେ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କହେି କାହାକୁ ବାହା ହବେନେି। ସମାନେେ ସ୍ବର୍ଗ ରେ ସମସ୍ତେ ସ୍ବର୍ଗଦୂତମାନଙ୍କ ଭଳି ହବେେ।
30 Porque na ressurreição não casam, nem são dados em casamento, mas são como os anjos de Deus no céu.
31 ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?
31 E, quanto à ressurreição dos mortos, não lestes o que vos foi dito por Deus, dizendo:
32 ପରମେଶ୍ବର କହିଛନ୍ତି, 'ମୁଁ ଅବ୍ରହାମଙ୍କ ପରମେଶ୍ବର, ଇସ୍ହାକଙ୍କ ପରମେଶ୍ବର ଓ ଯାକୁବଙ୍କ ପରମେଶ୍ବର ଅଟେ।' ଯଦି ନିଜେ ପରମେଶ୍ବର କହିଛନ୍ତି ଯେ ସେ ସମାନଙ୍କେର ପରମେଶ୍ବର, ତବେେ ସମାନେେ ବାସ୍ତବ ରେ ମୃତ ନୂହଁନ୍ତି। କାରଣ ପରମେଶ୍ବର ମୃତ ଲୋକମାନଙ୍କର ପରମେଶ୍ବର ନୁହଁନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।
32 Eu sou o Deus de Abraão, e o Deus de Isaque, e o Deus de Jacó? Deus não é Deus dos mortos, mas dos vivos.
33 ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।
33 E as multidões, ouvindo isto, maravilhavam-se com a sua doutrina.
34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତର ରେ ସାଦ୍ଦୁକୀମାନେ ଚୁପ୍ ହାଇଗେଲେ। ତା'ପରେ ସମାନେେ ସମସ୍ତେ ଏକାଠି ହେଲେ।
34 Mas os fariseus, quando ouviram que ele fizera emudecer os saduceus, eles se reuniram.
35 ଜଣେ ଫାରୂଶୀ ମାଶାଙ୍କେ ବ୍ଯବସ୍ଥା ବିଷୟ ରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷା ରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲା।
35 Então um deles, que era mestre da lei, perguntou-lhe, provando-o, dizendo:
36 ସେ କହିଲା, ହେ ଗୁରୁ, ମାଶାଙ୍କେ ବ୍ଯବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?
36 Mestre, qual é o grande mandamento na lei?
37 ଯୀଶୁ କହିଲେ, ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।'
37 Respondeu-lhe Jesus: Tu amarás o Senhor teu Deus de todo o teu coração, e de toda a tua alma, e de toda a tua mente.
38 ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ବପୁର୍ଣ୍ଣ ଆଦେଶ।
38 Este é o primeiro e grande mandamento.
39 ଦ୍ବିତୀୟ 'ଆଦେଶଟି ମଧ୍ଯ ପ୍ରଥମ ଆଦେଶ ଭଳି। ତାହା ହେଉଛି: 'ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ଯ ସହେିପରି ଭଲ ପାଅ।'
39 E o segundo é semelhante a este: Tu amarás o teu próximo como a ti mesmo.
40 ସମସ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲଖାଗେୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।
40 Desses dois mandamentos dependem toda a lei e os profetas.
41 ଯେତବେେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସମାନଙ୍କେୁ ଗୋଟିଏ ପ୍ରଶ୍ନ ପଚାରିଲେ।
41 Enquanto os fariseus estavam reunidos, Jesus os indagou,
42 ଯୀଶୁ କହିଲେ, ଖ୍ରୀଷ୍ଟଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମନେ କରୁଛ? ସେ କାହାର ପୁଅ?
42 dizendo: O que pensais vós do Cristo? De quem ele é filho? Eles disseram-lhe: O filho de Davi.
43 ଯୀଶୁ ଫାରୂଶୀମାନଙ୍କୁ ପଚ଼ାରିଲେ, ଦାଉଦ ତାହାଙ୍କୁ ପ୍ରଭୁ ବୋଲି କାହିଁକି ସମ୍ବୋଧନ କଲେ। ଦାଉଦ ପବିତ୍ର ଆତ୍ମାଙ୍କ ଶକ୍ତି ରେ କହୁଥିଲେ। ଦାଉଦ କହିଲେ:
43 Disse-lhes ele: Como então Davi, em espírito, lhe chama Senhor, dizendo:
44 ପ୍ରଭୁ ମାରେ ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ନିୟନ୍ତ୍ରଣ ରେ ଦବେି ଏବଂ ତୁମ୍ଭେ ମାରେ ଡ଼ାହାଣ ପଟେ ବସିବ। ଗୀତସଂହିତା 110:1
44 Disse o SENHOR ao meu Senhor: Assenta-te à minha direita, até eu fazer os teus inimigos por escabelo?
45 ଯଦି ଦାଉଦ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହୁଛନ୍ତି। ତବେେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହାଇେ ପାରିବେ?
45 Então se Davi lhe chama Senhor, como é ele seu filho?
46 ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦଇେ ପାରିଲେ ନାହିଁ। ସହେି ଦିନ ଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଚ଼ାରି ଫାନ୍ଦ ରେ ପକାଇବାକୁ କହେି ହେଲେ ଚ଼ଷ୍ଟା କରିବାକୁ ସାହାସ କଲନୋହିଁ।
46 E nenhum homem era capaz de responder-lhe uma palavra; e daquele dia em diante nenhum homem ousou fazer-lhe mais perguntas.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 22, comparar traduções ou montar um estudo — tudo direto pelo WhatsApp.