Mateus 20
Oriya Bible (GL_ORIYA) vs ARC
1 ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।
1 Porque o Reino dos céus é semelhante a um homem, pai de família, que saiu de madrugada a assalariar trabalhadores para a sua vinha.
2 ସେ ଶ୍ରମିକମାନଙ୍କୁ ସଦେିନ କାମ କରିବା ବାବଦ ରେ ଗୋଟିଏ ଗୋଟିଏ ରେ ୗପ୍ୟ ମୁଦ୍ରା ଦବୋ ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଚ଼ାକୁ କାମ କରିବାକୁ ପଠାଇ ଦେଲେ।
2 E, ajustando com os trabalhadores a um dinheiro por dia, mandou-os para a sua vinha.
3 ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସଠାେରେ କେତକେ ଶ୍ରମିକଙ୍କୁ ଠିଆ ହାଇେଥିବାର ଦେଖିଲେ। ସମାନଙ୍କେ ପାଖ ରେ କିଛି କାମ ନଥିଲା।
3 E, saindo perto da hora terceira, viu outros que estavam ociosos na praça.
4 ତେଣୁ ସେ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ଯଦି ଯାଇ ମାେ ଦ୍ରାକ୍ଷା ବଗିଚ଼ା ରେ କାମ କରିବ, ତବେେ ତୁମ୍ଭର ଯାହା ଉଚିତ ପ୍ରାପ୍ଯ ହବେ, ମୁଁ ତୁମ୍ଭକୁ ତାହା ଦବେି।'
4 E disse-lhes: Ide vós também para a vinha, e dar-vos-ei o que for justo. E eles foram.
5 ତେଣୁ ସମାନେେ ମଧ୍ଯ ଦ୍ରାକ୍ଷା ବଗିଚ଼ାକୁ କାମ କରିବାକୁ ଗଲେ।
5 Saindo outra vez, perto da hora sexta e nona, fez o mesmo.
6 ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାର ରେ ଦେଖିଲେ ଯେ କେତକେ ଲୋକ ଠିଆ ହାଇେଛନ୍ତି। ସେ ସମାନଙ୍କେୁ ପଚାରିଲେ, 'ତୁମ୍ଭମାନେେ ଦିନସାରା କିଛି କାମ ନକରି ଏଠା ରେ ଏମିତି କାହିଁକି ଠିଆ ହାଇେଛ?'
6 E, saindo perto da hora undécima, encontrou outros que estavam ociosos e perguntou-lhes: Por que estais ociosos todo o dia?
7 ସମାନେେ କହିଲେ, 'ଆମ୍ଭକୁ କହେି ମଜିରୀ ଦଇେ କାମ କରିବାକୁ ଡ଼ାକି ନାହିଁନ୍ତି।' ଜମିଦାର ଜଣକ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ମଧ୍ଯ ଯାଇ ମାରେ ଦ୍ରାକ୍ଷା ବଗିଚ଼ା ରେ କାମ କର।'
7 Disseram-lhe eles: Porque ninguém nos assalariou. Diz-lhes ele: Ide vós também para a vinha e recebereis o que for justo.
8 ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'
8 E, aproximando-se a noite, diz o senhor da vinha ao seu mordomo: Chama os trabalhadores, e paga-lhes o salário, começando pelos derradeiros até aos primeiros.
9 ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସମାନେେ ମଜୂରୀ ନବୋକୁ ଆସିଲେ। ପ୍ରେତ୍ୟକକ ଶ୍ରମିକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
9 E, chegando os que
10 ଯେତବେେଳେ ଆଗ ଆସିଥିବା ଶ୍ରମାକମାନେ ଆସିଲେ, ସମାନେେ ଭାବିଥିଲେ ଯେ ସମାନଙ୍କେୁ କିଛି ଅଧିକ ମିଳିବ। କିନ୍ତୁ ସମାନେେ ମଧ୍ଯ ପ୍ରେତ୍ୟକକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
10 vindo, porém, os primeiros, cuidaram que haviam de receber mais; mas, do mesmo modo, receberam um dinheiro cada um.
11 ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।
11 E, recebendo-
12 ସମାନେେ କହିଲେ, 'ଶଷେ ରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରା ରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସମାନଙ୍କେୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ଯ ସତେିକି ମଜୁରୀ ଦେଲେ!'
12 dizendo: Estes derradeiros trabalharam
13 ଜମିଦାର ସହେି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, 'ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ଯାୟ କରିନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେ କାମ କରିବ ବୋଲି ମାେ ସାଙ୍ଗ ରେ ରାଜି ହାଇେ ନଥିଲ କି?
13 Mas ele, respondendo, disse a um deles: Amigo, não te faço injustiça; não ajustaste tu comigo um dinheiro?
14 ଯାହା ତୁମ୍ଭର ପ୍ରାପ୍ଯ ତାହା ନଇେ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦଇେଛି, ଶଷେ ରେ ଆସିଥିବା ଶ୍ରମାକକୁ ସତେିକି ଲଖାେଁଏ ଦବୋକୁ ଚାହୁଁଛି।
14 Toma o
15 ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'
15 Ou não me é lícito fazer o que quiser do Ou é mau o teu olho porque eu sou bom?
16 ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।
16 Assim, os derradeiros serão primeiros, e os primeiros, derradeiros, porque muitos são chamados, mas poucos, escolhidos.
17 ଯୀଶୁ ୟିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ଯ ତାହାଙ୍କ ସହିତ ଥିଲେ। ସମାନେେ ଚ଼ାଲିକରି ଯାଉଥିବା ସମୟରେ ଯୀଶୁ ସହେି ବାରଜଣ ଶିଷ୍ଯଙ୍କୁ ଗୋଟିଏ ପାଖକୁ ଡ଼ାକିନଇେ କହିଲେ,
17 E, subindo Jesus a Jerusalém, chamou à parte os seus doze discípulos e, no caminho, disse-lhes:
18 ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ସଠାେରେ ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ। ସମାନେେ ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋକୁ କହିବେ।
18 Eis que vamos para Jerusalém, e o Filho do Homem será entregue aos príncipes dos sacerdotes e aos escribas, e condená-lo-ão à morte.
19 ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।
19 E o entregarão aos gentios para que
20 ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
20 Então, se aproximou dele a mãe dos filhos de Zebedeu, com seus filhos, adorando- o e fazendo-lhe um pedido.
21 ଯୀଶୁ ପଚ଼ାରିଲେ, ତୁମ୍ଭେ କ'ଣ ଚ଼ାହୁଁଛ?
21 E ele diz-lhe: Que queres? Ela respondeu: Dize que estes meus dois filhos se assentem um à tua direita e outro à tua esquerda, no teu Reino.
22 ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?
22 Jesus, porém, respondendo, disse: Não sabeis o que pedis; podeis vós beber o cálice que eu hei de beber e ser batizados com o batismo com que eu sou batizado? Dizem-lhe eles: Podemos.
23 ଯୀଶୁ ସମାନଙ୍କେୁ କହିଲେ, ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭମାନେେ ମଧ୍ଯ ପ୍ରକୃତ ରେ ସହେିଭଳି ଯାତନା ଭୋଗ କରିବ। କିନ୍ତୁ ମାରେଡ଼ାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। କାରଣ, କିଏ କେଉଁଠା ରେ ବସିବେ, ତାହା ମାରେ ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସମାନଙ୍କେ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସମାନେେ ସହେି ସ୍ଥାନ ରେ ବସିବେ।
23 E diz-lhes ele: Na verdade bebereis o meu cálice, mas o assentar-se à minha direita ou à minha esquerda não me pertence dá-lo, mas é para aqueles para quem meu Pai o tem preparado.
24 ଅନ୍ୟ ଦଶଜଣ ଶିଷ୍ଯ ଏ କଥା ଶୁଣି ସହେି ଦୁଇଭାଇଙ୍କ ଉପରେ ରାଗିଗଲେ।
24 E, quando os dez ouviram isso, indignaram-se contra os dois irmãos.
25 ଯୀଶୁ ସବୁ ଶିଷ୍ଯଙ୍କୁ ଏକାଠି ଡ଼ାକି କହିଲେ, ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସମାନଙ୍କେ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ଯ ଜାଣ ଯେ, ସମାନଙ୍କେର ମହତ୍ତ୍ବପୂର୍ଣ୍ଣ ନେତାମାନେ ସମାନଙ୍କର କତ୍ତୃର୍ତ୍ବ ସମାନଙ୍କେ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି।
25 Então, Jesus, chamando-os para junto de si, disse: Bem sabeis que pelos príncipes dos gentios são estes dominados e que os grandes exercem autoridade sobre eles.
26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।
26 Não será assim entre vós; mas todo aquele que quiser, entre vós, fazer-se grande, que seja vosso serviçal;
27 ଯଦି ତୁମ୍ଭ ଭିତରୁ କହେି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତବେେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସବୋ କରିବାକୁ ହବେ।
27 e qualquer que, entre vós, quiser ser o primeiro, que seja vosso servo,
28 ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।
28 bem como o Filho do Homem não veio para ser servido, mas para servir e para dar a sua vida
29 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୀଖୋରୁ ଗଲା ବେଳେ ବହୁ ସଂଖ୍ଯା ରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ।
29 E, saindo eles de Jericó, seguiu-o grande multidão.
30 ରାସ୍ତା ପାଖ ରେ ଦୁଇଜଣ ଅନ୍ଧ ବସିଥିଲେ। ସମାନେେ ଶୁଣିଲେ ଯେ ଯୀଶୁ ସେ ବାଟ ଦଇେ ଯାଉଛନ୍ତି। ସମାନେେ ପାଟି କଲେ, ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।
30 E eis que dois cegos, assentados junto do caminho, ouvindo que Jesus passava, clamaram, dizendo: Senhor, Filho de Davi, tem misericórdia de nós.
31 ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।
31 E a multidão os repreendia, para que se calassem; eles, porém, cada vez clamavam mais, dizendo: Senhor, Filho de Davi, tem misericórdia de nós.
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?
32 E Jesus, parando, chamou-os e disse: Que quereis que vos faça?
33 ସମାନେେ ତାହାଙ୍କୁ କହିଲେ, ହେ ପ୍ରଭୁ, ଆମ୍ଭେ ଯେପରି ଦେଖିପାରିବୁ, ତାହା ଚ଼ାହୁଁଛୁ।
33 Disseram-lhe eles: Senhor, que os nossos olhos sejam abertos.
34 ଯୀଶୁଙ୍କ ମନ ରେ ସମାନଙ୍କେ ପାଇଁ ଦୟା ଆସିଲା। ସେ ସମାନଙ୍କେର ଆଖି ଛୁଇଁ ଦେଲେ, ଓ ସମାନେେ ତୁରନ୍ତ ଦେଖି ପାରିଲେ। ତା'ପରେ ସମାନେେ ଯୀଶୁଙ୍କୁ ଅନୁସରଣ କଲେ।
34 Então, Jesus, movido de íntima compaixão, tocou-lhes nos olhos, e logo viram; e eles o seguiram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 20, comparar traduções ou montar um estudo — tudo direto pelo WhatsApp.