Mateus 1
Oriya Bible (GL_ORIYA) vs VC
1 ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।
1 Genealogia de Jesus Cristo, filho de Davi, filho de Abraão.
2 ଅବ୍ରହାମ ଇସ୍ହାକଙ୍କ ବାପା
2 Abraão gerou Isaac. Isaac gerou Jacó. Jacó gerou Judá e seus irmãos.
3 ୟିହୂଦା, ଫରେସ ଓ ସରହଙ୍କେ ବାପା।
3 Judá gerou, de Tamar, Farés e Zara. Farés gerou Esron. Esron gerou Arão.
4 ଅରାମ ଅମ୍ମୀନାଦାବଙ୍କ ବାପା।
4 Arão gerou Aminadab. Aminadab gerou Naasson. Naasson gerou Salmon.
5 ସଲମାନେ ବୋୟଜଙ୍କ ବାପା।
5 Salmon gerou Booz, de Raab. Booz gerou Obed, de Rute. Obed gerou Jessé. Jessé gerou o rei Davi.
6 ଓବଦେ ୟିଶୟଙ୍କ ବାପା।
6 O rei Davi gerou Salomão, daquela que fora mulher de Urias.
7 ଶଲମାନେ ରିହବିଯାମଙ୍କ ବାପା।
7 Salomão gerou Roboão. Roboão gerou Abias. Abias gerou Asa.
8 ଆସା ୟିହୋଶାଫାଟଙ୍କ ବାପା।
8 Asa gerou Josafá. Josafá gerou Jorão. Jorão gerou Ozias.
9 ଉଜ୍ଜିୟ ଯୋଥମଙ୍କ ବାପା।
9 Ozias gerou Joatão. Joatão gerou Acaz. Acaz gerou Ezequias.
10 ଜକିୟ ମନଃଶିଙ୍କ ବାପା।
10 Ezequias gerou Manassés. Manassés gerou Amon. Amon gerou Josias.
11 ଯୋଶିୟୟ, ୟିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇଶ୍ରା ଯେଲ
11 Josias gerou Jeconias e seus irmãos, no cativeiro de Babilônia.
12 ସମାନଙ୍କେୁ ବାବିଲୋନକୁ ନିଆୟିବା ପରେ:
12 E, depois do cativeiro de Babilônia, Jeconias gerou Salatiel. Salatiel gerou Zorobabel.
13 ଜିରୁଦବଲେ ଅବୀହୂଦଙ୍କ ବାପା।
13 Zorobabel gerou Abiud. Abiud gerou Eliacim. Eliacim gerou Azor.
14 ଅଜ୍ ଜୂର ସାଦୋକଙ୍କ ବାପା।
14 Azor gerou Sadoc. Sadoc gerou Aquim. Aquim gerou Eliud.
15 ଏଲୀହୂଦ ଏଲାଜାରଙ୍କ ବାପା।
15 Eliud gerou Eleazar. Eleazar gerou Matã. Matã gerou Jacó.
16 ଯାକୁବ ଯୋଷଫଙ୍କେ ବାପା।
16 Jacó gerou José, esposo de Maria, da qual nasceu Jesus, que é chamado Cristo.
17 ଏହିଭଳି ଭାବରେ ଅବ୍ରହାମଙ୍କ ଠାରୁ ଦାଉଦଙ୍କ ପର୍ୟ୍ଯନ୍ତ ହେଲେ ମାଟେ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପର୍ୟ୍ଯନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ୟ୍ଯନ୍ତ ହେଲେ ଚଉଦ ପୁରୁଷ।
17 Portanto, as gerações, desde Abraão até Davi, são quatorze. Desde Davi até o cativeiro de Babilônia, quatorze gerações. E, depois do cativeiro até Cristo, quatorze gerações. Nascimento de Jesus
18 ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।
18 Eis como nasceu Jesus Cristo: Maria, sua mãe, estava desposada com José. Antes de coabitarem, aconteceu que ela concebeu por virtude do Espírito Santo.
19 କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।
19 José, seu esposo, que era homem de bem, não querendo difamá-la, resolveu rejeitá-la secretamente.
20 କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।
20 Enquanto assim pensava, eis que um anjo do Senhor lhe apareceu em sonhos e lhe disse: José, filho de Davi, não temas receber Maria por esposa, pois o que nela foi concebido vem do Espírito Santo.
21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
21 Ela dará à luz um filho, a quem porás o nome de Jesus, porque ele salvará o seu povo de seus pecados.
22 ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।
22 Tudo isto aconteceu para que se cumprisse o que o Senhor falou pelo profeta:
23 ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
23 Eis que a Virgem conceberá e dará à luz um filho, que se chamará Emanuel {Is 7, 14}, que significa: Deus conosco.
24 ଯୋଷଫେ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦସେ ଦେଲେ, ସପରେି କଲେ। ସେ ମରିୟମଙ୍କୁ ବିବାହ କଲେ।
24 Despertando, José fez como o anjo do Senhor lhe havia mandado e recebeu em sua casa sua esposa.
25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦବୋ ପର୍ୟ୍ଯନ୍ତ ସେ ତାହାଙ୍କ ସହିତ ସହବାସ କରିନଥଲେ। ଆଉ ଯୋଷଫେ ପୁଅଟିର ନାମ ଯୀଶୁ ରଖିଲେ।
25 E, sem que ele a tivesse conhecido, ela deu à luz o seu filho, que recebeu o nome de Jesus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 1, comparar traduções ou montar um estudo — tudo direto pelo WhatsApp.