Mateus 18

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସହେି ସମୟରେ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ କିଏ?
1 Naquela hora, os discípulos se aproximaram de Jesus e perguntaram: — Quem é o maior no Reino dos Céus?
2 ଯୀଶୁ ଗୋଟିଏ େଛାଟ ପିଲାକୁ ପାଖକୁ ଡାକିଲେ। ସେ ପାଲାକୁ ଶିଷ୍ଯମାନଙ୍କ ଆଗ ରେ ଠିଆ କରାଇଲେ।
2 E Jesus, chamando uma criança, colocou-a no meio deles
3 ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
3 e disse:
4 ଯେଉଁ ଲୋକ ନିଜକୁ ଗୋଟିଏ େଛାଟ ପିଲା ଭଳି ନମ୍ର କରିଥାଏ, ସହେି ଲୋକ ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ।
4 Portanto, aquele que se humilhar como esta criança, esse é o maior no Reino dos Céus.
5 ଯେଉଁଲୋକ ମାେ ନାମ ରେ ଏହିଭଳି ଗୋଟିଏ େଛାଟ ପିଲାକୁ ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ।
5 E quem receber uma criança, tal como esta, em meu nome, é a mim que recebe.
6 କିନ୍ତୁ ମାଠାେ ରେ ବିଶ୍ବାସ ରଖିଥିବା ଏହି ନମ୍ର େଛାଟ ପିଲାମାନଙ୍କ ମଧ୍ଯରୁ କାହାରିକୁ ପାପ ପଥରେ ଯଦି କହେି ଟାଣିନିଏ, ତାହା ହେଲେ ସହେି ଲୋକର ବକରେେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ର ରେ ତାକୁ ବୁଡ଼ଇେ ଦିଆୟିବ।
6 — E, se alguém fizer tropeçar um destes pequeninos que creem em mim, seria melhor para esse que uma grande pedra de moinho fosse pendurada ao seu pescoço e fosse afogado na profundeza do mar.
7 ଏହି ପୃଥିବୀ ରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ। କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହବେ।
7 — Ai do mundo por causa das pedras de tropeço! Porque é inevitável que elas existam, mas ai de quem é responsável por elas!
8 ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତବେେ ତାକୁ କାଟି ଫିଙ୍ଗି ଦିଅ। ଦୁଇହାତ ଓ ଦୁଇଗୋଡ଼ ଥାଇ ଚ଼ିରକାଳ ଜଳୁଥିବା ନର୍କର ନିଆଁ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନଥାଇ ଅନନ୍ତଜୀବନ ମଧିଅରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ।
8 — Se a sua mão ou o seu pé leva você a tropeçar, corte-o e jogue fora; pois é melhor você entrar na vida manco ou aleijado do que, tendo duas mãos ou dois pés, ser lançado no fogo eterno.
9 ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତବେେ ତାକୁ କାଢ଼ି ଫିଙ୍ଗି ଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁ ରେ ଫିଙ୍ଗି ଦିଆୟିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।
9 E, se um dos seus olhos leva você a tropeçar, arranque-o e jogue fora; pois é melhor você entrar na vida com um só dos seus olhos do que, tendo os dois, ser lançado no inferno de fogo.
10 ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।
10 — Fiquem atentos, para não desprezarem nenhum destes pequeninos! Porque eu afirmo a vocês que os anjos deles, lá nos céus, veem incessantemente a face de meu Pai celeste.
11 ଯେଉଁମାନେ ହଜିଯାଇଛନ୍ତ ମନୁଷ୍ଯପୁତ୍ର ସମାନଙ୍କେୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।
11 Porque o Filho do Homem veio salvar o que estava perdido.
12 ଯଦି କୌଣସି ଲୋକର ଶ ହଟେି ମେଣ୍ଢା ଥାଆନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତବେେ ସହେି ଲୋକଟି ତାର ବାକି ଅନେଶ୍ବତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦଇେ ହଜିଯାଇଥିବା ମେଣ୍ଢାକୁ ଖାଜେିବାକୁ ୟିବନାହିଁକି? ତୁମ୍ଭେ କଣ ଭାବ?
12 — O que vocês acham? Se um homem tiver cem ovelhas, e uma delas se desgarrar, não deixará ele nos montes as noventa e nove, indo procurar a que se desgarrou?
13 ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ସେ ମେଣ୍ଢାଟି ଖାଜେି ପାଇଯାଏ ତବେେ ନହଜିଥିବା ଅନେଶ୍ବତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସି ହବେ।
13 E, se consegue encontrá-la, em verdade lhes digo que ficará mais alegre por causa desta do que pelas noventa e nove que não se desgarraram.
14 ଠିକ୍ ସହେିଭଳି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଏହିଭଳି େଛାଟ ପିଲାମାନଙ୍କ ମଧ୍ଯରୁ କହେି ଜଣେ ହେଲେ ହଜି ଯାଉ ବୋଲି ଚାହାନ୍ତି ନାହିଁ।
14 Assim, não é da vontade do Pai de vocês, que está nos céus, que se perca um só destes pequeninos.
15 ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।
15 — Se o seu irmão pecar contra você, vá e repreenda-o em particular. Se ele ouvir, você ganhou o seu irmão.
16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତବେେ ଜଣେ ବା ଦୁଇ ଜଣ ଲୋକଙ୍କୁ ନଇେ ପୁଣି ଥରେ ତା' ପାଖକୁ ଯାଅ। ତବେେ ଯାହା କିଛି କୁହା ଯାଇଛି, ଦୁଇ ବା ତିନିଜଣ ସାକ୍ଷୀଙ୍କ ଦ୍ବାରା ତାହା ସମର୍ଥିତ ହବେ।
16 Mas, se não ouvir, leve ainda com você uma ou duas pessoas, para que, pelo depoimento de duas ou três testemunhas, toda questão seja decidida.
17 ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।
17 E, se ele se recusar a ouvir essas pessoas, exponha o assunto à igreja; e, se ele se recusar a ouvir também a igreja, considere-o como gentio e publicano.
18 ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ତୁମ୍ଭେ ଏ ସଂସାର ରେ ଯାହା ସବୁ ବନ୍ଦ କରିବ ତାହା ପରମେଶ୍ବରଙ୍କ ଦ୍ବାରା ବନ୍ଦ ହବେ। ତୁମ୍ଭେ ଏ ସଂସାର ରେ ଯେତବେେଳେ କ୍ଷମା ଦବୋପାଇଁ ପ୍ରତିଶ୍ରୁତି ଦବେ, ସହେି କ୍ଷମା ମଧ୍ଯ ପରମେଶ୍ବରଙ୍କ କ୍ଷମା ହବେ।
18 — Em verdade lhes digo que tudo o que ligarem na terra terá sido ligado nos céus, e tudo o que desligarem na terra terá sido desligado nos céus.
19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତ ରେ ଯଦି ତୁମ୍ଭ ଭିତରୁ କହେି ଦୁଇଜଣ ଏକମତ ହାଇେ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କୁ କିଛି ମାଗିବେ, ତବେେ ସେ ତାହା ତୁମ୍ଭ ପାଇଁ ପୂରଣ କରି ଦବେେ।
19 Em verdade também lhes digo que, se dois de vocês, sobre a terra, concordarem a respeito de qualquer coisa que vierem a pedir, isso lhes será concedido por meu Pai, que está nos céus.
20 ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।
20 Porque, onde estiverem dois ou três reunidos em meu nome, ali estou no meio deles.
21 ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଚାରିଲେ, ପ୍ରଭୁ, ମାେ ଭାଇ ଯଦି ମାେ ନିକଟରେ ବାରମ୍ବାର ଅପରାଧ କରେ, ତବେେ ମୁଁ ତାକୁ କେତେଥର ପର୍ୟ୍ଯନ୍ତ କ୍ଷମା ଦବେି? ମୁଁ କଣ ତାକୁ ସାତଥର ପର୍ୟ୍ଯନ୍ତ କ୍ଷମା ଦବେି?
21 Então Pedro, aproximando-se, perguntou a Jesus: — Senhor, até quantas vezes meu irmão pecará contra mim, que eu lhe perdoe? Até sete vezes?
22 ଯୀଶୁ କହିଲେ, ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥର ଠାରୁ ଅଧିକ ଥର କ୍ଷମା କରିବା ଉଚିତ। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ୟ୍ଯନ୍ତ ମଧ୍ଯ ତୁମ୍ଭ ପ୍ରତି ଅପରାଧ କରେ, ତବେେ ମଧ୍ଯ ତୁମ୍ଭେ କ୍ଷମା ଦବୋ ଜାରି ରଖ।
22 Jesus respondeu:
23 ନିଜ ଚାକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ବର୍ଗରାଜ୍ଯର ତୁଳନା କରା ଯାଇପା ରେ।
23 — Por isso, o Reino dos Céus é semelhante a um rei que resolveu ajustar contas com os seus servos.
24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଲେ। ତାହାଙ୍କର ଜଣେ ଚ଼ାକର ଉପରେ ଦଶ ହଜାର ରେ ୗପ୍ୟମୁଦ୍ରା ବାକି ଥିଲା।
24 E, passando a fazê-lo, trouxeram-lhe um que lhe devia dez mil talentos.
25 ରାଜାଙ୍କୁ ଋଣ ପରିଶାଧେ କରିବା ପାଇଁ ଚ଼ାକର ପାଖ ରେ କିଛି ହେଲେ ନଥିଲା। ରାଜା ଆଦେଶ ଦେଲେ ଯେ, ଚ଼ାକରର ସବୁ ଜିନିଷ ଏପରିକି ତାର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦଇେ ଋଣ ପରିଶାଧେ କରାୟିବ।
25 Não tendo ele, porém, com que pagar, o senhor desse servo ordenou que fossem vendidos ele, a mulher, os filhos e tudo o que possuía e que, assim, a dívida fosse paga.
26 ଚ଼ାକରଟି ରାଜାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପ୍ରାର୍ଥନା କଲା, 'ଆପଣ ମାେ ପାଇଁ ର୍ଧୈୟ୍ଯବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରି ଶାଧେ କରି ଦବେି।'
26 Então o servo, caindo aos pés dele, implorava: “Tenha paciência comigo, e pagarei tudo ao senhor.”
27 ମାଲିକ ଏହାଶୁଣି ଚ଼ାକରଟି ପାଇଁ ଦୁଃଖ ପ୍ରକାଶ କଲେ। ତେଣୁ ସେ ଚ଼ାକରର ଋଣ ଛାଡ଼ କରିଦଇେ ତାକୁ ଛାଡ଼ି ଦେଲେ।
27 E o senhor daquele servo, compadecendo-se, mandou-o embora e perdoou-lhe a dívida.
28 ଚ଼ାକର ବାହାରୁଥିବା ସମୟରେ ରାସ୍ତା ରେ ସେ ତା'ର ଜଣେ ସଙ୍ଗୀ ଚ଼ାକରକୁ ଦେଖିଲା। ସେ ଜଣକ ତାଠାରୁ ଶ ହେ ମୁଦ୍ରା ଋଣ କରିଥିଲା। ପ୍ରଥମେ ଚ଼ାକର ଦ୍ବିତୀୟ ଚ଼ାକରର ତଣ୍ଟି ଚ଼ିପି ଧରି କହିଲା, 'ମାେ ଠାରୁ ଯେଉଁ ଋଣ ନଇେଛୁ, ତାହାକୁ ଶୁଝି ଦେ।'
28 — Saindo, porém, aquele servo, encontrou um dos seus conservos que lhe devia cem denários. Agarrando-o, começou a sufocá-lo, dizendo: “Pague-me o que você me deve.”
29 ତା'ପରେ ଦ୍ବିତୀୟ ଚ଼ାକର ତା ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, 'ମାେ ପାଇଁ ର୍ଧୈୟ୍ଯ ଧର। ମୁଁ ଯାହା ନଇେଛି ସବୁତକ ଶୁଝି ଦବେି।'
29 Então o seu conservo, caindo aos pés dele, pedia: “Tenha paciência comigo, e pagarei tudo a você.”
30 କିନ୍ତୁ ପ୍ରଥମ ଚ଼ାକର ର୍ଧୈୟ୍ଯ ଧରିବାକୁ ମନା କଲା। କବଳେ ଏତିକି ନୁହେଁ, ସେ ବିଚ଼ାରପତିଙ୍କ ନିକଟକୁ ଯାଇ ଦ୍ବିତୀୟ ଚ଼ାକର ବିରୁଦ୍ଧ ରେ ଅଭିଯୋଗ ମଧ୍ଯ କଲା। ଦ୍ବିତୀୟ ଚ଼ାକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶାଧେ ନ କରିବା ପର୍ୟ୍ଯନ୍ତ ତାକୁ କାରାଗାର ରେ ରହିବାକୁ ପଡ଼ିଲା।
30 Ele, porém, não quis. Pelo contrário, foi e o lançou na prisão, até que saldasse a dívida.
31 ଅନ୍ୟ ଚ଼ାକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲ। ତେଣୁ ଯାହା ସବୁ ଘଟିଥିଲା, ସେ ସବୁ ସମାନେେ ସମାନଙ୍କେ ମାଲିକଙ୍କ ଆଗ ରେ ଯାଇ କହିଲେ।
31 — Vendo os seus companheiros o que havia acontecido, ficaram muito tristes e foram relatar ao seu senhor tudo o que havia acontecido.
32 ତାପରେ ମାଲିକ ପ୍ରଥମ ଚ଼ାକରକୁ ଡ଼ାକି କହିଲେ, ' ରେ ଦୁଷ୍ଟ ଚ଼ାକର! ତୁ ମାଠାରୁେ ବହୁତ ଅଧିକ ଧନ ଋଣ କରିଥିଲୁ। କିନ୍ତୁ ତୁ ମାେତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦଲେି।
32 Então o senhor, chamando aquele servo, lhe disse: “Servo malvado, eu lhe perdoei aquela dívida toda porque você me implorou.
33 ମୁଁ ତୋତେ ଯେଉଁଭଳି ଦୟା ଦଖାଇେଥିଲି, ତୁ କ'ଣ ତୋର ସଙ୍ଗୀ ଚ଼ାକରକୁ ସହେିଭଳି ଦୟା ଦଖାଇେ ନଥାନ୍ତୁ?'
33 Será que você também não devia ter compaixão do seu conservo, assim como eu tive compaixão de você?”
34 ତାର ମାଲିକ ଖୁବ୍ ରାଗିଗଲେ। ଦଣ୍ଡ ଦବୋ ପାଇଁ ସେ ଚ଼ାକରକୁ କାରାଗାର ରେ ରଖିଲେ। ସମସ୍ତେ ଋଣ ପରିଶାଧେ କରା ନ ୟିବା ପର୍ୟ୍ଯନ୍ତ ଚ଼ାକରଟକୁ କାରାଗାର ରେ ରହିବାକୁ ହେଲା।
34 E, indignando-se, o senhor entregou aquele servo aos carrascos, até que lhe pagasse toda a dívida.
35 ମାରେ ସ୍ବର୍ଗୀୟ ପରମପିତା ତୁମ୍ଭକୁ ଯେ ଭଳି ବ୍ଯବହାର ଦଖାଇବେେ, ଏହି ରାଜା ଚାକରକୁ ଠିକ୍ ସହେିଭଳି ବ୍ଯବହାର ଦଖାଇେଲେ। ଅତଏବ ତୁମ୍ଭମାନେେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦବେ। ନଚତେ ମାରେ ସ୍ବର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦବେନୋହିଁ।
35 Assim também o meu Pai, que está no céu, fará com vocês, se do íntimo não perdoarem cada um a seu irmão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 18, comparar traduções ou montar um estudo — tudo direto pelo WhatsApp.