Mateus 17

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ ସମାନେେ ସମସ୍ତେ ଥିଲେ।
1 Seis dias depois, Jesus tomou consigo Pedro e os irmãos Tiago e João e os levou, em particular, a um alto monte.
2 ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।
2 E Jesus foi transfigurado diante deles. O seu rosto resplandecia como o sol, e as suas roupas se tornaram brancas como a luz.
3 ହଠାତ୍ ସେ ସ୍ଥାନ ରେ ଦୁଇଜଣ ବ୍ଯକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସମାନେେ ଏଲିୟ ଓ ମାଶାେ ଥିଲେ।
3 E eis que lhes apareceram Moisés e Elias, falando com Jesus.
4 ଏହା ଦେଖି ପିତର ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠା ରେ ଅଛୁ। ଆପଣ ଚାହିଁଲେ ମୁଁ ଏଠା ରେ ତିନୋଟି ତମ୍ବୁ ଟାଣି ଦବେି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।
4 Então Pedro, tomando a palavra, disse a Jesus: — Senhor, bom é estarmos aqui. Se o senhor quiser, farei aqui três tendas: uma para o senhor, outra para Moisés e outra para Elias.
5 ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।
5 Falava ele ainda, quando uma nuvem luminosa os envolveu; e eis, vindo da nuvem, uma voz que dizia: — Este é o meu Filho amado, em quem me agrado; escutem o que ele diz!
6 ଯୀଶୁଙ୍କ ଶିଷ୍ଯମାନେ ଏକଥା ଶୁଣି ଅଧିକ ଭୟଭୀତ ହାଇେ ପଡିଲେ। ସମାନେେ ଭୂଇଁ ଉପରେ ପଡିଗଲେ।
6 Ao ouvirem aquela voz, os discípulos caíram de bruços, tomados de grande medo.
7 ଯୀଶୁ ଶିଷ୍ଯମାନଙ୍କ ପାଖକୁ ଆସି ସମାନଙ୍କେୁ ଛୁଇଁ ଦେଲେ। ଯୀଶୁ କହିଲେ, ଠିଆ ହୁଅ। ଭୟ କର ନାହିଁ।
7 Jesus aproximou-se e tocou neles, dizendo:
8 ଶିଷ୍ଯମାନେ ଉପରକୁ ଚାହିଁଲେ। ସମାନେେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ।
8 Então eles, levantando os olhos, não viram mais ninguém, a não ser Jesus.
9 ଯୀଶୁ ଓ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଦେଶ ଦେଲେ, ପର୍ବତ ଉପରେ ତୁମ୍ଭମାନେେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନର୍ଜୀବିତ ହବୋ ପର୍ୟ୍ଯନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହା ସବୁ ଦେଖିଛ, ତାହା ଲୋକଙ୍କ ଆଗ ରେ କହିପାର।
9 Ao descerem do monte, Jesus lhes ordenou:
10 ଯୀଶୁଙ୍କୁ ଶିଷ୍ଯମାନେ ପଚାରିଲେ, ତବେେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?
10 Mas os discípulos perguntaram a Jesus: — Por que, então, os escribas dizem ser necessário que Elias venha primeiro?
11 ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।
11 Jesus respondeu:
12 କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସହେି ପ୍ରକାର ବ୍ଯବହାର କଲେ। ସହେିଭଳି ମନୁଷ୍ଯପୁତ୍ର ମଧ୍ଯ ସମାନଙ୍କେଠାରୁ ସହେି ପ୍ରକାର ଯାତନା ଭୋଗ କରିବେ।
12 Eu, porém, lhes digo que Elias já veio, e não o reconheceram; pelo contrário, fizeram com ele tudo o que quiseram. Assim também o Filho do Homem irá sofrer nas mãos deles.
13 ତା'ପରେ ତାହାଙ୍କର ଶିଷ୍ଯମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟ ରେ ସମାନଙ୍କେୁ କହିଥିଲେ, ସେ ପ୍ରକୃତ ରେ ଏଲିୟ।
13 Então os discípulos entenderam que ele estava se referindo a João Batista.
14 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ।
14 Quando eles chegaram para junto da multidão, um homem se aproximou de Jesus, ajoelhou-se e disse:
15 ସେ କହିଲା, ପ୍ରଭୁ, ମାରେ ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗ ରେ ବଡ଼ କଷ୍ଟ ପାଉଛି। ଅନକେ ସମୟରେ ସେ ନିଆଁ ରେ କିମ୍ବା ପାଣି ରେ ପଡ଼ି ଯାଉଛି।
15 — Senhor, tenha pena do meu filho, porque ele tem convulsões e sofre muito; pois muitas vezes cai no fogo e outras tantas cai na água.
16 ମୁଁ ତାକୁ ତୁମ୍ଭ ଶିଷ୍ଯମାନଙ୍କ ପାଖକୁ ଆଣିଥିଲି। କିନ୍ତୁ ସମାନେେ ତାକୁ ସୁସ୍ଥ କରି ପାରିଲେ ନାହିଁ।
16 Apresentei-o aos seus discípulos, mas eles não puderam curá-lo.
17 ଯୀଶୁ କହିଲେ, ତୁମ୍ଭମାନଙ୍କର ବିଶ୍ବାସ ନାହିଁ। ତୁମ୍ଭମାନେେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତଦେିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ୟ୍ଯନ୍ତ ଲୋର ର୍ଧୈୟ୍ଯ ରହିବ? ସେ ପିଲାଟିକୁ ମାେ ପାଖକୁ ଆଣ।
17 Jesus exclamou:
18 ତା'ପରେ ଯୀଶୁ ପିଲାଟିର ଦହେ ଭିତ ରେ ରହିଥିବା ଭୂତଟିକୁ କଠାେର ଆଦେଶ ଦେଲେ। ଭୂତଟି ତା ଦହରେୁ ବାହାରି ଆସିଲା। ସହେି ମୁହୂର୍ତ୍ତ ରେ ପିଲାଟି ସୁସ୍ଥ ହାଇଗେଲା।
18 E Jesus repreendeu o demônio, e este saiu do menino; e, desde aquela hora, o menino ficou curado.
19 ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ନିରୋଳା ରେ ଭଟେି ପଚାରିଲେ, ଆମ୍ଭମାନେେ ଭୂତକୁ ତଡ଼ିଦବୋକୁ କାହିଁକି ସକ୍ଷମ ହାଇେ ପାରିଲୁ ନାହିଁ?
19 Então os discípulos, aproximando-se de Jesus, perguntaram em particular: — Por que motivo nós não pudemos expulsá-lo?
20 ଯୀଶୁ କହିଲେ, ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, 'ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,' ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ।
20 Jesus respondeu:
21 (ଏହିଭଳି ଭୂତମାନେ କବଳେ ଉପବାସ ଏ ପ୍ରାର୍ଥନା ଦ୍ବାରା ବାହାରି ଯାଇ ଥାଆନ୍ତି।)
21 [Mas esse tipo de demônio só pode ser expulso por meio de oração e jejum.]
22 ତା'ପରେ ଗାଲୀଲୀ ରେ ଶିଷ୍ଯମାନେ ଏକାଠି ହବୋପରେ ଯୀଶୁ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନେ ହିଁ ଧରିନବେେ।
22 Quando eles estavam reunidos na Galileia, Jesus lhes disse:
23 ସମାନେେ ତାହାଙ୍କୁ ମାରି ଦବେେ। କିନ୍ତୁ ସେ ମୃତ୍ଯୁରୁ ତୃତୀୟ ଦିନ ବଞ୍ଚି ଉଠିବେ। ଯୀଶୁଙ୍କୁ ମାରି ଦିଆୟିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ଯମାନେ ବହୁତ ମନଦୁଃଖ କଲେ।
23 e estes o matarão; mas, ao terceiro dia, ressuscitará. Então os discípulos ficaram muito tristes.
24 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?
24 Quando Jesus e os discípulos chegaram a Cafarnaum, os que cobravam o imposto das duas dracmas se dirigiram a Pedro e perguntaram: — O Mestre de vocês não paga as duas dracmas?
25 ପିତର ଉତ୍ତର ଦେଲେ, ହଁ, ସେ ଦିଅନ୍ତି।
25 Pedro respondeu: — Claro que paga! Quando Pedro estava entrando em casa, Jesus se adiantou, dizendo:
26 ପିତର ଉତ୍ତର ଦେଲେ, ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି। ଯୀଶୁ ତାହାଙ୍କୁ କହିଲେ, ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦବୋକୁ ପଡ଼ନୋହିଁ।
26 Quando Pedro respondeu: “Dos estranhos”, Jesus lhe disse:
27 କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କୋର୍ଧିତ କରିବନାହିଁ। ତେଣୁ କର ଏହିଭଳି ଭାବରେ ଦଇଦେିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ। ତାର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଚ଼ାରିଟି ରେ ୗପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମାେପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦଇଦେିଅ।
27 Mas, para que não os escandalizemos, vá ao mar, jogue o anzol e puxe o primeiro peixe que fisgar. Ao abrir a boca do peixe, você encontrará uma moeda. Pegue essa moeda e entregue aos cobradores, para pagar o meu imposto e o seu.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 17, comparar traduções ou montar um estudo — tudo direto pelo WhatsApp.