Mateus 16
Oriya Bible (GL_ORIYA) vs NTLH
1 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।
1 Alguns fariseus e alguns saduceus foram falar com Jesus. Eles queriam alguma prova contra ele e por isso pediram que ele fizesse um milagre para mostrar que o seu poder vinha mesmo de Deus.
2 ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ସୂର୍ୟ୍ଯାସ୍ତ ସମୟରେ ଆକାଶକୁ ଲାଲରଙ୍ଗ ହାଇେଥିବାର ଦେଖିଲେ କୁହ ଯେ ପାଗ ଭଲ ରହିବ।
2 Mas Jesus respondeu:
3 ତୁମ୍ଭମାନେେ ସୂର୍ େଯ୍ଯାଦୟ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହବେ। ଏଗୁଡିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡିକ ଆକାଶ ରେ ଦେଖ ଓ ସଗେୁଡିକର ଅର୍ଥ ବୁଝ। ସହେିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡିକୁ ଦେଖୁଛ। ଏଗୁଡିକ ମଧ୍ଯ ଏପ୍ରକାର ଲକ୍ଷଣ। କିନ୍ତୁ ଏଗୁଡିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହାଇେ ପାରୁନ।
3 E, de manhã, cedo, dizem: “Vai chover porque o céu está vermelho-escuro.” Olhando o céu, vocês sabem como vai ser o tempo. E como é que não sabem explicar o que querem dizer os sinais desta época?
4 ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।
4 Como o povo de hoje é mau e sem fé! Vocês estão me pedindo um milagre, mas o milagre de Jonas é o único sinal que lhes será dado. Então ele saiu e foi embora.
5 ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।
5 Quando os discípulos atravessaram para o lado leste do lago, esqueceram de levar pão.
6 ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।
6 Jesus disse:
7 ଶିଷ୍ଯମାନେ ନିଜ ନିଜ ଭିତ ରେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।
7 Aí os discípulos começaram a dizer uns aos outros: — Ele está dizendo isso porque não trouxemos pão.
8 ସମାନେେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, ତୁମ୍ଭେ ରୋଟୀ ନଥିବା କଥା କାହିଁକି ତୁମ୍ଭ ଭିତ ରେ କୁହାକୁହି ହେଉଛ? ତୁମ୍ଭର ବିଶ୍ବାସ ଅଳ୍ପ।
8 Jesus ouviu o que eles estavam dizendo e perguntou:
9 ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
9 Ainda não entenderam? Não lembram dos cinco pães que eu parti para cinco mil homens? Quantos cestos vocês encheram?
10 ସାତଟେି ରୋଟୀକୁ ଚାରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନକେ ଟୋକଇେ ରେ ଭର୍ତ୍ତି କରିଥିବା ବିଷୟ ରେ କହୁ ନଥିଲି?
10 E aqueles sete pães para quatro mil homens? Quantos cestos vocês encheram?
11 ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।
11 Vocês não entendem que eu não estou falando a respeito de pães? Tenham cuidado com o fermento dos fariseus e dos saduceus!
12 ତା'ପରେ ସମାନେେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀ ରେ ବ୍ଯବହାର କରା ଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟ ରେ ଯୀଶୁ କହୁନଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସମାନଙ୍କେୁ କହୁଥିଲେ।
12 Então os discípulos entenderam que ele não estava dizendo que tivessem cuidado com o fermento usado no pão, mas com os ensinamentos dos fariseus e dos saduceus.
13 ଯୀଶୁ କାଇସରିଯା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ଯମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ଯପୁତ୍ର ମୁଁ କିଏ ବୋଲି ଲୋକେ ମାେ ବିଷୟ ରେ କ'ଣ କହୁଛନ୍ତି?
13 Jesus foi para a região que fica perto da cidade de Cesareia de Filipe. Ali perguntou aos discípulos:
14 ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।
14 Eles responderam: — Alguns dizem que o senhor é João Batista; outros, que é Elias; e outros, que é Jeremias ou algum outro
15 ଯୀଶୁ କହିଲେ, ମୁଁ କିଏ ବୋଲି ତୁମ୍ଭେ କ'ଣ କହୁଛ?
15 — E vocês? Quem vocês dizem que eu sou? — perguntou Jesus.
16 ଶିମାନେ ପିତର ଉତ୍ତର ଦେଲେ, ଆପଣ ହେଉଛନ୍ତି ଖ୍ରୀଷ୍ଟ। ଜୀବନ୍ତ ପରମେଶ୍ବରଙ୍କ ପୁତ୍ର।
16 Simão Pedro respondeu: — O senhor é o
17 ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।
17 Jesus afirmou:
18 ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
18 Portanto, eu lhe digo: você é Pedro, e sobre esta pedra construirei a minha Igreja, e nem a morte poderá vencê-la.
19 ସ୍ବର୍ଗରାଜ୍ଯର ଚାବିଗୁଡ଼ିକ ମୁଁ ତୁମ୍ଭକୁ ଦବେି। ତେଣୁ ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ ନ୍ଯାୟବିଗ୍ଭର କରିବ, ସହେି ନ୍ଯାୟ ବିଗ୍ଭର ପରମେଶ୍ବରଙ୍କର ନ୍ଯାୟ ବିଗ୍ଭର ହବେ। ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ କ୍ଷମା ଦବେ, ସହେି କ୍ଷମା ପରମେଶ୍ବରଙ୍କର କ୍ଷମା ହବେ।
19 Eu lhe darei as chaves do
20 ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।
20 Então Jesus ordenou que os discípulos não contassem a ninguém que ele era o Messias.
21 ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।
21 Daí em diante, Jesus começou a dizer claramente aos discípulos: — Eu preciso ir para Jerusalém, e ali os líderes judeus, os chefes dos sacerdotes e os
22 ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।
22 Então Pedro o levou para um lado e começou a repreendê-lo, dizendo: — Que Deus não permita! Isso nunca vai acontecer com o senhor!
23 ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।
23 Jesus virou-se e disse a Pedro:
24 ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।
24 E Jesus disse aos discípulos:
25 ଯେଉଁ ଲୋକ ତା ନିଜ ଜୀବନ ରକ୍ଷା କରିବାକୁ ଚାହୁଁଥିବ, ସେ ଏହାକୁ ହ ରଇେ ବସିବ। ମାେ ପାଇଁ ଜୀବନ ଦେଉଥିବା ପ୍ରେତ୍ୟକକ ଲୋକ ଏହାକୁ ରକ୍ଷା କରିବ।
25 Pois quem põe os seus próprios interesses em primeiro lugar nunca terá a vida verdadeira; mas quem esquece a si mesmo por minha causa terá a vida verdadeira.
26 ଯଦି ଜଣେ ଲୋକ ନିଜ ଆତ୍ମାକୁ ହ ରଇେ ସାରା ସଂସାର ପାଏ, ତବେେ ସେଥି ରେ ତାହାର କି ଲାଭ ହବେ? ନିଜର ଆତ୍ମାକୁ ଥରେ ହ ରଇେ ପୁଣି ଥରେ କିଣିବା ପାଇଁ କହେି କବେେ ହେଲେ । ୟଥେଷ୍ଟ ଧନ ଦଇେ ପାରିବନାହିଁ।
26 O que adianta alguém ganhar o mundo inteiro, mas perder a vida verdadeira? Pois não há nada que poderá pagar para ter de volta essa vida.
27 ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।
27 Pois o
28 ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।
28 Eu afirmo a vocês que isto é verdade: estão aqui algumas pessoas que não morrerão antes de verem o Filho do Homem vir como Rei.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 16, comparar traduções ou montar um estudo — tudo direto pelo WhatsApp.