Mateus 15

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 କେତକେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯୀରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
1 Então alguns fariseus e alguns mestres da Lei vieram de Jerusalém para falar com Jesus e lhe perguntaram:
2 ତୁମ୍ଭ ଶିଷ୍ଯମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡିକୁ କାହିଁକି ମାନୁ ନାହାଁନ୍ତି? ତୁମ୍ଭ ଶିଷ୍ଯମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାଁନ୍ତି।
2 — Por que é que os seus discípulos comem sem lavar as mãos, desobedecendo assim aos ensinamentos que recebemos dos antigos?
3 ଯୀଶୁ କହିଲେ, ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ବରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛି?
3 Jesus respondeu:
4 ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'
4 Pois Deus disse: “Respeite o seu pai e a sua mãe!” E disse também: “Que seja morto aquele que amaldiçoar o seu pai ou a sua mãe!”
5 କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା'ଫଳ ରେ ଜଣେ ଲୋକ ତାର ପିତାମାତାଙ୍କୁ କହି ପାରିବ, 'ମୁଁ ତୁମ୍ଭକୁ ସାହାୟ୍ଯ କରି ପାରିବିନାହିଁ। କାରଣ ମାରଯାେରା ସବୁ ଅଛି ସଗେୁଡିକୁ ମୁଁ ପରମେଶ୍ବହଙ୍କୁ ଉତ୍ସର୍ଗ କରିବି।'
5 Mas vocês ensinam que, se alguém tem alguma coisa que poderia usar para ajudar os seus pais, em sinal de respeito, mas diz: “Eu dediquei isto a Deus”,
6 ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା ପିତାମାତାଙ୍କୁ ସମ୍ମାନ ନ ଦବୋ ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡିକୁ ସମ୍ମାନ ଦଇେଛି ଓ ପରମେଶ୍ବରଙ୍କ ଆଦେଶକୁ ଅବମାନନା କରୁଛ।
6 então não precisa ajudar os seus pais. Assim vocês desprezam a mensagem de Deus para seguir os seus próprios ensinamentos.
7 ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।
7 Hipócritas! Isaías estava certo quando disse a respeito de vocês o seguinte:
8 ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।
8 “Deus disse:
9 ସମାନେେ ମାେତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ଯହୀନ। ସମାନେେ ଯେଉଁ ସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କବଳେ ମଣିଷ ତିଆରି ବିଧିବିଧାନ।' ୟିଶାଇୟ 29:13
9 A adoração deste povo é inútil,
10 ଯୀଶୁ ସମବତେ ହାଇେଥିବା ଲୋକମାନଙ୍କୁ ଡାକିଲେ। ସେ ସମାନଙ୍କେୁ କହିଲେ, ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।
10 Jesus chamou a multidão e disse:
11 ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।
11 Não é o que entra pela boca que faz com que alguém fique
12 ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଏସବୁ କରିବା ଫଳ ରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?
12 Então os discípulos chegaram perto dele e disseram: — Sabe que os
13 ଯୀଶୁ କହିଲେ, ଯେଉଁ ଚାରା ମାରେ ସ୍ବର୍ଗୀୟ ପିତା ନିଜେ ଲଗଇେ ନାହାଁନ୍ତି, ସଗେୁଡିକୁ ସମୂଳେ ଉପାଡି ଦିଆୟିବ।
13 Jesus respondeu:
14 ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
14 Não se preocupem com os fariseus. São guias cegos. E, quando um cego guia outro, os dois acabam caindo num buraco.
15 ଏକଥା ଶୁଣି ପିତର କହିଲେ, ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝା
15 Então Pedro pediu: — Explique para nós aquilo que o senhor disse antes.
16 ଯୀଶୁ କହିଲେ, ଏବେ ବି କ'2ଣ ତୁମ୍ଭ ବୁଝିବା ରେ ଅସୁବିଧା ଅଛି?
16 Jesus disse:
17 ତୁମ୍ଭେ କ'ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପଟେ ଭିତରକୁ ଯାଏ ଓ ପରିଶଷେ ରେ ଦହରେୁ ବାହାରିଯାଏ।
17 O que entra pela boca vai para o estômago e depois sai do corpo.
18 କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟି ରେ କ ହେ, ତାହା ପ୍ରକୃତ ରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।
18 Mas o que sai da boca vem do coração. É isso que faz com que a pessoa fique impura.
19 କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।
19 Porque é do coração que vêm os maus pensamentos, os crimes de morte, os adultérios, as imoralidades sexuais, os roubos, as mentiras e as calúnias.
20 ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।
20 São essas coisas que fazem com que alguém fique impuro. Mas comer sem lavar as mãos não torna ninguém impuro.
21 ଯୀଶୁ ସେ ସ୍ଥାନଛାଡି ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।
21 Jesus saiu dali e foi para a região que fica perto das cidades de Tiro e de Sidom .
22 ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।
22 Certa mulher cananeia, que morava naquela terra, chegou perto dele e gritou: — Senhor,
23 ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।
23 Mas Jesus não respondeu nada. Então os discípulos chegaram perto dele e disseram: — Mande essa mulher embora, pois ela está vindo atrás de nós, fazendo muito barulho!
24 ଯୀଶୁ କହିଲେ, ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି।
24 Jesus respondeu:
25 ତା'ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, ହେ ପ୍ରଭୁ! ମାେତେ ସାହାୟ୍ଯ କରନ୍ତୁ।
25 Então ela veio, ajoelhou-se aos pés dele e disse: — Senhor, me ajude!
26 ଯୀଶୁ କହିଲେ, ପିଲାମାନଙ୍କ ଖାଦ୍ଯନଇେ କୁକୁରଗୁଡିକୁ ଦଇଦେବୋ ଠିକ୍ କାମ ହବେନାହିଁ।
26 Jesus disse:
27 ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।
27 — Sim, senhor, — respondeu a mulher — mas até mesmo os cachorrinhos comem as migalhas que caem debaixo da mesa dos seus donos.
28 ତା'ପରେ ଯୀଶୁ କହିଲେ, ହେ ନାରୀ! ତୁମ୍ଭର ଗଭୀର ବିଶ୍ବାସ ରହିଛି। ତୁମ୍ଭେ ମାଠାରୁେ ଯାହା ଚାହିଁଛ, ମୁଁ ତାହା କରି ଦବେି। ଏହା କହିବା ମାତ୍ ରେ ସହେି ସ୍ତ୍ରୀର ଝିଅଟି ସଂମ୍ପୁର୍ଣ୍ଣ ରୂପା ଭଲ ହାଇଗେଲା।
28 — Mulher, você tem muita fé! — disse Jesus. — Que seja feito o que você quer! E naquele momento a filha dela ficou curada.
29 ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।
29 Jesus saiu dali e foi até o lago da Galileia. Depois subiu um monte e sentou-se ali.
30 ଅନକେ ସଂଖ୍ଯା ରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଅନକେ ଅନ୍ଧ, ମୂକ ବଧିର, େଛାଟା ଅପାଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।
30 E foram até Jesus grandes multidões levando coxos, aleijados, cegos, mudos e muitos outros doentes, que eram colocados aos seus pés. E ele curou todos.
31 ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁନଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହାଇେଛନ୍ତି; େଛାଟାମାନେ ଚାଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସମାନେେ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଗାନ କଲେ।
31 O povo ficou admirado quando viu que os mudos falavam, os aleijados estavam curados, os coxos andavam e os cegos enxergavam. E todo o povo louvou ao Deus de Israel.
32 ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।
32 Jesus chamou os seus discípulos e disse:
33 ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।
33 Os discípulos perguntaram: — Como vamos encontrar, neste lugar deserto, comida que dê para toda essa gente?
34 ଯୀଶୁ ପଚାରିଲେ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
34 — Quantos pães vocês têm? — perguntou Jesus. — Sete pães e alguns peixinhos! — responderam eles.
35 ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ:
35 Aí Jesus mandou o povo sentar-se no chão.
36 ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।
36 Depois pegou os sete pães e os peixes e deu graças a Deus. Então os partiu e os entregou aos discípulos, e eles os distribuíram ao povo.
37 ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।
37 Todos comeram e ficaram satisfeitos; e os discípulos ainda encheram sete cestos com os pedaços que sobraram.
38 ସଠାେରେ ପ୍ରାୟ ଚ଼ାରି ହାଜାର ପୁରୁଷ ଖାଇଥିଲେ। ସମାନଙ୍କେ ଛଡା ସ୍ତ୍ରୀ ଓ ପିଲାମାନେ ମଧ୍ଯ ଖାଇଥିଲେ।
38 Os que comeram foram quatro mil homens, sem contar as mulheres e as crianças.
39 ସମାନେେ ଖାଇ ସାରିବା ପରେ ଯୀଶୁ ସମାନଙ୍କେୁ ଘରକୁ ଫରେିୟିବା ପାଇଁ କହିଲେ। ସମାନଙ୍କେୁ ବିଦାୟ କରିସାରି ଯୀଶୁ ଡ଼ଙ୍ଗା ରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
39 Então Jesus mandou o povo embora, subiu no barco e foi para a região de Magadã .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 15, comparar traduções ou montar um estudo — tudo direto pelo WhatsApp.