Mateus 13

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସହେି ଦିନ ଯୀଶୁ ସହେି ଘରୁ ବାହାରି ଚାଲିଗଲେ ଓ ହ୍ରଦ କୂଳ ରେ ଯାଇ ବସିଲେ।
1 Naquele mesmo dia, saindo Jesus de casa, assentou-se à beira-mar;
2 ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସଠାେରେ ଯାଇ ବସିଲେ। ସବୁ ଲୋକ କୂଳ ରେ ରହିଲେ।
2 e grandes multidões se reuniram perto dele, de modo que entrou num barco e se assentou; e toda a multidão estava em pé na praia.
3 ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ଯମ ରେ ଅନକେ ଉପଦେଶ ଦେଲେ। ଯୀଶୁ କହିଲେ, ଗୋଟିଏ କୃଷକ ତା କ୍ଷତେ ରେ ବୀଜ ବୁଣିବାକୁ ଗଲା।
3 E de muitas coisas lhes falou por parábolas e dizia: Eis que o semeador saiu a semear.
4 ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ ରେ ପଡିଗଲା। ଚଢଇମାନେେ ଆସି ସେ ସବୁତକ ଖାଇ ଦେଲେ।
4 E, ao semear, uma parte caiu à beira do caminho, e, vindo as aves, a comeram.
5 ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।
5 Outra parte caiu em solo rochoso, onde a terra era pouca, e logo nasceu, visto não ser profunda a terra.
6 କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠିଲା, ସେତବେେଳେ ଗଛ ଝାଉଁଳି ପଡିଲା। ତା'ର ଚରେ ଗଭୀରକୁ ଯାଇ ପାରିନଥିବାରୁ ଗଛଟି ଶୁଖି ମରିଗଲା।
6 Saindo, porém, o sol, a queimou; e, porque não tinha raiz, secou-se.
7 ଆଉ କିଛି ବୀଜ କଣ୍ଟା ବୁଦା ରେ ପଡିଗଲା। କଣ୍ଟାବୁଦା ବଢି ୟିବାରୁ ଗ୍ଭରା ଗଛକୁ ଚାପି ଦଲୋ।
7 Outra caiu entre os espinhos, e os espinhos cresceram e a sufocaram.
8 ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।
8 Outra, enfim, caiu em boa terra e deu fruto: a cem, a sessenta e a trinta por um.
9 ତୁମ୍ଭର ଯଦି କାନ ଅଛି, ତବେେ ଶୁଣ।
9 Quem tem ouvidos [para ouvir], ouça.
10 ଶଷ୍ଯମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତୁମ୍ଭେ ସମାନଙ୍କେୁ ଦୃଷ୍ଟାନ୍ତ ମାଧ୍ଯମ ରେ କାହିଁକି ଶିକ୍ଷା ଦେଉଛ?
10 Então, se aproximaram os discípulos e lhe perguntaram: Por que lhes falas por parábolas?
11 ଯୀଶୁ କହିଲେ, ସ୍ବର୍ଗରାଜ୍ଯର ନିଗୂଢ ସତ୍ଯ ଜାଣିବା ପାଇଁ କବଳେ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସମାନଙ୍କେୁ ଦିଆଯାଇନାହିଁ।
11 Ao que respondeu: Porque a vós outros é dado conhecer os mistérios do reino dos céus, mas àqueles não lhes é isso concedido.
12 ଯାହା ପାଖ ରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆୟିବ ଏବଂ ସେ ଆବଶ୍ଯକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖ ରେ ବିଶଷେ ବୁଝିବା-ଶକ୍ତି ନାହିଁ, ସେ ତା'ପାଖ ରେ ଥିବା ସହେି ଟିକେ ବୁଝିବାଶକ୍ତି ମଧ୍ଯ ହ ରଇେ ବସିବ।
12 Pois ao que tem se lhe dará, e terá em abundância; mas, ao que não tem, até o que tem lhe será tirado.
13 ସଇେଥିପାଇଁ ମୁଁ ସମାନଙ୍କେୁ କାହାଣୀ ମାଧ୍ଯମ ରେ ଉପଦେଶ ଦେଉଛି। କାରଣ ସମାନେେ ଚେଷ୍ଟା କଲେ ମଧ୍ଯ ପ୍ରକୃତ ରେ କିଛି ବୁଝିପାରନ୍ତି ନାହିଁ।
13 Por isso, lhes falo por parábolas; porque, vendo, não veem; e, ouvindo, não ouvem, nem entendem.
14 ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।
14 De sorte que neles se cumpre a profecia de Isaías:
15 କାରଣ ସମାନଙ୍କେର (ଲୋକମାନଙ୍କର) ହୃଦୟ କଠାେର ହାଇେ ଯାଇଛି। ସମାନଙ୍କେର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ଯକୁ ଦେଖିବା ପାଇଁ ମନା କରି ଦଇେଛନ୍ତି। ଫଳ ରେ ସମାନେେ ତାହାଙ୍କ ଆଖି ରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନ ରେ କିଛି ଶୁଣି ପାରିବେ ନାହିଁ। କିମ୍ବା ହୃଦୟ ରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହବୋ ପାଇଁ ସମାନେେ ମାେ ପାଖକୁ ଆସିବେ ନାହିଁ।'ୟିଶାଇୟ 6 :9-10
15 Porque o coração deste povo está endurecido, de mau grado ouviram com os ouvidos e fecharam os olhos; para não suceder que vejam com os olhos, ouçam com os ouvidos, entendam com o coração, se convertam e sejam por mim curados.
16 କିନ୍ତୁ ତୁମ୍ଭେ ଧନ୍ଯ, କାରଣ ତୁମ୍ଭେ ଯାହା ଆଖି ରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନ ରେ ଶୁଣୁଛ, ତାହା ବୁଝୁଛ।
16 Bem-aventurados, porém, os vossos olhos, porque veem; e os vossos ouvidos, porque ouvem.
17 ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ଯଦ୍ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସମାନେେ ତାହା ଦେଖି ପାରି ନଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶିଣିବା ପାଇଁ ସମାନେେ ଗ୍ଭହିଁଥିଲେ, କିନ୍ତୁ ସମାନେେ ତାହା ଶୁଣି ପାରି ନଥିଲେ।
17 Pois em verdade vos digo que muitos profetas e justos desejaram ver o que vedes e não viram; e ouvir o que ouvis e não ouviram.
18 ତବେେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।
18 Atendei vós, pois, à parábola do semeador.
19 ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।
19 A todos os que ouvem a palavra do reino e não a compreendem, vem o maligno e arrebata o que lhes foi semeado no coração. Este é o que foi semeado à beira do caminho.
20 ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।
20 O que foi semeado em solo rochoso, esse é o que ouve a palavra e a recebe logo, com alegria;
21 କିନ୍ତୁ ସେ ନିଜ ଭିତ ରେ ଶିକ୍ଷାକୁ ଦୃଢ ହବୋକୁ ଦିଏ ନାହିଁ,କବଳେ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟ ରେ ରଖିଥାଏ। ଯେତବେେଳେ ସୁସମାଚାର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପା ରେ ନାହିଁ। ସେ ଖୁବ୍ ଶୀଘ୍ର ସଗେୁଡିକୁ ଛାଡିଦିଏ।
21 mas não tem raiz em si mesmo, sendo, antes, de pouca duração; em lhe chegando a angústia ou a perseguição por causa da palavra, logo se escandaliza.
22 କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।
22 O que foi semeado entre os espinhos é o que ouve a palavra, porém os cuidados do mundo e a fascinação das riquezas sufocam a palavra, e fica infrutífera.
23 ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।
23 Mas o que foi semeado em boa terra é o que ouve a palavra e a compreende; este frutifica e produz a cem, a sessenta e a trinta por um.
24 ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।
24 Outra parábola lhes propôs, dizendo: O reino dos céus é semelhante a um homem que semeou boa semente no seu campo;
25 କିନ୍ତୁ ସବୁ ଲୋକ ଶାଇେଥିବା ସମୟରେ ସହେି ଲୋକର ଶତୃ ଆସିଲା। ସେ ଗହମ ମଝି ରେ ବାଳୁଙ୍ଗାବୀଜ ବୁଣି ଦଲୋ। ତା'ପରେ ସେ ଚାଲିଗଲା।
25 mas, enquanto os homens dormiam, veio o inimigo dele, semeou o joio no meio do trigo e retirou-se.
26 ଗହମ ଗଛ ବଢିଲା ଓ ସେଥି ରେ କେଣ୍ଡା ଫଳିଲା। ସତେିକି ବଳକେୁ ବାଳୁଙ୍ଗା ବି ଦଖାଗେଲା।
26 E, quando a erva cresceu e produziu fruto, apareceu também o joio.
27 ସହେି ବ୍ଯକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, 'ତୁମ୍ଭେ ତ ଜମି ରେ ଭଲ ବୀଜ ବୁଣିଥିଲ, ତବେେ ଏତେ ବାଳୁଙ୍ଗା କମେିତି ଉଠିଲା?'
27 Então, vindo os servos do dono da casa, lhe disseram: Senhor, não semeaste boa semente no teu campo? Donde vem, pois, o joio?
28 ସେ ସମାନଙ୍କେୁ କହିଲେ, 'ଏହା କୌଣସି ଶତୃର କାର୍ୟ୍ଯ।'
28 Ele, porém, lhes respondeu: Um inimigo fez isso. Mas os servos lhe perguntaram: Queres que vamos e arranquemos o joio?
29 କ୍ଷତମାଲିେକ ସମାନଙ୍କେୁ ମନାକରି କହିଲେ, 'ତୁମ୍ଭମାନେେ ବାଳିଙ୍ଗା ଉପାଡିଲା ବେଳେ ତା' ସହିତ ଗହମ ମଧ୍ଯ ଉପାଡି ଦବେ।
29 Não! Replicou ele, para que, ao separar o joio, não arranqueis também com ele o trigo.
30 ଫସଲ ପାଚିବା ପର୍ୟ୍ଯନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢନ୍ତୁ। କାଟିବା ବେଳେ ମୁଁ କଟାଳିମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗଗୁଡିକୁ ଏକାଠି କରି ବିଡାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାର ରେ ରଖିଦିଅ।'
30 Deixai-os crescer juntos até à colheita, e, no tempo da colheita, direi aos ceifeiros: ajuntai primeiro o joio, atai-o em feixes para ser queimado; mas o trigo, recolhei-o no meu celeiro.
31 ତା'ପରେ ଯୀଶୁ ସହେି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ସ୍ବର୍ଗରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ତାକୁ ନଇେ ତା' କ୍ଷତେ ରେ ଲଗାଏ.
31 Outra parábola lhes propôs, dizendo: O reino dos céus é semelhante a um grão de mostarda, que um homem tomou e plantou no seu campo;
32 ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।
32 o qual é, na verdade, a menor de todas as sementes, e, crescida, é maior do que as hortaliças, e se faz árvore, de modo que as aves do céu vêm aninhar-se nos seus ramos.
33 ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: ସ୍ବର୍ଗରାଜ୍ଯ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ ପାତ୍ର ରେ ଥିବା ଅଟା ରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବା ରେ ଖମୀର କାମ ଦଲୋ।
33 Disse-lhes outra parábola: O reino dos céus é semelhante ao fermento que uma mulher tomou e escondeu em três medidas de farinha, até ficar tudo levedado.
34 ଯୀଶୁ ସବୁ କିଛି କାହାଣୀ ମାଧ୍ଯମ ରେ କହୁଥିଲେ। ବାସ୍ତବ ରେ ସେ ସମାନଙ୍କେୁ କାହାଣୀ ମାଧ୍ଯମ ଛଡା କିଛି କହୁନଥିଲେ।
34 Todas estas coisas disse Jesus às multidões por parábolas e sem parábolas nada lhes dizia;
35 ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2
35 para que se cumprisse o que foi dito por intermédio do profeta: Abrirei em parábolas a minha boca; publicarei coisas ocultas desde a criação [do mundo].
36 ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।
36 Então, despedindo as multidões, foi Jesus para casa. E, chegando-se a ele os seus discípulos, disseram: Explica-nos a parábola do joio do campo.
37 ଯୀଶୁ କହିଲେ, ଯେଉଁ ଲୋକ ଜଣକ କ୍ଷତେ ରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ଯପୁତ୍ର
37 E ele respondeu: O que semeia a boa semente é o Filho do Homem;
38 ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।
38 o campo é o mundo; a boa semente são os filhos do reino; o joio são os filhos do maligno;
39 ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।
39 o inimigo que o semeou é o diabo; a ceifa é a consumação do século, e os ceifeiros são os anjos.
40 ଯେପରି ବାଳୁଙ୍ଗାକୁ ଏକାଠି କରା ହେଲା ଓ ନିଆଁ ରେ ପୋଡି଼ ଦିଆଗଲା, ଠିକ୍ ସହେିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହବେ।
40 Pois, assim como o joio é colhido e lançado ao fogo, assim será na consumação do século.
41 ମନୁଷ୍ଯପୁତ୍ର ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇବେ। ସମାନେେ ତାହାଙ୍କ ରାଜ୍ଯର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ଯ ବାହାରକୁ ନଇେଯିବେ।
41 Mandará o Filho do Homem os seus anjos, que ajuntarão do seu reino todos os escândalos e os que praticam a iniquidade
42 ସ୍ବର୍ଗଦୂତମାନେ ସହେି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କାନ୍ଦି କାନ୍ଦି ଓ ୟନ୍ତ୍ରଣ ରେ ଦାନ୍ତ କାମୁଡି ରହିବେ।
42 e os lançarão na fornalha acesa; ali haverá choro e ranger de dentes.
43 ଯେତବେେଳେ ଧାର୍ମିକ ଲୋକମାନେ ସୂର୍ୟ୍ଯ ଭଳି ପ୍ରକାଶମାନ ହବେେ। ସମାନେେ ତାହାଙ୍କ ପରମପିତାଙ୍କ ରାଜ୍ଯ ରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।
43 Então, os justos resplandecerão como o sol, no reino de seu Pai. Quem tem ouvidos [para ouvir], ouça.
44 ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।
44 O reino dos céus é semelhante a um tesouro oculto no campo, o qual certo homem, tendo-o achado, escondeu. E, transbordante de alegria, vai, vende tudo o que tem e compra aquele campo.
45 ସ୍ବର୍ଗରାଜ୍ଯ ମଧ୍ଯ ଭଲ ମାେତି ଖାଜେିଥିବା ଗୋଟିଏ ବପୋରୀ ଭଳି।
45 O reino dos céus é também semelhante a um que negocia e procura boas pérolas;
46 ଦିନେ ସେ ଅତ୍ଯନ୍ତ ମୂଲ୍ଯବାନ ମାେତିଟିଏ ପାଇଗଲା, ସେ ଯାଇ ତାର ସମସ୍ତ ସମ୍ପତ୍ତି ବିକି ଅମୂଲ୍ଯ ମାେତିଟି କିଣିଲା।
46 e, tendo achado uma pérola de grande valor, vende tudo o que possui e a compra.
47 ସ୍ବର୍ଗରାଜ୍ଯ ମଧ୍ଯ ହ୍ରଦ ରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥି ରେ ବିଭିନ୍ନ ପ୍ରକାରର ମାଛ ଧରା ପଡିଲେ।
47 O reino dos céus é ainda semelhante a uma rede que, lançada ao mar, recolhe peixes de toda espécie.
48 ଯେତବେେଳେ ଜାଲଟି ମାଛ ରେ ଭର୍ତ୍ତି ହାଇଗେଲା, କେଉଟମାନେ ଜାଲକୁ କୂଳକୁ ଟାଣି ଆଣିଲେ। ସମାନେେ ବସି ପଡି ଭଲ ଭଲ ମାଛ ବାଛି ଟୋକଇେ ରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡି ଦେଲେ।
48 E, quando já está cheia, os pescadores arrastam-na para a praia e, assentados, escolhem os bons para os cestos e os ruins deitam fora.
49 ସଂସାର ଶଷେ ହବୋ ବେଳେ ଏହିଭଳି ଘଟିବ। ସ୍ବର୍ଗଦୂତମାନେ ଆସିବେ। ସମାନେେ ଧାର୍ମିକଲୋକଙ୍କ ଭିତରୁ ପାପୀଲୋକଙ୍କୁ ଅଲଗା କରି ଦବେେ।
49 Assim será na consumação do século: sairão os anjos, e separarão os maus dentre os justos,
50 ସ୍ବର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କବଳେ କାନ୍ଦି କାନ୍ଦି ଓ ୟନ୍ତ୍ରଣା ରେ ଦାନ୍ତ କାମୁଡି ରହିବେ।
50 e os lançarão na fornalha acesa; ali haverá choro e ranger de dentes.
51 ଯୀଶୁ ନିଜ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?
51 Entendestes todas estas coisas? Responderam-lhe: Sim!
52 ତା'ପରେ ଯୀଶୁ କହିଲେ, ସ୍ବର୍ଗରାଜ୍ଯ ବିଷୟ ରେ ଜାଣିଥିବା ପ୍ରେତ୍ୟକକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି। ଯେ କି ଭଣ୍ଡାର ରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।
52 Então, lhes disse: Por isso, todo escriba versado no reino dos céus é semelhante a um pai de família que tira do seu depósito coisas novas e coisas velhas.
53 ଯୀଶୁ ଏହି ସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡି ଚାଲିଗଲେ।
53 Tendo Jesus proferido estas parábolas, retirou-se dali.
54 ସେ କେଉଁଠି ପ୍ରତିପାଳିତ ହାଇେଥିଲେ ସଠାେକୁ ଗଲେ। ସଠାେରେ ୟିହୁଦୀ ସମାଜଗୃହ ରେ ଉପଦେଶ ଦବୋ ଆରମ୍ଭ କରି ଦେଲେ,ଯାହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ ଏବଂ କହିଲେ, ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?
54 E, chegando à sua terra, ensinava-os na sinagoga, de tal sorte que se maravilhavam e diziam: Donde lhe vêm esta sabedoria e estes poderes miraculosos?
55 ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।
55 Não é este o filho do carpinteiro? Não se chama sua mãe Maria, e seus irmãos, Tiago, José, Simão e Judas?
56 ତାର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠା ରେ ଅଛନ୍ତି। ତବେେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?
56 Não vivem entre nós todas as suas irmãs? Donde lhe vem, pois, tudo isto?
57 ସହେି ଲୋକମାନେ ଯୀଶୁଙ୍କ ସ୍ବୀକାର କଲନୋହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦଅନ୍ତି। କିନ୍ତୁ ନିଜ ସହର ରେ ଓ ତାହାଙ୍କ ନିଜ ପରିବାର ରେ ଜଣେ ଭବିଷ୍ଯଦ୍ବକ୍ତା ସମ୍ମାନ ପାଏ ନାହିଁ।
57 E escandalizavam-se nele. Jesus, porém, lhes disse: Não há profeta sem honra, senão na sua terra e na sua casa.
58 ସଠାେକାର ଲୋକେ ଯୀଶୁଙ୍କ ଉପରେ ବିଶ୍ବାସ କରି ପାରିଲେ ନାହିଁ। ତେଣୁ ଯୀଶୁ ସଠାେରେ ଅଧିକ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ ନାହିଁ।
58 E não fez ali muitos milagres, por causa da incredulidade deles.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 13, comparar traduções ou montar um estudo — tudo direto pelo WhatsApp.