Mateus 12

Oriya Bible (GL_ORIYA) vs VC

Sair da comparação
VC Versão Católica
1 ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।
1 Atravessava Jesus os campos de trigo num dia de sábado. Seus discípulos, tendo fome, começaram a arrancar as espigas para comê-las.
2 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।
2 Vendo isto, os fariseus disseram-lhe: Eis que teus discípulos fazem o que é proibido no dia de sábado.
3 ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଦାଉଦ ଓ ତାହାଙ୍କ ସାଙ୍ଗ ରେ ଥିବା ଲୋକେ ଭୋକ ଲାଗୁବା ବେଳେ କଣ କରିଥିଲେ, ସେ ବିଷୟ ରେ ତୁମ୍ଭେ କ'ଣ ପଢିନାହଁ?
3 Jesus respondeu-lhes: Não lestes o que fez Davi num dia em que teve fome, ele e seus companheiros,
4 ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।
4 como entrou na casa de Deus e comeu os pães da proposição? Ora, nem a ele nem àqueles que o acompanhavam era permitido comer esses pães reservados só aos sacerdotes.
5 ତୁମ୍ଭେ ମାଶାଙ୍କେ ବ୍ଯବସ୍ଥା ରେ କ'ଣ ପଢିନାହଁ ଯେ ବଶ୍ରାମ ଦିବସ ରେ ଯାଜକମାନେ ପ୍ରଭୁଙ୍କ ମନ୍ଦିର ରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣା ରେ ତାହାଙ୍କର କହେି କିଛି ଦୋଷ ଧରନ୍ତିନାହିଁ।
5 Não lestes na lei que, nos dias de sábado, os sacerdotes transgridem no templo o descanso do sábado e não se tornam culpados?
6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠା ରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍।
6 Ora, eu vos declaro que aqui está quem é maior que o templo.
7 ଶାସ୍ତ୍ର କ ହେ, 'ମୁଁ ଲୋକମାନଙ୍କ ମଧିଅରେ ଦୟା ଚା ହେଁ, କିନ୍ତୁ ପଶୁବଳି ଚା ହେଁନାହିଁ।' ତୁମ୍ଭେ ପ୍ରକୃତ ରେ ଏହାର ଅର୍ଥ ବୁଝିନାହଁ। ଯଦି ବୁଝି ଥାଆନ୍ତ, ତବେେ ଏହି ନିର୍ଦ୍ ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତନାହିଁ।
7 Se compreendêsseis o sentido destas palavras: Quero a misericórdia e não o sacrifício... não condenaríeis os inocentes.
8 ମନୁଷ୍ଯପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।
8 Porque o Filho do Homem é senhor também do sábado.
9 ଯୀଶୁ ସଠାରୁେ ଯାଇ ସମାନଙ୍କେର ପ୍ରାର୍ଥନାଗୃହ ରେ ପ୍ରବେଶ କଲେ।
9 Partindo dali, Jesus entrou na sinagoga.
10 ସଠାେରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସଠାେରେ ଥିବା କେତକେ ଯିହୂଦୀ ଯୀଶୁଙ୍କ ଉପରେ ଦୋଷରୋପ କରିବା ପାଇଁ ସୁଯୋଗ ଖାଜେୁଥିଲେ। ସମାନେେ ତାହାଙ୍କୁ ପଚାରିଲେ, ମାଶାଙ୍କେ ନିୟମ ଅନୁସାରେ ବିଶ୍ରାମଦିବସ ରେ କାହାରିକୁ ଭଲ କରିଦବୋ କ'ଣ ବିଧିସଙ୍ଗତ?
10 Encontrava-se lá um homem que tinha a mão seca. Alguém perguntou a Jesus: É permitido curar no dia de sábado? Isto para poder acusá-lo.
11 ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?
11 Jesus respondeu-lhe: Há alguém entre vós que, tendo uma única ovelha e se esta cair num poço no dia de sábado, não a irá procurar e retirar?
12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ତେଣୁ ମାଶାଙ୍କେ ବ୍ଯବସ୍ଥା ବିଶ୍ରାମ ଦିବସ ରେ ଭଲ କାମ କରିବାକୁ ଅନୁମତି ଦଇେଥାଏ।
12 Não vale o homem muito mais que uma ovelha? É permitido, pois, fazer o bem no dia de sábado.
13 ତା'ପରେ ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କୁ ହାତ ଦଖାଇବୋ ପାଇଁ ଆଗକୁ ବଢଇେ ଦଲୋ। ତାର ସହେି ଶୁଖି ଯାଇଥିବା ହାତଟି ସଂପୂର୍ଣ୍ଣ ଭଲ ହାଇଗେଲା। ଏହି ହାତଟି ତାର ଅନ୍ୟ ହାତ ଭଳି ହାଇଗେଲା।
13 Disse, então, àquele homem: Estende a mão. Ele a estendeu e ela tornou-se sã como a outra.
14 କିନ୍ତୁ ଫାରୂଶୀମାନେ ସଠାରୁେ ବାହାରି ଗଲେ। ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ସମାନେେ ଯୋଜନା କଲେ।
14 Os fariseus saíram dali e deliberaram sobre os meios de o matar.
15 ଯୀଶୁ ଏକଥା ଜାଣିପାରି ସେ ଜାଗା ଛାଡି ଚାଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରି ଦେଲେ।
15 Jesus soube disso e afastou-se daquele lugar. Uma grande multidão o seguiu, e ele curou todos os seus doentes.
16 କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।
16 Proibia-lhes formalmente falar disso,
17 ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ, ସଗେୁଡ଼ିକ ପୂର୍ଣ୍ଣ ହବୋପାଇଁ ଯୀଶୁ ଏହା କଲେ।
17 para que se cumprisse o anunciado pelo profeta Isaías:
18 ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।
18 Eis o meu servo a quem escolhi, meu bem-amado em quem minha alma pôs toda sua a afeição. Farei repousar sobre ele o meu Espírito e ele anunciará a justiça aos pagãos.
19 ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।
19 Ele não disputará, não elevará sua voz; ninguém ouvirá sua voz nas praças públicas.
20 ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।
20 Não quebrará o caniço rachado, nem apagará a mecha que ainda fumega, até que faça triunfar a justiça.
21 ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4
21 Em seu nome as nações pagãs porão sua esperança {Is 42,1-4}.
22 ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା। ତା ଦହେ ରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହାଇେ ଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରି ଦେଲେ। ଫଳ ରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା।
22 Apresentaram-lhe, depois, um possesso cego e mudo. Jesus o curou de tal modo, que este falava e via.
23 ଜମା ହାଇେଥିବା ଲୋକେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ, ସମାନେେ କୁହାକୁହି ହେଲେ, ଆମ୍ଭ ପାଖକୁ ପରମେଶ୍ବର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସହେି ଦାଉଦଙ୍କ ପୁତ୍ର ଅଟନ୍ତି?
23 A multidão, admirada, dizia: Não será este o filho de Davi?
24 ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ ଙ୍କ ସାହାର୍ୟ୍ଯ ରେ ଭୂତମାନଙ୍କୁ ଛଡ଼ାନ୍ତି।
24 Mas, ouvindo isto, os fariseus responderam: É por Beelzebul, chefe dos demônios, que ele os expulsa.
25 ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣିପାରିଲେ ଓ ସମାନଙ୍କେୁ କହିଲେ, ନିଜ ବିରୁଦ୍ଧ ରେ ବିଭଦେ ସୃଷ୍ଟି କରୁଥିବା ପ୍ରେତ୍ୟକକ ରାଜ୍ଯ ଧ୍ବଂସ ପାଇୟିବ। ଯଦି କୌଣସି ନଗର ନିଜ ନିଜ ମଧିଅରେ ଭାଗଭାଗ ହାଇଯୋଏ, ତବେେ ତାହା ତିଷ୍ଠିରହି ପାରିବନି। ସହେିଭଳି ନିଜନିଜ ଭିତ ରେ ଭାଗ ହାଇଗେଲେ କୌଣସି ପରିବାର ତିଷ୍ଠି ରହି ପାରିବନି।
25 Jesus, porém, penetrando nos seus pensamentos, disse: Todo reino dividido contra si mesmo será destruído. Toda cidade, toda casa dividida contra si mesma não pode subsistir.
26 ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତବେେ ତା'ର ଅର୍ଥ ସେ ନିଜେ ନିଜ ଭିତ ରେ ଭାଗଭାଗ ହାଇେଛି। ଏ ପରିସ୍ଥିତି ରେ ତା'ର ରାଜ୍ଯ ତିଷ୍ଠି ରହି ପାରିବା ସମ୍ଭବ ହବେନାହିଁ।
26 Se Satanás expele Satanás, está dividido contra si mesmo. Como, pois, subsistirá o seu reino?
27 ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡ଼ି ଦେଉଛି, ତବେେ ତୁମ୍ଭର ଶିଷ୍ଯମାନେ କାହା ସାହାୟ୍ଯ ରେ ତାହାଙ୍କୁ ତଡ଼ଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ଯମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ କହୁଛ।
27 E se eu expulso os demônios por Beelzebul, por quem é que vossos filhos os expulsam? Por isso, eles mesmos serão vossos juízes.
28 ମୁଁ କିନ୍ତୁ ଭୁତମାନଙ୍କୁ ପରମେଶ୍ବରଙ୍କ ଆତ୍ମାର ଶକ୍ତି ସାହାୟ୍ଯ ରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି।
28 Mas, se é pelo Espírito de Deus que expulso os demônios, então chegou para vós o Reino de Deus.
29 ଜଣେ ଲୋକ କୌଣସି ବଳବାନ ଲୋକ ଘ ରେ ପଶି ତା'ର ସମ୍ପତ୍ତି ଚେ଼ା ରଇନବେୋକୁ ଚାହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା'ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନଇେ ଯାଇ ପାରିବ।
29 Como pode alguém penetrar na casa de um homem forte e roubar-lhe os bens, sem ter primeiro amarrado este homem forte? Só então pode roubar sua casa.
30 ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
30 Quem não está comigo está contra mim; e quem não ajunta comigo, espalha.
31 ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁ ସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆୟିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆୟିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧ ରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି।
31 Por isso, eu vos digo: todo pecado e toda blasfêmia serão perdoados aos homens, mas a blasfêmia contra o Espírito não lhes será perdoada.
32 ଯଦି କହେି ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କୁ ହେ ତବେେ ତାକୁ କ୍ଷମା କରାଯାଇପା ରେ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରିଦ୍ଧ ରେ କହେି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ଯତ ରେ କବେେ ହେଲେ କ୍ଷମା କରାୟିବନାହିଁ।
32 Todo o que tiver falado contra o Filho do Homem será perdoado. Se, porém, falar contra o Espírito Santo, não alcançará perdão nem neste século nem no século vindouro.
33 ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।
33 Ou dizeis que a árvore é boa e seu fruto bom, ou dizeis que é má e seu fruto, mau; porque é pelo fruto que se conhece a árvore.
34 ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
34 Raça de víboras, maus como sois, como podeis dizer coisas boas? Porque a boca fala do que lhe transborda do coração.
35 ଗୋଟିଏ ଭଲ ଲୋକର ମନ ରେ ଭଲ କଥା ସଞ୍ଚିତ ହାଇେ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହରି ଆ ସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତ ରେ ଖରାପ କଥା ସବୁ ସଞ୍ଚିତ ହାଇେ ରହିଥାଏ। ସେ କହିବା ବେଳେ ତା' ମନ ଭିତରୁ ଖରାପ କଥା ବାହରିଥାଏ। ତେଣୁ ସେ ଖରାପ କଥା କୁ ହେ।
35 O homem de bem tira boas coisas de seu bom tesouro. O mau, porém, tira coisas más de seu mau tesouro.
36 କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।
36 Eu vos digo: no dia do juízo os homens prestarão contas de toda palavra vã que tiverem proferido.
37 ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବା, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ ଦୋଷୀ ବୋଲି ବିଚ଼ାର କରାୟିବ।
37 É por tuas palavras que serás justificado ou condenado.
38 ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତକେ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯଟିଏ ଦଖାେଅ।
38 Então alguns escribas e fariseus tomaram a palavra: Mestre, quiséramos ver-te fazer um milagre.
39 ଯୀଶୁ କହିଲେ, ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚ଼ାହାଁନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦଖାଇେ ଦିଆୟିବନାହିଁ। କବଳେ ଭବିଷ୍ଯଦ୍ବକ୍ତା ୟୂନସଙ୍କ କ୍ଷେତ୍ର ରେ ଘଟିଥିବା ଆଶ୍ଚର୍ୟ୍ଯକାର୍ୟ୍ଯ ହିଁ ସମାନଙ୍କେ ପାଇଁ ଏକମାତ୍ର ଚ଼ିହ୍ନ ହବେ।
39 Respondeu-lhes Jesus: Esta geração adúltera e perversa pede um sinal, mas não lhe será dado outro sinal do que aquele do profeta Jonas:
40 ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।
40 do mesmo modo que Jonas esteve três dias e três noites no ventre do peixe, assim o Filho do Homem ficará três dias e três noites no seio da terra.
41 ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।
41 No dia do juízo, os ninivitas se levantarão com esta raça e a condenarão, porque fizeram penitência à voz de Jonas. Ora, aqui está quem é mais do que Jonas.
42 ଯେଉଁ ଦିନ ବିଚ଼ାର ହବେ ସେ ଦିନ ଦକ୍ଷିଣର ରାଣୀ ପର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସେ ଶଲମାନଙ୍କେ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲମାନଙ୍କେଠାରୁ ଅଧିକ ମହାନ୍।
42 No dia do juízo, a rainha do Sul se levantará com esta raça e a condenará, porque veio das extremidades da terra para ouvir a sabedoria de Salomão. Ora, aqui está quem é mais do que Salomão.
43 ଯେତବେେଳେ ଗୋଟିଏ ଭୂତ କୌଣସି ଲୋକଦହରେୁ ବାହାରି ଗ୍ଭଲି ଆ ସେ, ସେତବେେଳେ ସେ ପଥଭ୍ରଷ୍ଟ ହାଇେ ବିଶ୍ରାମ ନବୋପାଇଁ ଶୁଖିଲା ଜାଗାଟିଏ ଖୋଚି ବୁଲେ। କିନ୍ତୁ ସଭେଳି ଜାଗାଟିଏ ତାକୁ ମିଳନୋହିଁ।
43 Quando o espírito impuro sai de um homem, ei-lo errante por lugares áridos à procura de um repouso que não acha.
44 ସେତବେେଳେ ସେ କୁ ହେ, 'ମୁଁ ମାରେ ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସଠାେକୁ ଫରେିୟିବି।' ସେ ପୁଣି ଫରେିଆ ସେ। ସେ ଦେଖେ ସେ ପର୍ୟ୍ଯନ୍ତ ମଧ୍ଯ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତଟା ଭୂତଙ୍କୁ ଡ଼ାକିଆଣେ।
44 Diz ele, então: Voltarei para a casa donde saí. E, voltando, encontra-a vazia, limpa e enfeitada.
45 ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।
45 Vai, então, buscar sete outros espíritos piores que ele, e entram nessa casa e se estabelecem aí; e o último estado daquele homem torna-se pior que o primeiro. Tal será a sorte desta geração perversa.
46 ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
46 Jesus falava ainda à multidão, quando veio sua mãe e seus irmãos e esperavam do lado de fora a ocasião de lhe falar.
47 ଜଣେ କହେି ଯୀଶୁଙ୍କୁ କହିଲେ, ତୁମ୍ଭର ମାଆ ଏହଂ ଭାଇମାନେ ବାହା ରେ ଅପେକ୍ଷା କରିଛନ୍ତି। ସମାନେେ ତୁମ୍ଭ ସହିତ କଥାବାର୍ତ୍ତା ହବୋକୁ ଚ଼ାହୁଁଛନ୍ତି।
47 Disse-lhe alguém: Tua mãe e teus irmãos estão aí fora, e querem falar-te.
48 ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ମାରେ ମାଆ କିଏ? ମାରେ ଭାଇମାନେ କିଏ?
48 Jesus respondeu-lhe: Quem é minha mãe e quem são meus irmãos?
49 ତା'ପରେ ସେ ତାହାଙ୍କର ଶିଷ୍ଯମାନଙ୍କ ଆଡ଼କୁ ହାତ ପଢ଼ଇେ କହିଲେ, ଏମାନେ ମାରେ ମାଆ ଓ ଭାଇ।
49 E, apontando com a mão para os seus discípulos, acrescentou: Eis aqui minha mãe e meus irmãos.
50 ୟିଏ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମାରେ ଭାଇ, ଭଉଣୀ ଓ ମାଆ।
50 Todo aquele que faz a vontade de meu Pai que está nos céus, esse é meu irmão, minha irmã e minha mãe.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 12, comparar traduções ou montar um estudo — tudo direto pelo WhatsApp.