Mateus 11

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଯୀଶୁ ତାହାଙ୍କର ବାର ଜଣ ଯାକ ଶିଷ୍ଯଙ୍କୁ ନିର୍ଦ୍ଦେଶ ଦଇେ ସାରିବା ପରେ ସେ ସ୍ଥାନ ଛାଡି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କ ରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଗଲେ।
1 Depois que terminou de instruir seus doze discípulos, Jesus saiu para ensinar e pregar nas cidades da Galiléia.
2 ପ୍ତିଜକ ଯୋହନ କାରାଗାର ରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ୟ୍ଯକଳାପ ବିଷୟ ରେ ଶୁଣିଲେ। ସେ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ।
2 João, ao ouvir na prisão o que Cristo estava fazendo, enviou seus discípulos para lhe perguntarem:
3 ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଯେଉଁ ବ୍ଯକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସହେି ବ୍ଯକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?
3 "És tu aquele que haveria de vir ou devemos esperar algum outro? "
4 ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ।
4 Jesus respondeu: "Voltem e anunciem a João o que vocês estão ouvindo e vendo:
5 ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।
5 os cegos vêem, os mancos andam, os leprosos são purificados, os surdos ouvem, os mortos são ressuscitados, e as boas novas são pregadas aos pobres;
6 ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଧନ୍ଯ।
6 e feliz é aquele que não se escandaliza por minha causa".
7 ଏ କଥା ଶୁଣି ଯୋହନଙ୍କ ଶିଷ୍ଯମାନେ ଫରେି ଯାଉଥିବା ସମୟରେ ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିଲେ, ଏ ମରୁଭୂମିକୁ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ପବନ ରେ ଦୋହଲୁ ଥିବା କୌଣସି ନଳଗଛକୁ ?
7 Enquanto saíam os discípulos de João, Jesus começou a falar à multidão a respeito de João: "O que vocês foram ver no deserto? Um caniço agitado pelo vento?
8 ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ଯକ୍ତିଙ୍କୁ? ତା' ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନ ରେ ପାଇ ପାରିବ।
8 Ou, o que foram ver? Um homem vestido de roupas finas? Ora, os que usam roupas finas estão nos palácios reais.
9 ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।
9 Afinal, o que foram ver? Um profeta? Sim, eu lhes digo, e mais que profeta.
10 ଯୋହନଙ୍କ ବିଷୟ ରେ ଶାସ୍ତ୍ର ରେ ଲଖାେଅଛି:
10 Este é aquele a respeito de quem está escrito: ‘Enviarei o meu mensageiro à tua frente; ele preparará o teu caminho diante de ti’.
11 ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।
11 Digo-lhes a verdade: Entre os nascidos de mulher não surgiu ninguém maior do que João Batista; todavia, o menor no Reino dos céus é maior do que ele.
12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ୟ୍ଯନ୍ତ ସ୍ବର୍ଗ ରାଜ୍ଯ ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରଯୋଗ କରି ଅଧିକାର କରି ନବୋପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି।
12 Desde os dias de João Batista até agora, o Reino dos céus é tomado à força, e os que usam de força se apoderam dele.
13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ଯଦ୍ବକ୍ତା ଓ ମାଶାଙ୍କେ ନିୟମ ଭବିଷ୍ଯଦ୍ବାଣୀ କହିଥିଲେ।
13 Pois todos os Profetas e a Lei profetizaram até João.
14 ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।
14 E se vocês quiserem aceitar, este é o Elias que havia de vir.
15 ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।
15 Aquele que tem ouvidos, ouça!
16 ଏହି ଲୋକମାନଙ୍କ ବିଷୟ ରେ ମୁଁ କ'ଣ କହିବି। ସମାନେେ କେଉଁ ପ୍ରକାରର? ସମାନେେ ବଜାର ରେ ବସିଥିବା ପାଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
16 "A que posso comparar esta geração? São como crianças que ficam sentadas nas praças e gritam umas às outras:
17 'ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ। କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଶୋକ ଗୀତ ଗାଇଲୁ, କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।'
17 ‘Nós lhes tocamos flauta, mas vocês não dançaram; cantamos um lamento, mas vocês não se entristeceram’.
18 ବର୍ତ୍ତମାନର ଲୋକମାନେ ସପରେି। ଯୋହନ ଆସିଲେ। କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉନଥିଲେ କି ପିଉ ନଥିଲେ। ଲୋକେ କହିଲେ, 'ତାହାଙ୍କ ଦହେ ରେ ଭୂତ ପଶି ଯାଇଛି।'
18 Pois veio João, que jejua e não bebe vinho, e dizem: ‘Ele tem demônio’.
19 ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।
19 Veio o Filho do homem comendo e bebendo, e dizem: ‘Aí está um comilão e beberrão, amigo de publicanos e "pecadores" ’. Mas a sabedoria é comprovada pelas obras que a acompanham".
20 ସେତବେେଳେ ଯୀଶୁ ଯେଉଁ ନଗରମାନଙ୍କ ରେ ଅଧିକାଂଶ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରିଥିଲେ, ସହେି ନଗରଗୁଡିକୁ ତିରସ୍କାର କଲେ। କାରଣ ସଠାେକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନଥିଲେ, କି ପାପ କରିବା ଛାଡି ନଥିଲେ,
20 Então Jesus começou a denunciar as cidades em que havia sido realizada a maioria dos seus milagres, porque não se arrependeram.
21 ସେ କହିଲେ, 'ହାୟ କୋରାଜୀନ୍! ହାୟ ବେଥ୍ସାଇଦା! ତୁମ୍ଭ ଅଞ୍ଚଳ ରେ ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରାଗଲା, ସଗେୁଡିକ ଯଦି ସୋର ଓ ସୀଦୋନ ରେ କରିଥାଆନ୍ତୁ, ତବେେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସମାନେେ ଅଖା ପିନ୍ଧି ଓ ଦହେ ରେ ପାଉଁଶ ବୋଳି ହାଇେ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।
21 "Ai de você, Corazim! Ai de você, Betsaida! Porque se os milagres que foram realizados entre vocês tivessem sido realizados em Tiro e Sidom, há muito tempo elas se teriam arrependido, vestindo roupas de saco e cobrindo-se de cinzas.
22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।
22 Mas eu lhes afirmo que no dia do juízo haverá menor rigor para Tiro e Sidom do que para vocês.
23 ହେ କଫର୍ନାହୂମ! ତୁ କ'ଣ ଭାବୁଛୁ ତୋତେ ସ୍ବର୍ଗୀୟ ଗୌରବ ଦବୋ ପାଇଁ ସ୍ବର୍ଗକୁ ଉଠାଇ ନିଆୟିବ? ନା, ତୁମ୍ଭକୁ ପାତାଳ ରେ ନିକ୍ଷପେ କରାୟିବ। ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ ତୋର ଅଞ୍ଚଳ ରେ କରାଯାଇଛି, ସଗେୁଡିକ ଯଦି ସଦୋମ ରେ କରାଯାଇ ଥାଆନ୍ତା।, ତବେେ ସଠାେକାର ବାସିନ୍ଦା ପାପ କରିବା ବନ୍ଦ କରି ଦଇେଥାଆନ୍ତେ ଓ ସେ ନଗର ଏ ପର୍ୟ୍ଯନ୍ତ ତିଷ୍ଠି ରହି ପାରି ଥାଆନ୍ତା।
23 E você, Cafarnaum: será elevada até o céu? Não, você descerá até ao Hades! Se os milagres que em você foram realizados tivessem sido realizados em Sodoma, ela teria permanecido até hoje.
24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ଯାୟ ହବୋ ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହବେ।
24 Mas eu lhes afirmo que no dia do juízo haverá menor rigor para Sodoma do que para você".
25 ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।
25 Naquela ocasião Jesus disse: "Eu te louvo, Pai, Senhor dos céus e da terra, porque escondeste estas coisas dos sábios e cultos, e as revelaste aos pequeninos.
26 ହଁ ପରମପିତା, ତୁମ୍ଭେ ପ୍ରକୃତ ରେ ଯାହା ଗ୍ଭହୁଁଥିଲ, ଚାହା ଘଟିଲା।
26 Sim, Pai, pois assim foi do teu agrado.
27 ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।
27 "Todas as coisas me foram entregues por meu Pai. Ninguém conhece o Filho a não ser o Pai, e ninguém conhece o Pai a não ser o Filho e aqueles a quem o Filho o quiser revelar.
28 ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।
28 "Venham a mim, todos os que estão cansados e sobrecarregados, e eu lhes darei descanso.
29 ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।
29 Tomem sobre vocês o meu jugo e aprendam de mim, pois sou manso e humilde de coração, e vocês encontrarão descanso para as suas almas.
30 ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।
30 Pois o meu jugo é suave e o meu fardo é leve".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 11, comparar traduções ou montar um estudo — tudo direto pelo WhatsApp.