Mateus 10
Oriya Bible (GL_ORIYA) vs ARC
1 ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।
1 E, chamando os seus doze discípulos, deu-lhes poder sobre os espíritos imundos, para os expulsarem e para curarem toda enfermidade e todo mal.
2 ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।
2 Ora, os nomes dos doze apóstolos são estes: O primeiro, Simão, chamado Pedro, e André, seu irmão; Tiago, filho de Zebedeu, e João, seu irmão;
3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
3 Filipe e Bartolomeu; Tomé e Mateus, o publicano; Tiago, filho de Alfeu, e Lebeu, apelidado Tadeu;
4 ଉଦ୍ୟୋଗୀ ଶିମାନେ ଓ ଈଷ୍କରୀଯୋଥ ୟିହୂଦା। ଏହି ଈଷ୍କରିଯୋଥ ୟିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରିଥିଲା।
4 Simão, o Zelote, e Judas Iscariotes, aquele que o traiu.
5 ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।
5 Jesus enviou estes doze e lhes ordenou, dizendo: Não ireis pelo caminho das gentes, nem entrareis em cidade de samaritanos;
6 ବରଂ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟିବ। ସମାନେେ ହଜିଯାଇଥିବା ମଷେ ଭଳି।
6 mas ide, antes, às ovelhas perdidas da casa de Israel;
7 ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'
7 e, indo, pregai, dizendo: É chegado o Reino dos céus.
8 ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।
8 Curai os enfermos, limpai os leprosos, ressuscitai os mortos, expulsai os demônios; de graça recebestes, de graça dai.
9 ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।
9 Não possuais ouro, nem prata, nem cobre, em vossos cintos;
10 ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।
10 nem alforjes para o caminho, nem duas túnicas, nem sandálias, nem bordão, porque digno é o operário do seu alimento.
11 କୌଣସି ନଗର ବା ଗାଁ ରେ ପ୍ରବେଶ କଲା ବେଳେ ସଠାେରେ ଯୋଗ୍ଯ ଲୋକଟିକୁ ବାଛି ବାହାର କର। ସହେି ନଗର ବା ଗାଁ ନ ଛାଡିବା ପର୍ୟ୍ଯନ୍ତ ସହେି ସ୍ଥାନ ରେ ରୁହ।
11 E, em qualquer cidade ou aldeia em que entrardes, procurai saber quem nela seja digno e hospedai-vos aí até que vos retireis.
12 କୌଣସି ଘ ରେ ପ୍ରବେଶ କଲାଭଳେେ ସହେି ପରିବାର ରେ ଲୋକଙ୍କୁ 'ତୁମ୍ଭ ପ୍ରତି ଶାନ୍ତ ହେଉ' ବୋଲି କହି ଆଶୀର୍ବାଦ କର। ଯଦି ସେ ପିବାରର ଲୋକେ ଯୋଗ୍ଯ, ତବେେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତ ରହିବ।
12 E, quando entrardes nalguma casa, saudai-a;
13 ଯଦି ସେ ପରିବାର ଲୋକେ ଅୟୋଗ୍ଯ ତବେେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫରେିଆସିବ।
13 e, se a casa for digna, desça sobre ela a vossa paz; mas, se não for digna, torne para vós a vossa paz.
14 ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।
14 E, se ninguém vos receber, nem escutar as vossas palavras, saindo daquela casa ou cidade, sacudi o pó dos vossos pés.
15 ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେଉଁ ଦିନ ନ୍ଯାୟ ହବେ, ସେ ଦିନ ସହେି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ଗ ମାରୋ ନଗରର ଲୋକଙ୍କ ଅବସ୍ଥା ଅପାକ୍ଷା ଅଧିକ ଖରାପ ହବେ।
15 Em verdade vos digo que, no Dia do Juízo, haverá menos rigor para o país de Sodoma e Gomorra do que para aquela cidade.
16 ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
16 Eis que vos envio como ovelhas ao meio de lobos; portanto, sede prudentes como as serpentes e símplices como as pombas.
17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।
17 Acautelai-vos, porém, dos homens, porque eles vos entregarão aos sinédrios e vos açoitarão nas suas sinagogas;
18 ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।
18 e sereis até conduzidos à presença dos governadores e dos reis, por causa de mim, para
19 ସମାନେେ ତୁମ୍ଭକୁ ବାନ୍ଧି ନବୋ ବେଳେ କ'ଣ କହିବ ଓ କିପରି କହିବ, ସେ ବିଷୟ ରେ ଚିନ୍ତାକରି କିଛି ବ୍ଯସ୍ତ ହୁଅନାହିଁ। କାରଣ ତୁମ୍ଭକୁ ସେତବେେଳେ କ'ଣ କହିବାକୁ ହବେ ତାହା ଜଣଇେ ଦିଆୟିବ।
19 Mas, quando vos entregarem, não vos dê cuidado como ou o que haveis de falar, porque, naquela
20 ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।
20 Porque não sois vós quem falará, mas o Espírito de vosso Pai é que fala em vós.
21 ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।
21 E o irmão entregará à morte o irmão, e o pai, o filho; e os filhos se levantarão contra os pais e os matarão.
22 ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।
22 E odiados de todos sereis por causa do meu nome; mas aquele que perseverar até ao fim será salvo.
23 ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।
23 Quando, pois, vos perseguirem nesta cidade, fugi para outra; porque em verdade vos digo que não acabareis de sem que venha o Filho do Homem.
24 ଶିଷ୍ଯ ନିଜ ଗୁରୁଠାରୁ ବଡ ନୁହେଁକି କୌଣସି ସବେକ ତା ମାଲିକଠାରୁ ବଡ ନୁହେଁ ା
24 Não é o discípulo mais do que o mestre, nem é o servo mais do que o seu senhor.
25 ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।
25 Basta ao discípulo ser como seu mestre, e ao servo ser como seu senhor. Se chamaram Belzebu ao pai de família, quanto mais aos seus domésticos?
26 ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।
26 Portanto, não os temais, porque nada há encoberto que não haja de revelar-se, nem oculto que não haja de saber-se.
27 ମୁଁ ଗୋପନ ରେ ତୁମ୍ଭକୁ ଯାହା ସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ଯ ଦିବା ଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।
27 O que vos digo em trevas, dizei-o em luz; e o que escutais ao ouvido, pregai-
28 ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।
28 E não temais os que matam o corpo e não podem matar a alma; temei, antes, aquele que pode fazer perecer no inferno a alma e o corpo.
29 ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।
29 Não se vendem dois passarinhos por um ceitil? E nenhum deles cairá em terra sem
30 ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।
30 E até mesmo os cabelos da vossa cabeça estão todos contados.
31 ତେଣୁ ଭୟଭୀତ ହୁଅନାହିଁ। ତୁମ୍ଭେ ଅନକେ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ଯବାନ।
31 Não temais, pois; mais valeis vós do que muitos passarinhos.
32 ଯଦି କହେି ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ, ସେ ମାେତେ ବିଶ୍ବାସ କରେ ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ମାରେ ନିଜ ଲୋକ।
32 Portanto, qualquer que me confessar diante dos homens, eu o confessarei diante de meu Pai, que
33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗ ରେ ଠିଆ ହାଇେ କୁ ହେ ଯେ ସେ ମାେତେ ବିଶ୍ବାସ କରେ ନାହିଁ, ତବେେ ମୁଁ ମଧ୍ଯ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଆଗ ରେ କହିବି ଯେ ସେ ଲୋକ ମାେ ନିଜ ଲୋକ ନୁହେଁ।
33 Mas qualquer que me negar diante dos homens, eu o negarei também diante de meu Pai, que
34 ତୁମ୍ଭେ ଭାବନାହିଁ ଯେ ମୁଁ ପୃଥିବୀ ରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖଡ୍ଗ ଆଣିବା ପାଇଁ ଆସିଛି।
34 Não cuideis que vim trazer a paz à terra; não vim trazer paz, mas espada;
35 ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
35 porque eu vim pôr em dissensão o homem contra seu pai, e a filha contra sua mãe, e a nora contra sua sogra.
36 ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’
36 E, assim, os inimigos do homem serão os seus familiares.
37 ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।
37 Quem ama o pai ou a mãe mais do que a mim não é digno de mim; e quem ama o filho ou a filha mais do que a mim não é digno de mim.
38 ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କୃଶ ବୋହି ମାରେ ଅନୁସରଣ କରନୋହିଁ, ସେ ମାେତେ ପାଇବାକୁ ଯୋଗ୍ଯ ନୁହେଁ।
38 E quem não toma a sua cruz e não segue após mim não é digno de mim.
39 ଯେଉଁ ଲୋକ ମାେ ଅପେକ୍ଷା ତା ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇ ବସିବ। କିନ୍ତୁ ଯେଉଁ ଲୋକ ମାେ ସକାେଶ ଜୀବନ ହରାଏ, ସେ ବାସ୍ତବ ଜୀବନ ପାଇପାରିବ।
39 Quem achar a sua vida perdê-la-á; e quem perder a sua vida por amor de mim achá-la-á.
40 ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।
40 Quem vos recebe a mim me recebe; e quem me recebe a mim, recebe aquele que me enviou.
41 ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।
41 Quem recebe
42 ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।
42 E qualquer que tiver dado só que seja um copo de
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 10, comparar traduções ou montar um estudo — tudo direto pelo WhatsApp.