Miquéias 6

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।
1 Ouvi o que diz o Senhor: Vamos, advoga tua causa diante das montanhas, ouçam as colinas a tua voz!
2 ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।
2 Ouvi, montanhas, o processo do Senhor, e vós, fundamentos perenes da terra. Porque o Senhor entrou em juízo com seu povo, ele vai pleitear com Israel:
3 ସଦାପ୍ରଭୁ ପୁଣି କୁହନ୍ତି, ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ କୁହ ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ କି କାର୍ୟ୍ଯ କରିଅଛୁ। ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ଯ ଦିଅ।
3 Povo meu, que te fiz, ou em que te contristei? Responde-me.
4 ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।
4 Fiz-te sair do Egito, livrei-te da escravidão, e mandei diante de ti Moisés, Aarão e Maria.
5 ହେ ଆମ୍ଭର ଲୋକମାନେ, ମାୟୋବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିଯୋରର ପୁତ୍ର ବିଲିଯମ୍ ତାଙ୍କୁ କି ଉତ୍ତର ଦଇେଥିଲେ, ତାକୁ ସ୍ମରଣ କର। ଶିଟୀମ୍ଠାରୁ ଗିଲ୍ଗଲ୍ ପର୍ୟ୍ଯନ୍ତ ଯାହାସବୁ ଘଟିୟାଇଛି, ତାକୁ ମଧ୍ଯ ମନେ ପକାଅ। ତାହା ହେଲେ ସଦାପ୍ରଭୁଙ୍କର ନ୍ଯାଯ କର୍ମ ବିଷଯ ରେ ତୁମ୍ଭମାନେେ ଜାଣି ପାରିବ।
5 Povo meu, lembra-te dos desígnios de Balac, rei de Moab, e a resposta que lhe deu Balaão, filho de Beor; lembra-te {da etapa} entre Setim e Gálgala, para reconheceres os benefícios do Senhor.
6 ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?
6 Com que me apresentarei diante do Senhor, e me prostrarei diante do Deus soberano? Irei à sua presença com holocaustos e novilhos de um ano?
7 ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?
7 Agradar-se-á, porventura, o Senhor com milhares de carneiros, ou com milhões de torrentes de óleo? Sacrificar-lhe-ei pela minha maldade o meu primogênito, o fruto de minhas entranhas por meus próprios pecados?
8 ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
8 Já te foi dito, ó homem, o que convém, o que o Senhor reclama de ti: que pratiques a justiça, que ames a bondade, e que andes com humildade diante do teu Deus.
9 ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦବୋ ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।
9 A voz do Senhor eleva-se contra a cidade - é sabedoria temer o vosso nome. Ouve, tribo: ouve, assembléia da cidade.
10 ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।
10 Haverá ainda na casa do ímpio tesouros mal adquiridos e um efá diminuído e maldito?
11 ବର୍ତ୍ତମାନ ଆମ୍ଭେ ଭୂଲ୍ ମାପକାଠି ଏବଂ ଅସାଧୁ ଓଜନ ସହ୍ଯ କରିବା ଉଚିତ୍ କି? ନା!
11 Pode-se ser inocente com balanças falsas e com um saco cheio de pesos enganosos?
12 ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।
12 Os ricos da cidade são homens violentos, os seus habitantes proferem mentiras, e em sua boca a língua só serve para enganar.
13 ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦବୋ ଆରମ୍ଭ କରିଅଛୁ। ତୁମ୍ଭର ପାପ ୟୋଗୁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା।
13 Por isso vou começar a ferir-te por minha vez, a devastar-te por causa de teus pecados.
14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହବେନାହିଁ। ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ଯ ରହିବ। ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ଖଡ୍ଗ ରେ ନିହତ ହବେେ।
14 O que comeres não te saciará, haverá fome em tua casa; porás os teus bens em lugar seguro, mas não os salvarás, e o que tiveres salvo, eu o entregarei à espada...
15 ତୁମ୍ଭେ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପଷେିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପଷେିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ।
15 Semearás e não colherás, espremerás a oliva mas não terás óleo com que te ungir; pisarás o mosto, mas não terás vinho para beber.
16 କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।
16 Observam-se as leis de Amri, seguem-se os exemplos da casa de Acab; procede como eles, para que eu te reduza à desolação, e teus habitantes às vaias e assobios; suporta os insultos de meu povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Miquéias 6, comparar traduções ou montar um estudo — tudo direto pelo WhatsApp.