Malaquias 3
Oriya Bible (GL_ORIYA) vs ARIB
1 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।
1 Eis que eu envio o meu mensageiro, e ele há de preparar o caminho diante de mim; e de repente virá ao seu templo o Senhor, a quem vós buscais, e o anjo do pacto, a quem vós desejais; eis que ele vem, diz o Senhor dos exércitos.
2 ମାତ୍ର ସହେି ସମୟ ପାଇଁ କୌଣସି ବ୍ଯକ୍ତି ପ୍ରସ୍ତୁତ ହାଇପୋରିବ ନାହିଁ। ସେ ଯେତବେେଳେ ଆସିବେ କହେି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହବେେ, ଆଉ ମଧ୍ଯ ପରିଷ୍କାରକାରୀ ରଜକର କ୍ଷାର ସ୍ବରୂପ ହବେ।
2 Mas quem suportará o dia da sua vinda? e quem subsistirá, quando ele aparecer? Pois ele será como o fogo de fundidor e como o sabão de lavandeiros;
3 ଅଗ୍ନି ରେ ରୂପା ବିଶୁଦ୍ଧ ହେଲାପରି ସେ ଲବେୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରେ ୗପ୍ୟ ସଦୃଶ ସମାନଙ୍କେୁ ଶୁଦ୍ଧ କରିବ। ତା'ପ ରେ ସମାନେେ ସଦାପ୍ରଭୁଙ୍କ ପାଇଁ ଉପୟୁକ୍ତ ନବୈେଦ୍ଯ ଆଣିବେ।
3 assentar-se-á como fundidor e purificador de prata; e purificará os filhos de Levi, e os refinará como ouro e como prata, até que tragam ao Senhor ofertas em justiça.
4 ତା'ପ ରେ ସଦାପ୍ରଭୁ ୟିରୁଶାଲମ ଓ ଯିହୁଦା ନିକଟରୁ ଭଟେି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳ ରେ କରିଥିଲେ।
4 Então a oferta de Judá e de Jerusalém será agradável ao Senhor, como nos dias antigos, e como nos primeiros anos.
5 ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
5 E chegar-me-ei a vós para juízo; e serei uma testemunha veloz contra os feiticeiros, contra os adúlteros, contra os que juram falsamente, contra os que defraudam o trabalhador em seu salário, a viúva, e o órfão, e que pervertem o direito do estrangeiro, e não me temem, diz o Senhor dos exércitos.
6 ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହବୋ ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହାଇନୋହିଁ।
6 Pois eu, o Senhor, não mudo; por isso vós, ó filhos de Jacó, não sois consumidos.
7 ମାତ୍ର ତୁମ୍ଭମାନେେ ମାରେ ବ୍ଯବସ୍ଥା ପାଳନ କଲନାହିଁ, ଠିକ୍ ଯେପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ଯ ଆମ୍ଭକୁ ଅବଜ୍ଞା କଲେ। ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ, ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କେ ନିକଟକୁ ଫରେିୟିବା, ସଦାପ୍ରଭୁ ଏହିକଥା କହିଥିଲେ।
7 Desde os dias de vossos pais vos desviastes dos meus estatutos, e não os guardastes. Tornai vós para mim, e eu tornarei para vós diz o Senhor dos exércitos. Mas vós dizeis: Em que havemos de tornar?
8 ଉତ୍ତର ରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,ତୁମ୍ଭମାନେେ ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେି କରିବା ବନ୍ଦ କର। ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେିକରିବା ଉଚିତ ନୁହେଁ। ମାତ୍ର ତୁମ୍ଭମାନେେ ଆମ୍ଭର ଦ୍ରବ୍ଯ ଗ୍ଭରେିକଲ।
8 Roubará o homem a Deus? Todavia vós me roubais, e dizeis: Em que te roubamos? Nos dízimos e nas ofertas alçadas.
9 ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମାରେ ଦ୍ରବ୍ଯ ଚୋରି କରିଛ। ତୁମ୍ଭମାନେେ ସଂପୂର୍ଣ୍ଣ ଅଭିଶପ୍ତ।
9 Vós sois amaldiçoados com a maldição; porque a mim me roubais, sim, vós, esta nação toda.
10 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।
10 Trazei todos os dízimos à casa do tesouro, para que haja mantimento na minha casa, e depois fazei prova de mim, diz o Senhor dos exércitos, se eu não vos abrir as janelas do céu, e não derramar sobre vós tal bênção, que dela vos advenha a maior abastança.
11 ଆମ୍ଭେ ତୁମ୍ଭର ଶସ୍ଯକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।
11 Também por amor de vós reprovarei o devorador, e ele não destruirá os frutos da vossa terra; nem a vossa vide no campo lançará o seu fruto antes do tempo, diz o Senhor dos exércitos.
12 ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମ ନୋହର ହବେ। ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।
12 E todas as nações vos chamarão bem-aventurados; porque vós sereis uma terra deleitosa, diz o Senhor dos Exércitos.
13 ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଟୁବାକ୍ଯ ପ୍ରଯୋଗ କରୁଛ।
13 As vossas palavras foram agressivas para mim, diz o Senhor. Mas vós dizeis: Que temos falado contra ti?
14 ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।
14 Vós tendes dito: inútil é servir a Deus. Que nos aproveita termos cuidado em guardar os seus preceitos, e em andar de luto diante do Senhor dos exércitos?
15 ଆମ୍ଭମାନେେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ୟ୍ଯ ହୁଅନ୍ତି। ସମାନେେ ପରମେଶ୍ବରଙ୍କ ର୍ଧୌୟ୍ଯ ପରୀକ୍ଷା କରିବାକୁ ମନ୍ଦ କାର୍ୟ୍ଯ କରି ଗ୍ଭଲନ୍ତି ଏବଂ ସମାନେେ କିଛି ଦଣ୍ତ ପାଆନ୍ତି ନାହିଁ।
15 Ora pois, nós reputamos por bem-aventurados os soberbos; também os que cometem impiedade prosperam; sim, eles tentam a Deus, e escapam.
16 ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।
16 Então aqueles que temiam ao Senhor falaram uns aos outros; e o Senhor atentou e ouviu, e um memorial foi escrito diante dele, para os que temiam ao Senhor, e para os que se lembravam do seu nome.
17 ସଦାପ୍ରଭୁ କହିଲେ, ସମାନେେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ୟ୍ଯ କରିବାକୁ ସ୍ଥିର କରିଥାଏ ନ୍ଯାଯ ଦବୋ ପାଇଁ। ମୁଁ ମାେ ଅନ୍ବଷେଣକାରୀମାନଙ୍କୁ ସ୍ନହେ କରିବି ଯେପରି ଜଣେ ବାପା ତା'ର ଆଜ୍ଞାଧିନ ପୁତ୍ରକୁ ସ୍ନହେ କରେ।
17 E eles serão meus, diz o Senhor dos exércitos, minha possessão particular naquele dia que prepararei; poupá-los-ei, como um homem poupa a seu filho, que o serve.
18 ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।
18 Então vereis outra vez a diferença entre o justo e o ímpio; entre o que serve a Deus, e o que o não serve.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Malaquias 3, comparar traduções ou montar um estudo — tudo direto pelo WhatsApp.