Marcos 8
Oriya Bible (GL_ORIYA) vs NTLH
1 ଆଉ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସମାନଙ୍କେର କିଛି ଖାଇବାକୁ ନଥିଲା। ତାଣୁ ଯୀଶୁ ଶିଷ୍ଯମାନଙ୍କୁ ପାଖକୁ ଡକାଇ କହିଲେ,
1 Pouco tempo depois, ajuntou-se outra vez uma grande multidão. Como eles não tinham nada para comer, Jesus chamou os discípulos e disse:
2 ଏ ଲୋକମାନଙ୍କ ପାଇଁ ମାେତେ ବଡ ଦୁଃଖ ଲାଗୁଛି। ସମାନେେ ମାେ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସମାନଙ୍କେ ପାଖ ରେ ଖାଇବାକୁ କିଛି ନାହିଁ।
2 — Estou com pena dessa gente porque já faz três dias que eles estão comigo e não têm nada para comer.
3 କିଛି ନ ଖୁଆଇ, ସମାନଙ୍କେୁ ଯଦି ମୁଁ ପଠାଇ ଦିଏ, ତବେେ ସମାନେେ ମୂର୍ଚ୍ଛା ହାଇେ ରାସ୍ତା ରେ ଢଳି ପଡିବେ। କେତକେ ଲୋକ ବହୁତ ଦୂରରୁ ଆସିଛନ୍ତି।
3 Se eu os mandar para casa com fome, eles vão cair de fraqueza pelo caminho, pois alguns vieram de longe.
4 ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?
4 Os discípulos perguntaram: — Como vamos encontrar, neste lugar deserto, comida que dê para toda essa gente?
5 ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନଙ୍କ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
5 — Quantos pães vocês têm? — perguntou Jesus. — Sete! — responderam eles.
6 ତା'ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ୟିବାକୁ କହିଲେ। ସେ ସାତ ଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧିଅରେ ବାଣ୍ଟି ଦବୋକୁ ଶିଷ୍ଯମାନଙ୍କୁ ଦେଲେ। ସମାନେେ ସଇେଆ କଲେ।
6 Aí Jesus mandou o povo sentar-se no chão. Depois pegou os sete pães e deu graças a Deus. Então os partiu e os entregou aos discípulos, e eles os distribuíram ao povo.
7 ଶିଷ୍ଯମାନଙ୍କ ପାଖ ରେ ମଧ୍ଯ ଅଳ୍ପ କିଛି େଛାଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ଯବାଦ ଦଇେ ଶିଷ୍ଯମାନଙ୍କୁ ତାହା ଲୋକଙ୍କ ଭିତ ରେ ବାଣ୍ଟି ଦବୋକୁ କହିଲେ।
7 Eles tinham também alguns peixinhos. Jesus deu graças a Deus por eles e mandou que os discípulos os distribuíssem.
8 ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସମାନେେ ବଳକା ଟୁକୁରା ତକ ଏକାଠି କରି ସାତଟି ଟୋକଇେ ରେ ଭର୍ତ୍ତି କଲେ।
8 Todos comeram e ficaram satisfeitos; e os discípulos ainda encheram sete cestos com os pedaços que sobraram.
9 ସଠାେରେ ପ୍ରାୟ କବଳେ ଚାରି ହଜାର ପୁରୁଷ ଖାଇଥିଲେ। ସମାନେେ ଖାଇଲା ପରେ ଯୀଶୁ ସମାନଙ୍କେୁ ବିଦାୟ କରି ଦେଲେ। ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହ ଡଙ୍ଗା ରେ ବସି ଦଲ୍ମନୂଥା ଅଞ୍ଚଳକୁ ଚାଲିଗଲେ।
9 As pessoas que comeram eram mais ou menos quatro mil. Jesus mandou o povo embora,
10 ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହିଁଲେ।
10 e, logo depois, subiu no barco com os seus discípulos, e foi para a região de Dalmanuta.
11 ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।
11 Alguns fariseus chegaram e começaram a falar com Jesus. Eles queriam conseguir alguma prova contra ele e por isso pediram que ele fizesse um milagre para mostrar que o seu poder vinha mesmo de Deus.
12 ଯୀଶୁ ଦୀର୍ଘନିଶ୍ବାସ ନଇେ ଦୁଃଖ ପ୍ରକାଶ କରି କହିଲେ, ତୁମ୍ଭମାନେ କାହିଁକି ପ୍ରମାଣ ସ୍ବରୂପ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛ? ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କୁ ସଭେଳି କୌଣସି ପ୍ରମାଣ ଦିଆୟିବ ନାହିଁ।
12 Jesus deu um grande suspiro e disse:
13 ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡି ପୁନଃ ଡଙ୍ଗା ଭିତରକୁ ଚାଲି ଆସିଲେ। ସେ ଡଙ୍ଗା ରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ।
13 Então Jesus foi embora. Ele subiu no barco e voltou para o lado leste do lago.
14 ସମାନେେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୂଲି ଯାଇଥିଲେ। ଯୀଶୁଙ୍କ ଶିଷ୍ଯମାନଙ୍କ ପାଖ ରେ ଖଣ୍ଡିଏ ମାତ୍ର ରୋଟୀ ଥିଲା।
14 Os discípulos haviam esquecido de levar pão e só tinham um pão no barco.
15 ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ସାବଧାନ; ଫାରୂଶୀ ଓ େ ହରୋଦଙ୍କ ଖମୀର ଠାରୁ ଦୂର ରେ ରୁହ।
15 Jesus chamou a atenção deles, dizendo:
16 ଶିଷ୍ଯମାନେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ଆମ୍ଭମାନଙ୍କ ପାଖ ରେ ରୋଟୀ ନାହିଁ ବୋଲି ଯୀଶୁ ଏକଥା କହିଲେ।
16 Aí os discípulos começaram a dizer uns aos outros: — Ele está dizendo isso porque não temos pão.
17 ସମାନେେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସମାନଙ୍କେୁ କହିଲେ, ରୋଟୀ ନାହିଁ ବୋଲି ତୁମ୍ଭମାନେେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭମାନେେ ଦେଖି ପାରୁନ କି ବୁଝି ପାରୁନ?
17 Jesus ouviu o que eles estavam dizendo e perguntou:
18 ତୁମ୍ଭମାନଙ୍କର କ'ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭମାନେେ ଦେଖି ପାରୁନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭମାନେେ ଶୁଣି ପାରିନାହଁ? ଆମ୍ଭ ପାଖ ରେ ଯେତବେେଳେ ଖାଇବାକୁ ୟଥେଷ୍ଟ ରୋଟୀ ନଥିଲା, ମୁଁ ସେତବେେଳେ କ'ଣ କରିଥିଲି ତୁମ୍ଭମାନଙ୍କର କ'ଣ ତାହା ମନେ ନାହିଁ?
18 Vocês têm olhos e não enxergam? Têm ouvidos e não escutam? Não lembram
19 ମୁଁ ଯେତବେେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?
19 dos cinco pães que eu parti para cinco mil pessoas? Quantos cestos cheios de pedaços vocês recolheram? Eles responderam: — Doze.
20 ଆଉ ମୁଁ ଯେତବେେଳେ ଚାରିହଜାର ଲୋକଙ୍କ ପାଇଁ ସାତଟି ରୋଟୀ ଖଣ୍ଡ ଖଣ୍ଡ କରି ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?
20 Jesus perguntou outra vez: Eles responderam: — Sete.
21 ତା'ପରେ ୟିଶୁ ସମାନଙ୍କେୁ କହିଲେ, ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭମାନେେ ମନେ ରଖିଛ। ଅଥଚ ଏବେ ମଧ୍ଯ ତୁମ୍ଭମାନେେ କିଛି ବୁଝି ପାରୁନାହଁ?
21 Então Jesus perguntou:
22 ତା'ପରେ ସମାନେେ ବେଥ୍ସାଇଦା ଚାଲି ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନଇେ ଆସିଲେ। ସମାନେେ ଯୀଶୁଙ୍କୁ ପାର୍ଥନା କଲେ ଯେ ସେ ଅନ୍ଧକୁ କବଳେ ଛୁଇଁ ଦିଅନ୍ତୁ।
22 Depois Jesus e os discípulos chegaram ao povoado de Betsaida. Algumas pessoas trouxeram um cego e pediram a Jesus que tocasse nele.
23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?
23 Ele pegou o cego pela mão e o levou para fora do povoado. Então cuspiu, passou a saliva nos olhos do homem, pôs a mão sobre ele e perguntou:
24 ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।
24 O homem olhou e disse: — Vejo pessoas; elas parecem árvores, mas estão andando.
25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
25 Jesus pôs outra vez as mãos sobre os olhos dele. Dessa vez o cego olhou firme e ficou curado; aí começou a ver tudo muito bem.
26 ଯୀଶୁ ତାକୁ ଘରକୁ ପଠଇେ ଦେଲେ ଓ କହିଲେ, ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ୟିବ ନାହିଁ।
26 Em seguida, Jesus mandou o homem para casa e ordenou:
27 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?
27 Depois Jesus e os seus discípulos foram para os povoados que ficam perto de Cesareia de Filipe. No caminho, ele lhes perguntou:
28 ସମାନେେ କହିଲେ, କେତକେ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଆନ୍ଯମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତକେ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ଯରୁ ଜଣେ।
28 Os discípulos responderam: — Alguns dizem que o senhor é João Batista; outros, que é Elias; e outros, que é um dos
29 ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ତୁମ୍ଭମାନେ କ'ଣ କହୁଛ?
29 — E vocês? Quem vocês dizem que eu sou? — perguntou Jesus. — O senhor é o
30 ତା'ପରେ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କାହାରିକୁ କିଛି କୁହ ନାହିଁ।
30 Então Jesus proibiu os discípulos de contarem isso a qualquer pessoa.
31 ତା'ପରେ ସେ ସମାନଙ୍କେୁ ଶିକ୍ଷା ଦବୋକୁ ଆରମ୍ଭ କଲେ, ମନଷ୍ଯପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହବେ। ପ୍ରାଚୀନ ଓ ୟିହୁଦୀ ନେତା, ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ବୀକାର କରିବେ ନାହିଁ। ନିଶ୍ଚିତ ରୁପରେ ତାହାଙ୍କୁ ମାରି ଦିଆୟିବ ଓ ସେ ମୃତ୍ଯର ତୃତୀୟ ଦିନ ପୁଣି ମୃତ୍ଯରୁ ପୁନରୁତ୍ଥାନ ହବେେ।
31 Jesus começou a ensinar os discípulos, dizendo: — O
32 ଯାହା ସବୁ ଘଟିବ ସେ ସମସ୍ତ କଥା ଯୀଶୁ ସମାନଙ୍କେୁ କହି ଦେଲେ। ସେ କିଛି ହେଲେ ଲୁଚାଇ ରଖିଲେ ନାହିଁ। ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନଇେ ସେ ଏସବୁ କହିଥିବା ୟୋଗୁ ତାହାଙ୍କୁ ସମାଲୋଚନା କଲେ।
32 Jesus dizia isso com toda a clareza. Então Pedro o levou para um lado e começou a repreendê-lo.
33 ଯୀଶୁ ପଛ ପଟକୁ ବୁଲି ଶିଷ୍ଯମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, ଶୟତାନ, ମାଠାରୁେ ଦୂର ହୁଅ। ତୁମ୍ଭ ପରମେଶ୍ବରଙ୍କ ବିଚାର ଭଳି ବିଚାର କରୁନାହିଁ, ଲୋକମାନେ ଯେଉଁ ଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସହେି ଭଳି ଭାବୁଛ।
33 Jesus virou-se, olhou para os discípulos e repreendeu Pedro, dizendo:
34 ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ଯମାନେ ମଧ୍ଯ ସଠାେରେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ଯେଉଁ ଲୋକ ମାେତେ ଅନୁସରଣ କରିବାକୁ ଚାହୁଁଛି, ଯାହା କିଛି ସେ ଚାହୁଁଛି, ସେ ସବୁକୁ ଛାଡି, ନିଜ କୃଶକୁ ବହନ କରି ମାେ ପଛ ରେ ଆସୁ।
34 Aí Jesus chamou a multidão e os discípulos e disse:
35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଚାହିଁବ, ସେ ତାହା ହରାଇବ। ଯେଉଁ ଲୋକ ମାେ ପାଇଁ ଓ ସୁସମାଚାର ପାଇଁ ନିଜ ଜୀବନ ତ୍ଯାଗ କରିବ, ସେ ତା' ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ।
35 Pois quem põe os seus próprios interesses em primeiro lugar nunca terá a vida verdadeira; mas quem esquece a si mesmo por minha causa e por causa do
36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?
36 O que adianta alguém ganhar o mundo inteiro, mas perder a vida verdadeira?
37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ଯ ତା ବଦଳ ରେ ନିଜ ଜୀବନ ପୁଣି ଥରେ ଫରେି ପାଇ ପାରିବନାହିଁ।
37 Pois não há nada que poderá pagar para ter de volta essa vida.
38 ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।
38 Portanto, se nesta época de incredulidade e maldade alguém tiver vergonha de mim e dos meus ensinamentos, então o Filho do Homem, quando vier na
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 8, comparar traduções ou montar um estudo — tudo direto pelo WhatsApp.