Marcos 7
Oriya Bible (GL_ORIYA) vs NAA
1 କେତକେ ଫାରୂଶୀ ଓ କେତକେ ଧର୍ମଶାସ୍ତ୍ରୀ ୟିରୁଶାଲମରୁ ଆସି ଯୀଶୁଙ୍କ ଚାରିପଟେ ରୁଣ୍ତ ହାଇଗେଲେ।
1 Os fariseus e alguns escribas, vindos de Jerusalém, reuniram-se em volta de Jesus.
2 ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।
2 Eles viram que alguns dos discípulos de Jesus comiam pão com as mãos impuras, isto é, sem lavar.
3 ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନଧୋଇ କବେେ ହେଲେ ଖାଉ ନଥିଲେ। ସମାନେେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ।
3 Porque os fariseus e todos os judeus, observando a tradição dos anciãos, não comem sem lavar cuidadosamente as mãos.
4 ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।
4 Quando voltam da praça, não comem sem se lavar. E há muitas outras coisas que receberam para observar, como a lavagem de copos, jarros e vasos de metal e camas.
5 ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, ତୁମ୍ଭର ଶିଷ୍ଯମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡିକୁ କାହିଁକି ପାଳୁ ନାହାଁନ୍ତି? ସମାନେେ ଅପବିତ୍ର ହାତ ରେ ଖାଆନ୍ତି, ସମାନେେ ଏଭଳି କାହିଁକି କରନ୍ତି?
5 Os fariseus e os escribas perguntaram a Jesus: — Por que os seus discípulos não vivem conforme a tradição dos anciãos, mas comem com as mãos impuras?
6 ଯୀଶୁ କହିଲେ, ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧ ରେ ୟିଶାଇୟ ଯାହା ଭବିଷ୍ଯଦ୍ବାଣୀ କରିଥିଲେ ତାହା ଯଥାର୍ଥ, ୟିଶାଇୟ ଲେଖିଥିଲେ,
6 Jesus respondeu:
7 ସମାନଙ୍କେର ମାେ ପାଇଁ ଉପାସନା ନିରର୍ଥକ, କାରଣ ସମାନେେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ଯକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।'ୟିଶାଇୟ 29:13
7 E em vão me adoram,
8 ତୁମ୍ଭମାନେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରିଛ। ଏବେ ତୁମ୍ଭମାନେେ ମନୁଷ୍ଯକୃତ ପରମ୍ପରାକୁ ଧରି ବସିଛ।
8 — Rejeitando o mandamento de Deus, vocês guardam a tradição humana.
9 ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।
9 E disse-lhes ainda:
10 ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।
10 Pois Moisés disse: “Honre o seu pai e a sua mãe.” E: “Quem maldisser o seu pai ou a sua mãe seja punido de morte.”
11 କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'
11 Vocês, porém, dizem que, se alguém disser ao seu pai ou à sua mãe: “A ajuda que você poderia receber de mim é Corbã, isto é, oferta ao Senhor”,
12 ଏହି ଭଳି ସହେି ଲୋକକୁ ତାର ବାପା ମାଆଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭମାନେେ ଅନୁମତି ଦେଉ ନାହଁ।
12 então vocês o dispensam de fazer qualquer coisa em favor do seu pai ou da sua mãe,
13 ନିଜ ନିୟମ ପାଳିବା ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ମନେ କରି ତୁମ୍ଭମାନେେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ପାଳିବା ମହତ୍ତ୍ବପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦଇେ ତାହା ଏଡଇେ ଦେଉଛ। ଏହିଭଳି ଅନକେ କାମ ତୁମ୍ଭମାନେ କରୁଛ।
13 invalidando a palavra de Deus por meio da tradição que vocês mesmos passam de pai para filho. E fazem muitas outras coisas semelhantes.
14 ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।
14 E, convocando outra vez a multidão, Jesus disse:
15 ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।
15 Não existe nada fora da pessoa que, entrando nela, possa contaminá-la; mas o que sai da pessoa é o que a contamina.
16 ବରଂ ଯେଉଁ ବସ୍ତୁ ମନୁଷ୍ଯର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପା ରେ।
16 [Se alguém tem ouvidos para ouvir, ouça.]
17 ତା'ପରେ ଯୀଶୁ ଲୋକମାନଙ୍କୁ ଛାଡି ଘର ଭିତରକୁ ଗଲେ। ଶିଷ୍ଯମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟ ରେ ପଚାରିଲେ।
17 Quando entrou em casa, deixando a multidão, os seus discípulos o interrogaram a respeito da parábola.
18 ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।
18 Jesus lhes disse:
19 କାରଣ ଖାଦ୍ୟ ତାର ହୃଦୟକୁ ନଯାଇ ପଟେ ଭିତରକୁ ଯାଏ ଓ ପୁଣି ମଳ ଆକାର ରେ ବାହାରକୁ ବାହାରି ଯାଏ। ଏହା କହି ଯୀଶୁ ସମସ୍ତ ଖାଦ୍ୟ ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।
19 porque não entra no coração dela, mas no estômago, e depois é eliminado? E, assim, Jesus considerou puros todos os alimentos.
20 ସେ ପୁଣି କହିଲେ, ମନୁଷ୍ଯର ଭିତରୁ ଯାହା ବାହାରକୁ ଆ ସେ, ତାହା ତାହାକୁ ଅଶୁଦ୍ଧ କରିଥାଏ।
20 E dizia:
21 ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।
21 Porque de dentro, do coração das pessoas, é que procedem os maus pensamentos, as imoralidades sexuais, os furtos, os homicídios,
22 ବ୍ଯଭିଚାର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।
22 os adultérios, a avareza, as maldades, o engano, a libertinagem, a inveja, a blasfêmia, o orgulho, a falta de juízo.
23 ଏହି ସବୁ ଖରାପ ଜିନିଷ ମନୁଷ୍ଯର ଭିତରୁ ବାହାରକୁ ଆସିଥାଏ। ଏଗୁଡିକ ମନୁଷ୍ଯକୁ ଅଶୁଦ୍ଧ କରିପକାଏ।
23 Todos estes males vêm de dentro e contaminam a pessoa.
24 ଯୀଶୁ ସେ ସ୍ଥାନ ଛାଡି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସଠାେରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଚାହୁଁ ନଥିଲେ ଯେ କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସଠାେରେ ଲୁଚି ରହି ପାରିଲେ ନାହିଁ।
24 Levantando-se Jesus, saiu dali e foi para as terras de Tiro e Sidom. Tendo entrado numa casa, não queria que ninguém soubesse onde ele estava. No entanto, não pôde ocultar-se,
25 ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।
25 porque uma mulher, cuja filhinha estava possuída de espírito imundo, logo ouviu falar a respeito de Jesus. Ela veio e se ajoelhou aos pés dele.
26 ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସିରିଆର ଫୈନିକିଯାଠା ରେ ଜନ୍ମ ହାଇେଥିଲା। ସେ ତା' ଝିଅ ଠାରୁ ଭୂତକୁ ବାହାର କରି ଦବୋ ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।
26 Essa mulher era estrangeira, de origem siro-fenícia, e pedia a Jesus que expulsasse o demônio da sua filha.
27 ଯୀଶୁ ତାହାକୁ କହିଲେ, ପ୍ରଥମେ ପିଲାମାନଙ୍କୁ ତୃପ୍ତ ହବୋକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନଇେ ଯାଇ କୁକୁରମାନଙ୍କ ଆଗ ରେ ଫିଙ୍ଗି ଦବୋ ଠିକ୍ ନୁହେଁ।
27 Mas Jesus lhe disse:
28 ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।
28 A mulher respondeu a ele: — Senhor, os cachorrinhos, debaixo da mesa, comem das migalhas das crianças.
29 ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।
29 Então Jesus disse à mulher:
30 ସହେି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟ ରେ ଶାଇେଛି। ଦୁଷ୍ଟାତ୍ମା ତା ଦହରେୁ ବାହରି ଚାଲି ଯାଇଛିା
30 Quando a mulher voltou para casa, achou a menina sobre a cama, pois o demônio tinha saído dela.
31 ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।
31 De novo, Jesus se retirou das terras de Tiro e foi por Sidom até o mar da Galileia, através do território de Decápolis.
32 ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
32 Então lhe trouxeram um surdo e gago e lhe suplicaram que impusesse as mãos sobre ele.
33 ଯୀଶୁ ସେ ଲୋକଟିକୁ ଭିଡଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନଇଗେଲେ। ସେ ସହେି ଲୋକଟିର କାନ ଭିତ ରେ ନିଜ ଆଙ୍ଗୁଳିଗୁଡିକୁ ରଖିଲେ। ତା'ପରେ ସେ ଛପେ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ।
33 Jesus, tirando-o da multidão, à parte, pôs os dedos nos ouvidos dele; depois, cuspindo, aplicou saliva na língua do homem.
34 ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ,
34 Então, erguendo os olhos ao céu, suspirou e disse:
35 ଇପ୍ପଥଃ ଅର୍ଥାତ 'ଖାଲିେ ଯାଉ। ତତ୍କ୍ଷଣାତ୍ ତାର କାନ ଖାଲିେ ଗଲା। ଜିଭର ଗ୍ରନ୍ଥି ଖାଲିଗେଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।
35 E logo os ouvidos do homem se abriram, e o empecilho da língua se soltou, e ele falava sem dificuldade.
36 ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ।
36 Jesus lhes ordenou que não contassem isso a ninguém; porém, quanto mais recomendava, tanto mais eles o divulgavam.
37 ଲୋକମାନେ ବାସ୍ତବ ରେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ। ସମାନେେ କହୁଥିଲେ, ଯୀଶୁ ସବୁ କିଛି ସୁସ୍ଥ କରୁଛନ୍ତି, ଏପରିକୁ ସେ ବଧିରକୁ ଶ୍ରବଣ -ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।
37 Ficavam muito admirados, dizendo: — Tudo ele tem feito muito bem; faz até os surdos ouvirem e os mudos falarem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 7, comparar traduções ou montar um estudo — tudo direto pelo WhatsApp.