Marcos 2

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫରେି ଆସିଲେ। ଯୀଶୁ ଘରକୁ ଫରେି ଆସିଛନ୍ତି ବୋଲି ଖବର ବ୍ଯାପିଗଲା।
1 Alguns dias depois, Jesus voltou para a cidade de Cafarnaum, e logo se espalhou a notícia de que ele estava em casa.
2 ଅନକେ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହାଇଗେଲେ। ଘରଟି ପୁରିଗଲା। ଘ ରେ କି ବାହା ରେ କେଉଁଠି ହେଲେ ଠିଆ ହବୋକୁ ଜାଗା ନଥିଲା।ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ।
2 Muitas pessoas foram até lá, e ajuntou-se tanta gente, que não havia lugar nem mesmo do lado de fora, perto da porta. Enquanto Jesus estava anunciando a mensagem,
3 ସହେି ସମୟରେ କେତକେ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଚାରି ଜଣ ଲୋକ ବୋହି କରି ଆଣିଥିଲେ।
3 trouxeram um paralítico. Ele estava sendo carregado por quatro homens,
4 ଲୋକ ଭିଡ ହାଇେ ଯାଇଥିବାରୁ ସମାନେେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସମାନେେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣା ରେ ପଡି ଥିବା ପକ୍ଷଘାତ ରୋଗୀଟିକୁ ସହେି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ୟ୍ଯନ୍ତ, ତଳକୁ ଝୁଲାଇ ଦେଲେ।
4 mas, por causa de toda aquela gente, eles não puderam levá-lo até perto de Jesus. Então fizeram um buraco no telhado da casa, em cima do lugar onde Jesus estava, e pela abertura desceram o doente deitado na sua cama.
5 ଯୀଶୁ ଦେଖିଲେ ଯେ, ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, ହେ ୟୁବକ, ତୁମ୍ଭ ପାପଗୁଡିକୁ କ୍ଷମା କରାଗଲା।
5 Jesus viu que eles tinham fé e disse ao paralítico:
6 କେତଜେଣ ଧର୍ମଶାସ୍ତ୍ରୀ ସଠାେରେ ବସିଥିଲେ।ଯୀଶୁଙ୍କ କାମ ସମାନେେ ଦେଖିଲେ। ସମାନେେ ନିଜ ଭିତ ରେ କୁହାକୁହି ହେଲେ,
6 Alguns mestres da Lei que estavam sentados ali começaram a pensar:
7 ଏ' ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ନିନ୍ଦା କରୁଅଛି। ପରମେଶ୍ବରଙ୍କ ବ୍ଯତୀତ ପାପ ଗୁଡିକୁ ଅନ୍ୟ କିଏ କ୍ଷମା କରି ପାରିବ?
7 “O que é isso que esse homem está dizendo? Isso é blasfêmia contra Deus! Ninguém pode perdoar pecados; só Deus tem esse poder!”
8 ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟ ରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନ ରେ ଏସବୁ କଥା କାହିଁକି ଭାବୁଛ।
8 No mesmo instante Jesus soube o que eles estavam pensando e disse:
9 ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ: 'ତୁମ୍ଭ ପାପ ଗୁଡିକୁ କ୍ଷମା କରି ଦିଆଗଲା।' ନା' ତାକୁ କହିବା: 'ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଚାଲ।'
9 O que é mais fácil dizer ao paralítico: “Os seus pecados estão perdoados” ou “Levante-se, pegue a sua cama e ande”?
10 କିନ୍ତୁ, ମୁଁ ତୁମ୍ଭ ଆଗ ରେ ପ୍ରମାଣିତ କରି ଦବେି ଯେ, ଏହି ପୃଥିବୀ ରେ ମନୁଷ୍ଯ ପୁତ୍ରଙ୍କର ପାପଗୁଡିକୁ କ୍ଷମା କରିବା ଶକ୍ତି ଅଛି। ତା'ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ,
10 Pois vou mostrar a vocês que eu, o Então disse ao paralítico:
11 ମୁଁ ତୁମ୍ଭକୁ କହୁଛି , ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।
11 — Eu digo a você: levante-se, pegue a sua cama e vá para casa.
12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ପରମେଶ୍ବରଙ୍କ ମହିମାଗାନ କଲେ। ସମାନେେ କହିଲେ, ଆମ୍ଭମାନେେ ଏଭଳି ଆଶ୍ଚର୍ୟ୍ଯ ଘଟଣା କବେେ ହେଲେ ଦେଖି ନଥିଲୁ।
12 No mesmo instante o homem se levantou na frente de todos, pegou a cama e saiu. Todos ficaram muito admirados e louvaram a Deus, dizendo: — Nunca vimos uma coisa assim!
13 ପୁଣିଥରେ ଯୀଶୁ ହ୍ରଦ ପାଖ ଦଇେ ଗଲେ। ଅନକେ ଲୋକ ତା'ଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଶିକ୍ଷା ଦେଲେ।
13 Jesus saiu outra vez e foi para o lago da Galileia. Muita gente ia procurá-lo, e ele ensinava a todos.
14 ଯୀଶୁ ଯାଉଥିବା ସମୟରେ କର ଆଦାୟ ସ୍ଥାନ ରେ ବସି ଥିବା ଆଲଫିଙ୍କ ପୁଅ ଲବେୀଙ୍କୁ ଦେଖି ସେ କହିଲେ, ମାେତେ ଅନୁସରଣ କର। ତା'ପରେ ଲବେୀ ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।
14 Enquanto estava caminhando, Jesus viu Levi , filho de Alfeu, sentado no lugar onde os impostos eram pagos. Então disse a Levi: Levi se levantou e foi com ele.
15 ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲବେୀଙ୍କ ଘ ରେ ଖାଉଥିବା ସମୟରେ , ସମାନଙ୍କେ ସହିତ ଅନକେ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ଯ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନକେ ଲୋକ ମଧ୍ଯ ସଠାେରେ ଥିଲେ।
15 Mais tarde, Jesus estava jantando na casa de Levi. Junto com Jesus e os seus discípulos estavam muitos cobradores de impostos e outras pessoas de má fama que o seguiam.
16 ଯୀଶୁଙ୍କୁ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀମାନେ ଫାରୂଶୀ ଥିଲେ, ଯୀଶୁଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ଯୀଶୁ କର-ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?
16 Alguns mestres da Lei, que eram do partido dos fariseus , vendo Jesus comer com aquela gente e com os cobradores de impostos, perguntaram aos discípulos: — Por que ele come e bebe com essa gente?
17 ଯୀଶୁ ଏହା ଶୁଣି ସମାନଙ୍କେୁ କହିଲେ, ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କାବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିନାହିଁ। ମୁଁ କବଳେ ପାପୀମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିଛି।
17 Jesus ouviu a pergunta e disse aos mestres da Lei:
18 ଯୋହନଙ୍କ ଶିଷ୍ଯ ଓ ଫାରୂଶୀମାନେ ଉପବାସ କରୁଥଲେ। କେତକେ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, ଯୋହନଙ୍କ ଶିଷ୍ଯମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ଯମାନେ କାହିଁକି ଉପବାସ କରୁ ନାହାଁନ୍ତି?
18 Os discípulos de João Batista e os fariseus estavam jejuando. Algumas pessoas chegaram perto de Jesus e disseram a ele: — Os discípulos de João e os discípulos dos fariseus jejuam. Por que é que os discípulos do senhor não jejuam?
19 ଯୀଶୁ କହିଲେ, ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସମାନଙ୍କେ ସାଙ୍ଗ ରେ ଥାଆନ୍ତି। ତେଣୁ ବର ସଠାେରେ ଥିବା ପର୍ୟ୍ଯନ୍ତ ସମାନେେ ଉପବାସ କରି ନପାରନ୍ତି।
19 Jesus respondeu:
20 କିନ୍ତୁ ସମୟ ଆସିବ, ବରଙ୍କୁ ସମାନଙ୍କେଠାରୁ ଦୂ ରଇେ ନିଆୟିବ। ସେତବେେଳେ ସମାନେେ (ବର ଯାତ୍ରୀମାନେ) ଉପବାସ କରିବେ।
20 Mas chegará o tempo em que o noivo será tirado do meio deles; então sim eles vão jejuar!
21 କହେି କବେେ ହେଲେ ପୁରୁଣା ଲୁଗା ରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତା' କରେ, ତବେେ ନୂଆ କନାର ତାଳି ଜାକି ହାଇେ ୟିବ ଓ ତଦ୍ବାରା ଟାଣି ହାଇେ ଯାଇ ପୁରୁଣା କନାର କଣା ବଡ ହାଇଯେିବ।
21 — Ninguém usa um retalho de pano novo para remendar uma roupa velha; pois o remendo novo encolhe e rasga a roupa velha, aumentando o buraco.
22 ସହେି ଭଳି କହେି କବେେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା-ପାତ୍ର ରେ ରେଖ ନାହିଁ। ଯଦି ତାହା କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ପାତ୍ରକୁ ଫଟାଇ ଦବେ ଓ ଚମଡା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ଯ ନଷ୍ଟ ହାଇୟିବେ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡା ପାତ୍ର ରେ ହିଁ ରଖା ଯାଇଥାଏ।
22 Ninguém põe vinho novo em
23 ବିଶ୍ରାମ ଦିବସ ରେ ଯୀଶୁ ଶସ୍ଯ-କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ଯମାନେ ଖାଇବା ପାଇଁ ଶସ୍ଯକ୍ଷେତ୍ରରୁ ଶସ୍ଯ-କେଣ୍ଡା ଛିଣ୍ଡାଇଲେ।
23 Num sábado, Jesus e os seus discípulos estavam atravessando uma plantação de trigo. Enquanto caminhavam, os discípulos iam colhendo espigas.
24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, ତୁମ୍ଭ ଶିଷ୍ଯମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସ ରେ ଏଭଳି କାମ ଯିହୂଦୀ ନିୟମର ବିହୁଦ୍ଧାଚରଣ ଅଟେ।
24 Então alguns fariseus perguntaram a Jesus: — Por que é que os seus discípulos estão fazendo uma coisa que a nossa
25 ଯୀଶୁ କହିଲେ, ତୁମ୍ଭମାନେେ ଦାଉଦଙ୍କ ବିଷୟ ରେ ପଢିଛ ଯେ ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲା ବେଳେ ଓ ଆହାରର ଆବଶ୍ଯକ ଥିଲା ବେଳେ କ'ଣ କରିଥିଲେ?
25 Jesus respondeu:
26 ତୁମ୍ଭମାନେେ କ'ଣ ପଢିନାହଁ ଯେ, ଅବିଯାଥାର ମହାୟାଜକ ଥିବା ସମୟରେ ଦାଉଦ ପରମେଶ୍ବରଙ୍କ ମନ୍ଦିର ରେ ପ୍ରବେଶ କରି ପରମେଶ୍ବରଙ୍କୁ ଅର୍ପଣ କରାଯାଇ ଥିବା ଖାଦ୍ୟ ଖାଇଥିଲେ? ମାଶାଙ୍କେ ନିୟମ ଅନୁସାରେ ଯାଜକମାନେ କବଳେ ସହେି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ଯତୀତ ଆଉ କାହାରିକୁ ସହେି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ଯ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦଇେଥିଲେ।
26 Ele entrou na casa de Deus, na época do
27 ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କୁ ସାହାୟ୍ଯ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହାଇେଛି। ବିଶ୍ରାମ ଦିବସ ଦ୍ବାରା ପରିଚାଳିତ ହବୋ ପାଇଁ ମନୁଷ୍ଯ ସୃଷ୍ଟି ହାଇନୋହିଁ।
27 E Jesus terminou:
28 ଏଣୁ ମନୁଷ୍ଯପୁତ୍ର ପ୍ରେତ୍ୟକକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ଯ।
28 Portanto, o

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 2, comparar traduções ou montar um estudo — tudo direto pelo WhatsApp.