Marcos 16

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମାଆ ମରିୟମ ଓ ଶ ଲୋମୀ ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତଲେ ଆଣିଲେ।
1 E, passado o sábado, Maria Madalena, e Maria, mãe de Tiago, e Salomé, compraram aromas para irem ungi-lo.
2 ସପ୍ତାହର ସହେି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ େଯ୍ଯାଦୟ ପରେ ପରେ ସମାନେେ କବର ପାଖକୁ ଗଲେ।
2 E, no primeiro dia da semana, foram ao sepulcro, de manhã cedo, ao nascer do sol.
3 ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?
3 E diziam umas às outras: Quemnos revolverá a pedra da porta do sepulcro?
4 ତା'ପରେ ସମାନେେ ସେ ଆଡକୁ ଚାହିଁଲେ। ସମାନେେ ଦେଖିଲେ ଯେ ସହେି ବଡ ପଥରଟି ସଠାରୁେ ଘୁଞ୍ଚା ଯାଇଛି।
4 E, olhando, viram que já a pedra estava revolvida; e era ela muito grande.
5 ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।
5 E, entrando no sepulcro, viram um jovem assentado à direita, vestido de uma roupa comprida, branca; e ficaram espantadas.
6 କିନ୍ତୁ ୟୁବକ ଜଣକ କହିଲେ, ଭୟ କର ନାହିଁ। ତୁମ୍ଭମାନେେ କୃଶବିଦ୍ଧ ନାଜରିତର ଯୀଶୁଙ୍କୁ ଖାଜେୁଛ। ସେ ମୃତ୍ଯୁରୁ ପୁନରୁତ୍ଥିତ ହାଇେଛନ୍ତି। ସେ ଏଠା ରେ ନାହାନ୍ତି। ଦେଖ, ସମାନେେ ତାହାଙ୍କୁ ଏହି ସ୍ଥାନ ରେ ରଖିଥିଲେ।
6 Ele, porém, disse-lhes: Não vos assusteis; buscais a Jesus Nazareno, que foi crucificado; já ressuscitou, não está aqui; eis aqui o lugar onde o puseram.
7 ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।
7 Mas ide, dizei a seus discípulos, e a Pedro, que ele vai adiante de vós para a Galiléia; ali o vereis, como ele vos disse.
8 ସହେି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟ ରେ ଅଭିଭୁତ ହାଇେ ଯାଉଥିଲେ। ସମାନେେ କବରରୁ ବାହାରି ଦୌଡି ପଳାଇଲେ, କିନ୍ତୁ ଭୟଭୀତ ହାଇେ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
8 E, saindo elas apressadamente, fugiram do sepulcro, porque estavam possuídas de temor e assombro; e nada diziam a ninguém porque temiam.
9 ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।
9 E Jesus, tendo ressuscitado na manhã do primeiro dia da semana, apareceu primeiramente a Maria Madalena, da qual tinha expulsado sete demônios.
10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ଯମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତବେେଳକେୁ ଶିଷ୍ଯମାନେ ଶାେକରେ ବୁଡି ଯାଇଥିଲେ ଓ ବିଳାପ କରୁଥିଲେ।
10 E, partindo ela, anunciou-o àqueles que tinham estado com ele, os quais estavam tristes, e chorando.
11 ମରିୟମ ସମାନଙ୍କେୁ କହିଲେ ଯେ ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ଯମାନେ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।
11 E, ouvindo eles que vivia, e que tinha sido visto por ela, não o creram.
12 ଏହା ପରେ ଦୁଇଜଣ ଶିଷ୍ଯ ପଡିଆ ମଧିଅରେ ଯାଉଥିବା ସମୟରେ ଯୀଶୁ ସମାନଙ୍କେ ନିକଟରେ ଅନ୍ୟ ଏକ ରୂପରେ ଦଖାେ ଦେଲେ।
12 E depois manifestou-se de outra forma a dois deles, que iam de caminho para o campo.
13 ଏହି ଶିଷ୍ଯ ଦୁଇଜଣ ଫରେିଆସି ଅନ୍ୟ ଶିଷ୍ଯମାନଙ୍କୁ ଏକଥା ଜଣାଇଲେ। ତଥାପି ଶିଷ୍ଯମାନେ ତାହାଙ୍କ କଥାକୁ ମଧ୍ଯ ବିଶ୍ବାସ କଲେ ନାହିଁ।
13 E, indo estes, anunciaram-no aos outros, mas nem ainda estes creram.
14 ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।
14 Finalmente apareceu aos onze, estando eles assentados juntamente, e lançou-lhes em rosto a sua incredulidade e dureza de coração, por não haverem crido nos que o tinham visto já ressuscitado.
15 ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।
15 E disse-lhes: Ide por todo omundo, pregai o evangelho a toda criatura.
16 ଯେଉଁ ଲୋକ ବିଶ୍ବାସ କରିବ ଓ ବାପ୍ତିଜିତ ହବେ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ବାସ କରିବ, ସେ ଦୋଷୀ ସାବ୍ଯସ୍ତ ହବେ।
16 Quem crer e for batizado será salvo; mas quem não crer será condenado.
17 ଯେଉଁମାନେ ମାେତେ ବିଶ୍ବାସ କରିବେ, ସମାନେେ ତାର ପ୍ରମାଣ ସ୍ବରୂପ ଏହି ସବୁ କାମ କରିବାକୁ ସକ୍ଷମ ହବେେ: ସମାନେେ ଲୋକମାନଙ୍କଠାରୁ ମାେ ନାମ ରେ ଭୂତମାନଙ୍କୁ ବାହାର କରି ଦଇେ ପାରିବେ। କବେେ ହେଲେ ଶିଖି ନଥିବା ନୂଆନୂଆ ଅନକେ ଭାଷା ରେ କଥାବାର୍ତ୍ତା କରିବେ।
17 E estes sinais seguirão aos que crerem: Em meu nome expulsarão os demônios; falarão novas línguas;
18 ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।
18 Pegarão nas serpentes; e, se beberem alguma coisa mortífera, não lhes fará dano algum; e porãoas mãos sobre os enfermos, e os curarão.
19 ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।
19 Ora, o Senhor, depois de lhes ter falado, foi recebido no céu, e assentou-se à direita de Deus.
20 ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।
20 E eles, tendo partido, pregaram por todas as partes, cooperando com eles o Senhor, e confirmando a palavra com os sinais que se seguiram. Amém.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 16, comparar traduções ou montar um estudo — tudo direto pelo WhatsApp.