Marcos 15

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସକାଳ ହବେ ମାତ୍ ରେ ପ୍ରଧାନ ଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ'ଣ ବିଚାର କରାୟିବ, ତାହା ସ୍ଥିର କଲେ। ସମାନେେ ଯୀଶୁଙ୍କୁ ବାନ୍ଧି ଶାସନ କର୍ତ୍ତା ପୀଲାତଙ୍କ ପାଖକୁ ନଇଗେଲେ ଓ ତାହାଙ୍କ ହାତ ରେ ସମର୍ପଣ କରି ଦେଲେ।
1 Logo pela manhã, entraram em conselho os principais sacerdotes com os anciãos, os escribas e todo o Sinédrio; e, amarrando a Jesus, levaram-no e o entregaram a Pilatos.
2 ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?
2 Pilatos o interrogou: És tu o rei dos judeus? Respondeu Jesus: Tu o dizes.
3 ପ୍ରଧାନ ଯାଜକମାନେ ଅନକେ ବିଷୟ ରେ ଯୀଶୁଙ୍କୁ ଅଭିୟୁକ୍ତ କଲେ।
3 Então, os principais sacerdotes o acusavam de muitas coisas.
4 ପୀଲାତ ପୁଣି ଯୀଶୁଙ୍କୁ ପଚାରିଲେ, ତୁମ୍ଭର କ'ଣ କିଛି କହିବାର ନାହିଁ? ଦେଖ, ସମାନେେ ତୁମ୍ଭକୁ ଅନକେ ବିଷୟ ରେ ଅଭିୟୁକ୍ତ କରୁଛନ୍ତି।
4 Tornou Pilatos a interrogá-lo: Nada respondes? Vê quantas acusações te fazem!
5 ଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥି ରେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।
5 Jesus, porém, não respondeu palavra, a ponto de Pilatos muito se admirar.
6 ପ୍ରତିବର୍ଷ ପରମ୍ପରାକ୍ରମେ ନି ସ୍ତାର ପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା'ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଚାହାଁନ୍ତି, କବଳେ ସହେି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦଇେଥାନ୍ତି।
6 Ora, por ocasião da festa, era costume soltar ao povo um dos presos, qualquer que eles pedissem.
7 ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।
7 Havia um, chamado Barrabás, preso com amotinadores, os quais em um tumulto haviam cometido homicídio.
8 ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ଯ ସମାନଙ୍କେ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ।
8 Vindo a multidão, começou a pedir que lhes fizesse como de costume.
9 ପୀଲାତ ଲୋକମାନଙ୍କୁ ପଚାରିଲେ, ତୁମ୍ଭମାନେେ କ'ଣ ଚାହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡି ଦିଏ?
9 E Pilatos lhes respondeu, dizendo: Quereis que eu vos solte o rei dos judeus?
10 ପୀଲାତ ଏକଥା କହିବାର କାରଣ ହେଲା, ସେ ଜାଣିଥିଲେ ଯେ ପ୍ରଧାନଯାଜକମାନେ ଈର୍ଷାନ୍ବିତ ହାଇେ ଯୀଶୁଙ୍କୁ ତାହାଙ୍କ ହାତ ରେ ସମର୍ପଣ କରି ଦଇେଛନ୍ତି।
10 Pois ele bem percebia que por inveja os principais sacerdotes lho haviam entregado.
11 କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
11 Mas estes incitaram a multidão no sentido de que lhes soltasse, de preferência, Barrabás.
12 ପୀଲାତ ଲୋକମାନଙ୍କୁ ଆହୁରିଥରେ ପଚାରିଲେ, ତୁମ୍ଭମାନେେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ'ଣ କରିବା ପାଇଁ ତୁମ୍ଭମାନେେ ଚାହୁଁଛ?
12 Mas Pilatos lhes perguntou: Que farei, então, deste a quem chamais o rei dos judeus?
13 ଲୋକମାନେ ପାଟି କରି କହିଲେ, ତାହାଙ୍କୁ କୃଶ ରେ ଚଢାଅ।
13 Eles, porém, clamavam: Crucifica-o!
14 ପୀଲାତ ପଚାରିଲେ, କାହିଁକି? ସେ ଏଭଳି କ'ଣ ଅପରାଧ କରିଛନ୍ତି?
14 Mas Pilatos lhes disse: Que mal fez ele? E eles gritavam cada vez mais: Crucifica-o!
15 ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।
15 Então, Pilatos, querendo contentar a multidão, soltou-lhes Barrabás; e, após mandar açoitar a Jesus, entregou-o para ser crucificado.
16 ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।
16 Então, os soldados o levaram para dentro do palácio, que é o pretório, e reuniram todo o destacamento.
17 ସୈନ୍ଯମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସମାନେେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ।
17 Vestiram-no de púrpura e, tecendo uma coroa de espinhos, lha puseram na cabeça.
18 ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।
18 E o saudavam, dizendo: Salve, rei dos judeus!
19 ସୈନ୍ଯମାନେ ଯୀଶୁଙ୍କ ମୁଣ୍ଡ ରେ ବାରମ୍ବାର ବତେ ରେ ଆଘାତ କଲେ। ତାହାଙ୍କ ଉପରେ ଛପେ ପକାଇଲେ। ଆଣ୍ଠୁମାଡି ବସି ତାହାଙ୍କୁ ପ୍ରଣାମ କଲେ।
19 Davam-lhe na cabeça com um caniço, cuspiam nele e, pondo-se de joelhos, o adoravam.
20 ଥଟ୍ଟା କରି ସାରିବା ପରେ ସମାନେେ ଯୀଶୁଙ୍କ ଦହରେୁ ବାଇଗଣୀ ପୋଷାକ କାଢିନଇେ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା'ପରେ ସମାନେେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନଇଗେଲେ।
20 Depois de o terem escarnecido, despiram-lhe a púrpura e o vestiram com as suas próprias vestes. Então, conduziram Jesus para fora, com o fim de o crucificarem.
21 ସେତବେେଳେ ଜଣେ କୂରୀଣୀୟ ବାସିନ୍ଦା ଶିମାନେ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଥିଲା। ସୈନ୍ଯମାନେ ଯୀଶୁଙ୍କ ପାଇଁ କୃଶ ବୋହି ନବୋକୁ ତାକୁ ବାଧ୍ଯ କଲେ।
21 E obrigaram a Simão Cireneu, que passava, vindo do campo, pai de Alexandre e de Rufo, a carregar-lhe a cruz.
22 ତା'ପରେ ସମାନେେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନଇେ ଗଲେ। ଗଲ୍ଗଥାର ଅର୍ଥ କପାଳ-ସ୍ଥାନ
22 E levaram Jesus para o Gólgota, que quer dizer Lugar da Caveira.
23 ସଠାେରେ ସମାନେେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ।
23 Deram-lhe a beber vinho com mirra; ele, porém, não tomou.
24 ତା'ପରେ ସୈନ୍ଯମାନେ ଯୀଶୁଙ୍କୁ କୃଶ ବିଦ୍ଧ କଲେ। ସମାନେେ ଯୀଶୁଙ୍କ ଲୁଗା-ପଟା ନିଜ ନିଜ ମଧିଅରେ ବାଣ୍ଟି ନେଲେ। କିଏ କ'ଣ ପାଇବ, ତାହା ସମାନେେ ଗୁଳାବାଣ୍ଟ ଦ୍ବାରା ଭାଗ କରିବା ପାଇଁ ସ୍ଥିର କଲେ।
24 Então, o crucificaram e repartiram entre si as vestes dele, lançando-lhes sorte, para ver o que levaria cada um.
25 ଯୀଶୁଙ୍କୁ କୃଶବିଦ୍ଧ କଲା ବଳକେୁ ସକାଳ ନଅଟା ବାଜିଥିଲା।
25 Era a hora terceira quando o crucificaram.
26 ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।
26 E, por cima, estava, em epígrafe, a sua acusação: O Rei dos Judeus .
27 ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ଯ ସମାନେେ କୃଶ ବିଦ୍ଧ କଲେ।
27 Com ele crucificaram dois ladrões, um à sua direita, e outro à sua esquerda.
28 ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।
28 [E cumpriu-se a Escritura que diz: Com malfeitores foi contado. ]
29 ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।
29 Os que iam passando, blasfemavam dele, meneando a cabeça e dizendo: Ah! Tu que destróis o santuário e, em três dias, o reedificas!
30 ଏବେ କୃଶ ଉପରୁ ଓହ୍ଲଇେ ଆସି ନିଜକୁ ରକ୍ଷା କର।
30 Salva-te a ti mesmo, descendo da cruz!
31 ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ଯ ସଠାେରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯଭେଳି ଭାବରେ ଥଟ୍ଟା କରୁଥିଲେ, ସମାନେେ ମଧ୍ଯ ଠିକ୍ ସହେିଭଳି ୟିଶୁଙ୍କୁ ଥଟ୍ଟା କଲେ। ସମାନେେ କୁହାକୁହି ହେଉଥିଲେ, ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ।
31 De igual modo, os principais sacerdotes com os escribas, escarnecendo, entre si diziam: Salvou os outros, a si mesmo não pode salvar-se;
32 ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।
32 desça agora da cruz o Cristo, o rei de Israel, para que vejamos e creiamos. Também os que com ele foram crucificados o insultavam.
33 ଦ୍ବିପ୍ରହର ବାଳକୁ ସମଗ୍ର ଦେଶ ଉପରେ ଅନ୍ଧକାର ମାଡି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବଳେ ପର୍ୟ୍ଯନ୍ତ ରହିଲା।
33 Chegada a hora sexta, houve trevas sobre toda a terra até a hora nona.
34 ସହେି ସମୟରେ ଯୀଶୁ ବଡ ପାଟି ରେ କହି ଉଠିଲେ, ଏଲୋହୀ, ଏଲୋହୀ, ଲମାଶବକ୍ ଥାନୀ। ଅର୍ଥାତ, ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର , ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?
34 À hora nona, clamou Jesus em alta voz: Eloí, Eloí, lamá sabactâni? Que quer dizer: Deus meu, Deus meu, por que me desamparaste?
35 ସଠାେରେ ଠିଆ ହାଇେଥିବା କେତକେ ଲୋକ ଏକଥା ଶୁଣିଲେ। ସମାନେେ କହିଲେ, ଶୁଣ, ସେ ଏଲିୟଙ୍କୁ ଡାକୁଛି।
35 Alguns dos que ali estavam, ouvindo isto, diziam: Vede, chama por Elias!
36 ସଠାରୁେ ଜଣେ ଲୋକ ଦୌଡିଯାଇ ଅମ୍ଳରସ ରେ ଭିଜାଇଥିବା ଗୋଟିଏ ସ୍ପଞ୍ଜ ଆଣିଲା। ସ୍ପଞ୍ଜକୁ ଗୋଟିଏ ବାଡି ରେ ବାନ୍ଧିଲା। ଯୀଶୁ ସ୍ପଞ୍ଜରୁ ଅମ୍ଳରସ ପିଇବେ ବୋଲି ସେ ବାଡିର ସ୍ପଞ୍ଜ ବନ୍ଧା ହାଇେଥିବା ପାଖଟି ତାହାଙ୍କ ଆଡକୁ ବଢାଇଲା। ଲୋକଟି କହିଲା, ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କୃଶ ଉପରୁ ତଳକୁ ନବୋକୁ ଆସୁଛନ୍ତି କି ନାହିଁ, ଦେଖିବା।
36 E um deles correu a embeber uma esponja em vinagre e, pondo-a na ponta de um caniço, deu-lhe de beber, dizendo: Deixai, vejamos se Elias vem tirá-lo!
37 ତା'ପରେ ଯୀଶୁ ଉଚ୍ଚ ସ୍ବର ରେ ପାଟି କରି ପ୍ରାଣତ୍ଯାଗ କଲେ।
37 Mas Jesus, dando um grande brado, expirou.
38 ଯୀଶୁ ଯେତବେେଳେ ପ୍ରାଣତ୍ଯାଗ କଲେ, ସେତବେେଳେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଦୁଇଖଣ୍ଡ ହାଇେ ଚିରିଗଲା।
38 E o véu do santuário rasgou-se em duas partes, de alto a baixo.
39 କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।
39 O centurião que estava em frente dele, vendo que assim expirara, disse: Verdadeiramente, este homem era o Filho de Deus.
40 କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।
40 Estavam também ali algumas mulheres, observando de longe; entre elas, Maria Madalena, Maria, mãe de Tiago, o menor, e de José, e Salomé;
41 ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀ ରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସମାନେେ ତାହାଙ୍କର ସବୋଯତ୍ନ କରୁଥିଲେ। ଅନ୍ୟ ଅନକେ ସ୍ତ୍ରୀଲୋକ ମଧ୍ଯ ସଠାେରେ ଥିଲେ। ସମାନେେ ଯୀଶୁଙ୍କ ସହିତ ୟିରୁଶାଲମକୁ ଆସିଥିଲେ।
41 as quais, quando Jesus estava na Galileia, o acompanhavam e serviam; e, além destas, muitas outras que haviam subido com ele para Jerusalém.
42 ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।
42 Ao cair da tarde, por ser o dia da preparação, isto é, a véspera do sábado,
43 ହାରାମାଥୀଯାର ୟହୁଦୀ ୟୋ ସଫେ ମହାସଭାର ଜଣେ ସମ୍ମାନିତ ସଦସ୍ଯ ଥିଲେ ଓ ସେ ପରମେଶ୍ବରଙ୍କ ରାଜ୍ଯ ଆସୁ ବୋଲି ଚାହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।
43 vindo José de Arimateia, ilustre membro do Sinédrio, que também esperava o reino de Deus, dirigiu-se resolutamente a Pilatos e pediu o corpo de Jesus.
44 ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲଣେି ଶୁଣି ପୀଲାତ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସେ ଯୀଶୁଙ୍କୁ ଜଗିଥିବା ସନୋପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲଣେି କି ନାହିଁ ପଚାରିଲେ।
44 Mas Pilatos admirou-se de que ele já tivesse morrido. E, tendo chamado o centurião, perguntou-lhe se havia muito que morrera.
45 ସନୋପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ଯାଗ କରି ସାରିଥିବା କଥା କହିଲେ। ତା'ପରେ ପୀଲାତ ୟୋ ସଫଙ୍କେୁ କହିଲେ ଯେ ସେ ଯୀଶୁଙ୍କ ଶବ ନଇେ ଯାଇ ପାରିବେ।
45 Após certificar-se, pela informação do comandante, cedeu o corpo a José.
46 ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।
46 Este, baixando o corpo da cruz, envolveu-o em um lençol que comprara e o depositou em um túmulo que tinha sido aberto numa rocha; e rolou uma pedra para a entrada do túmulo.
47 ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।
47 Ora, Maria Madalena e Maria, mãe de José, observaram onde ele foi posto.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 15, comparar traduções ou montar um estudo — tudo direto pelo WhatsApp.