Marcos 14

Oriya Bible (GL_ORIYA) vs VC

Sair da comparação
VC Versão Católica
1 ନିସ୍ତାର ପର୍ବ ଓ ଖମୀର ଶୁନ୍ଯ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳ ରେ ବନ୍ଦୀ କରି ତା'ପରେ ମାରି ଦବୋ ପାଇଁ ଉପାୟ ଖୋଜୁ ଥିଲେ।
1 Ora, dali a dois dias seria a festa da Páscoa e dos {pães} Ázimos; e os sumos sacerdotes e os escribas buscavam algum meio de prender Jesus à traição para matá-lo.
2 ସମାନେେ କହିଲେ, ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା' କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।
2 Mas não durante a festa, diziam eles, para não haver talvez algum tumulto entre o povo.
3 ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।
3 Jesus se achava em Betânia, em casa de Simão, o leproso. Quando ele se pôs à mesa, entrou uma mulher trazendo um vaso de alabastro cheio de um perfume de nardo puro, de grande preço, e, quebrando o vaso, derramou-lho sobre a cabeça.
4 ଏହା ଦେଖି ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା?
4 Alguns, porém, ficaram indignados e disseram entre si: Por que este desperdício de bálsamo?
5 ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।
5 Poder-se-ia tê-lo vendido por mais de trezentos denários, e os dar aos pobres. E irritavam-se contra ela.
6 ଯୀଶୁ କହିଲେ, ସହେି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡିଦିଅ। ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।
6 Mas Jesus disse-lhes: Deixai-a. Por que a molestais? Ela me fez uma boa obra.
7 କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।
7 Vós sempre tendes convosco os pobres e, quando quiserdes, podeis fazer-lhes bem; mas a mim não me tendes sempre.
8 ଏ ସ୍ତ୍ରୀ ଲୋକଟିର ମାେ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସତକେ କରିଛି। ସମାଧି ନିମନ୍ତେ ମାେ ଦହକେୁ ପ୍ରସ୍ତୁତ କରିବା ପାଇଁ ସେ ମାେ ଦହେ ରେ ମାରେ ମୃତ୍ଯୁ ପୂର୍ବରୁ ଅତର ଢାଳିଛି।
8 Ela fez o que pode: embalsamou-me antecipadamente o corpo para a sepultura.
9 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ସାରା ସଂସାର ରେ ଲୋକମାନଙ୍କ ମଧିଅରେ ସୁସମାଚାର ପ୍ରଚାର କରାୟିବ। ଯେଉଁ ଯେଉଁ ସ୍ଥାନ ରେ ସୁସମାଚାର ପ୍ରଚାରିତ ହବେ, ସହେି- ସହେି ସ୍ଥାନ ରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ୟ୍ଯ ବିଷୟ ରେ କୁହାୟିବ। ଲୋକମାନେ ତାହାକୁ ମନେ ପକଇବେେ।
9 Em verdade vos digo: onde quer que for pregado em todo o mundo o Evangelho, será contado para sua memória o que ela fez.
10 ତା'ପରେ ବାରଜଣ ଯାକ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ ରରେିତର ନାମ ଥିଲା ଈଷ୍କରିଯୋଥ ଯିହୁଦା। ସେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋକୁ ଚାହୁଁଥିଲେ।
10 Judas Iscariotes, um dos Doze, foi avistar-se com os sumos sacerdotes para lhes entregar Jesus.
11 ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।
11 A esta notícia, eles alegraram-se e prometeram dar-lhe dinheiro. E ele buscava ocasião oportuna para o entregar.
12 ଖମୀର ଶୂନ୍ଯ ରୋଟୀ-ପର୍ବର ପ୍ରଥମ ଦିନ ରେ ୟିହୁଦୀମାନେ 'ନିସ୍ତାର ପର୍ବର ମେଣ୍ଢାଛୁଆଟି' କୁ ବଳି ଦିଅନ୍ତି। ସହେି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ଯମାନେ ଆସି ପଚାରିଲେ, ନିସ୍ତାର ପର୍ବର ଭୋଜି ରେ ଆପଣଙ୍କ ପାଇଁ ସବୁ କିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ୟିବୁ ବୋଲି ଆପଣ ଚାହୁଁଛନ୍ତି?
12 No primeiro dia dos Ázimos, em que se imolava a Páscoa, perguntaram-lhe os discípulos: Onde queres que preparemos a refeição da Páscoa?
13 ତା'ପରେ ଯୀଶୁ ନିଜର ଦୁଇଜଣ ଶିଷ୍ଯଙ୍କୁ ନଗରକୁ ପଠାଇଲେ। ଯୀଶୁ ସମାନଙ୍କେୁ କହିଲେ, ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନଇଯାେଉଥିବାର ଦେଖିବ। ସହେି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା'ର ପେଛ ପେଛ ୟିବ।
13 Ele enviou dois dos seus discípulos, dizendo: Ide à cidade, e sair-vos-á ao encontro um homem, carregando um cântaro de água.
14 ସହେି ଲୋକ ଗୋଟିଏ ଘ ରେ ପ୍ରବେଶ କରିବ, ତୁମ୍ଭେ ମଧ୍ଯ ଯାଇ ସହେି ଘରମାଲିକକୁ କହିବ ଯେ, 'ଗୁରୁ କହି ପଠଇେଛନ୍ତି ମୁଁ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାର ପର୍ବର ଭୋଜି ଯେଉଁ ବଖରାଟି ରେ ପାଳନ କରିବି, ସହେି ବଖରାଟି ଦଖାେଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜିଣିବାକୁ ଇଚ୍ଛା କରନ୍ତି।'
14 Segui-o e, onde ele entrar, dizei ao dono da casa: O Mestre pergunta: Onde está a sala em que devo comer a Páscoa com os meus discípulos?
15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲା ରେ ସମସ୍ତ ବ୍ଯବସ୍ଥା ଥିବା ଗୋଟିଏ ବଡ କୋଠରୀ ଦଖାଇବେେ। ତୁମ୍ଭେ ସହେିଠା ରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।
15 E ele vos mostrará uma grande sala no andar superior, mobiliada e pronta. Fazei ali os preparativos.
16 ତା'ପରେ ଶିଷ୍ଯମାନେ ସଠାରୁେ ନଗରକୁ ଚାଲିଗଲେ। ଯୀଶୁ ସମାନଙ୍କେୁ ଯାହା କହିଥିଲେ, ସବୁକଥା ସହେିପରି ଘଟିଲା। ସଠାେରେ ସମାନେେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
16 Partiram os discípulos para a cidade e acharam tudo como Jesus lhes havia dito, e prepararam a Páscoa.
17 ସନ୍ଧ୍ଯା ବଳକେୁ ଯୀଶୁ ବାରଜଣ ଯାକ ପ୍ ରରେିତଙ୍କୁ ସାଙ୍ଗ ରେ ଧରି ସଠାେରେ ଯାଇ ପହନ୍ଚିଲେ।
17 Chegando a tarde, dirigiu-se ele para lá com os Doze.
18 ସମାନେେ ଖାଉଥିବା ବାଳେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ବର୍ତ୍ତମାନ ମାେ ସାଙ୍ଗ ରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମାେ' ପ୍ରତି ବିଶ୍ବାସଘାତକତା କରିବ।
18 E enquanto estavam sentados à mesa e comiam, Jesus disse: Em verdade vos digo: um de vós que come comigo me há de entregar.
19 ଏହା ଶୁଣି ଶିଷ୍ଯମାନେ ବହୁତ ମନ ଦୁଃଖ କଲେ। ପ୍ରେତ୍ୟକକେ ଯୀଶୁଙ୍କୁ କହିଲେ, ନିଶ୍ଚୟ ମୁଁ ସହେି ଲୋକ ନୁହେଁ।
19 Começaram a entristecer-se e a perguntar-lhe, um após outro: Porventura sou eu?
20 ତା'ପରେ ଯୀଶୁ ସମାନଙ୍କେୁ କହିଲେ, ସହେି ଲୋକ ତୁମ୍ଭ ବାରଜଣଙ୍କ ମଧ୍ଯରୁ ଜଣେ, ଯକେି ମାେ' ସହିତ ବିଶ୍ବାସଘାତକତା କରିବ। ସେ ମାେ' ସଙ୍ଗେ ଗୋଟିଏ ଗିନା ରେ ରୋଟୀ ବୁଡାଉଛି।
20 Respondeu-lhes ele: É um dos Doze, que se serve comigo do mesmo prato.
21 ମନୁଷ୍ଯପୁତ୍ରଙ୍କୁ ଯାଇ ମରିବାକୁ ପଡିବ। ଏହା ଘଟିବ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁଲୋକ ମନୁଷ୍ଯ ପୁତ୍ରଙ୍କୁ ବିଶ୍ବାସଘାତକତା କରିବ, ସହେି ଲୋକ ଯଦି ଜନ୍ମ ହାଇେ ନ ଥାଆନ୍ତି, ତବେେ ବହୁତ ଭଲ ହାଇେଥାଆନ୍ତା।
21 O Filho do homem vai, segundo o que dele está escrito, mas ai daquele homem por quem o Filho do homem for traído! Melhor lhe seria que nunca tivesse nascido...
22 ସମାନେେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀ ଛିଣ୍ଡଇେ ଶିଷ୍ଯମାନଙ୍କୁ ଦଇେ କହିଲେ, ଏହି ରୋଟୀ ନିଅ। ଏହା ମାରେ ଦହେ।
22 Durante a refeição, Jesus tomou o pão e, depois de o benzer, partiu-o e deu-lho, dizendo: Tomai, isto é o meu corpo.
23 ତା'ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ତାହା ଶିଷ୍ଯମାନଙ୍କୁ ଦେଲେ। ସମସ୍ତ ଶିଷ୍ଯ ସହେି ପାତ୍ରରୁ ଦ୍ରାକ୍ଷାରସ ପିଇଲେ।
23 Em seguida, tomou o cálice, deu graças e apresentou-lho, e todos dele beberam.
24 ତା'ପରେ ଯୀଶୁ କହିଲେ, ଏହା ମାରେ ରକ୍ତ। ମାରେରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ବରଙ୍କ ଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ରକ୍ତ ଅନକେ ଲୋକଙ୍କ ପାଇଁ ଦିଆଯାଇଛି।
24 E disse-lhes: Isto é o meu sangue, o sangue da aliança, que é derramado por muitos.
25 ମୁଁ ତୁମ୍ଭକୁ ସତ୍ଯ କହୁଛି। ମୁଁ ଯେପର୍ୟ୍ଯନ୍ତ ପରମେଶ୍ବରଙ୍କ ରାଜ୍ଯ ରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସହେି ଦିନ ପର୍ୟ୍ଯନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।
25 Em verdade vos digo: já não beberei do fruto da videira, até aquele dia em que o beberei de novo no Reino de Deus.
26 ସବୁ ଶିଷ୍ଯମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା'ପରେ ଜୀତ ପର୍ବତ ଉପରକୁ ଚାଲିଗଲେ।
26 Terminado o canto dos Salmos, saíram para o monte das Oliveiras.
27 ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ସମସ୍ତେ ତୁମ୍ଭମାନଙ୍କର ବିଶ୍ବାସ ହ ରଇେ ବସିବ। ଏହା ଶାସ୍ତ୍ର ରେ ଲଖାେ ଅଛି:
27 E Jesus disse-lhes: Vós todos vos escandalizareis, pois está escrito: Ferirei o pastor, e as ovelhas serão dispersas {Zac 13,7}.
28 କିନ୍ତୁ ମୁଁ ମୃତ୍ଯୁ ପରେ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେରେ ଥିବି।
28 Mas depois que eu ressurgir, eu vos precederei na Galiléia.
29 ପିତର କହିଲେ, ଅନ୍ୟ ସମସ୍ତ ଶିଷ୍ଯ ହୁଏତ ସମାନଙ୍କେ ବିଶ୍ବାସ ହ ରଇେ ପାରନ୍ତି। କିନ୍ତୁ ମୁଁ ମାରେବିଶ୍ବାସ କଦାପି ହ ରଇବେି ନାହିଁ।
29 Entretanto, Pedro lhe respondeu: Ainda que todos se escandalizem de ti, eu, porém, nunca!
30 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଆଜି ରାତି ରେ କୁକୁଡା ଦ୍ବିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଚିହ୍ନି ନାହଁ ବୋଲି ତିନିଥର କହିବ।
30 Jesus disse-lhe: Em verdade te digo: hoje, nesta mesma noite, antes que o galo cante duas vezes, três vezes me terás negado.
31 ଏ କଥା ଶୁଣି ପିତର ଆହୁରି ଜାରେ ଦଇେ କହିଲେ, ମାେତେ ତୁମ୍ଭ ସହିତ ମରିବାକୁ ପଡିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ। ଅନ୍ୟ ସମସ୍ତ ଶିଷ୍ଯ ମଧ୍ଯ ସହେି ଏକା କଥା କହିଲେ।
31 Mas Pedro repetia com maior ardor: Ainda que seja preciso morrer contigo, não te renegarei.E todos disseram o mesmo.
32 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ପା୍ରର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏଠା ରେ ବସ।
32 Foram em seguida para o lugar chamado Getsêmani, e Jesus disse a seus discípulos: Sentai-vos aqui, enquanto vou orar.
33 ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,
33 Levou consigo Pedro, Tiago e João; e começou a ter pavor e a angustiar-se.
34 ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, ମାରେ ହୃଦୟ ଦୁଃଖ ରେ ଭାଙ୍ଗି ପଡୁଛି। ମୁଁ ପ୍ରାଣ ବାହାରି ୟିବା ବଳେ ଭଳି ଦୁଃଖ ଅନୁଭବ କରୁଛି। ଏଠା ରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ଯ ରୁହ।
34 Disse-lhes: A minha alma está numa tristeza mortal; ficai aqui e vigiai.
35 ଯୀଶୁ ସମାନଙ୍କେ ଠାରୁ ଅଳ୍ପ ଦୂରକୁ ଚାଲି କରି ଗଲେ। ତା'ପରେ ଯୀଶୁ ଭୂମିରେ ପଡିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତବେେ ଏ ୟନ୍ତ୍ରଣାର ମୁହୁର୍ତ୍ତଟି ମାେ ପାଖରୁ ଘୁଞ୍ଚିଯାଉ।
35 Adiantando-se alguns passos, prostrou-se com a face por terra e orava que, se fosse possível, passasse dele aquela hora.
36 ସେ କହିଲେ, ଆବ୍ବା , ହେ ପରମପିତା ତୁମ୍ଭ ପାଇଁ ସବୁ କିଛି ସମ୍ଭବ। ମାେ ଠାରୁ ୟନ୍ତ୍ରଣାର ଏହି ଗିନାଟି କୁ ଦୂ ରଇେ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମାେ ଇଚ୍ଛା ରେ କିଛି ନୁହେଁ।
36 Aba! {Pai!}, suplicava ele. Tudo te é possível; afasta de mim este cálice! Contudo, não se faça o que eu quero, senão o que tu queres.
37 ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କ ପାଖକୁ ଫରେି ଆସିଲେ। ସେ ସମାନଙ୍କେୁ ଶାଇେ ପଡିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, ଶିମାନେ, ତୁମ୍ଭେ ଶାଇେ ପଡିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚଇେଁ ରହି ପାରିଲ ନାହିଁ?
37 Em seguida, foi ter com seus discípulos e achou-os dormindo. Disse a Pedro: Simão, dormes? Não pudeste vigiar uma hora!
38 ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଚାହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।
38 Vigiai e orai, para que não entreis em tentação. Pois o espírito está pronto, mas a carne é fraca.
39 ପୁଣି ଯୀଶୁ ଫରେିଗଲେ ଓ ସହେିଭଳି କହି ପ୍ରାର୍ଥନା କଲେ।
39 Afastou-se outra vez e orou, dizendo as mesmas palavras.
40 ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ପୁଣି ଫରେି ଆସିଲେ ଓ ଦେଖିଲେ ଯେ, ସମାନେେ ପୁଣି ଶାଇେ ପଡିଛନ୍ତି। ସମାନଙ୍କେ ଆଖି ନିଦ ରେ ମାଡି ପଡୁଥିଲା। ଶିଷ୍ଯମାନେ ଜାଣି ପାରୁ ନଥିଲେ ଯେ, ସମାନେେ ଯୀଶୁଙ୍କୁ କ'ଣ ଉତ୍ତର ଦବେେ।
40 Voltando, achou-os de novo dormindo, porque seus olhos estavam pesados; e não sabiam o que lhe responder.
41 ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ଯମାନଙ୍କ ପାଖକୁ ପୁଣି ଫରେି ଆସିଲେ ଏବଂ କହିଲେ, ଏବେ ମଧ୍ଯ ତୁମ୍ଭମାନେେ ଶାଇେ ବିଶ୍ରାମ ନେଉଛ? ୟଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ଯପୁତ୍ରଙ୍କୁ ପାପୀମାନଙ୍କ ହାତ ରେ ଧ ରଇେ ଦିଆୟିବାର ସମୟ ଆସି ପହଞ୍ଚି ଗଲା।
41 Voltando pela terceira vez, disse-lhes: Dormi e descansai. Basta! Veio a hora! O Filho do homem vai ser entregue nas mãos dos pecadores.
42 ଠିଆ ହୁଅ। ଆମ୍ଭମାନେେ ଏଥର ୟିବା। ଦେଖ, ମାେତେ ବିଶ୍ବାସଘାତକତା କରି ଧ ରଇେ ଦବୋ ଲୋକ ଏବେ ଆସୁଛି।
42 Levantai-vos e vamos! Aproxima-se o que me há de entregar.
43 ଯୀଶୁ ଏହି କଥା କହୁଥିବା ସମୟରେ ଯିହୁଦା ଆସି ସଠାେରେ ପହଞ୍ଚିଲା। ସେ ବାରଜଣ ପ୍ ରରେିତଙ୍କ ମଧିଅରେ ଜଣେ ଥିଲା। ତା ସାଙ୍ଗ ରେ ଆନକେ ଲୋକ ଥିଲେ। ସହେି ଲୋକମାନଙ୍କୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ୟିହୁଦୀ ନେତାମାନେ ପଠାଇଥିଲେ। ୟିହୂଦା ଓ ସହେି ଲୋକମାନେ ହାତ ରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।
43 Ainda falava, quando chegou Judas Iscariotes, um dos Doze, e com ele um bando armado de espadas e cacetes, enviado pelos sumos sacerdotes, escribas e anciãos.
44 ବିଶ୍ବାସଘାତକ ଯିହୁଦା ସହେି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ଦଇେଥିଲା। ସେ କହିଥିଲା: ଯେଉଁ ଲୋକକୁ ମୁଁ ଚୁମ୍ବନ ଦବେି, ସେ ହେଉଛନ୍ତି ଯୀଶୁ। ତୁମ୍ଭମାନେେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନ ରେ ଦୂରକୁ ନଇୟିବେ।
44 Ora, o traidor tinha-lhes dado o seguinte sinal: Aquele a quem eu beijar é ele. Prendei-o e levai-o com cuidado.
45 ଯୀହୁଦା ଯୀଶୁଙ୍କ ପାଖକୁ ଯାଇ କହିଲା, ଗୁରୁ! ତା'ପରେ ଯିହୁଦା ଯୀଶୁଙ୍କୁ ଚୁମ୍ବନ କଲା।
45 Assim que ele se aproximou de Jesus, disse: Rabi!, e o beijou.
46 ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ।
46 Lançaram-lhe as mãos e o prenderam.
47 ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।
47 Um dos circunstantes tirou da espada, feriu o servo do sumo sacerdote e decepou-lhe a orelha.
48 ଯୀଶୁ ସହେି ଲୋକମାନଙ୍କୁ କହିଲେ, ମୁଁ କ'ଣ ଜଣେ ଅପରାଧୀ ଯେ ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ଧରି ନବୋକୁ ଆସିଛ?
48 Mas Jesus tomou a palavra e disse-lhes: Como a um bandido, saístes com espadas e cacetes para prender-me!
49 ପ୍ରତିଦିନ ମନ୍ଦିର ରେ ଶିକ୍ଷା ଦବୋ ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତବେେଳେ ତୁମ୍ଭମାନେେ ମାେତେ ବନ୍ଦୀ କରି ନଥିଲ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେ ଯାଇଛି ତାହା ଯେପରି ସତ୍ଯ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।
49 Entretanto, todos os dias estava convosco, ensinando no templo, e não me prendestes. Mas isso acontece para que se cumpram as Escrituras.
50 ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଛାଡି ଦୌଡି ପଳାଇଲେ।
50 Então todos o abandonaram e fugiram.
51 ଜଣେ ୟୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କବଳେ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସହେି ଲୋକମାନେ ୟୁବକକୁ ଧରିବାକୁ ଚେଷ୍ଟା କଲେ।
51 Seguia-o um jovem coberto somente de um pano de linho; e prenderam-no.
52 ସେ ଲୁଗାକୁ ଖସାଇ ଦଲୋ ଓ ଉଲଗ୍ନ ହାଇେ ଦୌଡି ପଳାଇଲା।
52 Mas, lançando ele de si o pano de linho, escapou-lhes despido.
53 ସହେି ଲୋକମାନେ ଯୀଶୁଙ୍କୁ ସହାୟାଜକଙ୍କ ପାଖକୁ ନଇଗେଲେ। ସମସ୍ତ ପ୍ରଧାନ-ଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରୀତ ହେଲେ।
53 Conduziram Jesus à casa do sumo sacerdote, onde se reuniram todos os sacerdotes, escribas e anciãos.
54 ପିତର ଯୀଶୁଙ୍କଠାରୁ ଦୂର ରେ ରହି ତାହାଙ୍କ ପେଛ ପେଛ ଆସି ମହା ଯାଜକଙ୍କ ଅଗଣା ଭିତ ରେ ପହଞ୍ଚିଗଲେ। ସେ ସଠାେରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁ ରେ ସକେି ହେଲେ।
54 Pedro o foi seguindo de longe até dentro do pátio. Sentou-se junto do fogo com os servos e aquecia-se.
55 ପ୍ରଧାନ ଯାଜକ ଓ ସମଗ୍ର ୟିହୁଦୀ ସହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ତାହାଙ୍କ ବିରୁଦ୍ଧ ରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସମାନେେ ମୃତ୍ଯୁଦଣ୍ଡ ଦବୋ ଭଳି କୌଣସି ପ୍ରମାଣ ପାଇଲେ ନାହିଁ।
55 Os sumos sacerdotes e todo o conselho buscavam algum testemunho contra Jesus, para o condenar à morte, mas não o achavam.
56 ଅନକେ ଲୋକ ଆସି ଯୀଶୁଙ୍କ ବିରୁଦ୍ଧ ରେ ମିଛ ସାକ୍ଷ୍ଯ ଦେଲେ। କିନ୍ତୁ ସମାନେେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନଥିଲା।
56 Muitos diziam falsos testemunhos contra ele, mas seus depoimentos não concordavam.
57 ତା'ପରେ କେତକେ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧ ରେ ମିଛ ସାକ୍ଷ୍ଯ ଦଇେ କହିଲେ,
57 Levantaram-se, então, alguns e deram esse falso testemunho contra ele:
58 ଆମ୍ଭମାନେେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, 'ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦବେି ଓ ପୁଣି ତିନି ଦିନ ଭିତ ରେ ଆଉ ଗୋଟିଏ ମନ୍ଦିର ତିଆରି କରି ଦବେି, ଯାହା କି ମଣିଷ ହାତ ରେ ତିଆରି ହାଇେ ନ ଥିବ।
58 Ouvimo-lo dizer: Eu destruirei este templo, feito por mãos de homens, e em três dias edificarei outro, que não será feito por mãos de homens.
59 ତଥାପି ଏ ଲୋକମାନେ ଯାହା ସବୁ କହିଲେ, ତା ମଧିଅରେ କାହାରି କଥା କାହାରି ସାଙ୍ଗ ରେ ମଳେ ଖାଉ ନଥିଲା।
59 Mas nem neste ponto eram coerentes os seus testemunhos.
60 ତା'ପରେ ସମସ୍ତଙ୍କ ଆଗ ରେ ମହାୟାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅନକେ କଥା କହିଲେ। ତୁମ୍ଭ ବିରୁଦ୍ଧ ରେ ଯେତେ ଗୁଡିଏ ଅଭିଯୋଗ ଅଣାଗଲା, ସେ ବିଷୟ ରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ'ଣ ସତ୍ଯ କଥା କହୁଛନ୍ତି?
60 O sumo sacerdote levantou-se no meio da assembléia e perguntou a Jesus: Não respondes nada? O que é isto que dizem contra ti?
61 କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।
61 Mas Jesus se calava e nada respondia. O sumo sacerdote tornou a perguntar-lhe: És tu o Cristo, o Filho de Deus bendito?
62 ଯୀଶୁ ଉତ୍ତର ଦେଲେ, ହଁ ମୁଁ ପରମେଶ୍ବରଙ୍କ ପୁତ୍ର। ଏବଂ ଭବିଷ୍ଯତ ରେ ତୁମ୍ଭେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ବର୍ଗର ମେଘମାଳା ମଧିଅରେ ଆସୁଥିବାର ଦେଖିବ।
62 Jesus respondeu: Eu o sou. E vereis o Filho do Homem sentado à direita do poder de Deus, vindo sobre as nuvens do céu.
63 ମହାୟାଜକ ଏକଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗ ରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, ଆମ୍ଭର ଆଉ ସାକ୍ଷୀର କ'ଣ ଦରକାର?
63 O sumo sacerdote rasgou então as suas vestes. Para que desejamos ainda testemunhas?!, exclamou ele.
64 ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯାହା ସବୁ କହିଗଲେ, ତୁମ୍ଭମାନେେ ସମସ୍ତେ ଶୁଣିଲ। ଏବେ ତୁମ୍ଭମାନେେ କ'ଣ ଭାବୁଛ?
64 Ouvistes a blasfêmia! Que vos parece? E unanimemente o julgaram merecedor da morte.
65 ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।
65 Alguns começaram a cuspir nele, a tapar-lhe o rosto, a dar-lhe socos e a dizer-lhe: Adivinha! Os servos igualmente davam-lhe bofetadas.
66 ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।
66 Estando Pedro embaixo, no pátio, veio uma das criadas do sumo sacerdote.
67 ସେ ପିତରଙ୍କୁ ନିଆଁ ପାଖ ରେ ସକେି ହେଉଥିବାର ଦେଖିଲା। ସେ ପିତରକୁ ଭଲ କରି ଚାହିଁଲା।
67 Ela fixou os olhos em Pedro, que se aquecia, e disse: Também tu estavas com Jesus de Nazaré.
68 ପିତର କିନ୍ତୁ କହିଲେ ଯେ, ସେ କବେେ ହେଲେ ଯୀଶୁଙ୍କ ସାଙ୍ଗ ରେ ନଥିଲେ। ସେ କହିଲେ, ତୁମ୍ଭେ କାହା ବିଷୟ ରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁନାହିଁ। ତା'ପରେ ପିତର ସେ ସ୍ଥାନ ଛାଡି ଅଗଣାର ପ୍ରଦେଶ-ଦ୍ବାର ପାଖକୁ ଚାଲିଗଲେ।
68 Ele negou: Não sei, nem compreendo o que dizes. E saiu para a entrada do pátio; e o galo cantou.
69 ସେ ଚାକରାଣୀଟି ପୁଣି ପିତରଙ୍କୁ ଦେଖି ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ କହିବାକୁ ଲାଗିଲା, ଏ ଲୋକଟି ସମାନଙ୍କେ ମଧ୍ଯରୁ ଜଣେ।
69 A criada, que o vira, começou a dizer aos circunstantes: Este faz parte do grupo deles.
70 ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ଯ ନୁହେଁ।
70 Mas Pedro negou outra vez. Pouco depois, os que ali estavam diziam de novo a Pedro: Certamente tu és daqueles, pois és galileu.
71 ତା'ପରେ ପିତର ଅଭିଶାପ ଦବୋକୁ ଲାଗିଲେ। ସେ ଦୃଢ ଭାବରେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ଶପଥ କରି କହୁଛି ଯେ, ତୁମ୍ଭମାନେେ ଯେଉଁ ଲୋକ ବିଷୟ ରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।
71 Então ele começou a praguejar e a jurar: Não conheço esse homem de quem falais.
72 ପିତର ଏକଥା କହିବା ପରେ ପରେ କୁକୁଡାଟିଏ ଦ୍ବିତୀୟ ଥର ଡାକିଲା। ଯୀଶୁଙ୍କର ସହେି ସବୁ କଥା ଏବେ ପିତରଙ୍କର ମନେ ପଡିଲା: କୁକୁଡା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର କହି ସାରିଥିବ। ତା'ପରେ ପିତର ଭୀଷଣ ଦୁଃଖ ରେ ଭାଙ୍ଗି ପଡି କାନ୍ଦିବାକୁ ଲାଗିଲେ।
72 E imediatamente cantou o galo pela segunda vez. Pedro lembrou-se da palavra que Jesus lhe havia dito: Antes que o galo cante duas vezes, três vezes me negarás. E, lembrando-se disso, rompeu em soluços.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 14, comparar traduções ou montar um estudo — tudo direto pelo WhatsApp.