Marcos 13
Oriya Bible (GL_ORIYA) vs AAI
1 ଯୀଶୁ ମନ୍ଦିର ମଧ୍ଯରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲା, ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡିକ ଓ ତାର ବିଶାଳ ପଥରଗୁଡିକ କେତେ ସୁନ୍ଦର ହାଇେଛି।
1 Jesu Tafaror Bar bihamiy ana veya, ana bai’ufununayah orot ta eo, “Bai’obaiyenayan kwi’itin! Kabay gewagewasin maiyow naatu bar hiwowowab ana’itin gewasin maiyow.”
2 ଯୀଶୁ କହିଲେ, ତୁମ୍ଭେ ଏହି ବିଶାଳ ଭବନଗୁଡୁକ ଦେଖୁଛ? ଏହି ସମସ୍ତ ଭବନ ଧ୍ବସଂ ପାଇୟିବ। ସବୁତକ ପଥର ଭୂମି ଉପରେ ଓଜାଡି ହାଇେ ପଡିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବନାହିଁ।
2 Jesu iya’afut eo, “Iti bar gagamin kwi’i’itin boro men kafa’imo kabay ta ana efanamaim kwana’itinimih, etei boro nihururuw nara’iy nasawar.”
3 ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,
3 Jesu yen in Olive Oyaw tafan Tafaror Bar batabat rounane imaim mare ma’am basit Peter, James, John naatu Andrew wa’iwa’iramaim hina biyan hitit,
4 ଏ ସବୁ କବେେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହାଇଗେଲା ବୋଲି, କ'ଣ କ'ଣ ଚିହ୍ନ ମାନ ଦଖାେ ୟିବ?
4 hibatiy, “Kuo anowar mar boro biy iti sawar hinamatar? Naatu ina’inanen boro abisa ni’obaiyi ana so’ob veya ina ebiyubin.”
5 ଯୀଶୁ ଶିଷ୍ଯମାନଙ୍କୁ କହିଲେ, ସାବଧାନ! ତୁମ୍ଭକୁ କହେି ଯେପରି ପ୍ରତାରଣା କରି ନପା ରେ।
5 Imaibo Jesu hai tur eowen eo, “Mata toniwa’an men yait ta nan nikubibiruwimih.
6 ଅନକେ ଲୋକ ଆସିବେ ଏବଂ ସମାନେେ ମାରେ ନାମ ବ୍ଯବହାର କରିବେ। ସମାନେେ ଦାବି କହିବେ, 'ମୁଁ ସହେି'। ସମାନେେ ବହୁତ ଲୋକଙ୍କୁ ପ୍ରତାରଣା କରିବେ।
6 Sabuw moumurih na’in boro ayu wabu’umaim hinao, ‘Ayu’uban iti!’ Naatu moumurih maiyow boro hinanawiyih hai ef hinasair.
7 ତୁମ୍ଭେ ୟୁଦ୍ଧ ବିଷୟ ରେ କିମ୍ବା ୟୁଦ୍ଧ ଚାଲିଥିବା ବିଷୟ ରେ ଉଡା ଖବର ଶୁଣି ଭୟଭୀତ ହାଇେ ୟିବନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।
7 Baiyow nidun iti yubinamaim o ef yokamaim kwananonowar men kwanabir, sawar iti na’atube boro hinamatar, baise men kwananot mar yomanin i natit.
8 ଗୋଟିଏ ଜାତି ଅନ୍ୟ ଜାତି ବିରୋଧ ରେ, ଗୋଟିଏ ରାଜ୍ଯ ଅନ୍ୟ ରାଜ୍ଯ ବିରୋଧ ରେ ଲଢଇେ କରିବ। ବହୁତ ସ୍ଥାନ ରେ ଭୂମିକମ୍ପ ହବେ। ଲୋକଙ୍କୁ ଖାଇବାକୁ ମିଳିବନାହିଁ। ଏହା ସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବଦନୋ ଭଳି।
8 Tafaram ta boro namisir tafaram ta hairi hiniyow, aiwob ta boro aiwob ta hairi hiniyow. Nati’imaim iriyoy tafaram etei boro nab, naatu baimar kakafin boro namatar. Iti sawar hinamamatar i babin taubumih kek ebobotukwar na’atube.
9 ତୁମ୍ଭମାନେେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଚାରାଳୟ ରେ ସମର୍ପି ଦବେେ। ସମାନେେ ତୁମ୍ଭମାନଙ୍କୁ ସମାନଙ୍କେର ସମାଜଗୃହ ଗୁଡିକରେ ପିଟିବେ। ମାରେ ଶିଷ୍ଯ ହାଇେଥିବା ଯୋଗୁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗ ରେ ଠିଆ ହବୋକୁ ବାଧ୍ଯ କରାୟିବ। ତୁମ୍ଭମାନେେ ମାେ ବିଷୟ ରେ ପ୍ରମାଣ ଦବେ।
9 Kwa i kwanakaifi gewas mata toniwa’an, kwa boro hinafatumi naatu hinabuwi kwanan baibabatiyi isan, Kou’ay Baremaim boro hinaborabirabi, bonawiyenayah hai ukwarih naatu aiwob nahimaim kwanabat ayu wabu’umaim tur Gewasin hai tur kwana’owen.
10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠା ରେ ସୁସମାଚାର ପ୍ରକାଶ୍ଯ ରେ ପ୍ରଚାରିତ କରା ହବେ।
10 Baise wan tur gewasin tafaram wanawanan sabuw etei isah kwanabinan.
11 ସମାନେେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜରୋ କରିବେ। ସମାନେେ ତୁମ୍ଭମାନଙ୍କୁ ବିଚାର ପାଇଁ ଯଦି ନିଅନ୍ତି, ତବେେ ତୁମ୍ଭେ ସଠାେରେ କ'ଣ କହିବ, ସେ ବିଷୟ ରେ ଆଗରୁ କବେେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ବର ଯାହା କିଛି କହିବା ପାଇଁ ଦବେେ, ତୁମ୍ଭେ ତାହା କହିବ, କାରଣ ସେତବେେଳେ ପ୍ରକୃତ ରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ର ଆତ୍ମା କଥା କହିବେ।
11 Naatu hinafatumi baibabatiy isan kwananan men tur isan kwaniyababan kwanabirumih, tur o ana veya abisa a notamaim etitit i kwanao, anayabin men kwa kwao’omih, baise Anun Kakafiyin.
12 ଭାଇ, ଭାଇକୁ ମରଣ ମୁହଁକୁ ଠଲେି ଦବେ। ବାପା ତା' ସନ୍ତାନକୁ ମରିବା ପାଇଁ ଦଇେ ଦବେ। ପିଲାମାନେ ବାପାମାଆଙ୍କ ବିରୁଦ୍ଧ ରେ ଠିଆ ହବେେ ଓ ସମାନଙ୍କେୁ ମାରି ଦବେେ।
12 “Oro’orot boro taiyuwih taituwah babah hinao hinamorob, regaregah boro natunatuh babah hinao hinamorob, kek boro hinitafasar hinah tamah babah hinao hinamorob.
13 ତୁମ୍ଭମାନେେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ଦୃଢ ହାଇେ ରହିବ, ସେ ରକ୍ଷା ପାଇବ।
13 Sabuw etei boro hinifa’ifa’i anayabin ayu isou, baise orot yait nabatabatkikin yomaninamaim boro yawas nab.
14 ତୁମ୍ଭମାନେେ, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ। ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।
14 “Gurugurusen ana sawar itinin birubir kakafin marasika nati’imaim men batabat boro nabatabat kwana’i’itin ana veya, sabuw iyab Judea tema’am boro hinabihir hin oyawamaim hinatit, o yait kubiyab iti tur anayabin i naso’ob.
15 ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ।
15 Orot yait ana bar afe’en ema’am men narubir o nare ana bar wanawanan narun ana sawar nabow.
16 ଯଦି କହେି ବାହା ରେ ପଡିଆ ରେ ଥାଏ, ସେ ନିଜ ଚାଦର ଆଣିବା ପାଇଁ ଘରକୁ ଫରେି ନ ଯାଉ।
16 Orot yait ma masaw ebob men namatabir bar ana faifuw nabaimih,
17 ସହେି ସମୟ ଗର୍ଭବତୀ ମହିଳା ଓ କୋଳ ରେ େଛାଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହବେ।
17 Nati ana veya’amaim baibin iyab yah auman naatu kek tibitotomanen boro yababan gagamin maiyow hinab!
18 ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନ ରେ ନହୁଏ।
18 Kwanayoyoban saise iti sawar men yakukur ana veya namatar.
19 କାରଣ ସହେି ଦିନ ଗୁଡିକ ବିପଦ ରେ ପରିପୂର୍ଣ୍ଣ ରହିବ। ସେତବେେଳେ ଏତେ ବଡ ବିପଦ ମାଡି ଆସିବ ଯେ ସଭେଳି ବଡ ବିପଦ ପରମେଶ୍ବରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ୟ୍ଯନ୍ତ କବେେ ଆସି ନାହିଁ କି ଭବିଷ୍ଯତ ରେ କବେେ ଆସିବ ନାହିଁ।
19 Anayabin iti bai’akir kakafin boun emamatar i aneika God tafaram bimatar iti na’atube men matar naatu boro men namatar maiye.
20 ସହେି ଭୟଙ୍କର ସମୟକୁ କମଇେ ଦବୋ ପାଇଁ ପରମେଶ୍ବର ସ୍ଥିର କରିଛନ୍ତି। ଯଦି ସହେି ସମୟ କମଇେ ଦିଆ ନ ୟିବ, ତବେେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟ କମଇେ ଦବେେ।
20 Baise Regah nati veya men tayayakabum na’at, sabuw boro men yawas hitab, baise i ana sabuw rurubiniyih isah iti veya yakabum.
21 ସହେି ଦିନମାନଙ୍କ ରେ କେତକେ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ' ଦେଖ ଏଠା ରେ ଯୀଶୁ ଅଛନ୍ତି'କିମ୍ବା ' ଦେଖ ସଠାେରେ ସେ ଅଛନ୍ତି'ା ତୁମ୍ଭେ କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।
21 Naatu nati ana veya orot yait isa nao, ‘Kwanuw Keriso enan kwa’itin’, o iban ‘Iti ema’am!’ Men kwanitumitum.
22 ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।
22 Anayabin Keriso na’atube naatu dinab orot na’atube boro hinatit ina’inan ta ta, naatu baifofofor fairih hinasinaf sabuw hinabonawiyih hai ef hinasair, naatu hai ef nama’am na’at God ana roubinen sabuw auman boro hai ef hinawasa’ir.
23 ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ୟଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚତଇେେ ଦେଉଛି।
23 Sawar iti etei isah ao kwanonowarabo namatar, imih kwanakaifi gewas!
24 ସହେି ଦିନମାନଙ୍କ ରେ ଏହି ବଡ ବିପଦର ସମୟ ଚାଲି ଗଲାପରେ
24 Baise nati bai’akir hinamamatar ana veya,
25 ଆକାଶରୁ ତାରାମାନେ ଖସି ପଡିବେ, ଆକାଶ ରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡିକ ଦୋହଲି ୟିବ।' ୟିଶାଇୟ 13:10;34:4
25 daman auyomane boro hinihururuw hinare,
26 ସେତବେେଳେ ଲୋକେ ମନୁଷ୍ଯପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧିଅରେ ଆସିବାର ଦେଖିବେ।
26 “Nati ana veya’amaim Orot Natun boro kasakasaw wanawananamaim nanan kwana’itin ana fair bonamanamarin auman.
27 ମନୁଷ୍ଯପୁତ୍ର ପୃଥବୀର ଚାରି ଆଡକୁ ତାହାଙ୍କ ସ୍ବର୍ଗ ଦୂତମାନଙ୍କୁ ପଠାଇବେ। ସମାନେେ ତାହାଙ୍କ ଦ୍ବାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରେତ୍ୟକକ ସ୍ଥାନରୁ ଆଣି ଏକାଠି କରାଇବେ।
27 I boro ana tounamatar niyafarih hinatit tafaram tutufin wanawanan ana huhun etei kwafe’en imaim hinarun hinatit God ana roubiniyen sabuw hinabow hinan yomanin hinatit.
28 ଡିମ୍ବିରି ଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତବେେଳେ ଡିମ୍ବିରି ଗଛର ଡାଳ ଗୁଡିକ ଶାଗୁଆ ଓ ନରମ ପଡିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତବେେଳେ ତୁମ୍ଭମାନେେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖଇେ ଗଲାଣି।
28 “Ai fofou rourinamaim ebi’obaiyi kwana’itin, ai famefamenamaim rourin narusasar kwana’i’itin kwa boro kwanao ai abeb ana veya tit,
29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।
29 ef i nati ta’imon sawar iti hinamatar kwana’i’itin, kwa i kwanaso’ob veya i nakabom, iyubin etawan awan ebatabat.
30 ମୁଁ ତୁମ୍ଭକୁ ସତ୍ଯ କହୁଛି। ଏହି ପିଢୀର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
30 Anababatun a tur ao’owen, sabuw iti tema’am boro hinama’am sawar namatar hina’itinibo hinamorob.
31 ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାେ କହିଥିବା ବାକ୍ଯ କବେେ ହେଲେ ନଷ୍ଟ ହବେନାହିଁ।
31 Mar tafaram boro nasawar, baise ayu au tur boro men nasawar.”
32 ସହେି ଦିନ ବା ସହେି ସମୟ ବିଷୟ ରେ କାହାରିକୁ କିଛି ଜଣାନାହିଁ। ସ୍ବର୍ଗଦୂତ ବା ମନୁଷ୍ଯପୁତ୍ର କହେି କିଛି ଜାଣନ୍ତି ନାହିଁ। କବଳେ ଏକଥା ପରମପିତା ପରମେଶ୍ବର ଜାଣନ୍ତି।
32 “Men yait ta veya o fur so’obamih, tounamatar no maramaim na’atube i Natun, baise Tamah akisinamo so’ob.
33 ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।
33 Mata toniwa’an kwanabat yewayew, anayabin veya men kwaso’ob mar biy boro namatar.
34 ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
34 Ana itinin i nanawan orot na’atube, orot bainanawanamih ana’akir wairafih boro ta’ita’imon bowabow nitih. Naatu orot etawan kaifin isan ya’iyai boro nau, matan toniwa’an etawan nakaif nama.
35 ଏଣୁ ତୁମ୍ଭମାନେେ ମଧ୍ଯ ସର୍ବଦା ପ୍ରସ୍ତୁତ ହାଇେ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତବେେଳେ ଯେ ଆସି ପହଁଞ୍ଚିଯିବେ। ସନ୍ଧ୍ଯା ବେଳେ, ଅଧରାତି ରେ, ପାହାନ୍ତିଆ ରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।
35 Imih mata toniwa’an, anayabin kwa men kwaso’ob orot bar matuwan i boro biy namatabir, rabirab nan, o fai inusabobor, kwasiy hinao ana veya, o yasi’uw,
36 ସେ ଖୁବ୍ ଶୀଘ୍ର ମଧ୍ଯ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତବେେ ସେ ତୁମ୍ଭକୁ କଦାବି ଶାଇେଥିବା ଅବସ୍ଥା ରେ ଦେଖି ପାରିବେ ନାହିଁ।
36 naniyan meyemeye natitit na’at men kwana’inu’in natitamih.
37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସହେି ଏକା କଥା କହୁଛି ଯେ ସର୍ବଦା ପ୍ରସ୍ତୁତ ରୁହ।
37 Abisa au’uwi, i sabuw etei isah ao’o, ‘Mata toniwa’an!’”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 13, comparar traduções ou montar um estudo — tudo direto pelo WhatsApp.