Marcos 12

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଯୀଶୁ ଦୃଷ୍ଟାନ୍ତ ମାଧ୍ଯମ ରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଚାରିପଟେ ପାଚରେୀ କରି ଦଲୋ। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ଯ ତିଆରି କଲା। ସେ କେତକେ କୃଷକଙ୍କୁ ସହେି ବଗିଚାକୁ ଭାଗ ରେ ଦଲୋ, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ଯ ରେ ସେ ସ୍ଥାନ ଛାଡି ଚାଲିଗଲା।
1 Depois Jesus começou a falar-lhes por parábola:
2 ପରେ ଯେତବେେଳେ ଦ୍ରାକ୍ଷା ତୋଳିବା ବଳେ ଆସିଲା, ସେତବେେଳେ ସେ ତାହାଙ୍କର ଜଣେ ଚାକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା।
2 No tempo da colheita, mandou um servo para que recebesse dos lavradores a sua parte dos frutos da vinha.
3 କିନ୍ତୁ କୃଷକମାନେ ଚାକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନଦଇେ ଘଉଡଇେ ଦେଲେ।
3 Mas os lavradores o agarraram, espancaram e o despacharam de mãos vazias.
4 ତା'ପରେ ସହେି ଲୋକଟି ଆଉ ଜଣେ ଚାକରକୁ ସମାନଙ୍କେ ପାଖକୁ ପଠାଇଲା। ସମାନେେ ଏହି ଚାକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ।
4 De novo, enviou-lhes outro servo, e eles bateram na cabeça dele e o insultaram.
5 ତା'ପରେ ସେ ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ଏହି ଚାକରଟିକୁ ଜୀବନ ରେ ମାରି ଦେଲେ। ସେ ଲୋକଟି ଆଉ ଅଧିକ ଚାକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତକଙ୍କେୁ ପିଟିଲେ ଓ ଅନ୍ୟ କେତଙ୍କେୁ ଜୀବନ ରେ ମାରି ଦେଲେ।
5 Mandou ainda outro servo, e a este mataram. Muitos outros lhes enviou, dos quais espancaram uns e mataram outros.
6 ଲୋକଟି ପାଖ ରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସହେି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶଷେ ବ୍ଯକ୍ତି ଥିଲା। ସେ କହିଲା, 'କୃଷକମାନେ ମାରେ ପୁଅକୁ ନିଶ୍ଚୟ ସମ୍ମାନ ଦବେେ।'
6 — Restava-lhe ainda um: o seu filho amado. Por fim, mandou o filho, pensando: “O meu filho eles respeitarão.”
7 କିନ୍ତୁ କୃଷକମାନେ କୁହାକୁହି ହେଲେ, 'ଏହି ଲୋକଟି ବଗିଚା ମାଲିକର ପୁଅ। ବଗିଚାର ସେ ଉତ୍ତରାଧିକାରୀ। ଆମ୍ଭମାନେେ ତାକୁ ମାରି ଦେଲେ ବଗିଚାଟି ଆମ୍ଭର ହାଇଯେିବ'।
7 Mas os tais lavradores disseram entre si: “Este é o herdeiro; venham, vamos matá-lo, e a herança será nossa.”
8 ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନଇେ ଜୀବନ ରେ ମାରି ଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗି ଦେଲେ।
8 E, agarrando o filho, mataram-no e o lançaram fora da vinha.
9 ଏବେ ଦ୍ରାକ୍ଷାକ୍ଷେତ୍ର ମାଲିକ କ'ଣ କରିବ? ସେ ଆସି ସହେି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦଇଦେବେ।
9 — Que fará, pois, o dono da vinha? Virá, exterminará aqueles lavradores e entregará a vinha a outros.
10 ତୁମ୍ଭମାନେେ କ'ଣ ଏହି ଶାସ୍ତ୍ର ପଢିନାହଁ?
10 Vocês ainda não leram este trecho da Escritura:
11 ପ୍ରଭୁ ତାହା କଲେ ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ୟ୍ଯଜନକ।'ଗୀତସଂହିତା 118:22-23
11 Isto procede do Senhor
12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସମାନଙ୍କେ ଉଦ୍ଦେଶ୍ଯ ରେ ଥିଲା ବୋଲି ସମାନେେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସମାନେେ ଉପାୟ ଖାଜେି ବସିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ଯୀଶୁଙ୍କୁ ଛାଡି ଚାଲିଗଲେ।
12 E procuravam prender Jesus, porque entenderam que ele havia contado essa parábola contra eles; mas temiam o povo. Então eles o deixaram e foram embora.
13 ପରେ ଯିହୂଦୀ ନେତାମାନେ କେତକେ ଫାରୂଶୀ ଓ େ ହରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯୀଶୁଙ୍କ ଭୁଲ ଧରି ଫାନ୍ଦ ରେ ପକାଇବାକୁ ଚାହୁଁଥିଲେ।
13 E enviaram a Jesus alguns dos fariseus e dos herodianos, para que o apanhassem em alguma palavra.
14 ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?
14 Chegando, disseram-lhe: — Mestre, sabemos que o senhor é verdadeiro e não se importa com a opinião dos outros, porque não olha a aparência das pessoas, mas, segundo a verdade, ensina o caminho de Deus; é lícito pagar imposto a César ou não? Devemos ou não devemos pagar?
15 ଯୀଶୁ ସମାନଙ୍କେ ଚାଲବାଜି ବୁଝିଗଲେ। ସେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ମାେତେ ଭଲ କଥା କହି କାହିଁକି ଫାନ୍ଦ ରେ ପକାଇବାକୁ ଚେଷ୍ଟା କରୁଛ? ମାେ ପାଖକୁ ରୂପା ଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।
15 Mas Jesus, percebendo a hipocrisia deles, respondeu:
16 ସମାନେେ ରୂପା ଟଙ୍କାଟିଏ ନଇେ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହଇେଛି? ତା ଉପରେ କାହାର ନାମ ଲଖାେ ଯାଇଛି? ସମାନେେ କହିଲେ, ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।
16 Eles trouxeram. E Jesus lhes perguntou: Eles responderam: — De César.
17 ତା'ପରେ ଯୀଶୁ ସମାନଙ୍କେୁ କହିଲେ, ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ବରଙ୍କର, ତାହା ପରମେଶ୍ବରଙ୍କୁ ଦିଅ। ଏହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।
17 Então Jesus disse: E muito se admiraram dele.
18 ତା' ପରେ କେତକେ ସାଦ୍ଦୁକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ଦାବୀ କରନ୍ତି ଯେ ମଣିଷ ମୃତ୍ଯୁପରେ ପୁନରୁଥାନ ହବେ।
18 Então alguns saduceus, que dizem não haver ressurreição, aproximaram-se de Jesus e lhe perguntaram:
19 ସମାନେେ କହିଲେ, ଗୁରୁ, ମାଶାେ ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନଥାଇ ମରି ଯାଏ, ତବେେ ତା'ର ଭାଇର ସହେି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା' ହେଲେ ସହେି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରିପାରିବ।
19 — Mestre, Moisés nos deixou escrito que, se um homem morrer e deixar mulher sem filhos, o irmão desse homem deve casar com a viúva e gerar descendentes para o falecido.
20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନଥାଇ ସେ ମରିଗଲା।
20 Havia sete irmãos. O primeiro casou e morreu sem deixar filhos;
21 ତେଣୁ ଦ୍ବିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ଯ କୌଣସି ପିଲାପିଲି ନଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ଯ ତାହା ଘଟିଲା।
21 o segundo casou com a viúva e morreu, também sem deixar descendência; e o terceiro, da mesma forma.
22 ସାତ ଜଣ ଭାଇ ସହେି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶଷେ ରେ ମରିଗଲେ। ସମାନଙ୍କେ ମଧ୍ଯରୁ କାହାରି ହେଲେ କୌଣସି ପିଲାପିଲି ନଥିଲେ। ଶଷେ ରେ ସହେି ସ୍ତ୍ରୀଟି ମଧ୍ଯ ମରିଗଲା।
22 E, assim, os sete não deixaram descendência. Por fim, depois de todos, morreu também a mulher.
23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ପୁନରୁତ୍ଥାନ ସମୟରେ, ସହେି ସ୍ତ୍ରୀଟି କାହାର ପତ୍ନୀ ହବେ?
23 Na ressurreição, quando eles ressuscitarem, de qual deles ela será a esposa? Porque os sete casaram com ela.
24 ଯୀଶୁ କହିଲେ, ସବୁ ଶାସ୍ତ୍ର କ'ଣ କ ହେ, ତାହା ତୁମ୍ଭମାନେେ ଜାଣିନାହଁ କି ପରମେଶ୍ବରଙ୍କ ଶକ୍ତି ବିଷୟ ରେ। ତେଣୁ ତୁମ୍ଭମାନେେ ଭ୍ରମ ରେ ପଡିଥାଅ।
24 Jesus respondeu:
25 ଲୋକମାନେ ଯେତବେେଳେ ମୃତ୍ଯୁରୁ ପୁନରୁତ୍ଥାନ ହବେେ ସେତବେେଳେ କୌଣସି ବିବାହ ହବେ ନାହିଁ ସମାନେେ କହେି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରେତ୍ୟକକ ସ୍ବର୍ଗଦୂତଙ୍କ ଭଳି ହାଇଯେିବେ।
25 Pois, quando ressuscitarem dentre os mortos, nem casarão, nem se darão em casamento, mas serão como os anjos nos céus.
26 ପୁନରୁତ୍ଥିତ ଲୋକଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମାଶାଙ୍କେ ପୁସ୍ତକରେ ଲିଖିତ ବୃଥାବୃତ୍ତାନ୍ତଟି ପଢିନାହଁ? ସେଥି ରେ ପରମେଶ୍ବର ମାଶାଙ୍କେୁ କହିଛନ୍ତି, 'ମୁଁ ଅବ୍ରାହାମଙ୍କ ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର'।
26 Quanto aos mortos, que eles de fato ressuscitam, vocês nunca leram no Livro de Moisés, no trecho referente à sarça, como Deus lhe falou: “Eu sou o Deus de Abraão, o Deus de Isaque e o Deus de Jacó”?
27 ଯଦି ପରମେଶ୍ବର କହିଛନ୍ତି ଯେ, ସେ ସମାନଙ୍କେର ପରମେଶ୍ବର, ତବେେ ପ୍ରକୃତ ରେ ଏ ଲୋକମାନେ ମୃତ ନୁହଁନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ବର ନୁହଁନ୍ତି। ବରଂ ସେ ଜୀବିତମାନଙ୍କର ପରମେଶ୍ବର। ହେ ସାଦ୍ଦୁକୀମାନେ, ତୁମ୍ଭମାନେେ ବଡ ଭ୍ରମ ରେ ପଡିଛ।
27 Ele não é Deus de mortos, e sim de vivos. Vocês estão completamente enganados.
28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ୟୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସମାନଙ୍କେ ପ୍ରଶ୍ନର ଯଥାର୍ଥ ଉତ୍ତର ଦଇେଛନ୍ତି। ତେଣୁ ସେ ଯୀଶୁଙ୍କୁ ପଚାରିଲେ, କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?
28 Chegando um dos escribas, que ouviu a discussão entre eles e viu que Jesus tinha dado uma boa resposta, perguntou-lhe: — Qual é o principal de todos os mandamentos?
29 ଯୀଶୁ ଉତ୍ତର ଦେଲେ, ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ' ହେ ଇସ୍ରାଯଲେ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ବର ଏକମାତ୍ର ପ୍ରଭୁ।
29 Jesus respondeu:
30 ସମସ୍ତ ହୃଦୟ ରେ ସମସ୍ତ ଆତ୍ମା ରେ, ସମସ୍ତ ମନ ରେ ଓ ସମସ୍ତ ଶକ୍ତି ରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ବରଙ୍କୁ ପ୍ ରମେ କର।'
30 Ame o Senhor, seu Deus, de todo o seu coração, de toda a sua alma, de todo o seu entendimento e com toda a sua força.”
31 ଦ୍ବିତୀୟ ମହତ୍ବପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: 'ତୁମ୍ଭେ ନିଜକୁ ଯେପରି ପ୍ ରମେ କର, ନିଜର ପଡ଼ୋଶୀକୁ ସହେିପରି ପ୍ ରମେ କର' ଏହି ଦୁଇଟି ଆଦେଶ ଛଡା ଆଉ ବଡ ଆଦେଶ କିଛି ନାହିଁ।
31 O segundo é: “Ame o seu próximo como você ama a si mesmo.” Não há outro mandamento maior do que estes.
32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, ଗୁରୁ, ପ୍ରଭୁ ପରମେଶ୍ବର ଯେ ଏକ ଓ ତାହାଙ୍କ ଛଡା ଆଉ ଅନ୍ୟ କହେି ନାହିଁ, ଏହା ତୁମ୍ଭେ ଠିକ୍ କହିଛ।
32 Então o escriba disse: — Muito bem, Mestre! E com verdade o senhor disse que ele é o único, e não há outro além dele,
33 ପ୍ରକୃତ ରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦଇେ ପରମେଶ୍ବରଙ୍କୁ ପ୍ ରମେ କରିବାକୁ ହବେ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ଯ ସପରେି ଭଲ ପାଇବାକୁ ହବେ। ଆମ୍ଭେ ପରମେଶ୍ବରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସହେି ଗୁଡିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ବପୂର୍ଣ୍ଣ।
33 e que amar a Deus de todo o coração e de todo o entendimento e com todas as forças e amar o próximo como a si mesmo é mais do que todos os holocaustos e sacrifícios.
34 ଯୀଶୁ ଦେଖିଲେ ଯେ ଲୋକଟି ବୁଝିବିଚାରି ଜ୍ଞାନୀ ଭଳି ଉତ୍ତର ଦଇେଛି। ସେ ତାହାକୁ କହିଲେ, ତୁମ୍ଭେ ପରମେଶ୍ବରଙ୍କ ରାଜ୍ଯଠାରୁ ଦୂର ରେ ନାହଁ। ଏହା ପରେ ଆଉ କହେି ହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
34 Vendo Jesus que o escriba havia respondido sabiamente, declarou-lhe: E ninguém mais ousava fazer perguntas a Jesus.
35 ଯୀଶୁ ମନ୍ଦର ରେ ଉପଦେଶ ଦଲୋ ବେଳେ ପଚାରିଲେ, ଧର୍ମ ଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
35 Jesus, ensinando no templo, perguntou:
36 ସ୍ବଯଂ ଦାଉଦ ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ କହିଥିଲେ,
36 O próprio Davi falou, pelo Espírito Santo:
37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ 'ପ୍ରଭୁ' ବୋଲି କହିଥିଲେ। ତବେେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହାଇେ ପାରିବେ? ଜମା ହାଇେଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସି ମନ ରେ ଶୁଣୁଥିଲେ।
37 — O próprio Davi chama o Cristo de Senhor; então como ele pode ser filho de Davi? E a grande multidão o ouvia com prazer.
38 ଯୀଶୁ ଶିକ୍ଷା ଦଇେ ଚାଲିଥିଲେ। ସେ କହିଲେ, ଧର୍ମଶାସ୍ତ୍ରୀଙ୍କଠାରୁ ସାବଧାନ ରୁହ। ସମାନେେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତଣେେ ବୁଲିବାକୁ ଭଲ ପାଆନ୍ତି। ସମାନେେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାର ରେ ସମ୍ମାନ ଦଖାେନ୍ତୁ।
38 E, ao ensinar, Jesus dizia:
39 ସମାଜ ଗୃହ ରେ ସମାନେେ ମହତ୍ବପୂର୍ଣ୍ଣ ଆସନ ରେ ବସିବାକୁ ଭଲପାଆନ୍ତି। ଭୋଜି ରେ ସମାନେେ, ଅତ୍ଯନ୍ତ ମହତ୍ବପୂର୍ଣ୍ଣ ସ୍ଥାନ ପାଇବାକୁ ଭଲପାଆନ୍ତି।
39 buscam as primeiras cadeiras nas sinagogas e os primeiros lugares nos banquetes;
40 ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ ବ୍ଯବହାର ଦଖାେନ୍ତି। ସମାନେେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖଇେ ହବୋ ପାଇଁ ସମାନେେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ବର କଠିନ ଶାସ୍ତି ଦବେେ।
40 devoram as casas das viúvas e, para o justificar, fazem longas orações. Estes sofrerão juízo muito mais severo.
41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।
41 Sentado diante da caixa de ofertas, Jesus observava como o povo lançava ali o dinheiro. Ora, muitos ricos depositavam grandes quantias.
42 ପରେ ଗରୀବ ବିଧବାଟିଏ ସଠାେକୁ ଆସିଲା ଓ ସେଥି ରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକଇେଲା। ଏହି ମୁଦ୍ରା ଦୁଇଟିର ମୂଲ୍ଯ ପଇସାଟିଏ ସାଙ୍ଗ ରେ ବି ସମାନ ନୁହେଁ।
42 Vindo, porém, uma viúva pobre, lançou duas pequenas moedas correspondentes a um quadrante.
43 ତା'ପରେ ଯୀଶୁ ନିଜଶିଷ୍ଯମାନଙ୍କୁ ପାଖକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦଇେଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତ ରେ ବହୁତ ଅଧିକ ଦଇେଛି।
43 E, chamando os seus discípulos, Jesus disse:
44 କାରଣ ଧନୀ ଲୋକମାନଙ୍କ ପାଖ ରେ ପ୍ରଚୁର ଅଛି। ସମାନେେ ତାହାଙ୍କର ଦରକାର ନଥିବା ବଳକା ଅର୍ଥରୁ ହିଁ ଦାନ ଦଇେଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ବରୂପ ଦଇେ ଦଇେଛି। ତାର ଚଳିବା ପାଇଁ ସତେିକି ମାତ୍ର ସମ୍ବଳ ଥିଲା।
44 Porque todos eles deram daquilo que lhes sobrava; ela, porém, da sua pobreza deu tudo o que possuía, todo o seu sustento.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 12, comparar traduções ou montar um estudo — tudo direto pelo WhatsApp.