Marcos 11
Oriya Bible (GL_ORIYA) vs ARC
1 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମର ନିକଟବର୍ତ୍ତୀ ହେଲେ। ସମାନେେ ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ସହର ରେ ପହନ୍ଚିଲେ। ଯୀଶୁ ନିଜ ଶିଷ୍ଯମାନଙ୍କ ଭିତରୁ ଦୁଇ ଜଣକୁ ଏହା କହି ପଠାଇଲେ,
1 E, logo que se aproximaram de Jerusalém, de Betfagé e de Betânia, junto ao monte das Oliveiras, enviou dois dos seus discípulos
2 ଆଗ ରେ ଦଖାଯାେଉଥିବା ଗାଆଁକୁ ଯାଅ। ଗାଁଆ ଭିତ ରେ ପ୍ରବେଶ କରିବା ମାତ୍ ରେ ତୁମ୍ଭମାନେେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଛୁଆ ଉପରେ କହେି ଏ ପର୍ୟ୍ଯନ୍ତ ଚଢି ନାହାଁନ୍ତି। ତାକୁ ଖାଲିେ ମାେ ପାଖକୁ ନଇେ ଆସ।
2 e disse-lhes: Ide à aldeia que está defronte de vós; e, logo que ali entrardes, encontrareis preso um jumentinho, sobre o qual ainda não montou homem algum; soltai-o e trazei-
3 ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନଇେ ଯାଉଛ ବୋଲି ପଚା ରେ, ତବେେ ତୁମ୍ଭମାନେେ ତାହାକୁ କହିବ, ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫରୋଇ ଦବେେ।
3 E, se alguém vos disser: Por que fazeis isso?, dizei-lhe que o Senhor precisa dele, e logo o deixará trazer para aqui.
4 ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।
4 E foram, e encontraram o jumentinho preso fora da porta, entre dois caminhos, e o soltaram.
5 କେତକେ ଲୋକ ସଠାେରେ ଠିଆ ହାଇେଥିଲେ। ସମାନେେ ଏହା ଦେଖି ପଚାରିଲେ, ତୁମ୍ଭମାନେେ ଏ ଗଧଛୁଆକୁ କାହିଁକି ଖୋଲୁଛ?
5 E alguns dos que ali estavam lhes disseram: Que fazeis, soltando o jumentinho?
6 ଶିଷ୍ଯମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ଯମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସମାନଙ୍କେୁ ଛାଡି ଦେଲେ।
6 Eles, porém, disseram-lhes como Jesus lhes tinha mandado; e os deixaram ir.
7 ଶିଷ୍ଯମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା' ଉପରେ ବସିଲେ।
7 E levaram o jumentinho a Jesus e lançaram sobre ele as suas vestes, e assentou-se sobre ele.
8 ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେ ଲୁଗା ରାସ୍ତା ରେ ବିଛଇେ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତା ରେ ବିଛଇେ ଦେଲେ।
8 E muitos estendiam as suas vestes pelo caminho, e outros cortavam ramos das árvores e os espalhavam pelo caminho.
9 କେତକେ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତକେ ତାହାଙ୍କ ପେଛ ପେଛ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
9 E aqueles que iam adiante e os que seguiam clamavam, dizendo: Hosana! Bendito o que vem em nome do Senhor!
10 ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ଯ ଧନ୍ଯ, ସ୍ବର୍ଗ ରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ଯ।
10 Bendito o Reino do nosso pai Davi, que vem em nome do Senhor! Hosana nas alturas!
11 ଯୀଶୁ ୟିରୁଶାଲମ ଆସି ମନ୍ଦିର ଭିତ ରେ ପ୍ରବେଶ କଲେ। ଯୀଶୁ ମନ୍ଦିର ରେ ପ୍ରେତ୍ୟକକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତବେେଳକେୁ ବହୁତ ଡରେି ହାଇେ ଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ ରରେିତଙ୍କ ସହିତ ବେଥନିଆକୁ ଚାଲିଗଲେ।
11 E Jesus entrou em Jerusalém, no templo, e, tendo visto tudo ao redor, como fosse já tarde, saiu para Betânia, com os doze.
12 ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।
12 E, no dia seguinte, quando saíram de Betânia, teve fome.
13 ଯୀଶୁ ପତ୍ର ରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରି ଗଛ ଦେଖିଲେ। ଗଛ ରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସଠାେରେ ପହଞ୍ଚି ସେ ଗଛ ରେ ଗୋଟିଏ ହେଲେ ଡିମ୍ବିରି-ଫଳ ପାଇଲେ ନାହିଁ। ଗଛ ରେ ପତ୍ର ଛଡା ଆଉ କିଛି ନଥିଲା। ଏହା ଡିମ୍ବିରି ଫଳ ଆସିବା ଋତୁ ନଥିଲା।
13 Vendo de longe uma figueira que tinha folhas, foi ver se nela acharia alguma coisa; e, chegando a ela, não achou senão folhas, porque não era tempo de figos.
14 ତେଣୁ ଯୀଶୁ ଗଛଟିକୁ କହିଲେ, ଲୋକେ ତୁମ୍ଭର ଫଳ ଆଉ ଏଣିକି କବେେ ହେଲେ ଖାଇବେ ନାହିଁ। ଶିଷ୍ଯମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
14 E Jesus, falando, disse à figueira: Nunca mais coma alguém fruto de ti. E os seus discípulos ouviram isso.
15 ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ
15 E vieram a Jerusalém; e Jesus, entrando no templo, começou a expulsar os que vendiam e compravam no templo; e derribou as mesas dos cambistas e as cadeiras dos que vendiam pombas.
16 ସେ ମଧ୍ଯ କାହାରିକୁ ମନ୍ଦିର ପରିସରରୁ କିଛି ଦେଲେ ନଇେ ୟିବାକୁ ଅନୁମତି ଦେଲେ ନାହିଁ।
16 E não consentia que ninguém levasse algum vaso pelo templo.
17 ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'
17 E os ensinava, dizendo: Não está escrito: A minha casa será chamada por todas as nações casa de oração? Mas vós a tendes feito covil de ladrões.
18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।
18 E os escribas e príncipes dos sacerdotes, tendo ouvido isso, buscavam ocasião para o matar; pois eles o temiam porque toda a multidão estava admirada acerca da sua doutrina.
19 ସନ୍ଧ୍ଯା ହାଇଗେଲା। ସନ୍ଧ୍ଯା ହବୋରୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ନଗରରୁ ବାହାରି ଚାଲିଗଲେ।
19 E, sendo já tarde, saiu para fora da cidade.
20 ତା'ପର ଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ଡିମ୍ବିରି ଗଛ ଥିବା ବାଟ ଦଇେ ଆସିଲେ। ସମାନେେ ଡିମ୍ବିରି ଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ।
20 E eles, passando pela manhã, viram que a figueira se tinha secado desde as raízes.
21 ସେତବେେଳେ ପିତର ଡିମ୍ବିରି ଗଛକୁ ମନେ ପକଇେଲେ ଓ ଯୀଶୁଙ୍କୁ କହିଲେ, ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦଇେଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।
21 E Pedro, lembrando-se, disse-lhe: Mestre, eis que a figueira que tu amaldiçoaste se secou.
22 ଯୀଶୁ ଉତ୍ତର ଦେଲେ, ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।
22 E Jesus, respondendo, disse-lhes: Tende fé em Deus,
23 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।
23 porque em verdade vos digo que qualquer que disser a este monte: Ergue-te e lança-te no mar, e não duvidar em seu coração, mas crer que se fará aquilo que diz, tudo o que disser lhe será feito.
24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନେେ ପ୍ରାର୍ଥନା କଲା ବେଳେ ଯାହା ମାଗୁଛ, ବିଶ୍ବାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତବେେ ପ୍ରକୃତ ରେ ତାହା ତୁମ୍ଭେ ପାଇବ।
24 Por isso, vos digo que tudo o que pedirdes, orando, crede que
25 ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।
25 E, quando estiverdes orando, perdoai, se tendes alguma coisa contra alguém, para que vosso Pai, que
26 ତା' ହେଲେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ଯ ତୁମ୍ଭମାନଙ୍କର ପାପ ଗୁଡିକୁ କ୍ଷମା କରି ଦବେେ।
26 Mas, se vós não perdoardes, também vosso Pai, que
27 ଯୀଶୁ ଓ ତାହଙ୍କ ଶିଷ୍ଯମାନେ ପୁଣି ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତ ରେ ବୁଲୁଥିଲେ। ପ୍ରଧାନ ଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ।
27 E tornaram a Jerusalém; e, andando ele pelo templo, os principais dos sacerdotes, e os escribas, e os anciãos se aproximaram dele
28 ସମାନେେ ଯୀଶୁଙ୍କୁ କହିଲେ, ଆମ୍ଭଙ୍କୁ କୁହ, କେଉଁ ଅଧିକାର ରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦଲୋ?
28 e lhe disseram: Com que autoridade fazes tu estas coisas? Ou quem te deu tal autoridade para fazer estas coisas?
29 ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ କେଉଁ ଅଧିକାର ରେ ମୁଁ ଏସବୁ କାର୍ୟ୍ଯ କରୁଛି।
29 Mas Jesus, respondendo, disse-lhes: Também eu vos perguntarei uma coisa, e respondei-me; e, então, vos direi com que autoridade faço estas
30 ମାେତେ କୁହ, ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ବରଙ୍କ ଠାରୁ ଆସିଥିଲା ନା ମନୁଷ୍ଯଠାରୁ? ମାରେ ପ୍ରଶ୍ନର ଉତ୍ତର ଦିଅ।
30 O batismo de João era do céu ou dos homens? Respondei-me.
31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସମାନେେ କୁହାକୁହି ହେଲେ, ଆମ୍ଭମାନେେ ଯଦି କହିବା ଯେ, ' ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କ ଠାରୁ ଆସିଥିଲା', ତବେେ ଯୀଶୁ କହିବେ, ' ତବେେ ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲ ନାହିଁ?'
31 E eles arrazoavam entre si, dizendo: Se dissermos: Do céu, ele nos dirá: Então, por que o não crestes?
32 କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ। ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।
32 Se, porém, dissermos: Dos homens, tememos o povo, porque todos sustentavam que João, verdadeiramente, era profeta.
33 ଏଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭମାନେେ ଜାଣିନାହୁଁ।
33 E, respondendo, disseram a Jesus: Não sabemos. E Jesus lhes replicou: Também eu vos não direi com que autoridade faço estas
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 11, comparar traduções ou montar um estudo — tudo direto pelo WhatsApp.