Marcos 10

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
1 Levantando-se Jesus, foi dali para o território da Judeia, além do Jordão. E outra vez as multidões se reuniram junto a ele, e, de novo, ele as ensinava, segundo o seu costume.
2 କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ଭୁଲ ଧରିବା ପାଇଁ ଚେଷ୍ଟାକଲେ। ସମାନେେ ଯୀଶୁଙ୍କୁୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଜଣେ ପୁରୁଷ ତାର ସ୍ତ୍ରୀକୁ ଛାଡପତ୍ର ଦବୋ କ'ଣ ଆଇନ ସଙ୍ଗତ କାର୍ୟ୍ଯ?
2 E, aproximando-se alguns fariseus, o experimentaram, perguntando-lhe: É lícito ao marido repudiar sua mulher?
3 ଯୀଶୁ କହିଲେ, ମାଶାେ ତୁମ୍ଭମାନଙ୍କୁ କ'ଣ ଆଜ୍ଞା ଦଇେଛନ୍ତି?
3 Ele lhes respondeu: Que vos ordenou Moisés?
4 ସମାନେେ କହିଲେ, ଜଣେ ପୁରୁଷ ଛାଡପତ୍ର ପାଇଁ ପ୍ରମାଣପତ୍ର ଲେଖି ଦଇେ ତା'ପରେ ନିଜ ସ୍ତ୍ରୀକୁ ଛାଡି ଦଇେ ପାରିବ ବୋଲି, ମାଶାେ କହିଥିଲେ।
4 Tornaram eles: Moisés permitiu lavrar carta de divórcio e repudiar.
5 ଯୀଶୁ ସମାନଙ୍କେୁ କହିଲେ, ମାଶାେ ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ମାନିବାକୁ ମନା କଲ।
5 Mas Jesus lhes disse: Por causa da dureza do vosso coração, ele vos deixou escrito esse mandamento;
6 କିନ୍ତୁ ପରମେଶ୍ବର ଯେତବେେଳେ ଜଗତ ସୃଷ୍ଟି କଲେ, ' ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।'
6 porém, desde o princípio da criação, Deus os fez homem e mulher.
7 ଏଣୁ ଜଣେ ପୁରୁଷ ନିଜ ବାପାମାଆଙ୍କୁ ଛାଡି ନିଜ ସ୍ତ୍ରୀ ସହିତ ମିଳିତ ହବେ
7 Por isso, deixará o homem a seu pai e mãe [e unir-se-á a sua mulher],
8 ଏବଂ ସମାନେେ ଏକ ହାଇଯେିବେ।' ତେଣୁ ସମାନେେ ଦୁଇଜଣ ନୁହଁନ୍ତି ବରଂ ଏକ।
8 e, com sua mulher, serão os dois uma só carne. De modo que já não são dois, mas uma só carne.
9 ପରମେଶ୍ବର ଯଦି ଏହି ଦୁଇଜଣ ମନୁଷ୍ଯଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ଯକ୍ତି ଅଲଗା କରି ଦବୋ ଉଚିତ ନୁହେଁ।
9 Portanto, o que Deus ajuntou não separe o homem.
10 ତା'ପରେ ଯୀଶୁ ଓ ଶିଷ୍ଯମାନେ ଘରକୁ ଫରେିବା ପରେ ଶିଷ୍ଯମାନେ ଯୀଶୁଙ୍କୁ ପୁଣି ଥରେ ଛାଡପତ୍ର ବିଷୟ ରେ ପଚାରିଲେ।
10 Em casa, voltaram os discípulos a interrogá-lo sobre este assunto.
11 ଯୀଶୁ କହିଲେ, ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସହେି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ଯଭିଚାର ପାପ ପାଇଁ ଦୋଷୀ ହୁଏ।
11 E ele lhes disse: Quem repudiar sua mulher e casar com outra comete adultério contra aquela.
12 ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦଇେ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହୁଏ।
12 E, se ela repudiar seu marido e casar com outro, comete adultério.
13 ପୁଣି ଲୋକମାନେ ଯୀଶୁଙ୍କୁ ପାଖକୁ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦଇେ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ବାରଣ କଲେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।
13 Então, lhe trouxeram algumas crianças para que as tocasse, mas os discípulos os repreendiam.
14 ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।
14 Jesus, porém, vendo isto, indignou-se e disse-lhes: Deixai vir a mim os pequeninos, não os embaraceis, porque dos tais é o reino de Deus.
15 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଗୋଟିଏ େଛାଟ ପିଲା ସରଳ ମନ ରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ କରିବା ଉଚିତ ନଚତେ ତୁମ୍ଭେ ସଠାେରେ କବେେ ହେଲେ ପ୍ରବେଶ କରି ପାରିବ ନାହିଁ।
15 Em verdade vos digo: Quem não receber o reino de Deus como uma criança de maneira nenhuma entrará nele.
16 ତା'ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉେଠଇ ନେଲେ। ସେ ସମାନଙ୍କେ ଉପରେ ହାତ ରଖି ଆଶୀର୍ବାଦ କଲେ।
16 Então, tomando-as nos braços e impondo-lhes as mãos, as abençoava.
17 ଯୀଶୁ ଯାଉଥିବା ବେଳେ ଜଣେ ଦୌଡି ଦୌଡି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡିଲା। ସେ ପଚାରିଲା, ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହବୋ ପାଇଁ ମୁଁ କ'ଣ କରିବି?
17 E, pondo-se Jesus a caminho, correu um homem ao seu encontro e, ajoelhando-se, perguntou-lhe: Bom Mestre, que farei para herdar a vida eterna?
18 ଯୀଶୁ ଉତ୍ତର ଦେଲେ, ତୁମ୍ଭେ ମାେତେ ଉତ୍ତମ ବୋଲି କାହିଁକି କହୁଛ? କବଳେ ପରମେଶ୍ବରଙ୍କ ଛଡା ଆଉ କହେି ହେଲେ ଉତ୍ତମ ନୁହଁନ୍ତି।
18 Respondeu-lhe Jesus: Por que me chamas bom? Ninguém é bom senão um, que é Deus.
19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।
19 Sabes os mandamentos: Não matarás, não adulterarás, não furtarás, não dirás falso testemunho, não defraudarás ninguém, honra a teu pai e tua mãe.
20 ସହେି ଲୋକ ଯୀଶୁଙ୍କୁ କହିଲା, ଗୁରୁ, ମୁଁ ମାେ ପିଲାଦିନୁ ଏହି ସବୁ କଥା ମାନି ଚଳୁଛି।
20 Então, ele respondeu: Mestre, tudo isso tenho observado desde a minha juventude.
21 ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।
21 E Jesus, fitando-o, o amou e disse: Só uma coisa te falta: Vai, vende tudo o que tens, dá-o aos pobres e terás um tesouro no céu; então, vem e segue-me.
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହାଇଗେଲା। ସେ ମନ ଦୁଃଖ ରେ ଫରେିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତାର ଧନ ନିଜ ପାଖ ରେ ରଖିବାକୁ ଚାହୁଁଥିଲା।
22 Ele, porém, contrariado com esta palavra, retirou-se triste, porque era dono de muitas propriedades.
23 ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।
23 Então, Jesus, olhando ao redor, disse aos seus discípulos: Quão dificilmente entrarão no reino de Deus os que têm riquezas!
24 ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।
24 Os discípulos estranharam estas palavras; mas Jesus insistiu em dizer-lhes: Filhos, quão difícil é [para os que confiam nas riquezas] entrar no reino de Deus!
25 ଜଣେ ଧନୀ ଲୋକର ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ ଗୋଟିଏ ଛୁଞ୍ଚି କଣା ରେ ଗଳି ଯାଇ ପାରିବା ସହଜ।
25 É mais fácil passar um camelo pelo fundo de uma agulha do que entrar um rico no reino de Deus.
26 ସମାନେେ ଆହୁରି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ତବେେ କିଏ ଉଦ୍ଧାର ପାଇ ପାରିବ?
26 Eles ficaram sobremodo maravilhados, dizendo entre si: Então, quem pode ser salvo?
27 ଯୀଶୁ ସମାନଙ୍କେୁ ଚାହିଁ କହିଲେ, ଏହା ମନୁଷ୍ଯମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ନୁହେଁ। ପରମେଶ୍ବର ସବୁ କିଛି କରି ପାରିବୋ
27 Jesus, porém, fitando neles o olhar, disse: Para os homens é impossível; contudo, não para Deus, porque para Deus tudo é possível.
28 ପିତର ଯୀଶୁଙ୍କୁ କହିଲେ, ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭମାନେେ ସବୁ କିଛି ତ୍ଯାଗ କରିଛୁ।
28 Então, Pedro começou a dizer-lhe: Eis que nós tudo deixamos e te seguimos.
29 ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେ ମାେ ପାଇଁ ଓ ସୁସମାଚାର ପାଇଁ ଘରଦ୍ବାର, ଭାଇ-ଭଉଣୀ, ବାପା-ମାଆ, ପିଲାଛୁଆ ଓ ଜମିବାଡି ଛାଡି ଦଇେ ପାରିଛି,
29 Tornou Jesus: Em verdade vos digo que ninguém há que tenha deixado casa, ou irmãos, ou irmãs, ou mãe, ou pai, ou filhos, ou campos por amor de mim e por amor do evangelho,
30 ସେ ନିଶ୍ଚୟ ଆପଣାର ସହେି ଛାଡିଥିବା ବସ୍ତୁଠାରୁ ଶ ହେ ଗୁଣ ଅଧିକ ଇହ କାଳ ରେ ପାଇ ପାରିବ। ସେ ଅଧିକ ଘରଦ୍ବାର, ଭାଉ-ଭଉଣୀ, ମାଆ, ପିଲା ପିଲି, ଓ ଜମି ବାଡି ପାଇବ। ଏବଂ ନିର୍ୟ୍ଯାତନା ସହିତ ସେ ଏହି ସବୁ ଜିନିଷ ପାଇବ କିନ୍ତୁ ପର କାଳ ରେ ସେ ଅନନ୍ତ ଜୀବନ ଲାଭ କରିବ।
30 que não receba, já no presente, o cêntuplo de casas, irmãos, irmãs, mães, filhos e campos, com perseguições; e, no mundo por vir, a vida eterna.
31 ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନକୁ ଚାଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶଷେ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ପ୍ରଥମ ସ୍ଥାନକୁ ଚାଲିଯିବେ।
31 Porém muitos primeiros serão últimos; e os últimos, primeiros.
32 ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।
32 Estavam de caminho, subindo para Jerusalém, e Jesus ia adiante dos seus discípulos. Estes se admiravam e o seguiam tomados de apreensões. E Jesus, tornando a levar à parte os doze, passou a revelar-lhes as coisas que lhe deviam sobrevir, dizendo:
33 ଯୀଶୁ କହିଲେ, ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ ଏବଂ ସମାନେେ ତାହାଙ୍କୁ ମୃତ୍ଯୁ ଦଣ୍ଡଦବୋ ପାଇଁ ଅଣଯୀହୂଦୀମାନଙ୍କୁ ସମର୍ପି ଦବେେ।
33 Eis que subimos para Jerusalém, e o Filho do Homem será entregue aos principais sacerdotes e aos escribas; condená-lo-ão à morte e o entregarão aos gentios;
34 ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।
34 hão de escarnecê-lo, cuspir nele, açoitá-lo e matá-lo; mas, depois de três dias, ressuscitará.
35 ଜବଦେିଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଚାହୁଁଛୁ।
35 Então, se aproximaram dele Tiago e João, filhos de Zebedeu, dizendo-lhe: Mestre, queremos que nos concedas o que te vamos pedir.
36 ଯୀଶୁ ପଚାରିଲେ, ତୁମ୍ଭମାନେେ ମାେ ଦ୍ବାରା ତୁମ୍ଭ ପାଇଁ କ'ଣ ପାଇବାକୁ ଚାହୁଁଛ?
36 E ele lhes perguntou: Que quereis que vos faça?
37 ସମାନେେ କହିଲେ, ଆପଣଙ୍କ ରାଜ୍ଯ ରେ ଆପଣ ମହିମା ପ୍ରାପ୍ତ ହବୋ ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।
37 Responderam-lhe: Permite-nos que, na tua glória, nos assentemos um à tua direita e o outro à tua esquerda.
38 ଯୀଶୁ କହିଲେ, ତୁମ୍ଭେ କ'ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ଯ କ'ଣ ସହେି ଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁ ଭଳି ବାପ୍ତିଜିତ ହବେି, ତୁମ୍ଭେ କ'ଣ ସହେିଭଳି ବାପ୍ତିଜିତ ହାଇେ ପାରିବ?
38 Mas Jesus lhes disse: Não sabeis o que pedis. Podeis vós beber o cálice que eu bebo ou receber o batismo com que eu sou batizado?
39 ସମାନେେ ତାହାଙ୍କୁ କହିଲେ, ହଁ ଆମ୍ଭେ ପାରିବୁ।
39 Disseram-lhe: Podemos. Tornou-lhes Jesus: Bebereis o cálice que eu bebo e recebereis o batismo com que eu sou batizado;
40 କିନ୍ତୁ ମାରେ ଡାହାଣ ବା ବାମ ପଟ ରେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରା ଯାଇଛି, କବଳେ ସହେିମାନେ ସେଥି ରେ ବସି ପାରିବେ।
40 quanto, porém, ao assentar-se à minha direita ou à minha esquerda, não me compete concedê-lo; porque é para aqueles a quem está preparado.
41 ଅନ୍ୟ ଦଶ ଜଣ ପ୍ ରରେିତ ଏହା ଶୁଣିଲେ। ସମାନେେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ।
41 Ouvindo isto, indignaram-se os dez contra Tiago e João.
42 ଯୀଶୁ ସମସ୍ତ ପ୍ ରରେିତମାନଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ କହିଲେ, ଅଣଯିହୂଦୀମାନଙ୍କ ଭିତ ରେ ଅନକେ ଲୋକ ଅଛନ୍ତି, ଯେଉଁମାନଙ୍କୁ ସମାନେେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ବ ଦଖାଇବୋକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ବପୂର୍ଣ୍ଣ ନେତାମାନେ ମଧ୍ଯ ଲୋକଙ୍କ ଉପରେ ତାହାଙ୍କର ଅଧିକର ସାବ୍ଯସ୍ତ କରିବାକୁ ଭଲ ପାଆନ୍ତି।
42 Mas Jesus, chamando-os para junto de si, disse-lhes: Sabeis que os que são considerados governadores dos povos têm-nos sob seu domínio, e sobre eles os seus maiorais exercem autoridade.
43 କିନ୍ତୁ ତୁମ୍ଭ ମଧିଅରେ ଏଭଳି କିଛି ହବୋ ଅନୁଚିତ। ଯଦି ତୁମ୍ଭ ଭିତରୁ କହେି ବଡ ହବୋକୁ ଚାହୁଁଥାଏ, ତବେେ ସେ ଜଣେ ସବେକ ଭଳି ତୁମ୍ଭ ସମସ୍ତଙ୍କର ସବୋ କରୁ।
43 Mas entre vós não é assim; pelo contrário, quem quiser tornar-se grande entre vós, será esse o que vos sirva;
44 ଯଦି ତୁମ୍ଭ ଭିତରୁ କହେି ମହତ୍ତ୍ବପୂର୍ଣ୍ଣ ହବୋକୁ ଚାହୁଁଥାଏ, ତବେେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସବୋ କରୁ।
44 e quem quiser ser o primeiro entre vós será servo de todos.
45 ସହେିଭଳି ମନୁଷ୍ଯ ପୁତ୍ର ଅନ୍ୟ ଠାରୁ ସବୋ ପାଇବା ପାଇଁ ଆସି ନାହାଁନ୍ତି, ବରଂ ସେ ସବୋ କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦବୋ ପାଇଁ ଆସିଛନ୍ତି।
45 Pois o próprio Filho do Homem não veio para ser servido, mas para servir e dar a sua vida em resgate por muitos.
46 ତା'ପରେ ସମାନେେ ଯିରୀହାକେୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ଯ ଓ ଅନ୍ୟ ଅନକେ ଲୋକଙ୍କ ସହିତ ସହେି ସହର ଛାଡି ୟିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।
46 E foram para Jericó. Quando ele saía de Jericó, juntamente com os discípulos e numerosa multidão, Bartimeu, cego mendigo, filho de Timeu, estava assentado à beira do caminho
47 ସେ ଶୁଣିଲା ଯେ ନାଜରିତୀୟ ଯୀଶୁ ସହେି ବାଟ ଦଇେ ଯାଉଛନ୍ତି। ସେ ଚିତ୍କାର କରି କହିଲା, ହେ ଦାଉଦଙ୍କ ପୁତ୍ର ଯୀଶୁ : ମାେ ଉପରେ କୃପା କର।
47 e, ouvindo que era Jesus, o Nazareno, pôs-se a clamar: Jesus, Filho de Davi, tem compaixão de mim!
48 ଅନକେ ଲୋକ ତାକୁ ତୁନି ହବୋ ପାଇଁ ଧମକ ଦେଲେ। କିନ୍ତୁ ସହେି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, ହେ ଦାଉଦଙ୍କ ପୁତ୍ର ଯୀଶୁ, ମାେ ଉପରେ କୃପା କର।
48 E muitos o repreendiam, para que se calasse; mas ele cada vez gritava mais: Filho de Davi, tem misericórdia de mim!
49 ଯୀଶୁ ଅଟକି ଗଲେ ଓ କହିଲେ, ତାହାକୁ କୁହ ମାେ ପାଖକୁ ଆସୁ।
49 Parou Jesus e disse: Chamai-o. Chamaram, então, o cego, dizendo-lhe: Tem bom ânimo; levanta-te, ele te chama.
50 ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା ଚାଦରଟି ଫିଙ୍ଗି ଦଲୋ ଓ ଡଇେଁ ପଡିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
50 Lançando de si a capa, levantou-se de um salto e foi ter com Jesus.
51 ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ? ଅନ୍ଧଟି ଉତ୍ତର ଦଲୋ, ଗୁରୁ, ମୁଁ ଦେଖିବାକୁ ଚାହୁଁଛି।
51 Perguntou-lhe Jesus: Que queres que eu te faça? Respondeu o cego: Mestre, que eu torne a ver.
52 ଯୀଶୁ କହିଲେ, ଯାଅ, ତୁମ୍ଭେ ଭଲ ହାଇଗେଲ, କାରଣ ତୁମ୍ଭେ ବିଶ୍ବାସ କଲ। ତା'ପରେ ଲୋକଟି ସବୁ କିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
52 Então, Jesus lhe disse: Vai, a tua fé te salvou. E imediatamente tornou a ver e seguia a Jesus estrada fora.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Marcos 10, comparar traduções ou montar um estudo — tudo direto pelo WhatsApp.