Levítico 9
Oriya Bible (GL_ORIYA) vs VC
1 ଅନନ୍ତର ଅଷ୍ଟମ ଦିନ ରେ ମାଶାେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଡକାଇଲେ।
1 No oitavo dia, Moisés chamou Aarão e seus filhos com os anciãos de Israel.
2 ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଏକ ନିଖୁଣ ମଷେଛୁଆ ଓ ହାମବେଳି ନିମନ୍ତେ ଏକ ନିଖୁଣ ମଷେ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉତ୍ସର୍ଗ କର।
2 E disse a Aarão: "Toma um bezerro, em sacrifício pelo pecado, e também um carneiro para o holocausto, ambos sem defeito, e oferece-os ao Senhor.
3 ଇଶ୍ରାୟେଲର ଲୋକମାନଙ୍କୁ କୁହ, ' ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପାର୍ଥକ ବଳି ନିମନ୍ତେ ଏକ ଅଣ୍ଡିରା ଛାଗ ଓ ହାମବେଳି ନିମନ୍ତେ ଏକ ଗୋବତ୍ସ ଓ ମଷେ ଶାବକ ନବେେ, କାରଣ ସଦାପ୍ରଭୁ ଏହା ଆଜ୍ଞା କରିଛନ୍ତି। ବାଛୁରୀ ଏବଂ ମଷେଛୁଆ ନିଶ୍ଚଯ ଏକ ବର୍ଷୀଯ ଓ ନିଖୁଣ ହାଇେଥିବେ।
3 Dirás aos israelitas: tomai um bode, em sacrifício pelo pecado, um bezerro e um cordeiro de um ano, sem defeito, para o holocausto,
4 ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମଷେ ନିଅ। ସମାନେେ ସହେି ଜିନିଷଗୁଡିକ ସଦାପ୍ରଭୁଙ୍କ ସମ୍ମୁଖ ରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସମାନଙ୍କେୁ ଦର୍ଶନ ଦେଉଛନ୍ତି।'
4 um touro e um carneiro para o sacrifício pacífico; vós os imolareis ao Senhor com uma oblação amassada com óleo, porque o Senhor vos aparecerá hoje."
5 ତେଣୁ ସମସ୍ତ ଲୋକ ସମାଗମ ତମ୍ବୁ ନିକଟକୁ ଆସିଲେ ଓ ମାଶାଙ୍କେ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା ହେଲେ।
5 Eles trouxeram diante da tenda de reunião o que Moisés havia ordenado. Toda a assembléia se aproximou e ficou de pé diante do Senhor.
6 ତା'ପରେ ମାଶାେ କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।
6 Moisés disse então: "Eis o que ordena o Senhor: fazei-o, e a glória do Senhor vos aparecerá".
7 ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।
7 E disse a Aarão: "Aproxima-te do altar; oferece teu sacrifício pelo pecado, e teu holocausto, e faze a expiação por ti e pelo povo. Apresenta também a oferta do povo, e faze a expiação por ele como o Senhor o ordenou".
8 ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।
8 Aarão aproximou-se do altar e imolou o bezerro do sacrifício pelo pecado.
9 ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଆଙ୍ଗୁଳି ବୁଡାଇ ୟଜ୍ଞବଦେୀର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିଲେ।
9 Seus filhos apresentaram-lhe o sangue, no qual ele mergulhou o dedo e o pôs nos cornos do altar, derramando o resto ao pé do altar.
10 ସଦାପ୍ରଭୁଙ୍କ ମାଶାେ ପ୍ରତି ଆଜ୍ଞାନୁସା ରେ ହାରୋଣ ମଦେ, ଗୁରୁଦା ଓ ୟକୃତର ଆଚ୍ଛାଦିତ ହାଇେଥିବା ପାପାର୍ଥକ ବଳିସବୁକୁ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
10 Queimou sobre o altar a gordura, os rins, a pele que recobre o fígado da vítima pelo pecado, como o Senhor o tinha ordenado a Moisés;
11 ତା'ପରେ ସେ ମାଂସ ଓ ଚର୍ମ ନଇେ ଛାଉଣୀର ବାହା ରେ ସଗେୁଡିକୁ ଦଗ୍ଧ କଲେ।
11 mas queimou fora do acampamento a carne e o couro.
12 ତାହାପରେ ହାରୋଣ ହାମବେଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କଲେ।
12 Imolou, em seguida, o holocausto. Seus filhos apresentaram-lhe o sangue, que ele derramou sobre o altar ao redor.
13 ତା'ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହାମବେଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
13 Apresentaram-lhe o holocausto cortado em pedaços, com a cabeça, e ele os queimou no altar.
14 ହାରୋଣ ମଧ୍ଯ ହାମବେଳିର ଅନ୍ତ ଓ ଗୋଡ ଧୌତ କଲେ ଓ ସେ ସମସ୍ତ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
14 Lavou as entranhas e as pernas, e as pernas, e as queimou no altar por cima do holocausto.
15 ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନଇେ ପ୍ରଥମଟି ପରି ବଧ କରି ପାପାର୍ଥ ରେ ତାହା ଉତ୍ସର୍ଗ କଲେ।
15 Apresentou também a oferta do povo, e, tomando o bode do sacrifício pelo pecado do povo, degolou-o e o ofereceu em expiação como a primeira vítima.
16 ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହାମବେଳି ବିଧି ଅନୁସାରେ ଉତ୍ସର୍ଗ କଲେ।
16 Ofereceu o holocausto e fez o sacrifício segundo o rito.
17 ପୁଣି ହାରୋଣ ଭକ୍ଷ୍ଯ ନବୈେଦ୍ଯ ବଦେୀ ନିକଟକୁ ଆଣି ତହିଁରୁ ମୁଠିଏ ନଇେ ପ୍ରଭାତର ହାମବେଳି ସହିତ ୟଜ୍ଞବତେୀ ଉପରେ ତାହା ଦଗ୍ଧ କଲେ।
17 Apresentou a oblação, e dela tomou um punhado que queimou no altar, além do holocausto da manhã.
18 ଆଉ ମଧ୍ଯ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମଷେ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚିନ କଲେ।
18 Imolou o touro e o carneiro em sacrifício pacífico pelo povo.
19 ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମଦେ ଓ ମଷେଛୁଆର ମଦେ ମଦମେଯ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମଦେ ଓ ୟକୃତର ଉପରିସ୍ଥ ଅନ୍ତାପ୍ଲାବକ ତାଙ୍କ ନିକଟକୁ ଆଣିଲେ।
19 Os filhos de Aarão apresentaram-lhe o sangue, que ele derramou sobre o altar ao redor, assim como as partes gordas do touro e do carneiro, a cauda, a gordura que envolve as entranhas, os rins e a pele que recobre o fígado.
20 ଏହି ସବୁ ମଦେ ସମାନେେ ଗୋରୁ ଓ ମଷେର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବଦେୀ ଉପରେ ଦଗ୍ଧ କଲେ।
20 Puseram as gorduras sobre os peito, e Aarão queimou as gorduras no altar.
21 ମାଶାଙ୍କେ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖ ରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀଯ ନବୈେଦ୍ଯ ରୂପେ ଦୋଳନ କଲେ।
21 Agitou, em seguida, como oferta diante do Senhor, os peitos e a coxa direita, como o tinha prescrito Moisés.
22 ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ୟଜ୍ଞବଦେୀ ତଳକୁ ଓହ୍ଲାଇ ଆସିଲେ।
22 Aarão levantou então as mãos para o povo, e o abençoou. Desceu após ter oferecido o sacrifício pelo pecado, o holocausto e o sacrifício pacífico.
23 ଅନନ୍ତର ମାଶାେ ଓ ହାରୋଣ ସମାଗମ ତମ୍ବୁ ରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶିର୍ବାଦ କଲେ। ସେତବେେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିସା ପ୍ରକଟିତ ହେଲା।
23 Moisés e Aarão entraram na tenda de reunião e, saindo, abençoaram o povo. E a glória do Senhor apareceu a todo o povo.
24 ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।
24 Saiu um fogo de diante do Senhor que devorou no altar o holocausto e as gorduras. Vendo isso, todo o povo soltou gritos de júbilo e prostrou-se com a face por terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 9, comparar traduções ou montar um estudo — tudo direto pelo WhatsApp.