Levítico 8

Oriya Bible (GL_ORIYA) vs VC

Sair da comparação
VC Versão Católica
1 ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।
2 "Toma a Aarão e seus filhos, as vestes, o óleo para a unção, o touro do sacrifício pelo pecado, os dois carneiros e a cesta de pães ázimos,
3 ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।
3 e convoca toda a assembléia à entrada da tenda de reunião".
4 ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସବୁ କଲେ, ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରୀତ ହେଲେ।
4 Moisés fez o que lhe ordenou o Senhor, e a assembléia se reuniu à entrada da tenda de reunião.
5 ପୁଣି ମାଶାେ ମଣ୍ଡଳୀକୁ କହିଲେ, ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦଇେଛନ୍ତି, ସଗେୁଡିକ ହେଉଛି ଏହି।
5 Moisés disse então: "Eis o que o Senhor ordenou que se fizesse".
6 ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।
6 Fez aproximarem-se Aarão e seus filhos e os lavou com água.
7 ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।
7 Vestiu Aarão com a túnica, a cintura e o manto; pôs sobre ele o efod, e cingiu-o com a cintura do efod, atando-o.
8 ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।
8 Pôs-lhe em seguida o peitoral, ao qual fixou o urim e o tumim.
9 ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।
9 Cobriu-lhe a cabeça com a tiara, diante da qual colocou a lâmina de ouro, o santo diadema, como o Senhor lhe tinha ordenado.
10 ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳ ନଇେ ପବିତ୍ର ତମ୍ବୁ ଓ ତହିଁ ମଧିଅରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।
10 Tomou, além disso, o óleo da unção, ungiu com ele o tabernáculo e tudo o que continha, e os consagrou.
11 ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।
11 Aspergiu sete vezes o altar e ungiu-o com todos os seus utensílios, assim como a bacia e seu pedestal, para consagrá-los.
12 ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।
12 Derramou o óleo da unção na cabeça de Aarão para consagrá-lo.
13 ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
13 Depois mandou que se aproximassem os filhos de Aarão, e os revestiu de túnicas e de cinturas, pondo-lhes também mitras nas cabeças, como o Senhor lhe tinha ordenado.
14 ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।
14 Então mandou vir o touro do sacrifício pelo pecado, e Aarão e seus filhos puseram as mãos sobre a sua cabeça.
15 ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।
15 Moisés o imolou, tomou o sangue e, com o dedo, o pôs sobre os cornos do altar, purificando o altar; derramou o resto ao pé do altar e o consagrou, fazendo sobre ele a expiação.
16 ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍‌ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।
16 Tomou, em seguida, toda a gordura que envolve as entranhas, a pele que recobre o fígado e os dois rins com sua gordura, e os queimou no altar.
17 ମାନ୍ତ ସେ ଚର୍ମ, ମାଂସ ଓ ଗୋମଯ ନଇେ ଛାଉଣୀର ବାହା ରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।
17 Mas queimou fora do acampamento o touro, seu couro, sua carne e seus excrementos, como o Senhor lhe tinha ordenado.
18 ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।
18 Mandou vir o carneiro do holocausto, sobre cuja cabeça Aarão e seus filhos impuseram as mãos.
19 ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।
19 Foi imolado, e Moisés derramou seu sangue em todo o redor do altar.
20 ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।
20 Foi, em seguida, cortado em pedaços, e Moisés queimou a cabeça aos pedaços a gordura.
21 ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।
21 Lavaram com água as entranhas e as patas, e Moisés queimou o carneiro todo sobre o altar: era um holocausto de agradável odor, um sacrifício consumido pelo fogo ao Senhor, como o Senhor o tinha ordenado a Moisés.
22 ଅନନ୍ତର ସେ ଅନ୍ୟ ମଷେ ଅର୍ଥାତ୍ ପଦ ନି ଯୋଗାର୍ଥକ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକ ଉପରେ ହସ୍ତ ରଖିଲେ।
22 Mandou que se aproximasse o outro carneiro, o carneiro de empossamento, sobre cuja cabeça Aarão e seus filhos impuseram as mãos.
23 ତା'ପରେ ମାଶାେ ମଷେକୁ ବଧ କଲେ ଓ ତାହାର କିଛି ରକ୍ତ ନଇେ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ବର ରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।
23 Moisés o imolou, tomou seu sangue e o pôs na ponta da orelha direita de Aarão e nos polegares de sua mão direita e do seu pé direito.
24 ଏହାପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମାଶାେ ସହେି ରକ୍ତରୁ କିଛି ନଇେ ସମାନଙ୍କେ ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ ଓ ସମାନଙ୍କେ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସମାନଙ୍କେ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମାଶାେ ୟଜ୍ଞବଦେୀର ଉପରେ ଚାରିଆଡେ ରକ୍ତ ସିଞ୍ଚନ କଲେ।
24 E mandou então que se aproximassem os filhos de Aarão: pôs-lhes o sangue na ponta da orelha direita, no polegar da mão direita e no hálux do pé direito; e derramou o resto do sangue em todo o redor do altar.
25 ପୁଣି ସେ ମଦେ ଓ ମଦମେଯ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମଦେ, ୟକୃତର ଉପରିସ୍ଥିତ ଚଟୁଆ ନେଲେ।
25 Depois tomou a gordura, a cauda, toda a gordura que envolve as entranhas, a pele que recobre o fígado, os dois rins com sua gordura e a coxa direita.
26 ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।
26 Tomou também da cesta de pães ázimos, colocada diante do Senhor, um bolo amassado sem fermento, um bolo amassado com óleo e uma bolacha, e os pôs sobre a gordura e a coxa direita.
27 ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତ ରେ ସହେିସବୁ ଦଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ।
27 Meteu tudo isso nas mãos de Aarão e de seus filhos para agitá-los como oferta diante do Senhor.
28 ଏହାପରେ ମାଶାେ ସମାନଙ୍କେ ହସ୍ତରୁ ସେସବୁ ନଇେ ୟଜ୍ଞବଦେୀସ୍ଥିତ ହାମବେଳି ଉପରେ ଦଗ୍ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିୟୁକ୍ତି ଉପଲକ୍ଷେ ଏହା ଏକ ନବୈେଦ୍ଯ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନବୈେଦ୍ଯ।
28 Tomou-os em seguida Moisés nas suas próprias mãos e os queimou sobre o altar, por cima do holocausto; este foi o sacrifício de empossamento, de agradável odor, consumado pelo fogo ao Senhor.
29 ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।
29 Tomou também o peito do carneiro de empossamento e o agitou como oferta diante do Senhor a sua porção, como o Senhor lhe tinha ordenado.
30 ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।
30 Tomou, finalmente, o óleo de unção e o sangue que estava sobre o altar e aspergiu sobre Aarão e suas vestes, seus filhos e suas vestes, e consagrou assim Aarão e seus filhos com suas vestes.
31 ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।
31 Depois Moisés disse-lhes: "Cozei a carne à entrada da tenda de reunião; ali a comereis com o pão que está na cesta de empossamento, como vos ordenei quando disse: Aarão e seus filhos a comerão.
32 ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନି ରେ ଦଗ୍ଧ କରିବ।
32 O que sobrar da carne e do pão, queimá-lo-eis no fogo.
33 ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।
33 Não saireis da entrada da tenda de reunião durante sete dias, até se cumprirem os dias de vosso empossamento, o qual durará sete dias.
34 ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ସେସବୁ ଆଜ୍ଞା ଦଇେଛନ୍ତି।
34 O que se fez hoje, prescreveu o Senhor que se faça novamente, em expiação por vós.
35 ତୁମ୍ଭମାନେେ ସାତଦିନ ଧରି ଦିବାରାତ୍ର ସମାଗମ ତମ୍ବୁ ଦ୍ବାର ରେ ରହିବ। ତାହା ହେଲେ ତୁମ୍ଭମାନେେ ସଦାପ୍ରଭୁଙ୍କ ଦ୍ବାରା ରକ୍ଷା ପାଇବ। ଏହା ପାଳନ ନକଲେ ତୁମ୍ଭମାନେେ ମୃତ୍ଯୁବରଣ କରିବ କାରଣ ସଦାପ୍ରଭୁ ମାେତେ ଏହି ଆଜ୍ଞା ଦଇେଛନ୍ତି।
35 Ficareis, pois, sete dias à entrada da tenda de reunião, dia e noite, e observareis as ordens do Senhor, para que não morrais. Esta é a ordem que recebi".
36 ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।
36 Aarão e seus filhos fizeram tudo o que o Senhor lhes tinha ordenado por Moisés.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 8, comparar traduções ou montar um estudo — tudo direto pelo WhatsApp.