Levítico 4

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés: "Fala aos israelitas. Dize-lhes:
2 ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କହେି ଅଜଣାତ ରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞା ରେ ମନା କରାୟାଇଅଛି।
2 quando um homem tiver pecado involuntariamente contra uma prescrição do Senhor, fazendo uma das coisas que e proibiu;
3 ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
3 se aquele que tiver pecado for um sacerdote ungido, de maneira que o povo se torne culpado, oferecerá ao Senhor por sua transgressão um novilho sem defeito como sacrifício de expiação.
4 ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ ତମ୍ବୁର ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ବଧ କରିବ।
4 Levará o novilho diante do Senhor, à entrada da tenda de reunião, porá a mão sobre a cabeça do touro e o imolará diante do Senhor.
5 ଆଉ ସହେି ଅଭିଷିକ୍ତ ଯାଜକ ସହେି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ଯକୁ ଆଣିବ।
5 O sacerdote ungido tomará o sangue do touro e o levará à tenda de reunião;
6 ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।
6 mergulhará o seu dedo no sangue e fará sete aspersões diante do Senhor, diante do véu do santuário.
7 ଯାଜକ ସଦାପ୍ରଭୁଙ୍କ ଆଗ ରେ କିଛି ରକ୍ତ ନଇେ ସମାଗମ ତମ୍ବୁର ସୁଗନ୍ଧି ଧୂପବଦେୀର ପାଶର୍‌ବ ରେ ରଖିବା ଉଚିତ୍ ହବେ। ତ'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନଇେ ସମାଗମ ତମ୍ବୁର ଦ୍ବାରସ୍ଥିତ ୟଜ୍ଞବଦେୀ ମୂଳ ରେ ଢାଳିବ।
7 Em seguida, porá o sangue nos cornos do altar dos perfumes aromáticos que está diante do Senhor na tenda de reunião; e derramará o resto do sangue do touro ao pé do altar dos holocaustos que está à entrada da tenda de reunião.
8 ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମଦେ, ଯାହାକି ଅନ୍ତବୁଜୁଳାର ଉପରିସ୍ଥ ଏବଂ ପାଶର୍‌ବବର୍ତ୍ତୀ ମଦେ ହବୋ ଉଚିତ୍।
8 Tirará a gordura do touro imolado pelo pecado, tanto a que envolve as entranhas como a que adere a elas,
9 ସେ ଦୁଇଟି ଗୁରୁଦା, ମଦରେ ଉପରିସ୍ଥ ପାଶର୍‌ବବର୍ତ୍ତୀ ଗୁରୁଦାର ଏବଂ ୟକୃତର ମଦେ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନବୋ ଉଚିତ୍।
9 os dois rins com a gordura que os envolve na região lombar, e a pele que recobre o fígado, a qual será desprendida de junto dos rins.
10 ସମାଗମ ନବୈେଦ୍ଯର ଗୋରୁ ହାଇେଥିଲେ ଯେପରି ଉତ୍ସର୍ଗ କରାୟାଏ ସେ ସହେିପରି କରିବ। ପୁଣି ଯାଜକ ହାମବେଳିର ବଦେୀ ଉପରେ ତାହା ଦଗ୍ଧ କରିବ।
10 Fará como se faz com o touro do sacrifício pacífico, e queimará tudo isso no altar dos holocaustos.
11 ସହେି ଚର୍ମ, ମଦେ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ନଇେ ଛାଉଣୀ
11 Mas o couro do touro, sua carne, com sua cabeça, suas pernas, suas entranhas e seus excrementos, enfim, todo o touro,
12 ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।
12 o levará para fora do acampamento, em lugar limpo, onde se jogam as cinzas, e o queimará sobre lenha: será queimado sobre um monte de cinzas.
13 ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।
13 Se foi toda a assembléia de Israel quem pecou involuntariamente, por inadvertência, cometendo alguma ação proibida pelos mandamentos do Senhor, tornando-se assim culpada,
14 ଯଦି ସମାନେେ ସମାନଙ୍କେ କୃତ ପାପ ଜାଣିବେ, ତବେେ ସମାନେେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ ତମ୍ବୁ ନିକଟକୁ ତାକୁ ଆଣିବେ।
14 se o pecado cometido por ela vier a ser conhecido, a assembléia oferecerá em sacrifício de expiação um novilho, que se conduzirá diante da tenda de reunião.
15 ତା'ପରେ ମଣ୍ଡଳୀର ପା୍ରଚୀନବର୍ଗ ସହେି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବେ।
15 Os anciãos da assembléia porão suas mãos sobre a cabeça do touro, o qual será imolado diante do Senhor.
16 ତତ୍ପରେ ଅଭିଷିକ୍ତ ଯାଜକ ସହେି ଗୋବତ୍ସର କିଛି ରକ୍ତ ଧରି ସମାଗମ ତମ୍ବୁ ମଧ୍ଯକୁ ଆଣିବ।
16 O sacerdote ungido levará o sangue do touro à tenda de reunião:
17 ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।
17 mergulhará seu dedo no sangue e fará sete aspersões diante do Senhor, em frente do véu.
18 ଆଉ ଯାଜକ ସହେି ରକ୍ତରୁ କିଛି ନଇେ ସମାଗମ ତମ୍ବୁ ମଧିଅରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀ ଶୃଙ୍ଗ ଉପରେ ଦବେ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ ତମ୍ବୁର ଦ୍ବାର ସମୀପକୁ ହୋମବଦେୀ ମୂଳ ରେ ଢାଳିବ।
18 Porá o sangue nos cornos do altar que está diante do Senhor na tenda de reunião e derramará o resto do sangue ao pé do altar dos holocaustos que está à entrada da tenda de reunião.
19 ତା'ପରେ ଯାଜକ ବଳିର ସମସ୍ତ ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କରିବା ଉଚିତ୍।
19 Tirará toda a gordura do touro para queimá-la sobre o altar.
20 ପୁଣି ସହେି ପାପାର୍ଥକ ନବୈେଦ୍ଯର ଗୋବତ୍ସକୁ ଯେପରି କଲ, ଏହାକୁ ସହେିପରି କରିବ। ଏହିପରି ଯାଜକ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କରିବ। ତା' ହେଲେ ଇଶ୍ରାୟେଲ ଲୋକ କ୍ଷମାପା୍ରପ୍ତ ହବେେ।
20 Fará desse touro o que se fez com o novilho imolado pelo pecado. É assim que o sacerdote fará a expiação por eles, e serão perdoados.
21 ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।
21 Levará depois o touro para fora do acampamento e o queimará como o primeiro. Este é o sacrifício pelo pecado da assembléia.
22 ଯଦି ଜଣେ ଶାସକ ଭୂଲ୍ ବଶତଃ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ୟ୍ଯ କରେ, ସେ ମଧ୍ଯ ଦୋଷୀ ବୋଲି ବିବଚେିତ ହବେ।
22 Se foi um chefe quem pecou, cometendo involuntariamente uma ação proibida por um mandamento do Senhor seu Deus, tornando-se assim culpado,
23 ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତବେେ ସେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ।
23 trará para sua oferta um bode sem defeito, logo que tiver tomado consciência de seu pecado.
24 ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।
24 Porá a mão sobre a cabeça do bode e o imolará no lugar onde se imolam os holocaustos diante do Senhor; este é um sacrifício pelo pecado.
25 ତା'ପରେ ଯାଜକ ଆପଣା ଅଙ୍ଗୁଳି ରେ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ନଇେ ହାମବଦେେୀର ଶିଙ୍ଗ ଉପରେ ଦବେ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହାମବଦେେୀ ମୂଳ ରେ ଢାଳିବ।
25 O sacerdote, com o dedo, tomará o sangue da vítima oferecida pelo pecado e o porá sobre os cornos do altar dos holocaustos, e derramará o resto do sangue ao pé desse altar.
26 ତା'ପରେ ସହେି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମଦେ ନବେ ଏବଂ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଯେଉଁ ଉପାଯ ରେ ସେ ମଙ୍ଗଳାର୍ଥକ ନବୈେଦ୍ଯରୁ ମଦେ ସହିତ କରିଥିଲା। ଏହିପ୍ରକା ରେ ଯାଜକ ସେ ଶାସକର ପାପ ପାଇଁ ପ୍ରାଯଶ୍ଚିତ କରିବ ଓ ତା'ଦ୍ବାରା ସେ ଶାସକ ପ୍ରଭୁଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।
26 Queimará, em seguida, sobre o altar toda a gordura, como a dos sacrifícios pacíficos. É assim que o sacerdote fará pelo chefe a expiação de seu pecado; e ele será perdoado.
27 ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ଯରୁ କହେି ଜଣେ ତାହା କରେ ଓ ଭ୍ରାନ୍ତି ରେ ପାପ କରେ ତବେେ ସେ ଦୋଷୀ ହୁଏ।
27 Se for alguém do povo quem pecou involuntariamente, cometendo uma ação proibida por um mandamento do Senhor, tornando-se assim culpado,
28 ଯଦି ସହେି ଲୋକ ତା'ର ପାପ ବିଷଯ ରେ ଜ୍ଞାତ ହୁଏ, ତବେେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।
28 trará para sua oferta uma cabra sem defeito, pela falta cometida, logo que tiver tomado consciência de seu pecado.
29 ପୁଣି ସେ ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତ ରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।
29 Porá a mão sobre a cabeça da vítima oferecida pelo pecado e a imolará no lugar onde se imolam os holocaustos.
30 ତା'ପରେ ସେ ଯାଜକ ଅଙ୍ଗୁଳି ରେ ତା'ର ରକ୍ତରୁ କିଛି ନଇେ ହୋମବଦେୀର ଶୃଙ୍ଗ ଉପରେ ଦବେ, ଆଉ ତା'ର ସମସ୍ତ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିବ।
30 Em seguida, o sacerdote, com o dedo, tomará o sangue da vítima, e pô-lo-á sobre os cornos do altar dos holocaustos, derramando o resto ao pé do altar.
31 ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।
31 Tirará toda a gordura, como se fez no sacrifício pacífico, e a queimará no altar, como agradável odor ao Senhor. É assim que o sacerdote fará a expiação por esse homem, e ele será perdoado.
32 ଯଦି ସେ ପାପାର୍ଥକ ନବୈେଦ୍ଯ ନିମନ୍ତେ ମଷେଶାବକ ଆଣେ ତବେେ ନିଶ୍ଚିତ ଏକ ନିଖୁଣ ମଷେଶାବକ ଆଣିବ।
32 Se for um cordeiro que oferecer em sacrifício pelo pecado, oferecerá uma fêmea sem defeito.
33 ପୁଣି ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।
33 Porá a mão sobre a cabeça da vítima oferecida pelo pecado e a imolará em sacrifício de expiação no lugar onde se imolam os holocaustos.
34 ତା'ପରେ ସେ ଯାଜକ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ଅଙ୍ଗୁଳି ରେ ନଇେ ହୋମବଦେୀର ଶିଙ୍ଗ ଉପରେ ଦବେ ଓ ଆଉ ସମସ୍ତ ରକ୍ତ ୟଜ୍ଞବବଦେୀ ମୂଳ ରେ ଢାଳିବ।
34 Em seguida, com o dedo, tomará o sacerdote o sangue da vítima oferecida pelo pecado, e o porá sobre os cornos do altar dos holocaustos, derramando o resto do sangue ao pé do altar.
35 ସେ ଉତ୍ସର୍ଗ କରାୟାଇଥିବା ପଶୁଠାରୁ ସମସ୍ତ ମଦେ କାଢି ନବେ। ଯେପରି ସେ ସହଭାଗିତାର ନବୈେଦ୍ଯକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦବୋକୁ ଯାଜକ ଏହାକୁ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହି ପ୍ରକା ରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାଯଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆୟିବ।
35 Tirará toda a gordura como se tirou a do cordeiro do sacrifício pacífico, e a queimará no altar, entre os sacrifícios feitos pelo fogo ao Senhor. É assim que o sacerdote fará a expiação pelo pecado cometido por esse homem, e ele será perdoado.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 4, comparar traduções ou montar um estudo — tudo direto pelo WhatsApp.