Levítico 27
Oriya Bible (GL_ORIYA) vs ARC
1 ସଦାପ୍ରଭୁ ମାଶାଙ୍କେୁ କହିଲେ,
1 Falou mais o Senhor a Moisés, dizendo:
2 ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ଯକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ଯ ରେ ମାନସିକ କରେ, ତବେେ ତା'ର ମୂଲ୍ଯ ଯାଜକ ଦ୍ବାରା ନିରୂପିତ ହବେ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ବରଙ୍କର ହବେ। ଯଦି ଲୋକମାନେ ସହେି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାଁନ୍ତି ତବେେ ସମାନେେ ନିରୂପିତ ମୂଲ୍ଯ ଦଇେ ଫରୋଇ ଆଣିବେ।
2 Fala aos filhos de Israel e dize-lhes: Quando alguém fizer particular voto, segundo a tua avaliação serão as pessoas ao Senhor .
3 କୋଡିଏ ବର୍ଷ ଠାରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ପଗ୍ଭଶ ଶକେଲ ରୂପା ହବେ।
3 Se for a tua avaliação dum varão, da idade de vinte anos até à idade de sessenta, será a tua avaliação de cinquenta siclos de prata, segundo o siclo do santuário.
4 ଆଉ କୋଡିଏରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ସ୍ତ୍ରୀ ଲୋକର ନିରୂପିତ ମୂଲ୍ଯ ତିରିଶ ଶକେଲ ରୂପା ହବେ।
4 Porém, se for fêmea, a tua avaliação será de trinta siclos.
5 ଆଉ ପଞ୍ଚମ ବର୍ଷରୁ କୋଡିଏ ବର୍ଷ ପର୍ୟ୍ଯନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ କୋଡିଏ ଶକେଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶକେଲ ରୂପା ହବେ।
5 E, se for de cinco anos até vinte, a tua avaliação dum varão será de vinte siclos, e a da fêmea, de dez siclos.
6 ପୁଣି ଏକମାସଠାରୁ ପାଞ୍ଚ ବର୍ଷ ପର୍ୟ୍ଯନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ନିମନ୍ତେ ପାଞ୍ଚ ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶକେଲ ରୂପା ହବେ।
6 E, se for de um mês até cinco anos, a tua avaliação dum varão será de cinco siclos de prata, e a tua avaliação da fêmea será de três siclos de prata.
7 ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ ପନ୍ଦର ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶକେଲ ରୂପା ହବେ।
7 E, se for de sessenta anos e acima, do varão a tua avaliação será de quinze siclos, e a da fêmea, de dez siclos.
8 ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ଯ ଦଇେ ପାରିବ ନାହିଁ, ତବେେ ତାକୁ ଯାଜକ ନିକଟକୁ ଅଣାୟିବ, ଯାଜକ ତାହାର ମୂଲ୍ଯ ନିରୂପିତ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ଯ ନିରୂପଣ କରିବ।
8 Mas, se for mais pobre do que a tua avaliação, então, apresentar-se-á diante do sacerdote, para que o sacerdote o avalie; conforme o que alcançar a mão do que fez o voto, o avaliará o sacerdote.
9 କେତକେ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇ ପାରିବ, ସହେି ପଶୁଗୁଡିକ ମଧ୍ଯରୁ ଯଦି କହେି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସହେି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହାଇେଥିବ।
9 E, se for animal de que se oferece oferta ao Senhor , tudo quanto der dele ao Senhor será santo.
10 କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।
10 Não o mudará, nem o trocará bom por mau ou mau por bom; se, porém, em alguma maneira trocar animal por animal, o tal e o trocado serão ambos santos.
11 କେତକେ ପ୍ରାଣୀ ଅଛନ୍ତ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରାୟାଇ ପାରିବ ନାହିଁ। ସପରେି ଅଶୁଚି ପଶୁ ହାଇେଥିଲେ ଯାଜକ ସମ୍ମୁଖକୁ ଅଣାୟିବ।
11 E, se for algum animal imundo, dos que se não oferecem em oferta ao Senhor , então, apresentará o animal diante do sacerdote.
12 ପୁଣି ସହେି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ଯ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ହବେ।
12 E o sacerdote o avaliará, seja bom ou seja mau; segundo a avaliação do sacerdote, assim será.
13 ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
13 Porém, se em alguma maneira o resgatar, então, acrescentará o seu quinto além da tua avaliação.
14 ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତବେେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁରେ ମୂଲ୍ଯ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
14 E, quando algum santificar a sua casa para ser santa ao Senhor , o sacerdote a avaliará, seja boa, seja má; como o sacerdote a avaliar, assim será.
15 ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ଅଧିକ ଦବେ, ତା'ପରେ ସେ ଗୃହ ତା'ର ହବେ।
15 Mas, se o que santificou resgatar a sua casa, então, acrescentará o quinto a mais do dinheiro da tua avaliação, e será sua.
16 ଆଉ ଯଦି କୌଣସି ମନୁଷ୍ଯ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ତବେେ ତାହାର ମୂଲ୍ଯ ନିରୂପଣ ତାହାର ବପନୀଯ ବିହନ ଅନୁସାରେ ହବେ; ଏକ ହୋମର-ପରିମିତ ୟବ-ବିହନର ମୂଲ୍ଯ ପଗ୍ଭଶ ଶକେଲ ରୂପା ହବେ।
16 Se também alguém santificar ao Senhor uma parte do campo da sua possessão, então, a tua avaliação será segundo a sua semente: um gômer de semente de cevada será avaliado por cinquenta siclos de prata.
17 ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
17 Se santificar o seu campo desde o Ano do Jubileu, conforme a tua avaliação ficará.
18 ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅବଶିଷ୍ଟ ବର୍ଷର ସଂଖ୍ଯା ଅନୁସାରେ ତା' ସହିତ ମୂଲ୍ଯର ଗଣନା କରିବ। ପୁଣି ତଦନୁସା ରେ ତା'ର ନିରୂପିତ ମୂଲ୍ଯରୁ ଉଣା କରାୟିବ।
18 Mas, se santificar o seu campo depois do Ano do Jubileu, então, o sacerdote lhe contará o dinheiro conforme os anos restantes até ao Ano do Jubileu, e isto se abaterá da tua avaliação.
19 ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।
19 E, se aquele que santificou o campo de alguma maneira o resgatar, então, acrescentará o quinto a mais do dinheiro da tua avaliação, e ficará seu.
20 ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସହେି କ୍ଷେତ୍ରଟି ଯାଜକମାନଙ୍କର ହବେ। ଯଦି ସହେି କ୍ଷେତ୍ର ଅନ୍ୟକୁ ବିକ୍ରଯ କରାୟାଇଛି, ତବେେ ତାହା ଆଉ କବେେ ମୁକ୍ତ ହବେ ନାହିଁ।
20 E, se não resgatar o campo ou se vender o campo a outro homem, nunca mais se resgatará.
21 ମାତ୍ର ସହେି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶଷେ ଉପହାର ତୁଲ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ ଓ ତହିଁରେ ଯାଜକର ଅଧିକାର ହବେ।
21 Porém, havendo o campo saído no Ano do Jubileu, será santo ao Senhor , como campo consagrado; a possessão dele será do sacerdote.
22 ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,
22 E, se santificar ao Senhor o campo que comprou, e não for do campo da sua possessão,
23 ତବେେ ଯାଜକ ତା'ର ନିରୁପିତ ମୁଲ୍ଯ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସହେିଦିନ ତା'ର ନିରୂପିତ ମୂଲ୍ଯ ଦବେ। ସହେି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ଯ ହବେ।
23 então, o sacerdote lhe contará a soma da tua avaliação até ao Ano do Jubileu; e, no mesmo dia, dará a tua avaliação por santidade ao Senhor .
24 ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।
24 No Ano do Jubileu, o campo tornará àquele de quem o comprou, àquele de quem era a possessão do campo.
25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ହବେ, କୋଡିଏ ଗରୋ ରେ ଏକ ଶକେଲ ହୁଏ।
25 E toda a tua avaliação se fará conforme o siclo do santuário; o siclo será de vinte geras.
26 ପଶୁମାନଙ୍କ ମଧ୍ଯରୁ ଗୋରୁ ହେଉ କି ମଷେ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।
26 Mas o primogênito de um animal, por já ser do Senhor , ninguém o santificará; seja boi ou gado miúdo, do Senhor é.
27 ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତବେେ ସେ ତୁମ୍ଭ ନିରୂପିତ ମୂଲ୍ଯ ଅସୁସା ରେ ତାହା ମୁକ୍ତ କରିବ ଓ ସହେି ମୂଲ୍ଯର ପଞ୍ଚମାଂଶ ଅଧିକ ଦବେ। ସେ ଯଦି ମୁକ୍ତ କରି ନ ପା ରେ ତବେେ ଯାଜକ ତାହା ନିରୂପିତ ମୂଲ୍ଯ ରେ ବିକ୍ରୀ କରିବ।
27 Mas, se for de um animal imundo, o resgatará, segundo a tua estimação, e sobre ele acrescentará o seu quinto; e, se não se resgatar, vender-se-á segundo a tua estimação.
28 ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶଷେ ଉପହାର ଉତ୍ସର୍ଗ କରେ, ଏହା ବ୍ଯକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହାଇପୋ ରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହବେ ନାହିଁ। ପ୍ରେତ୍ୟକକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ।
28 Todavia, nenhuma coisa consagrada que alguém consagrar ao Senhor de tudo o que tem, de homem, ou de animal, ou do campo da sua possessão, se venderá nem resgatará; toda coisa consagrada será uma coisa santíssima ao Senhor .
29 ମନୁଷ୍ଯ ମଧିଅରେ ଯେ ବର୍ଜିତ ହବେ, ସେ କବେେ ମୁକ୍ତ ହାଇପୋରିବ ନାହିଁ, ସେ ନିଶ୍ଚିନ୍ତ ହତ ହବେ।
29 Toda coisa consagrada que for consagrada do homem não será resgatada; certamente morrerá.
30 ଭୂମିର ଶସ୍ଯ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ଯର ଦଶମାଂଶ ସଦାପ୍ରଭୁଙ୍କର ହବେ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
30 Também todas as dízimas do campo, da semente do campo, do fruto das árvores são do Senhor ; santas são ao Senhor .
31 ଯଦି କହେି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତବେେ ସେ ତହିଁର ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
31 Porém, se alguém das suas dízimas resgatar alguma coisa, acrescentará o seu quinto sobre ela.
32 ପୁଣି ଗୋମଷୋଦି ପଲରୁ ଦଶମାଂଶ ଯାଜକ ନବେ। ପ୍ରତି ଦଶଟି ରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
32 No tocante a todas as dízimas de vacas e ovelhas, de tudo o que passar debaixo da vara, o dízimo será santo ao Senhor .
33 ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ଯ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତବେେ ଉଭୟ ପଶୁ ପବିତ୍ର ହବେେ ଓ ତାହା ମୁକ୍ତ କରାୟିବ ନାହିଁ।
33 Não esquadrinhará entre o bom e o mau, nem o trocará; mas, se em alguma maneira o trocar, o tal e o trocado serão santos; não serão resgatados.
34 ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନଯ ପର୍ବତ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ଉଦ୍ଦେଶ୍ଯ ରେ ମାଶାଙ୍କେୁ ପ୍ରଦାନ କରିଥିଲେ।
34 Estes são os mandamentos que o Senhor ordenou a Moisés, para os filhos de Israel, no monte Sinai.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Levítico 27, comparar traduções ou montar um estudo — tudo direto pelo WhatsApp.