Levítico 26

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ତୁମ୍ଭମାନେେ ନିଜ ପାଇଁ ଦବମେୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖାଦେିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖାଦେିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
1 "Não façam ídolos, nem imagens, nem colunas sagradas para vocês, e não coloquem nenhuma pedra esculpida em sua terra para curvar-se diante dela. Eu sou o Senhor, o Deus de vocês.
2 ତୁମ୍ଭମାନେେ ଆମ୍ଭର ସ୍ବତନ୍ତ୍ର ବିଶ୍ରାମଦିବସ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
2 "Guardem os meus sábados e reverenciem o meu santuário. Eu sou o Senhor.
3 ତୁମ୍ଭେ ଯଦି ତାହା କର, ତବେେ ମାରେ କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ।
3 "Se vocês seguirem os meus decretos e obedecerem aos meus mandamentos, e os colocarem em prática,
4 ଯଦି ତୁମ୍ଭେ ତାହା କର, ମୁଁ ଠିକ୍ ଋତୁ ରେ ବର୍ଷା କରିବି, ଆଉ ତୁମ୍ଭମାନେେ ସର୍ବଦା ମାରେକରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭମାନେେ ବୃଷ୍ଟି ପାଇ ପାରିବ। ଭୂମି ୟଥେଷ୍ଟ ଶସ୍ଯ ଉତ୍ପନ୍ନ କରିବ ଓ ବୃକ୍ଷଗୁଡିକ ପ୍ରଚୁର ଫଳଧାରଣ କରିବେ।
4 eu lhes mandarei chuva na estação certa, e a terra dará a sua colheita e as árvores do campo darão o seu fruto.
5 ଆଉ ତୁମ୍ଭମାନଙ୍କର ଶସ୍ଯମର୍ଦ୍ଦନ କାଳ ଦ୍ରାକ୍ଷାସଂଗ୍ରହକାଳ ପର୍ୟ୍ଯନ୍ତ ଗ୍ଭଲିବ ଓ ଦ୍ରାକ୍ଷାସଂଗ୍ରହ କାଳ ବୀଜବପନ କାଳ ପର୍ୟ୍ଯନ୍ତ ଲାଗିବ, ପୁଣି ତୁମ୍ଭମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଅନ୍ନ ଭୋଜନ କରିବ ଓ ନିରାପଦ ରେ ଆପଣା ଦେଶ ରେ ବାସ କରିବ।
5 A debulha prosseguirá até a colheita das uvas, e a colheita das uvas prosseguirá até a época da plantação, e vocês comerão até ficarem satisfeitos e viverão em segurança na terra de vocês.
6 ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭମାନେେ ଶଯନ କଲା ବେଳେ କହେି ତୁମ୍ଭମାନଙ୍କୁ ଭୟ ଦଖାଇବେେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂ ରଇେ ଦବୋ ଏବଂ ତୁମ୍ଭ ଦେଶ ରେ ଶତୃ ପ୍ରବେଶ କରିପାରିବ ନାହିଁ।
6 "Estabelecerei paz na terra, e vocês se deitarão, e ninguém os amedrontará. Farei desaparecer da terra os animais selvagens, e a espada não passará pela terra de vocês.
7 ତୁମ୍ଭମାନେେ ତୁମ୍ଭମାନଙ୍କ ଶତୃକୁ ଘଉଡାଇ ଦବେ। ସମାନେେ ତୁମ୍ଭମାନଙ୍କର ଖଡ୍ଗ ରେ ଧରାଶାଯୀ ହବେେ।
7 Vocês perseguirão os seus inimigos, e estes cairão à espada diante de vocês.
8 ତୁମ୍ଭମାନଙ୍କ ମଧ୍ଯରୁ ପାଞ୍ଚ ଜଣ ଶତୃ ପକ୍ଷରୁ ଶ ହେ ଲୋକଙ୍କୁ ଘଉଡାଇ ଦବେେ ଓ ଶ ହେ ଜଣ ଦଶସହସ୍ର ଜଣଙ୍କୁ ଘଉଡାଇ ଦବେେ ତୁମ୍ଭମାନଙ୍କ ଖଡ୍ଗ ରେ ତୁମ୍ଭମାନଙ୍କର ଶତୃର ବିନାଶ ଘଟିବ।
8 Cinco de vocês perseguirão cem, cem de vocês perseguirão dez mil, e os seus inimigos cairão à espada diante de vocês.
9 ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହବୋ, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିଯମ ସ୍ଥିର କରିବା।
9 "Eu me voltarei para vocês e os farei prolíferos; e os multiplicarei e guardarei a minha aliança com vocês.
10 ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।
10 Vocês ainda estarão comendo da colheita armazenada no ano anterior, quando terão que se livrar dela para dar espaço para a nova colheita.
11 ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।
11 Estabelecerei a minha habitação entre vocês e não os rejeitarei.
12 ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଗମନା-ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ବର ହବୋ। ଆଉ ତୁମ୍ଭମାନେ ଆମ୍ଭର ଲୋକ ହବେ।
12 Andarei entre vocês e serei o seu Deus, e vocês serão o meu povo.
13 ମୁଁ ତୁମ୍ଭ ସଦାପ୍ରଭୁ ପରମେଶ୍ବର ଅଟେ। ମୁଁ ତୁମ୍ଭମାନଙ୍କୁ ଦାସ ହବୋରୁ ରକ୍ଷା କଲି। ମୁଁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ୟୁଆଳିର ୟୋତ ଭାଙ୍ଗି ଅଛି ଓ ତୁମ୍ଭମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।
13 Eu sou o Senhor, o Deus de vocês, que os tirou da terra do Egito para que não mais fossem escravos deles; quebrei as traves do jugo que os prendia e os fiz andar de cabeça erguida. "
14 ତୁମ୍ଭମାନେେ ଯଦି ଆମ୍ଭର ବାକ୍ଯ ରେ ମନୋୟୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତବେେ ଏହି ସବୁ ଅଘଟଣମାନ ଘଟିବ।
14 "Mas, se vocês não me ouvirem e não colocarem em prática todos esses mandamentos,
15 ତୁମ୍ଭମାନେେ ଯଦି ମାରେ ବ୍ଯବସ୍ଥା ଅବଜ୍ଞା କର ଓ ମାରେ ଆଜ୍ଞାକୁ ଘୃଣା କର ଓ ମାରେ ଆଜ୍ଞାକୁ ଅନୁସରଣ ନକର, ତବେେ ତୁମ୍ଭମାନେେ ମାରେ ଚୁକ୍ତି ଲଙ୍ଘନ କରିବ।
15 e desprezarem os meus decretos, rejeitarem as minhas ordenanças, deixarem de colocar em prática todos os meus mandamentos e forem infiéis à minha aliança,
16 ଯଦି ତୁମ୍ଭମାନେେ ତାହା କର, ତବେେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ୟକ୍ଷ୍ମା ଓ ଜ୍ବର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷଯ କରିବ। ଆଉ ତୁମ୍ଭମାନେେ ବୃଥା ରେ ବୀଜ ବୁଣିବ, କାରଣ ଶତୃମାନେ ତାକୁ ଖାଇଯିବେ।
16 então assim os tratarei: eu lhes trarei pavor repentino, doenças e febre que tirarão a visão e lhes definharão a vida. Vocês semearão inutilmente, porque os seus inimigos comerão as suas sementes.
17 ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।
17 O meu rosto estará contra vocês, e vocês serão derrotados pelos inimigos; os seus adversários os dominarão, e vocês fugirão mesmo quando ninguém os estiver perseguindo.
18 ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।
18 "Se depois disso tudo vocês não me ouvirem, eu os castigarei sete vezes mais pelos seus pecados.
19 ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।
19 Eu lhes quebrarei o orgulho rebelde e farei que o céu sobre vocês fique como ferro e a terra de vocês fique como bronze.
20 ତୁମ୍ଭମାନେେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ଯ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ।
20 A força de vocês será gasta em vão, porque a terra não lhes dará colheita, nem as árvores da terra lhes darão fruto.
21 ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।
21 "Se continuarem se opondo a mim e recusarem ouvir-me, eu os castigarei sete vezes mais, conforme os seus pecados.
22 ତୁମ୍ଭମାନଙ୍କ ପ୍ରତିକୂଳ ରେ ମୁଁ ବନ୍ଯପଶୁମାନଙ୍କୁ ପଠାଇବି, ତହିଁରେ ସମାନେେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ କରିବେ, ସମାନେେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ଯକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ଯ ହବେ।
22 Mandarei contra vocês animais selvagens que matarão os seus filhos, acabarei com os seus rebanhos e reduzirei vocês a tão poucos que os seus caminhos ficarão desertos.
23 ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,
23 "Se apesar disso vocês não aceitarem a minha disciplina, mas continuarem a opor-se a mim,
24 ମୁଁ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବି ଓ ତୁମ୍ଭମାନଙ୍କ ପାପ ସକାେଶ ମୁଁ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବ।
24 eu mesmo me oporei a vocês e os castigarei sete vezes mais por causa dos seus pecados.
25 ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।
25 E trarei a espada contra vocês para vingar a aliança. Quando se refugiarem em suas cidades, eu lhes mandarei uma praga, e vocês serão entregues em mãos inimigas.
26 ଯେତବେେଳେ ମୁଁ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରେ, ଦଶ ଜଣ ସ୍ତ୍ରୀ ଗୋଟିଏ ଚୂହ୍ଲୀ ରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦବେେ, ଆଉ ତୁମ୍ଭମାନେେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହବେ ନାହିଁ।
26 Quando eu lhes cortar o suprimento de pão, dez mulheres assarão o pão num único forno e repartirão o pão a peso. Vocês comerão, mas não ficarão satisfeitos.
27 ଏହା ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ।
27 "Se apesar disso tudo vocês ainda não me ouvirem, mas continuarem a opor-se a mim,
28 ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।
28 então com furor me oporei a vocês, e eu mesmo os castigarei sete vezes mais por causa dos seus pecados.
29 ତୁମ୍ଭମାନେେ ଏତେ କ୍ଷୁଧିତ ହବେ ଯେ ଆପଣା ପୁତ୍ର ଓ କନ୍ଯାମାନଙ୍କର ମାଂସ ଭୋଜନ କରିବ।
29 Vocês comerão a carne dos seus filhos e das suas filhas.
30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
30 Destruirei os seus altares idólatras, despedaçarei os seus altares de incenso e empilharei os seus cadáveres sobre os seus ídolos mortos, e rejeitarei vocês.
31 ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।
31 Deixarei as cidades de vocês em ruínas e arrasarei os seus santuários, e não terei prazer no aroma das suas ofertas.
32 ପୁଣି ଆମ୍ଭେ ଦେଶକୁ ଶୂନ୍ଯସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତୃଗଣ ତହିଁରେ ଆଶ୍ଚର୍ୟ୍ଯଜ୍ଞାନ କରିବେ।
32 Desolarei a terra a ponto de ficarem perplexos os seus inimigos que vierem ocupá-la.
33 ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।
33 Espalharei vocês entre as nações e desembainharei a espada contra vocês. Sua terra ficará desolada, e as suas cidades, em ruínas.
34 ତା'ପରେ ଦେଶ ଶୂନ୍ଯ ହାଇଯେିବ ଓ ତୁମ୍ଭମାନେେ ଆପଣା ଶତୃଗଣ ଦେଶ ରେ ରହିବ, ତା'ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପ ଭୋଗ କରିବ।
34 Então a terra desfrutará os seus anos sabáticos enquanto estiver desolada e enquanto vocês estiverem na terra dos seus inimigos; e a terra descansará e desfrutará os seus sábados.
35 ବ୍ଯବସ୍ଥା ଅନୁସାରେ ଭୂମି ପ୍ରତି ସାତବର୍ଷ ରେ ଆପଣା ବିଶ୍ରାମ ଏକ ବର୍ଷ ନବେ। ତୁମ୍ଭେ ବାସ କରୁଥିଲା ବେଳେ ଯେଉଁ ବିଶ୍ରାମ ପାଇ ନଥିଲ। ସ୍ଥାନ ଶୂନ୍ଯ ଥିଲା ବେଳେ ସେ ବିଶ୍ରାମ ଗ୍ରହଣ କରିବ।
35 Enquanto estiver desolada, a terra terá o descanso sabático que não teve quando vocês a habitaram.
36 ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ ସମାନେେ ଶତୃମାନଙ୍କ ଦେଶ ରେ ସାହସିକତା ହରାଇବେ। ସମାନେେ ପତ୍ରଝଡାର ଶଦ୍ଦ ଶୁଣିଲେ ମଧ୍ଯ ଦୌଡି ପଳାଇବେ। ପୁଣି ଖଡ୍ଗଧାରରୁ ପକାଇଲା ଲୋକପରି ସମାନେେ ଦୌଡିବେ ଓ କହେି ସମାନଙ୍କେୁ ନ ଗୋଡ଼ାଇଲେ ହେଁ ସମାନେେ ପତିତ ହବେେ।
36 "Quanto aos que sobreviverem, eu lhes encherei o coração de tanto medo na terra do inimigo, que o som de uma folha levada pelo vento os porá em fuga. Correrão como quem foge da espada, e cairão, sem que ninguém os persiga.
37 ପୁଣି କହେି ନ ଗୋଡ଼ାଇଲେ ହେଁ ଖଡ୍ଗ ସମ୍ମୁଖ ରେ, ସପରେି ଏକ ଅନ୍ୟ ଉପରେ ଝୁଣ୍ଟି ପଡିବେ,
37 Tropeçarão uns nos outros, como que fugindo da espada, sem que ninguém os esteja perseguindo. Assim vocês não poderão subsistir diante dos inimigos.
38 ତୁମ୍ଭେ ଅନ୍ୟଦେଶୀଯ ଲୋକମାନଙ୍କ ମଧିଅରେ ବିନଷ୍ଟ ହବେ ଓ ତୁମ୍ଭମାନଙ୍କର ଶତୃଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ।
38 Vocês perecerão entre as nações, e a terra dos seus inimigos os devorará.
39 ପୁଣି ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ, ସମାନେେ ଦୁଃଖ ଭୋଗିବେ ଏବଂ ଶତୃର ଦେଶରୁ ଉଚ୍ଛଦେ ହବେେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷ ମାନଙ୍କର ଅପରାଧ ହତେୁ ସମାନେେ କଷ୍ଟ ଭୋଗ କରିବନୋହିଁା
39 Os que sobreviverem apodrecerão na terra do inimigo por causa dos seus pecados, e também por causa dos pecados dos seus antepassados.
40 ମାତ୍ର ଲୋକମାନେ ସମାନଙ୍କେର ପାପ ସ୍ବକାର କରି ପାରନ୍ତି ଓ ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ଅପରାଧ ସ୍ବୀକାର କରିପାରନ୍ତି ଓ ସମାନେେ ଆମ୍ଭ ବିରୁଦ୍ଧ ରେ ପାପ କରିଛନ୍ତି ବୋଲି ସ୍ବୀକାର କରି ପାରନ୍ତି।
40 "Mas, se confessarem os seus pecados e os pecados dos seus antepassados, sua infidelidade e oposição a mim,
41 ଆଉ ମଧ୍ଯ ସମାନେେ ଆମ୍ଭର ପ୍ରତିକୂଳାଚରଣ କରିବା ହତେୁ ଆମ୍ଭେ ମଧ୍ଯ ସମାନଙ୍କେର ପ୍ରତିକୂଳାଚରଣ କଲୁ। ସମାନଙ୍କେୁ ସମାନଙ୍କେ ଶତୃଗଣର ଦେଶରୁ ଆଣିଲୁ, ଏହା ସମାନେେ ସ୍ବୀକାର କରିବେ। ତହିଁରେ ଯବେେ ସମାନଙ୍କେ ଦୃଦଯ ନମ୍ର ହବେ ଓ ସମାନେେ ନିଜନିଜ ଅପରାଧର ଦଣ୍ତ ଗ୍ରହଣ କରିବେ।
41 que me levaram a opor-me a eles e a enviá-los para a terra dos seus inimigos; se o seu coração obstinado se humilhar, e eles aceitarem o castigo do seu pecado,
42 ତବେେ ଆମ୍ଭେ ଯାକୁବ ସହିତ, ଇସ୍ହାକ୍ ସହିତ ଅବ୍ରହାମଙ୍କ ସହିତ ଆପଣା ନିଯମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ଯ ସ୍ମରଣ କରିବା।
42 eu me lembrarei da minha aliança com Jacó e da minha aliança com Isaque e da minha aliança com Abraão, e também me lembrarei da terra,
43 ଦେଶ ମଧ୍ଯ ସମାନଙ୍କେ ଦ୍ବାରା ତ୍ଯକ୍ତ ହାଇେ ରହିବ ଓ ସମାନଙ୍କେ ଅବର୍ତ୍ତାମାନର ଶୂନ୍ଯସ୍ଥାନ ହାଇେ ପଡିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସମାନେେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସମାନେେ ଆମ୍ଭର ବିଧି ଅଗ୍ରାହ୍ଯ କଲେ ଓ ସମାନଙ୍କେ ପ୍ରାଣ ଆମ୍ଭ ବ୍ଯବସ୍ଥା ଘୃଣା କଲା।
43 que por eles será abandonada e desfrutará os seus sábados enquanto permanecer desolada. Receberão o castigo pelos seus pecados porque desprezaram as minhas ordenanças e rejeitaram os meus decretos.
44 ସମାନେେ ପ୍ରକୃତ ରେ ପାପୀ, ମାତ୍ର ଯଦି ସମାନେେ ସାହାୟ୍ଯ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ, ସମାନେେ ଶତୃଗଣଙ୍କ ଦେଶ ରେ ଥିଲେ ମଧ୍ଯ ଆମ୍ଭେ ସମାନଙ୍କେ କଥା ଶୁଣିବା, ଆମ୍ଭେ ସମାନଙ୍କେୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସମାନଙ୍କେ ସହିତ ଆପଣା ନିଯମ ଭଙ୍ଗ ନିମନ୍ତେ ସମାନଙ୍କେୁ ଅଗ୍ରାହ୍ଯ କରିବା ନାହିଁ। କିମ୍ବା ସମାନଙ୍କେୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟୁ।
44 Apesar disso, quando estiverem na terra do inimigo, não os desprezarei, nem os rejeitarei, para destruí-los totalmente, quebrando a minha aliança com eles, pois eu sou o Senhor, o Deus deles.
45 ମାତ୍ର ଆମ୍ଭେ ସମାନଙ୍କେ ଲାଗି ସମାନଙ୍କେ ପୂର୍ବପୁରୁଷଙ୍କ ସହିତ କରିଥିବା ନିଯମ ସ୍ମରଣ କରିବା, ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ନିମନ୍ତେ ଅନ୍ୟ ଦେଶୀଯ ଲୋକମାନଙ୍କ ସାକ୍ଷାତ ରେ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ଅଟୁ।
45 Mas por amor deles eu me lembrarei da aliança com os seus antepassados que tirei da terra do Egito à vista das nações, para ser o Deus deles. Eu sou o Senhor. "
46 ଏହିସବୁ ବ୍ଯବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇଶ୍ରାୟେଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧିଅରେ ସ୍ଥାପିତ ହାଇେଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମାଶାଙ୍କେୁ ସୀନଯ ପର୍ବତ ରେ ଦଇେଥିଲେ ଓ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ତାହା ଦେଲେ।
46 São esses os decretos, as ordenanças e as leis que o Senhor estabeleceu no monte Sinai entre ele próprio e os israelitas, por intermédio de Moisés.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 26, comparar traduções ou montar um estudo — tudo direto pelo WhatsApp.