Levítico 25

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଅନନ୍ତର ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେୁ କହିଲେ,
1 Falou mais o SENHOR a Moisés no monte Sinai, dizendo:
2 ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବୋ, ତୁମ୍ଭମାନେେ ସହେି ଦେଶ ରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂମି ବିଶ୍ରାମ କରିବ।
2 Fala aos filhos de Israel, e dize-lhes: Quando tiverdes entrado na terra, que eu vos dou, então a terra descansará um sábado ao Senhor.
3 ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜନିଜ କ୍ଷେତ୍ର ରେ ବୀଜ ବୁଣିବ ଓ ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ଦ୍ରାକ୍ଷାଲତା ଝାଡିର ଓ ତହିଁର ଫଳ ସଂଗ୍ରହ କରିବ।
3 Seis anos semearás a tua terra, e seis anos podarás a tua vinha, e colherás os seus frutos;
4 ମାତ୍ର ସପ୍ତମ ବର୍ଷ ରେ ଭୁମିକୁ ତୁମ୍ଭମାନେେ ବିଶ୍ରାମ ଦବେ। ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହା ମହାବିଶ୍ରାମ ହବେ। ତୁମ୍ଭମାନେେ ନିଜ କ୍ଷେତ୍ର ରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡିବ ନାହିଁ।
4 Porém ao sétimo ano haverá sábado de descanso para a terra, um sábado ao Senhor; não semearás o teu campo nem podarás a tua vinha.
5 ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।
5 O que nascer de si mesmo da tua sega, não colherás, e as uvas da tua separação não vindimarás; ano de descanso será para a terra.
6 ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।
6 Mas os frutos do sábado da terra vos serão por alimento, a ti, e ao teu servo, e à tua serva, e ao teu diarista, e ao estrangeiro que peregrina contigo;
7 ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ଯାନ୍ଯ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହବେ।
7 E ao teu gado, e aos teus animais, que estão na tua terra, todo o seu produto será por mantimento.
8 ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତବର୍ଷ ଗଣନା କରିବ, ତାହା ଦ୍ବାରା ସହେି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଚାଶ ବର୍ଷ ହବେ।
8 Também contarás sete semanas de anos, sete vezes sete anos; de maneira que os dias das sete semanas de anos te serão quarenta e nove anos.
9 ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।
9 Então no mês sétimo, aos dez do mês, farás passar a trombeta do jubileu; no dia da expiação fareis passar a trombeta por toda a vossa terra,
10 ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।
10 E santificareis o ano qüinquagésimo, e apregoareis liberdade na terra a todos os seus moradores; ano de jubileu vos será, e tornareis, cada um à sua possessão, e cada um à sua família.
11 ସହେି ପଚାଶତମ ବର୍ଷ ବ୍ଯାପି ତୁମ୍ଭମାନଙ୍କ ନିମନ୍ତେ ୟୋବଲେ ହବେ। ତୁମ୍ଭମାନେେ କ୍ଷେତ୍ର ରେ ଶସ୍ଯ ବୁଣିବ ନାହିଁ କିମ୍ବା ଆପେ ବଢିଥିବା ଶସ୍ଯ କାଟିବ ନାହିଁ ଓ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
11 O ano qüinquagésimo vos será jubileu; não semeareis nem colhereis o que nele nascer de si mesmo, nem nele vindimareis as uvas das separações,
12 କାରଣ ସହେି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହବେ। ତଥାପି ତୁମ୍ଭମାନେେ କ୍ଷେତ୍ରୋତ୍ପନ୍ନ ଶସ୍ଯାଦି ଖାଇ ପାରିବ।
12 Porque jubileu é, santo será para vós; a novidade do campo comereis.
13 ସେ ମହୋଲ୍ଲାସ-ଉତ୍ସବ ବର୍ଷ ରେ ପ୍ରେତ୍ୟକକ ନିଜ ନିଜ ଅଧିକାରକୁ ଫରେିୟିବା ଉଚିତ୍।
13 Neste ano do jubileu tornareis cada um à sua possessão.
14 ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।
14 E quando venderdes alguma coisa ao vosso próximo, ou a comprardes da mão do vosso próximo, ninguém engane a seu irmão;
15 ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।
15 Conforme ao número dos anos, desde o jubileu, comprarás ao teu próximo; e conforme o número dos anos das colheitas, ele a venderá a ti.
16 ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।
16 Conforme se multipliquem os anos, aumentarás o seu preço, e conforme à diminuição dos anos abaixarás o seu preço; porque conforme o número das colheitas é que ele te vende.
17 ତୁମ୍ଭମାନେେ ପରସ୍ପର ପ୍ରତି ଅନ୍ଯାଯ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ବରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
17 Ninguém, pois, engane ao seu próximo; mas terás temor do teu Deus; porque eu sou o Senhor vosso Deus.
18 ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।
18 E observareis os meus estatutos, e guardareis os meus juízos, e os cumprireis; assim habitareis seguros na terra.
19 ପୁଣି ଭୁମି ରେ ପ୍ରଚୁର ଶସ୍ଯ ଉତ୍ପନ୍ନ ହବେ। ତୁମ୍ଭମାନେେ ତୃପ୍ତି ରେ ଭୋଜନ କରିବ ଓ ଦେଶ ରେ ନିର୍ଭୟ ରେ ବାସ କରିବ।
19 E a terra dará o seu fruto, e comereis a fartar, e nela habitareis seguros.
20 ତୁମ୍ଭମାନେେ କହିପାର, 'ଆମ୍ଭମାନେେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତବେେ ଆମ୍ଭମାନେେ ସପ୍ତମ ବର୍ଷ ରେ କ'ଣ ଖାଇବୁ।'
20 E se disserdes: Que comeremos no ano sétimo? eis que não havemos de semear nem fazer a nossa colheita;
21 ସେଥିପାଇଁ ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷ ରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନିବର୍ଷର ଅମଳ ଦବେ।
21 Então eu mandarei a minha bênção sobre vós no sexto ano, para que dê fruto por três anos,
22 ତୁମ୍ଭମାନେେ ଅଷ୍ଟମ ବର୍ଷ ରେ ଯେତବେେଳେ ବୁଣିବ ସେତବେେଳେ ତୁମ୍ଭମାନେେ ପୁରାତନ ଶସ୍ଯ ଖାଉଥିବ। ତୁମ୍ଭମାନେେ ନବମବର୍ଷ ଫଳ ଉତ୍ପନ୍ନ ହବୋ ପର୍ୟ୍ଯନ୍ତ ସହେି ପୁରାତନ ଶସ୍ଯ ଖାଇବ।
22 E no oitavo ano semeareis, e comereis da colheita velha até ao ano nono; até que venha a nova colheita, comereis a velha.
23 ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।
23 Também a terra não se venderá em perpetuidade, porque a terra é minha; pois vós sois estrangeiros e peregrinos comigo.
24 ଲୋକମାନେ ସମାନଙ୍କେର ଭୂମି ବିକ୍ରଯ କରିପାରନ୍ତି, ମାତ୍ର ପରିବାର ସହେି ଜମି ସର୍ବଦା ଫରେିପାଇବେ।
24 Portanto em toda a terra da vossa possessão dareis resgate à terra.
25 ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହାଇେ ନିଜର ଭୂମି ବିକ୍ରଯ କରେ ତବେେ ତାହାର ମୁକ୍ତିକର୍ତ୍ତା ନିକଟ ସଂପର୍କୀଯ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରିନବେ।
25 Quando teu irmão empobrecer e vender alguma parte da sua possessão, então virá o seu resgatador, seu parente, e resgatará o que vendeu seu irmão.
26 ଯଦି ସହେି ବ୍ଯକ୍ତିର ନିକଟ ସଂପର୍କୀଯ କହେି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତବେେ ସେ ନିଜେ ଅଧିକ ଧନ ଲାଭ କଲାପରେ ତା'ର ଭୂମି ମୁକ୍ତ କରିବ।
26 E se alguém não tiver resgatador, porém conseguir o suficiente para o seu resgate,
27 ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସା ରେ ଅତିରିକ୍ତ ମୂଲ୍ଯ କ୍ରଯକର୍ତ୍ତାକୁ ଫରୋଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫରୋଇ ନବୋକୁ ୟଥେଷ୍ଟ ଅର୍ଥ ନ ପାଏ,
27 Então contará os anos desde a sua venda, e o que ficar restituirá ao homem a quem a vendeu, e tornará à sua possessão.
28 ତବେେ ସେ ଯାହା ବିକ୍ରଯ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ କ୍ରଯକର୍ତ୍ତା ହସ୍ତ ରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫରେିୟିବ।
28 Mas se não conseguir o suficiente para restituir-lha, então a que foi vendida ficará na mão do comprador até ao ano do jubileu; porém no ano do jubileu sairá, e ele tornará à sua possessão.
29 ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।
29 E, quando alguém vender uma casa de moradia em cidade murada, então poderá resgatá-la até que se cumpra o ano da sua venda; durante um ano inteiro será lícito o seu resgate.
30 ଯଦି ନଗର ରେ ସହେି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହାଇେଥାଏ, ତବେେ ପଞ୍ଜିକା ବର୍ଷ ସମୂର୍ଣ୍ଣ ହେଲେ ମଧ୍ଯ ତାହା ବିକ୍ ରତାେ ବ୍ଯକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରଯ କର୍ତ୍ତାର ହାଇେ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷ ରେ ମଧ୍ଯ ତାହା ମୁକ୍ତ ହାଇପୋରିବ ନାହିଁ।
30 Mas, se, cumprindo-se-lhe um ano inteiro, ainda não for resgatada, então a casa, que estiver na cidade que tem muro, em perpetuidade ficará ao que a comprou, pelas suas gerações; não sairá no jubileu.
31 ମାତ୍ର ଗ୍ରାମଗୁଡିକର ଗୃହମାନ ପ୍ରାଚୀର ଦ୍ବାରା ଘରୋଉ ହାଇନୋହିଁ। ସହେି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ ରତାେ ନିକଟକୁ ଫରେିୟିବ।
31 Mas as casas das aldeias que não têm muro ao redor, serão estimadas como o campo da terra; para elas haverá resgate, e sairão no jubileu.
32 ମାତ୍ର ଲବେୀୟମାନଙ୍କର ନଗରମାନ, ସଠାେରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସମାନଙ୍କେ ପକ୍ଷ ରେ ଅନନ୍ତକାଳସ୍ଥାଯୀ ହବେ।
32 Mas, no tocante às cidades dos levitas, às casas das cidades da sua possessão, direito perpétuo de resgate terão os levitas.
33 ଯଦି କହେି ଲବେୀୟଠାରୁ ଏକ ଗୃହ କ୍ରଯ କରେ ତବେେ ସହେି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ, କାରଣ ଇଶ୍ରାୟେଲୀୟ ମଧିଅରେ ଲବେୀୟମାନଙ୍କ ଗୃହସବୁ ସମାନଙ୍କେର ଅଟେ।
33 E se alguém comprar dos levitas, uma casa, a casa comprada e a cidade da sua possessão sairão do poder do comprador no jubileu; porque as casas das cidades dos levitas são a sua possessão no meio dos filhos de Israel.
34 ମାତ୍ର ଲବେୀୟମାନଙ୍କ ନଗରର ଗ୍ଭରିପାଖ ରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରଯ କରାୟିବ ନାହିଁ, କାରଣ ତାହା ସମାନଙ୍କେର ଅନନ୍ତକାଳୀନ ଅଧିକାର।
34 Mas o campo do arrabalde das suas cidades não se venderá, porque lhes é possessão perpétua.
35 ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।
35 E, quando teu irmão empobrecer, e as suas forças decaírem, então sustentá-lo-ás, como estrangeiro e peregrino viverá contigo.
36 ତୁମ୍ଭେ ତା'ଠାରୁ ଋଣ ବାବଦ ରେ କୌଣସି ସୁଧ ନବେ ନାହିଁ। ମାତ୍ର ଆପଣା ପରମେଶ୍ବରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ।
36 Não tomarás dele juros, nem ganho; mas do teu Deus terás temor, para que teu irmão viva contigo.
37 ତାକୁ ଟଙ୍କା ଧାର ଦଇେ ତା'ଠାରୁ ସୁଧ ଆଦାଯ କର ନାହିଁ। ଆଉ ତାକୁ ଅନ୍ନ ଦଇେ ତା'ଠାରୁ ଲାଭ ଗ୍ରହଣ କର ନାହିଁ।
37 Não lhe darás teu dinheiro com usura, nem darás do teu alimento por interesse.
38 ଯେ ତୁମ୍ଭର ପରମେଶ୍ବର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦବୋ ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଆମ୍ଭେ ଅଟୁ।
38 Eu sou o Senhor vosso Deus, que vos tirei da terra do Egito, para vos dar a terra de Canaã, para ser vosso Deus.
39 ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହାଇେଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରଯ କରେ, ତବେେ ତୁମ୍ଭେ ତାହାକୁ ବନ୍ଧା ଦାସପରି ପରିଶ୍ରମ କରାଇବ ନାହିଁ।
39 Quando também teu irmão empobrecer, estando ele contigo, e vender-se a ti, não o farás servir como escravo.
40 ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତୁମ୍ଭର ଦାସ୍ଯକର୍ମ କରିବ।
40 Como diarista, como peregrino estará contigo; até ao ano do jubileu te servirá;
41 ତା'ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହାଇେ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫରେିୟିବ।
41 Então sairá do teu serviço, ele e seus filhos com ele, e tornará à sua família e à possessão de seus pais.
42 କାରଣ ସମାନେେ ଆମ୍ଭର ଦାସ, ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସମାନେେ ପୁନର୍ବାର ଆଉ କ୍ରୀତଦାସ ହବେେ ନାହିଁ।
42 Porque são meus servos, que tirei da terra do Egito; não serão vendidos como se vendem os escravos.
43 ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ବାମୀରୂପେ ବ୍ଯବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କୁ ଭକ୍ତି କରିବ।
43 Não te assenhorearás dele com rigor, mas do teu Deus terás temor.
44 ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତବେେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟଦେଶୀଯମାନଙ୍କଠାରୁ କ୍ରୀତଦାସଦାସୀ କିଣିବ।
44 E quanto a teu escravo ou a tua escrava que tiveres, serão das nações que estão ao redor de vós; deles comprareis escravos e escravas.
45 ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସମାନଙ୍କେର ପରିବାରର ସଭ୍ଯ ତୁମ୍ଭ ଦେଶ ରେ ଜନ୍ମନ୍ତି, ସମାନଙ୍କେ ସନ୍ତାନମାନଙ୍କୁ ତୁମ୍ଭେ କିଣିପାରିବ। ସମାନେେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହବେେ।
45 Também os comprareis dos filhos dos forasteiros que peregrinam entre vós, deles e das suas famílias que estiverem convosco, que tiverem gerado na vossa terra; e vos serão por possessão.
46 ତୁମ୍ଭମାନେେ ନିଜ ଅନ୍ତେ ଆପଣା ଭବିଷ୍ଯତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସମାନଙ୍କେୁ ଦଇପୋରିବ। ସମାନେେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହାଇେ ରହିବେ। ମାତ୍ର ତୁମ୍ଭମାନେେ ନିଜ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ଉପରେ କଠାେର କତ୍ତୃର୍ତ୍ବ କରିବ ନାହିଁ।
46 E possuí-los-eis por herança para vossos filhos depois de vós, para herdarem a possessão; perpetuamente os fareis servir; mas sobre vossos irmãos, os filhos de Israel, não vos assenhoreareis com rigor, uns sobre os outros.
47 ଆଉ ଯଦି ତୁମ୍ଭମାନଙ୍କ ମଧିଅରେ କହେି ପ୍ରବାସୀ କି ବିଦେଶୀ ଧନୀ ହାଇୟୋଏ ଓ ତୁମ୍ଭର ସ୍ବଦେଶୀ ଲୋକ ଦରିଦ୍ର ହାଇୟୋଏ, ଆଉ ସହେି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,
47 E se o estrangeiro ou peregrino que está contigo alcançar riqueza, e teu irmão, que está com ele, empobrecer, e vender-se ao estrangeiro ou peregrino que está contigo, ou a alguém da família do estrangeiro,
48 ତବେେ ସେ ବ୍ଯକ୍ତି ପରେ ମୁକ୍ତ ହାଇପୋରିବ। ତାହାର ଜ୍ଞାତ ମଧ୍ଯରୁ କହେି ତାକୁ ମୁକ୍ତ କରିପାରିବ।
48 Depois que se houver vendido, haverá resgate para ele; um de seus irmãos o poderá resgatar;
49 ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରିପାରିବ। ଆଉ ତା'ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରିପାରିବ କିମ୍ବା ତାହାର ସ୍ବହସ୍ତ ରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ଯ ମୁକ୍ତ କରିପାରିବ।
49 Ou seu tio, ou o filho de seu tio o poderá resgatar; ou um dos seus parentes, da sua família, o poderá resgatar; ou, se alcançar riqueza, se resgatará a si mesmo.
50 ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।
50 E acertará com aquele que o comprou, desde o ano que se vendeu a ele até ao ano do jubileu, e o preço da sua venda será conforme o número dos anos; conforme os dias de um diarista estará com ele.
51 ଯବେେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନକେ ବର୍ଷ ବାକିଥାଏ ତବେେ କ୍ରଯ ମୂଲ୍ଯର ଏକ ବଡ ଅଂଶ ତାକୁ ଫରୋଇ ଦବେ।
51 Se ainda faltarem muitos anos, conforme a eles restituirá, para seu resgate, parte do dinheiro pelo qual foi vendido,
52 ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅଳ୍ପ ବର୍ଷ ବାକି ଥାଏ, ତବେେ ତାହା ସହିତ ସେ ଗଣନା କରିବ, ସହେି ବର୍ଷ ଅନୁସାରେ ସେ ଆପଣା କ୍ରଯ ମୂଲ୍ଯର ଏକ େଛାଟ ଅଂଶ ତାକୁ ଫରୋଇ ଦବେ।
52 E se ainda restarem poucos anos até ao ano do jubileu, então fará contas com ele; segundo os seus anos restituirá o seu resgate.
53 ମାତ୍ର ସହେି ବ୍ଯକ୍ତି ତା' ସହିତ ଜଣେ କ୍ଷଣସ୍ଥାଯୀ ଘରୋଇ ସାହାୟ୍ଯକାରୀ ହିସାବ ରେ ରହିବ। ତୁମ୍ଭ ସାକ୍ଷାତ ରେ ତାହା ଉପରେ କହେି କଠାେର କତ୍ତୃର୍ତ୍ବ କରିପାରିବେ ନାହିଁ।
53 Como diarista, de ano em ano, estará com ele; não se assenhoreará sobre ele com rigor diante dos teus olhos.
54 ଯଦି ତାକୁ କହେି ମୁକ୍ତ ନକରେ, ତବେେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷ ରେ ମୁକ୍ତ ହାଇେ ବାହାରି ୟିବ।
54 E, se desta sorte não se resgatar, sairá no ano do jubileu, ele e seus filhos com ele.
55 କାରଣ ଇଶ୍ରାୟେଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ଦାସତ୍ବରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
55 Porque os filhos de Israel me são servos; meus servos são eles, que tirei da terra do Egito. Eu sou o Senhor vosso Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Levítico 25, comparar traduções ou montar um estudo — tudo direto pelo WhatsApp.